Browsing Tag

Ragging

ସମ୍ବଲପୁରର ସରକାରୀ ହୋମିଓପ୍ୟାଥି କଲେଜରେ ରାଗିଂ! ଆଣ୍ଟି ରାଗିଂ ସେଲରେ ଅଭିଯୋଗ କଲେ ପୀଡିତା ଛାତ୍ରୀ

ସମ୍ବଲପୁର: ସମ୍ବଲପୁରରେ ରାଗିଂ ଅଭିଯୋଗ । ମାଝିପାଲି ସ୍ଥିତ ସରକାରୀ ହୋମିଓପ୍ୟାଥି କଲେଜରୁ ରାଗିଂ ଅଭିଯୋଗ ହୋଇଛି । କଲେଜର ୪ଜଣ ଜୁନିୟର ଛାତ୍ରୀଙ୍କୁ ସିନିୟର ରାଗିଂ କରିଥିବା ଦିଲ୍ଲୀ ଆଣ୍ଟି ରାଗିଂ ସେଲ୍‌ରେ ଅଭିଯୋଗ ହୋଇଛି । ଏନେଇ କଲେଜ ଅଧ୍ୟକ୍ଷଙ୍କୁ ଆଣ୍ଟି ରାଗିଂ ସେଲ୍‌ରୁ ଚିଠି…

ବୁର୍ଲା ଭିସୁଟ୍‌ରେ ପୁଣି ରାଗିଂ: ୨ୟ ବର୍ଷ ଛାତ୍ରଙ୍କୁ କିଛି ଛାତ୍ର ରୁମ୍‌ରେ ବନ୍ଦ କରି ମୁହଁରେ ଗଞ୍ଜେଇ ଧୂଆଁ…

ସମ୍ବଲପୁର: ବୁର୍ଲା ଭିସୁଟ୍‌ରେ ପୁଣି ରାଗିଂ। ୨ୟ ବର୍ଷ ଛାତ୍ରଙ୍କୁ ଚତୁର୍ଥ ବର୍ଷର କିଛି ଛାତ୍ର ରାଗିଂ କରିଥିବା ଅଭିଯୋଗ ହୋଇଛି। ୨ୟ ବର୍ଷର ଛାତ୍ରଙ୍କୁ ଏକ ରୁମ୍‌ରେ ବନ୍ଦ କରି ଉଲଗ୍ନ କରିବା ସହ ସେମାନଙ୍କ ମୁହଁରେ ଗଞ୍ଜେଇ ଧୂଆଁ ଫୁଙ୍କୁଥିବା ଅଭିଯୋଗ କରିଛନ୍ତି। ଏନେଇ ରାଗିଂର ଶୀକାର…

ଚିନ୍ତା ବଢାଇଲା ଭିସୁଟ ରାଗିଂ ଭିଡିଓ, ଅଭିଭାବକ ମହଲରେ ଭୟର ବାତାବରଣ

ଭିସୁଟରେ ରାଗିଂର ଭିଡିଓ ଗତକାଲି ଭାଇରାଲ ହେବା ପରେ ଅଭିଭାବକ ମହଲରେ ଭୟର ବାତାବରଣ। କିଛି ଅଭିଭାବକ ଏବେ ପିଲାଙ୍କୁ ଶିକ୍ଷାନୁଷ୍ଠାନ ପଠାଇବାକୁ ମଧ୍ୟ ଚିନ୍ତା ପ୍ରକଟ କଲେଣି। ଗତକାଲି ଭାଇରାଲ ହୋଇଥିବା ଭିଡିଓକୁ ଦେଖି ଅଭିଭାବକମାନେ ଏତେ ମାତ୍ରାରେ ଭୟଭୀତ ହୋଇଗଲେଣି ଯେ, ସେମାନଙ୍କ ପିଲାଙ୍କ…

ବୁର୍ଲା VSSUTରେ ର‍୍ୟାଗିଂ ଘଟଣାରେ କାର୍ଯ୍ୟାନୁଷ୍ଠାନ, ବର୍ଷେ ପାଇଁ ପରୀକ୍ଷା ଦେଇପାରିବେନି ୧୦ ଜଣ ଅଭିଯୁକ୍ତ ଛାତ୍ର

ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ଅଫ୍‌ ଟେକ୍ନୋଲୋଜି VSSUTରେ ର‍୍ୟାଗିଂ ଘଟଣାରେ କାର୍ଯ୍ୟାନୁଷ୍ଠାନ । ବର୍ଷେ ପାଇଁ ପରୀକ୍ଷା ଦେଇପାରିବେନି ୧୦ ଜଣ ଅଭିଯୁକ୍ତ ଛାତ୍ର । ସେହିପରି ୫୨ ଛାତ୍ରଙ୍କୁ ୨ ହଜାର ଟଙ୍କା ଲେଖାଏ ଜରିମାନା ଦେବାକୁ କୁହାଯାଇଛି । ଗତ ରବିବାର ୟୁନିଭର୍ସିଟି ପରିସରରେ…

