Below header
Browsing Tag

rahul gandhi

ମୋଦି ସାଙ୍ଗିଆ ଟିପ୍ପଣୀ ମହଙ୍ଗା ପଡିଲା, ସରକାରୀ କ୍ୱାଟର ଛାଡି ମା’ଙ୍କ ବଙ୍ଗଳାକୁ ଗଲେ ରାହୁଳ ଗାନ୍ଧୀ,କାନ୍ଦିଲେ ଭଉଣୀ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ସରକାରୀ ବଙ୍ଗଳା ୧୨, ତୁଗଲକ୍ ଲେନ୍ ଛାଡି ମା’ଙ୍କ ବାସଭବନ ୧୦ ଜନପଥ କୁ ଯାଇଛନ୍ତି । ରାହୁଲ ଗାନ୍ଧିଙ୍କ ବଙ୍ଗଳାରେ ଥିବା ତାଙ୍କ ଆସବାବପତ୍ର ମଧ୍ୟ ଏକ ଟ୍ରକରେ ସୋନିଆ ଗାନ୍ଧିଙ୍କ ବାସଭବନକୁ ନିଆଯାଇଛି । ସରକାରୀ ବଙ୍ଗଳା ଖାଲି କରିବା ପରେ…

ରାହୁଲ ଗାନ୍ଧୀଙ୍କୁ ପୁଣି ଝଟ୍‌କା, ଆବେଦନ ଖାରଜ କରି ୨ ବର୍ଷ ଜେଲ୍‌ ଦଣ୍ଡାଦେଶକୁ କାଏମ୍‌ ରଖିଲେ ସୁରଟ ସେସନ୍ସ କୋର୍ଟ

ବଢ଼ିଲା ରାହୁଲ ଗାନ୍ଧୀଙ୍କ ଅଡ଼ୁଆ। ଦଣ୍ଡାଦେଶ ବିରୋଧରେ ରାହୁଲଙ୍କ ପିଟିସନକୁ ଖାରଜ କରିଛନ୍ତି ସୁରଟ ସେସନ୍ସ କୋର୍ଟ। ଆପରାଧିକ ମାନହାନୀ ମାମଲାରେ ଦଣ୍ଡାଦେଶକୁ ସୁରଟ ସେସନ୍ସ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ରାହୁଲ ଗାନ୍ଧୀ। ୧୩ ତାରିଖରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ କୋର୍ଟ। ଆଜି ରାୟ…

ମା’ ସୋନିଆଙ୍କ ଘରକୁ ସିଫ୍ଟ ହେବେ ରାହୁଲ ଗାନ୍ଧୀ! ସ୍ଥାନାନ୍ତର ହେଉଛି ଜିନିଷପତ୍ର, ବଙ୍ଗଳା ଖାଲି କରିବାକୁ ମିଳିଥିଲା…

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଖୁବ୍ ଜଲ୍‌ଦି ମା’ ସୋନିଆ ଗାନ୍ଧୀଙ୍କ ଘରକୁ ସିଫ୍ଟ କରିବେ। ସୂଚନା ଅନୁସାରେ, ରାହୁଲଙ୍କ ଘରର ଜିନିଷପତ୍ର ୧୦ ଜନପଥସ୍ଥିତ ସୋନିଆ ଗାନ୍ଧୀଙ୍କ ବାସଭବନକୁ ସ୍ଥାନାନ୍ତର ହେବା ଆରମ୍ଭ କରିଛି। ସେପଟେ ରାହୁଲଙ୍କ କାର୍ଯ୍ୟାଳୟ ପାଇଁ ନୂଆ ଘର ଖୋଜା ଚାଲିଛି। କହି…

ମାନହାନି ମାମଲାରେ ରାହୁଳ ଗାନ୍ଧୀଙ୍କୁ ୧୩ ଏପ୍ରିଲ ଯାଏ ମିଳିଲା ଜାମିନ, ୩ ମେ’ରେ ହେବ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ : ମାନହାନି ମାମଲାରେ ସୁରତର ମାଜିଷ୍ଟ୍ରେଟ କୋର୍ଟ ରାହୁଳ ଗାନ୍ଧୀଙ୍କୁ ଦେଇଥିବା ୨ ବର୍ଷ ଜେଲ ଦଣ୍ଡ ବିରୋଧରେ ରାହୁଳ ଆଜି ସେସନ୍ସ କୋର୍ଟରେ ଅପିଲ କରିଥିଲେ । କୋର୍ଟ ରାହୁଳଙ୍କ ଅପିଲର ଶୁଣାଣି ଆଗାମୀ ମଇ ମାସ ୩ ତାରିଖକୁ ଧାର୍ଯ୍ୟ କରିଛନ୍ତି । ତେବେ ରାହୁଳଙ୍କୁ ୧୩ ଏପ୍ରିଲ ଯାଏ…

