Below header
Browsing Tag

rahul gandhi

ଦିଲ୍ଲୀସ୍ଥିତ ସରକାରୀ ବଙ୍ଗଳା ପୁଣି ଫେରି ପାଇଲେ ରାହୁଲ ଗାନ୍ଧି, କହିଲେ, ‘ପୂରା ହିନ୍ଦୁସ୍ତାନ ମୋ ଘର…’

କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ପୁଣି ମିଳିଛି ତାଙ୍କ ଦିଲ୍ଲୀସ୍ଥିତ ସରକାରୀ ବଙ୍ଗଳା। ଲୋକସଭା ସଦସ୍ୟତା ଫେରି ପାଇବା ପରେ ଏବେ ରାହୁଲ ୧୨ ତୁଗଲକ୍‌ ଲେନ୍‌ରେ ଥିବା ତାଙ୍କ ପୁରୁଣା ବଙ୍ଗଳାକୁ ଶିଫ୍ଟ ହୋଇଯିବେ। ମୋଦି ସାଙ୍ଗିଆ ମାମଲାରେ ୨ ବର୍ଷର ଦଣ୍ଡାଦେଶ ପରେ ଏପ୍ରିଲ ୨୨ରେ ତାଙ୍କୁ…

ରାହୁଲ ଗାନ୍ଧିଙ୍କୁ ଜୀବନସାଥୀ କରିବାକୁ ଚାହୁଁଛନ୍ତି ଶର୍ଲିନ୍‌ ଚୋପ୍ରା, ରଖିଲେ ଏହି ସର୍ତ୍ତ

ବୋଲ୍ଡ ଲୁକ୍‌ ପାଇଁ ଜଣାଶୁଣା ଅଭିନେତ୍ରୀ ଶର୍ଲିନ୍‌ ଚୋପ୍ରା ଏବେ ଚର୍ଚ୍ଚାରେ। ନିକଟରେ ସେ ଏକ ବୟାନ ଦେଇ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ହଠାତ୍‌ ତାଙ୍କ ନାମ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ସହ ଯୋଡ଼ି ହୋଇଛି। ପ୍ରକୃତରେ, ଶର୍ଲିନ ଚୋପ୍ରା କଂଗ୍ରେସ…

ରାହୁଲ ଗାନ୍ଧି ଟ୍ଵିଟର Bio ଅପ୍‌ଡେଟ କରି ଲେଖିଲେ, ‘ସଂସଦ ସଦସ୍ୟ’, ଜୋର୍‌ଦାର ସ୍ୱାଗତ କଲେ ‘INDIA’ର ସଦସ୍ୟ

କଂଗ୍ରେସ ନେତା ରାହୁଲ ଗାନ୍ଧି ଲୋକସଭା ସଦସ୍ୟ ପଦ ଫେରିପାଇବା ପରେ ନିଜର ଟ୍ଵିଟର ଆକାଉଣ୍ଟ ବାୟୋକୁ ଅପ୍‌ଡେଟ କରିଛନ୍ତି। ଏଥିରେ ରାହୁଲ ‘ଅଯୋଗ୍ୟ ସାଂସଦ’ ଟ୍ୟାଗ୍‌କୁ ପରିବର୍ତ୍ତନ କରି ‘ସଂସଦ ସଦସ୍ୟ’ ଲେଖିଛନ୍ତି। ଲୋକସଭା ସଦସ୍ୟତା ଫେରିପାଇବା ପରେ ରାହୁଲ ଗାନ୍ଧି ମଧ୍ୟାହ୍ନ ୧୨ଟାରେ…

ରାହୁଲଙ୍କୁ ଆଶ୍ୱସ୍ତି: ଫେରିପାଇଲେ ଲୋକସଭା ସାଂସଦ ପଦ, ୨ ବର୍ଷ ଦଣ୍ଡାଦେଶ ଉପରେ ରୋକ ଲଗାଇଲେ ସୁପ୍ରିମ କୋର୍ଟ

କଂଗ୍ରେସ ନେତା ରାହୁଲ ଗାନ୍ଧି ସଂସଦର ସଦସ୍ୟତା ପଦ ଫେରିପାଇଛନ୍ତି । ଲୋକସଭା ସଚିବାଳୟ ଦ୍ୱାରା ନୋଟିସ ଜାରି କରାଯାଇଛି । ମୋଦି ସାଙ୍ଗିଆ ମାମଲାରେ ରାହୁଲଙ୍କୁ ସୁରତର ଏକ କୋର୍ଟ ୨ ବର୍ଷ ପାଇଁ ଦଣ୍ଡାଦେଶ ଶୁଣାଇଥିଲେ । ଯାହା ଉପରେ ଗତ ଶୁକ୍ରବାର ଦିନ ସୁପ୍ରିମ କୋର୍ଟ ରୋକ ଲଗାଇଥିଲେ । ଆଉ…

