Below header
Browsing Tag

python

କଟକ: ମାଛ ଧରା ଜାଲରେ ପଡିଲା ବିରାଟ ଅଜଗର

ମାହାଙ୍ଗା/ସାଲେପୁର(କେନ୍ୟୁଜ୍):  ମାଛ ଧରା ଜାଲରେ ପଡିଲା ବିରାଟ ଅଜଗର । କଟକ ନିଶ୍ଚନ୍ତକୋଇଲି କେନ୍ଦୁପାଟଣା ଗାଁରୁ ଏହି ଅଜଗର ଉଦ୍ଧାର ହୋଇଛି । ମାଛ ଧରିବା ପାଇଁ କେନ୍ଦୁପାଟଣା ନିକଟ ନଦୀ ପଠାରେ ମାନସ ବେହେରା ନାମକ ବ୍ୟକ୍ତି ଜାଲ ବିଛାଇ ଥିବା ବେଳେ ଏହି ଅଜଗର ସାପଟି ଜାଲ ରେ ପଡ଼ିଥିବାର…

କୁକୁର ଦେହରେ ଗୁଡ଼ାଇ ହୋଇ ଗିଳିବାକୁ ଚେଷ୍ଟା କରୁଛି ଅଜଗର, ଭିଡିଓ ଦେଖିଲେ ଛାତି ଥରିଯିବ

ଅଜଗର ଏକ ଭୟଙ୍କର ଜୀବ। ସେ ଯାହାକୁ ନିଜ ଶିକାର ବନାଇବାକୁ ଚାହେଁ ତା’ ବଞ୍ଚିବା ଏକ ପ୍ରକାରର ଅସମ୍ଭବ କହିଲେ ଚଳେ। ସୋସିଆଲ ମିଡିଆରେ ପ୍ରାୟତଃ ଅଜଗରର ଭିଡିଓ ଭାଇରାଲ ହୋଇଥାଏ। କିନ୍ତୁ ଏବେ ସୋସିଆଲ ମିଡିଆରେ ଅଜଗରର ଏକ ଏଭଳି ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣଙ୍କ ଛାତି ଥରି…

କେବେ ଦେଖିଛନ୍ତି କି କଦଳୀ ସାପ, ବିଷାକ୍ତ ପାଇଁ ନୁହେଁ ବରଂ ସ୍ୱଭାବ ଯୋଗୁଁ ଲୋକପ୍ରିୟ

ଦୁନିଆରେ ଆପଣ ବିଭିନ୍ନ ପ୍ରକାରର ସାପ ନିଶ୍ଚିତ ଦେଖିଥିବେ। ଏହାମଧ୍ୟରେ ଅନେକ ପ୍ରକାର ସାପ ପ୍ରଜାତିକୁ ନେଇ ରିସର୍ଚ୍ଚ ମଧ୍ୟ କରାଯାଉଛି। ଯାହା ମଧ୍ୟରେ ବାନାନା ବଲ୍‌ ପାଇଥନ ବା କଦଳୀ ବଲ୍‌ ସାପ ସାମିଲ ରହିଛି। ଏହି ସାପ ଦେଖିବାକୁ ଠିକ୍‌ କଦଳୀ ଭଳି। ଯାହା ଯୋଗୁଁ ତା’ର ନାମ କଦଳୀ ବଲ୍‌…

ପ୍ରେମିକ ଭଳି ଝିଅର କୋଳରେ ମୁଣ୍ଡ ରଖି ଶୋଇଥାଏ ଏହି ଅଜଗର, ହାତରେ ଆଉଁଷି ଦେଲେ କରିଥାଏ ପ୍ରେମ! ଦେଖନ୍ତୁ ଭାଇରାଲ…

