Browsing Tag

quarantine center

କ୍ୱାରେଣ୍ଟାଇନରେ ପ୍ରବାସୀଙ୍କ ପାଇଁ କେତେ ହେବ ଖର୍ଚ୍ଚ? ତାଲିକା ଦେଲେ ରାଜ୍ୟ ସରକାର

ଭୁବନେଶ୍ବର: ପ୍ରବାସୀ ଓଡ଼ିଆ ମାନେ ବାହାର ରାଜ୍ୟରୁ ଫେରିବା ପରେ ସେମାନେ କ୍ୱାରେଣ୍ଟାଇନ୍‌ରେ ରହିବେ । ପ୍ରବାସୀ ଓଡ଼ିଆଙ୍କ ପାଇଁ ହେବ ଅସ୍ଥାୟୀ ମେଡିକାଲ କ୍ୟାମ୍ପ । ୧୪ ଦିନର କ୍ୱାରେଣ୍ଟାଇନ୍‌ରେ ପ୍ରବାସୀଙ୍କ ପାଇଁ ସମସ୍ତ ଖର୍ଚ୍ଚ ବହନ କରିବେ ସରକାର । ଏଥିପାଇଁ ପଞ୍ଚାୟତିରାଜ ବିଭାଗକୁ…

ଝରକା ତାଡ଼ି ୧୯ କରୋନା ସଂକ୍ରମିତ ଫେରାର, ଚିନ୍ତାରେ ପ୍ରଶାସନ

ରାୟଗଡା: ସରକାର କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ବିଭିନ୍ନ ଉପାୟ ଆପଣାଉଥିଲେ ମଧ୍ୟ ସେମାନଙ୍କ ମନମାନି ଥମିବାର ନାଁ ଧରୁନି। ଓଡ଼ିଶା-ଆନ୍ଧ୍ର ସୀମାନ୍ତ କେରେଡାଠାରେ କଲ୍ୟାଣ ବିଭାଗ ଦ୍ଵାରା ପରିଚାଳିତ ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରୁ ବୁଧବାର ୧୯ ଜଣ ଫେରାର ହୋଇଯାଇଛନ୍ତି। ଝରକା ତାଡ଼ି…

ଏହି ଦେଶରେ କ୍ୱାରେଣ୍ଟାଇନ ସେଣ୍ଟରରେ ରହି ଶାରୀରିକ ସମ୍ପର୍କ ରଖୁଛନ୍ତି କାରୋନା ସନ୍ଦିଗ୍ଧ, ବାଧ୍ୟ ହୋଇ ସରକାର ରଖିଲେ…

ସାରା ଦୁନିଆରେ ବ୍ୟାପିଥିବା କାରୋନା ଭାଇରସର ପ୍ରକୋପକୁ ରୋକିବା ପାଇଁ ଯେଉଁଠି ଅନେକ ଦେଶରେ ଲକଡାଉନ ଏବଂ ସାମାଜିକ ଦୂରତାକୁ କଡାକଡି ଭାବେ ପାଳନ କରୁଥିବାବେଳେ ୟୁଗାଣ୍ଡାରେ ସମସ୍ତଙ୍କୁ ଚମକାଇଲା ଭଳି ଘଟଣା ସାମ୍ନାକୁ ଆସିଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ୟୁଗାଣ୍ଡାରେ ଏବେ ସୁଦ୍ଧା…

ସଟଡାଉନ ନିୟମ ଭାଙ୍ଗିଥିବା ୬୫ ଜଣ ଲୋକଙ୍କୁ ଭୁବନେଶ୍ୱର କ୍ୱାରେଣ୍ଟାଇନ ସେଣ୍ଟରରେ ରଖିବ ପୋଲିସ

ଭୁବନେଶ୍ୱର (କେନ୍ୟୁଜ) : ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଁଚିବା ପରେ ରାଜ୍ୟ ସରକାର ଭୁବନେଶ୍ୱର, କଟକ ଏବଂ ଭଦ୍ରକକୁ ସଟଡାଉନ ଘୋଷଣା କରିଛନ୍ତି। ଏହିସମୟରେ କେହି ଘରୁ ନ ବାହାରିବାକୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର। କିନ୍ତୁ କିଛି ଅମାନିଆ ଲୋକେ ଏହି ନିୟମକୁ ନ ମାନି…

ଦେଶର ଏହି ସହରରେ ଦୁଇ ଡଜନରୁ ଅଧିକ ହୋଟେଲ ହେବ କ୍ଵାରେଣ୍ଟାଇନ ସେଣ୍ଟର, ଆରମ୍ଭ ହେଲା ଚିହ୍ନଟ ପ୍ରକ୍ରିୟା

ବିହାର ରାଜଧାନୀ ପାଟଣାରେ ଦୁଇ ଡଜନ ହୋଟେଲକୁ କ୍ଵାରେଣ୍ଟାଇନ ସେଣ୍ଟର କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏଥିନିମନ୍ତେ ଉକ୍ତ ହୋଟେଲଗୁଡିକୁ ପ୍ରଶାସନିକ ସ୍ତରରେ ଚିହ୍ନଟ କରାଯାଇଛି । ଏ ନେଇ ମଙ୍ଗଳବାର ପାଟଣା ଜିଲ୍ଲା ପ୍ରଶାସନ ପକ୍ଷରୁ ହୋଟେଲ ପ୍ରବନ୍ଧକଙ୍କ ସହ ବୈଠକ…

କରୋନା ମୁକାବିଲା ପାଇଁ ସହରାଞ୍ଚଳରେ ନିର୍ମାଣ ହେବ କ୍ବାରେଣ୍ଟାଇନ ସେଣ୍ଟର, ସମସ୍ତ ମହାନଗର ନିଗମକୁ ଗୃହ ଓ ନଗର ଉନ୍ନୟନ…

କେନ୍ୟୁଜ୍(ବ୍ୟୁରୋ):  କରୋନା ମୁକାବିଲା ଲାଗି ସହରାଞ୍ଚଳରେ କ୍ବାରେଣ୍ଟାଇନ ସେଣ୍ଟର ଖୋଲିବା ପାଇଁ ପୌର ପ୍ରଶାସକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି.ମାଥି ଭାଥନନ୍ ଆଜି ଏ ନେଇ ସମସ୍ତ ମହାନଗର ନିଗମର କମିଶନର ଏବଂ ପୌର ନିର୍ବାହୀ ଅଧିକାରୀମାନଙ୍କୁ…