ବ୍ରିଟିଶ୍‌ ପ୍ରଜାତିର କୁକୁର ଛୁଆ କିଣିଲେ ରାହୁଲ ଗାନ୍ଧୀ, ଗୋଆରୁ ଧରି ଦିଲ୍ଲୀ ଫେରିଲେ

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦୁଇ ଦିବସୀୟ ବ୍ୟକ୍ତିଗତ ଗୋଆ ଗସ୍ତରୁ ଦିଲ୍ଲୀ ଫେରିଛନ୍ତି। ରାହୁଲ ଗୋଆରୁ ନିଜ ସହିତ ଜ୍ୟାକ୍ ରସେଲ ଟେରିଅର୍ (Jack Russell Terrier) ପ୍ରଜାତିର ତିନି ମାସର କୁକୁର ଛୁଆ ମଧ୍ୟ ଆଣିଛନ୍ତି। କୁହାଯାଉଛି ଯେ ରାହୁଲ ଗାନ୍ଧୀ ଦୁଇଟି କୁକୁର ଛୁଆ ନେଇଥିଲେ।…

ମୋଦି ସର୍‌ନେମ ମାମଲା : ରାହୁଲ ଗାନ୍ଧିଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି, ସେସନ୍‌ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ଲଗାଇଲେ…

ମୋଦି ସର୍‌ନେମ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ପରେ କଂଗ୍ରେସ୍‌ରେ ସେଲିବ୍ରେସନ୍‌ । ଓଡ଼ିଶା ସମେତ ଦେଶବ୍ୟାପୀ କଂଗ୍ରେସ କର୍ମୀ ଓ ନେତା ସେଲିବ୍ରେସନ୍‌ କରୁଛନ୍ତି । ଆଜି ଅପରାଧିକ ମାନହାନୀ ମାମଲାରେ ସୁରତ ସେସନ୍‌ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ରୋକ…

ମୋଦି ସରନେମ ମାମଲାରେ କଂଗ୍ରେସ ନେତା ରାହୁଲଙ୍କ ଜେଲ ଦଣ୍ଡ ଉପରେ ଆଜି ହେବ ଶୁଣାଣି

ରାହୁଲ ଗାନ୍ଧୀଙ୍କୁ ଜେଲ ଦଣ୍ଡ ମାମଲାରେ ଆଜି ସୁପ୍ରିମ ଶୁଣାଣି । ମୋଦି ସରନେମ୍‌ ମାମଲାରେ କଂଗ୍ରେସ ନେତା ରାହୁଲଙ୍କ ଜେଲ ଦଣ୍ଡ ଉପରେ ଆଜି ଶୁଣାଣି କରିବେ ସୁପ୍ରମକୋର୍ଟ । ଗତ ୧୮ ତାରିଖରେ ମାମଲାର ଶୁଣାଣି କରି ଗୁଜରାଟ ସରକାରଙ୍କୁ ସୁପ୍ରିମକୋର୍ଟ ନୋଟିସ କରିଥିଲେ । ୧୦ ଦିନ ମଧ୍ୟରେ ଉତ୍ତର…

‘ରାହୁଳଙ୍କ ପାଇଁ ଜଣେ ଭଲ ଝିଅ ଖୋଜିଦିଅ’, ହରିୟାନା ମହିଳାଙ୍କୁ କହିଲେ ସୋନିଆ ଗାନ୍ଧି

ନୂଆଦିଲ୍ଲୀ : ପୁଅ ପାଇଁ ଗୋଟେ ଭଲ ଝିଅ ଦେଖ । ଏମିତି କହିଛନ୍ତି ର୍ପୂବତନ କଂଗ୍ରେସ ଅଧ୍ୟକ୍ଷା ତଥା ସାଂସଦ ସୋନିଆ ଗାନ୍ଧି। ନିକଟରେ ହରିୟାନାର କିଛି ମହିଳାଙ୍କୁ ଏପରି କହିଛନ୍ତି ସୋନିଆ ଗାନ୍ଧି । ନିକଟରେ ହରିୟାନାର କିଛି ମହିଳା ସୋନିଆ ଗାନ୍ଧି ଓ ତାଙ୍କ ପରିବାର ସହ ସାକ୍ଷାତ ପାଇଁ…