କାଲି ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରିପାରନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ

ନୂଆଦିଲ୍ଳୀ : କାଲି ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରିପାରନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସୁରତ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇ ଦଣ୍ଡାଦେଶ ବିରୋଧରେ ଅପିଲ କରିପାରନ୍ତି ବୋଲି ଜଣାପଡ଼ିଛି। ଅପରାଧିକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ କରି ୨ବର୍ଷ ଜେଲ ଦଣ୍ଡ କରିଛନ୍ତି ସୁରତ ସେସନ୍‌ସ…

ରାହୁଲ ଗାନ୍ଧୀଙ୍କ ନାମରେ ପୁଣି ଏକ ମାନହାନି ମାମଲା, ଆରଏସଏସ ସଦସ୍ୟଙ୍କୁ କୌରବ ସହ କରିଥିଲେ ତୁଳନା

ନୂଆଦିଲ୍ଲୀ : ନିକଟରେ କଂଗ୍ରେସ ନେତା ରାହୁଳ ଗାନ୍ଧୀ ଗୋଟିଏ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ନିଜର ସଦସ୍ୟତା ହରାଇଛନ୍ତି । ଏବେ ପୁଣି ତାଙ୍କ ନାମରେ ଆଉ ଏକ ମାନହାନି ମାମଲା ରୁଜୁ ହୋଇଥିବା ଜଣାଯାଇଛି । ଏଥରର ମାମଲା ଆରଏସଏସ କୁ ନେଇ । ଗତ ଜାନୁଆରୀ ମାସରେ ଭାରତ ଯୋଡ ଯାତ୍ରା ସମୟରେ…

ମାନହାନୀ ମାମଲା : ରାହୁଲ ଗାନ୍ଧୀଙ୍କୁ ସମନ କଲା ପାଟନା କୋର୍ଟ

ପାଟନା : କଂଗ୍ରେସ ନେତା ରାହୁଳ ଗାନ୍ଧୀଙ୍କୁ ଏପ୍ରିଲ ୧୨ ତାରିଖରେ ଷ୍ଟେଟମେଣ୍ଟ ରେକର୍ଡ ପାଇଁ ପାଟନାର ଏକ କୋର୍ଟ ସମନ କରିଛି । ‘ମୋଦି ସରନେମ’ ଟିପ୍ପଣୀ ଉପରେ ଦେଇଥିବା ମନ୍ତବ୍ୟ ନେଇ ବିଜେପି ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସୁଶିଲ କୁମାର ମୋଦି ପାଟନା କୋର୍ଟରେ ଏକ ମାନହାନୀ ପିଟିସନ…

‘ମୋ ଘର ରାହୁଲ ଗାନ୍ଧୀଙ୍କ ଘର’ ନାମରେ ପୋଷ୍ଟର ଲଗାଇ ଲୋକେ ଉଠାଉଛନ୍ତି ଫଟୋ, ଟ୍ଵିଟରରେ ଟ୍ରେଣ୍ଡ୍‌ କରୁଛି…

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ସଂସଦ ସଭ୍ୟପଦ ଯିବା ପରେ ସାରା ଦେଶର କଂଗ୍ରେସ ନେତା ଏବଂ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଆକ୍ରୋଶ ଦେଖାଦେଇଛି। ଏବେ କେନ୍ଦ୍ର ସରକାର ତୁରନ୍ତ ତାଙ୍କୁ ଘର ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାହୁଲ ଗାନ୍ଧୀ ନିଜେ ଏକ ଚିଠି ଲେଖି କହିଛନ୍ତି ଯେ ସେ ନିୟମ…

