Below header
Browsing Tag

rain

ଜୁଲାଇ ୧୨ରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ! ପ୍ରଭାବରେ ସାରା ରାଜ୍ୟରେ ହୋଇପାରେ ପ୍ରବଳ ବର୍ଷା

ଭୁବନେଶ୍ବର(କେନ୍ଯୁଜ୍): ସାରା ରାଜ୍ୟରେ ଦୁର୍ବଳ ହୋଇଛି ମୌସୁମୀ। ରାଜ୍ୟର ୧୪ଟି ଜିଲ୍ଲାରେ ପ୍ରାୟ ୨୦ରୁ ୫୯ ପ୍ରତିଶତ ପର୍ଯ୍ୟନ୍ତ ବର୍ଷା ପରିମାଣ କମ୍‌ ରହିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବିଶେଷ ବର୍ଷା ସମ୍ଭାବନା ନଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କିନ୍ତୁ ଜୁଲାଇ ପ୍ରଥମ…

ବର୍ଷା କାରଣରୁ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚର ଚତୁର୍ଥ ଦିନ ବାତିଲ୍‌, ଷଷ୍ଠ ଦିନକୁ ମ୍ୟାଚ ଯିବା ନିଶ୍ଚିତ

ଇଂଲଣ୍ଡ: ବର୍ଷା କାରଣରୁ ଧୋଇଗଲା ଭାରତ-ନ୍ୟୁଜିଲାଣ୍ଡ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ ମ୍ୟାଚର ଚତୁର୍ଥ ଦିନ ଖେଳ। ଫଳରେ ସଂରକ୍ଷିତ ଧାର୍ଯ୍ୟ ଥିବା ଷଷ୍ଠ ଦିନକୁ ମ୍ୟାଚ ଯିବା ନିଶ୍ଚିତ ହୋଇଛି। ସୋମବାର ମ୍ୟାଚ ଧୋଇଯିବା ପରେ ଏବେ ଫଳାଫଳ ବାହାରିବା ପାଇଁ ସର୍ବାଧିକ ୧୯୬ ଓଭର…

ଲଗାଣ ବର୍ଷା ଓ ବନ୍ୟା ଯୋଗୁ ବ୍ୟାପକ ଫସଲ ନଷ୍ଟ, ଯାଜପୁର ଜିଲ୍ଲାର ୪ ବ୍ଲକ ପ୍ରଭାବିତ

ଯାଜପୁର: ଯାଜପୁର ଜିଲ୍ଲାରେ ଲଗାଣ ବର୍ଷା ଓ ବନ୍ୟା ଯୋଗୁ ବ୍ୟାପକ ଫସଲ ନଷ୍ଟ । ଜିଲାର ୪ଟି ବ୍ଲକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ବେଳେ ସମସ୍ତ ଅଞ୍ଚଳ ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ଯାଜପୁର ବ୍ଲକର ବିଚିତ୍ରପୁର ଏବଂ ଅବଦଲପୁର ଅଞ୍ଚଳରେ ବ୍ୟାପକ କ୍ଷତିଗସ୍ତ ହୋଇଥିବା ଜଣାପଡିଛି ।…

ଜୁନ ମାସରେ ଓଡ଼ିଶାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ସମ୍ଭାବନା

ନୂଆଦିଲ୍ଲୀ: ସାରାଦେଶରେ ଚଳିତବର୍ଷ ମୌସୁମୀ ବୃଷ୍ଟିପାତ ସ୍ୱାଭାବିକ ରହିବ । ମୋଟାମୋଟି ଭାବେ ସାରାଦେଶରେ ୧୦୧ ପ୍ରତିଶତ ମୌସୁମୀ ବର୍ଷା ହେବ । ଏନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ଓ ଭୂବିଜ୍ଞାନ ମନ୍ତ୍ରାଳୟ। ଜୁନରୁ ସେପ୍ଟେମ୍ବର ମଧ୍ୟରେ ଲଙ୍ଗ ପିରିୟଡ ଏଭେରେଜ ବା LPA ୯୬ରୁ ୧୦୪…