ମୋଦି ସର୍‌ନେମ ମାମଲା: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ରାହୁଲ ଗାନ୍ଧୀ, ଦଣ୍ଡ ଉପରେ ରୋକ୍‌ ଲଗାଇବାକୁ ଦାବି

ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଗୁଜରାଟ ହାଇକୋର୍ଟଙ୍କ ଆଦେଶ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ରାହୁଲ ଗାନ୍ଧୀ। ମୋଦି ସରନେମ୍ ମାମଲାରେ ହାଇକୋର୍ଟ ତାଙ୍କର ଦଣ୍ଡ ଉପରେ ରୋକ୍‌ ଲଗାଇବାକୁ ମନା କରିଦେଇଥିଲେ। ନିମ୍ନ ଅଦାଲତ ତାଙ୍କୁ ଦୁଇ…

ଦିଲ୍ଲୀର ମେକାନିକ୍‌ ଗଳିରେ ପଶି ବାଇକ୍‌ ମରାମତି କଲେ ରାହୁଲ ଗାନ୍ଧୀ, କହିଲେ ବହୁତ ଜଲ୍‌ଦି ହେବ ବିବାହ…

କଂଗ୍ରେସ ନେତା ରାହୁଲ ଗାନ୍ଧୀ ହଠାତ୍ ଦିଲ୍ଲୀର କରୋଲ ବାଗରେ ଥିବା ମେକାନିକ୍ ମାର୍କେଟରେ ପହଞ୍ଚିଥିଲେ। ଏହି ସମୟରେ ସେ ମେକାନିକ୍‌ମାନଙ୍କ ସହିତ କଥା ହୋଇଥିଲେ ଏବଂ ନିଜେ ବାଇକ୍ ମରାମତି କରିଥିଲେ। ଏହି ସମୟ ମଧ୍ୟରେ ରାହୁଲ ଗାନ୍ଧୀ ଦୋକାନରେ କାମ କରୁଥିବା ଲୋକଙ୍କ ସମସ୍ୟା ବିଷୟରେ ପଚାରି…

ରାହୁଲଙ୍କୁ ଝଟକା ଦେଲେ ଗୁଜରାଟ ହାଇକୋର୍ଟ: ଦୁଇବର୍ଷ ଜେଲ ଦଣ୍ଡାଦେଶ କାଏମ, ସଂସଦର ସଦସ୍ୟତା ପଦ ଫେରିପାଇବେନି

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମିଳିଲାନି ଆଶ୍ୱସ୍ତି । ରାହୁଲଙ୍କୁ ଗୁଜରାଟ ହାଇକୋର୍ଟ ଝଟକା ଦେଇଛନ୍ତି। ସୁରଟ କୋର୍ଟ ନିଷ୍ପତ୍ତିକୁ କାଏମ ରଖିଲେ ଗୁଜରାଟ ହାଇକୋର୍ଟ । ହାଇକୋର୍ଟଙ୍କ କହିବାନୁଯାୟୀ, ଟ୍ରାଏଲ କୋର୍ଟଙ୍କ ଆଦେଶ ଉଚିତ । ସେହି ଆଦେଶରେ ହସ୍ତକ୍ଷେପ କରିବା କୌଣସି ଆବଶ୍ୟକତା…

ମୋଦି ସାଙ୍ଗିଆ ମାନହାନୀ ମାମଲା: ରାହୁଲ ଗାନ୍ଧିଙ୍କ ନାଁରେ ରିଭ୍ୟୁ ପିଟିସନ୍ ଉପରେ ଗୁଜରାଟ ହାଇକୋର୍ଟରେ ଆଜି ଶୁଣାଣି

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନାଁରେ ମାନହାନି ମକଦ୍ଦମା ମାମଲାରେ ଆଜି ଆସିବ ଗୁଜରାଟ ହାଇକୋର୍ଟଙ୍କ ରାୟ । ସକାଳ ୧୧ଟା ବେଳେ ହାଇକୋର୍ଟ ବିଚାରପତି ହେମନ୍ତ ପ୍ରଚ୍ଛକ ଏହି ନିଷ୍ପତ୍ତି ଶୁଣାଇବେ । ଏହା ପୂର୍ବରୁ ରାହୁଲଙ୍କୁ ଏହି ମାମଲାରେ ଅନ୍ତରୀଣ ସୁରକ୍ଷା ଦେବା ପାଇଁ…