ରାହୁଲଙ୍କ ୱାୟନାଡ ଆସନରେ ଘୋଷଣା ହେଲା ନାହିଁ ଉପ ନିର୍ବାଚନ, ଜାଣନ୍ତୁ କ’ଣ କହିଲେ ନିର୍ବାଚନ ଆୟୋଗ

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ତାରିଖ ପାଇଁ ଅପେକ୍ଷାର ଅନ୍ତ ଘଟିଛି। ନିର୍ବାଚନ ଆୟୋଗ ବୁଧବାର ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। କର୍ଣ୍ଣାଟକ ବିଧାନସଭା ନିର୍ବାଚନ ତାରିଖକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏପଟେ କେରଳର ଲୋକସଭା ଆସନ ୱାୟନାଡ ମଧ୍ୟ ଚର୍ଚ୍ଚାରେ ଥିଲା। ବାସ୍ତବରେ,…

ରାହୁଲ ଗାନ୍ଧୀଙ୍କୁ ଘର ଛାଡ଼ିବାକୁ ନିର୍ଦ୍ଦେଶ, ସରକାରୀ ବଙ୍ଗଳା ଖାଲି କରିବାକୁ ନୋଟିସ୍‌ ପଠାଇଲା ଲୋକସଭା ହାଉସିଂ…

ଲୋକସଭାରୁ ଅଯୋଗ୍ୟ ଘୋଷିତ ହେବା ପରେ ଏବେ ଲୋକସଭା ଆବାସ କମିଟି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସରକାରୀ ବଙ୍ଗଳା ଖାଲି କରିବାକୁ ନୋଟିସ୍‌ ପଠାଇଛି। ସଂସଦ ସଦସ୍ୟତା ଯିବା ପରେ ଏବେ ରାହୁଲ ଗାନ୍ଧୀଙ୍କୁ ସରକାରୀ ବଙ୍ଗଳା ବି ଖାଲି କରିବାକୁ ହେବ। ଗତ ଶୁକ୍ରବାର ଲୋକସଭା ସଚିବାଳୟ…

ସାଂସଦ ପଦ ରଦ୍ଦ ହେବା ପରେ ଟ୍ଵିଟର ବାୟୋ ପରିବର୍ତ୍ତନ କଲେ ରାହୁଲ ଗାନ୍ଧୀ, ଲେଖିଲେ ‘ଡିସକ୍ୱାଲିଫାଏ ଏମପି’

ରାହୁଲ ଗାନ୍ଧୀଙ୍କ ସାଂସଦ ସଦ୍ୟସତା ପଦ ରଦ୍ଦ ହେବା ପରେ ଟ୍ଵିଟର ବାୟୋକୁ ପରିବର୍ତ୍ତନ କରିଛନ୍ତି । ରାହୁଲ ନିଜ ଟ୍ଵିଟର ଆକାଉଣ୍ଟ ବାୟୋରେ ଡିସକ୍ୱାଲିଫାଏ ସାଂସଦ ବୋଲି କହିଛନ୍ତି । ରାହୁଲ ଗାନ୍ଧୀଙ୍କ ଅଯୋଗ୍ୟତାକୁ ବିରୋଧ କରି ଦଳର ନେତା ଓ କର୍ମୀମାନେ ଆଜି ମହାତ୍ମା ଗାନ୍ଧୀଙ୍କ…

ସାଂସଦ ପଦ ଯିବା ପରେ ରାହୁଳଙ୍କ ସାମ୍ବାଦିକ ସମ୍ମିଳନୀ, ”ଏଥିରେ ମୁଁ ଡରିଯିବି ନାହିଁ, ସତ୍ୟ ପାଇଁ ସଂଗ୍ରାମ…

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଳ ଗାନ୍ଧୀ ଲୋକସଭା ସଦସ୍ୟତା ପଦରୁ ଅଯୋଗ୍ୟ ‌ଘୋଷିତ ହେବା ପରେ ସେ ଏକ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି । ତାଙ୍କର ସଦସ୍ୟତା ରଦ୍ଦ ଓ କୋର୍ଟ ଦଣ୍ଡାଦେଶକୁ ନେଇ ସେ ବିଜେପିକୁ କଡା ସମାଲୋଚନା କରିଛନ୍ତ । ରାହୁଳ କହିଛନ୍ତି ମୋଦୀଜୀ ଓ ଅଦାନୀଙ୍କ ଉପରୁ…