ରାଘବ ଚଢ଼ାଙ୍କୁ ପଳାତକ ବିଜୟ ମାଲ୍ୟାଙ୍କ ସହ ତୁଳନା, ୟୁଟ୍ୟୁବ୍ ଚ୍ୟାନେଲ ବିରୋଧରେ ମାମଲା ରୁଜୁ କଲା ପଞ୍ଜାବ ପୋଲିସ
ପଞ୍ଜାବ ପୋଲିସ ଏକ ୟୁଟ୍ୟୁବ୍ ଚ୍ୟାନେଲ ବିରୋଧରେ ମାମଲା ରୁଜୁ କରିଛି । ସମ୍ପୃକ୍ତ ଚ୍ୟାନେଲ ଆମ୍ ଆଦମୀ ପାର୍ଟି (ଏଏପି)ର ରାଜ୍ୟସଭା ସାଂସଦ ରାଘବ ଚଢ଼ାଙ୍କୁ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସହ ତୁଳନା କରିଥିବା ଅଭିଯୋଗ ହୋଇଛି । ଚଢ଼ାଙ୍କ ବିରୋଧରେ ମିଥ୍ୟା ଖବର ପ୍ରସାରିତ କରିବା…