ସାପ ଦେଖିଲେ ଲୋକଙ୍କ ମନରେ ଭୟ ପଶିଯାଏ। ସାପଟି ଛୋଟ ହେଉ କି ବଡ, ଲୋକମାନେ ଏହାକୁ ଭୟ କରନ୍ତି | କିନ୍ତୁ ଆଜିକାଲି ଅନେକ ଲୋକ ସଉକରେ ସାପ ପାଳିବାରେ ଲାଗିଛନ୍ତି। ହେଲେ ବିଶେଷଜ୍ଞଙ୍କ କହିବା ହେଲା, ସାପ ପାଳିଲେ ବି ଏଥିପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। କାରଣ, ସାପର ପରବର୍ତ୍ତୀ ପଦକ୍ଷେପ…

ମାଙ୍କଡକୁ ଗିଳିଦେଲା ଅଜଗର, ଆଉ ତା’ ପରେ ଘଟିଲା ଏମିତି କିଛି

ନଦୀ କୂଳରେ ମାଙ୍କଡକୁ ଗିଳିଦେଲା ଅଜଗର। ଆଶ୍ଚର୍ଯ୍ଯ ଲାଗୁଥିଲେ ମଧ୍ୟସତ। ଅଜଗର ମାଙ୍କଡକୁ ଗିଳିବା ପରେ ନିଜେ ସମସ୍ଯାରେ ପଡିଯାଇଛି। ମାଙ୍କଡ ଗିଳିବା ପରେ ତାକୁ ହଜମ କରି ନ ପାରି କିଛି ସମୟରେ ବେହାଲ ହୋଇଗଲା, ଆଉ ଏମିତି କିଛି ଘଟିଲା, ଯାହା କେବେ ବି ପୂର୍ବରୁ ଘଟିନାହିଁ। ଏହି ଘଟଣା…

କାର ବନେଟରେ ଲୁଚିଥିଲା ୧୦ ଫୁଟର ଅଜଗର, ବାହାରିବା ମାତ୍ରେ ଏମିତି କିଛି କଲା, ଦେଖନ୍ତୁ ଭିଡିଓ

ସାପ ନାଁ ଶୁଣିବା ମାତ୍ରେ ମଣିଷ ଛାନିଆ ହୋଇପଡେ। ତାହା ଛୋଟ ହେଉ କି ବଡ କିମ୍ବା ବିଷଧର ହେଉ କି ବିଷଧର ନୁହେଁ। ଆଉ ଯଦି ଏହି ସାପ ଆପଣଙ୍କ ଦୈନନ୍ଦିନ ଜୀବନରେ ବବହାର କରୁଥିବା ଜିନିଷରୁ ମିଳିଯାଏ, ତେବେ ତ କଥା ସରିଲା। ଆପଣଙ୍କ ଅଜାଣତରେ ଯେତେବେଳେ ଏହି ଜନ୍ତୁକୁ ମଣିଷ ଦେଖେ ସବୁ ଜ୍ଞାନ…

ମୁମ୍ବାଇ : ଉଦ୍ଧାର ହେଲା କାର୍‌ ଚକରେ ଗୁଡାଇ ହୋଇଥିବା ଏକ ଅଜଗର, ଭିଡିଓ ଭାଇରାଲ୍‌

ମୁମ୍ବାଇ : ମୁମ୍ବାଇରେ ସୋମବାର ଏକ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି । ଏକ କାର୍‌ ଚକରେ ଗୁଡାଇ ହୋଇଥିବା ଏକ ବଡ ଅଜଗରକୁ ଉଦ୍ଧାର କରାଯାଇଛି । କାର୍‌ଟି ମହାରାଷ୍ଟ୍ର ଏକ୍ସପ୍ରେସ ହାଇେଓ୍ଵରେ ରାସ୍ତା କଡ଼ରେ ଥିବା ବେଳେ ଏହାର ଚକ ମଧ୍ୟରେ ଏକ ବଡ଼ ଅଜଗର ସାପ ଗୁଡାଇ ହୋଇ ରହିଥିବାର ଦେଖିବାକୁ…