ବୁର୍ଲାରେ ଜୁନିଅର ଛାତ୍ରଙ୍କୁ ସିନିଅର ଛାତ୍ରଙ୍କ ରାଗିଂ, କୁଳପତି କହିଲେ ତଦନ୍ତ ଚାଲିଛି

ସମ୍ବଲପୁର ଭିସୁଟରେ ରାଗିଂ ଅଭିଯୋଗ। ବୁର୍ଲାରେ ଜୁନିଅର ଛାତ୍ରଙ୍କୁ ସିନିଅର ଛାତ୍ରଙ୍କୁ ରାଗିଂ ଅଭିଯୋଗ ହୋଇଛି। ୱେଲକମ ସେରିମନି ବାହାନାରେ ରାଗିଂ ହୋଇଥିବା ସୂଚନା। ସିନିୟର ଛାତ୍ରମାନେ ଜୁନିୟର ଛାତ୍ରମାନଙ୍କର  ସାର୍ଟ ଚିରି ସେମାନଙ୍କୁ ଅର୍ଦ୍ଧ ଉଲଗ୍ନ କରି ନଚେଇଥିବାର ଭିଡିଓ ସାମ୍ନାକୁ…

ଜୁନିୟର ଛାତ୍ରଙ୍କୁ ଲଣ୍ଡା କରାଇ ‘ତୋହଫା କବୁଲ୍‌ ହୈ’ କହିବାକୁ ବାଧ୍ୟ କଲେ ସିନିୟର, ଜାଣନ୍ତୁ କଣ ହେଲା ଛାତ୍ରଙ୍କ…

ରାଗିଂ ନାଁରେ ଗୁଣ୍ଡାଗିରି । ୧୫୦ ଜଣ ଜୁନିୟର ଛାତ୍ରଙ୍କୁ ଜବରଦସ୍ତ ଲଣ୍ଡା କରିଛନ୍ତି ସିନିୟର୍‌ ଛାତ୍ର । ଏଭଳି ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ସେଫଇସ୍ଥିତ ଉତ୍ତରପ୍ରଦେଶ ୟୁନିଭର୍ସିଟି ଅଫ୍‌ ମେଡିକାଲ୍‌ ସାଇନ୍ସ ବିଶ୍ୱବିଦ୍ୟାଳୟରେ । ଏମବିବିଏସର ପ୍ରଥମ ବର୍ଷରେ ନାମ…

ଜେଏନୟୁରେ ରାଗିଙ୍ଗ: କୁହାଗଲା, ‘ବିହାରୀ ତୁମେ?’, ହଁ କହିବାରୁ କାନ ଧରେଇ କରାଇଲେ ଉଠ୍ ବସ୍

ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟ(ଜେଏନୟୁ)ର ଜଣେ ବିଏ ପ୍ରଥମ ବର୍ଷର ଛାତ୍ରଙ୍କୁ ରାଗିଙ୍ଗ ହୋଇଥିବା ନେଇ ସେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଛାତ୍ର ଜଣକ ଟୁଇଟରରେ ମଧ୍ୟ ଏମଏଚଆରଡି ଏବଂ ବିଶ୍ବବିଦ୍ୟାଳୟ କୁଳପତିଙ୍କ ଉଦ୍ଦେଶ୍ୟରେ ଅଭିଯୋଗ ଜଣାଇଛନ୍ତି। ଛାତ୍ରଙ୍କ କହିବାନୁଯାୟୀ, ଜଣେ…

କେନ୍ଦୁଝର : ଇଞ୍ଜିନିୟରିଂ କଲେଜରେ ରାଗିଂ ଅଭିଯୋଗ, ଜଣେ ଛାତ୍ରୀ ଗୁରୁତର

କେନ୍ଦୁଝର : କେନ୍ଦୁଝରରେ ଥିବା ସରକାରୀ ଇଞ୍ଜିନିୟରିଂ କଲେଜରେ ରାଗିଂ ଅଭିଯୋଗ । ଛାତ୍ରୀନିବାସରେ ସିନିୟର ଛାତ୍ରୀଙ୍କ ରାଗିଂରେ ଜଣେ ଛାତ୍ରୀ ଗୁରୁତର ହୋଇପଡିଥିବା ସୂଚନା ମିଳିଛି। ଅସୁସ୍ଥ ଛାତ୍ରୀ ଜଣକ ହେଉଛନ୍ତି ୩ବର୍ଷର ତପସ୍ବିନୀ ସାହୁ । ଚିକିତ୍ସା ପାଇଁ ତପସ୍ବିନୀଙ୍କୁ କେନ୍ଦୁଝର…

ର‍୍ୟାଗିଂ ଫ୍ରି ହେବ କଲେଜ କ୍ୟାମ୍ପସ୍ : ଗାଇଡ୍‌ଲାଇନ୍ ଜାରି କଲା ଉଚ୍ଚଶିକ୍ଷା ବିଭାଗ

ର‍୍ୟାଗିଂ ଫ୍ରି ହେବ କଲେଜ କ୍ୟାମ୍ପସ । ଏଥିପାଇଁ ଗାଇଡ୍‌ଲାଇନ୍ ଜାରି କରିଛି ଉଚ୍ଚଶିକ୍ଷା ବିଭାଗ । ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଚିଠି ଲେଖାଯାଇଛି । କଲେଜରେ ଥିବା ଆଣ୍ଟିର‍୍ୟାଗିଂ ସ୍କ୍ଵାଡ୍‌ ମନିଟରିଂ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ର‍୍ୟାଗିଂ ରୋକିବା ପାଇଁ ସଚେତନ…