ଅଟୋ ପଛ ସିଟ ତଳେ ଲୁଚିଥିଲା ଭୟଙ୍କର ଅଜଗର, ଡ୍ରାଇଭର ଦେଖିଲା ପରେ ଘଟିଲା ଏମିତି ଘଟଣା

ଦିଲ୍ଲୀ ତୁଗଲକାବାଦ ଅଞ୍ଚଳରେ ଏକ ଅଟୋ ଭିତରୁ ୫ ଫୁଟିଆ ଏକ ଅଜଗରକୁ ଉଦ୍ଧାର କରାଯାଇଛି। ସାପଟି ଅଟୋ ପଛ ସିଟରେ ଲୁଚିକି ରହିଥିଲା। Wildlife SOSର ଜଣେ ଅଧିକାରୀ କହିଛନ୍ତି, ବୁଧବାର ସକାଳେ ରାସ୍ତା ପାର୍ଶ୍ୱରେ ରଖାଯାଇଥିବା ଏକ ଅଟୋରିକ୍ସା ଭିତରୁ ବିରାଟ ଅଜଗରକୁ ଧରାଯାଇଛି। ସେହି ସମୟରେ…

ଦେଢଘଣ୍ଟାର ପ୍ରୟାସ ପରେ କାର୍‌ ଭିତରୁ ଉଦ୍ଧାର ହେଲା ୧୨ ଫୁଟର ଅଜଗର, ଦେଖିଲେ ଥରି ଉଠିବ ଛାତି

ଘଞ୍ଚ ଜଙ୍ଗଲ ଏବଂ ସବୁଜତା ସହିତ କୋବ୍ରା ଅଞ୍ଚଳରେ ଦିନରେ ସାପ ଦେଖାଯାଏ | କୋବ୍ରା, ନାଗ ସାପ, ଅଜଗର ଏବଂ ଡ୍ରାଗନ୍ ସମେତ ଅନେକ ପ୍ରଜାତିର ବିପଜ୍ଜନକ ସାପ ଏଠାରେ ଦେଖିବାକୁ ମିଳେ| ନିକଟରେ ଜଣେ ବ୍ୟକ୍ତିଙ୍କ ସ୍କୁଟିର କ୍ୟାବିନେଟ ଭିତରେ ସାପ ପଶିଯାଇଥିଲା, ଯାହାକୁ ସ୍ନାକ୍ସ କ୍ୟାଚର ଦ୍ୱାରା…

ଭୁବନେଶ୍ୱର ଉପକଣ୍ଠରୁ ବିରାଟକାୟ ଅଜଗର ଉଦ୍ଧାର

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜଧାନୀ ଉପକଣ୍ଠ ମଦନପୁର ଗାଁରୁ ବିରାଟକାୟ ଅଜଗର ଉଦ୍ଧାର । ଗତ କିଛି ଦିନ ହେବ ସାପଟି ଏହି ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା । ତେବେ ହେଲ୍ପ ଇଣ୍ଡିଆ ଆନିମଲ ରେସକ୍ୟୁର ମୁଖ୍ୟ ପ୍ରସନ୍ନ କୁମାର ଦାସ ଖବର ପାଇ ମଦନପୁର ଗାଁରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ…

ଆଠଗଡ: ଡିଏସପି କାର୍ଯ୍ଯାଳୟ ପରିସରରୁ ୮ ଫୁଟର ଅଜଗର ଉଦ୍ଧାର

ଆଠଗଡ(କେନ୍ଯୁଜ୍): ଆଠଗଡ ଚାନ୍ଦବାଲି ଛକ ଠାରେ ଥିବା ଡିଏସପି କାର୍ଯ୍ଯାଳୟ ପରିସରରେ ଏକ ୮ ଫୁଟର ଅଜଗର ସାପକୁ ଉଦ୍ଧାର କରାଯାଇଛି। ସଂଧ୍ଯାରେ କାର୍ଯ୍ଯାଳୟ ପରିସରରେ ଥିବା ଏକ ବରକୋଳି ଗଛରେ ସାପଟି ଗୁଡାଇ ହୋଇ ରହିଥିବାର କିଛି ସ୍ଥାନୀୟ ଲୋକେ ଦେଖିଥିଲେ। ଅନ୍ଯପଟେ କରୋନା କଟକଣାକୁ ନମାନି…