କନ୍ଧମାଳ କ.ନୂଆଗାଁ ବ୍ଲକରେ କାଳବୈଶାଖୀର ତାଣ୍ଡବ: ପ୍ରବଳ ପବନ ସାଙ୍ଗକୁ କୁଆ ପଥର ବର୍ଷାରେ ବ୍ୟାପକ କ୍ଷୟକ୍ଷତି

ବାଲିଗୁଡା: କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକରେ କାଳବୈଶାଖୀର ତାଣ୍ଡବ। ପ୍ରବଳ ପବନ ସାଙ୍ଗକୁ କୁଆ ପଥର ବର୍ଷାରେ ବ୍ୟାପକ କ୍ଷୟକ୍ଷତି। ମହାଶିଙ୍ଘ ଓ ଶୀର୍ତ୍ତିଗୁଡା ପଂଚାୟତର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଭାଙ୍ଗି ରାସ୍ତାରେ ପଡିଛିି । ଏହାସହ ମହାଶିଙ୍ଘ ପଂଚାୟତର ପୁରୁଣାସାହି, ତେଲି ସାହି,…

ରାଜ୍ଯର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା,ପବନ ଓ ଘଡଘଡ଼ି: ଟ୍ଵିନସିଟିକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ବର: ଟ୍ଵିନସିଟିକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ । କଟକ ଓ ଭୁବନେଶ୍ୱର ପାଇଁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଟ୍ଵିନ୍‌ ସିଟିରେ କାଳବୈଶାଖୀ ପ୍ରଭାବରେ ବର୍ଷା, ପବନ ଓ ବିଜୁଳି ଘଡଘଡ଼ି ଲାଗି ରହିଛି। ୩୦-୪୦ କିଲୋମିଟର ବେଗରେ ପବନ ବୋହିବ ।…

ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା, କିଛି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା। ଆଜି ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ କନ୍ଧମାଳ ଜିଲ୍ଲାର କେତେକ ସ୍ଥାନରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସହ ୪୦ରୁ ୫୦ କିଲୋମିଟର ବେଗରେ…

ଦିନ ଦ୍ୱିପ୍ରହରରେ ସନ୍ଧ୍ୟାର ଭ୍ରମ: ଘଡଘଡି ଓ ପ୍ରବଳ ପବନ ସାଙ୍ଗକୁ ବର୍ଷାରେ ଭିଜିଲା ଟ୍ବିନ୍ ସିଟି, ୧୨ ଜିଲ୍ଲାକୁ…

ଭୁବନେଶ୍ବର: ଦିନ ଦ୍ୱିପ୍ରହରରେ ସନ୍ଧ୍ୟାର ଭ୍ରମ । ଭିଜିଲା ଟୁଇନ୍‌ ସିଟି । ବର୍ଷା ସାଙ୍ଗକୁ ଘଡଘଡି ଓ ପ୍ରବଳ ପବନ ବୋହିଛି। ତାତିରୁ ଆଶ୍ୱସ୍ତି ପାଇଲେ ରାଜଧାନୀବାସୀ । ପଶ୍ଚିମ ଓଡ଼ିଶାରୁ ପୂର୍ବ ମୁହାଁ ହୋଇଛି କାଳବୈଶାଖୀ । ଆଗାମୀ ୩ ଘଣ୍ଟା ମଧ୍ୟରେ ୧୨ ଜିଲ୍ଲାରେ ବର୍ଷା ସହ ବିଜୁଳି ଓ…

ଟିଟିଲାଗଡରେ କାଳବୈଶାଖୀର ତାଣ୍ଡବ: ଭାଙ୍ଗିଲା ଗଛ, ଉଡିଲା ଜରି

ଟିଟିଲାଗଡ: ଟିଟିଲାଗଡରେ କାଳବୈଶାଖୀର ତାଣ୍ଡବ। ପବନ ସାଙ୍ଗକୁ ଅସରାଏ ବର୍ଷା। ସକାଳ ୯.୩୦ ମିନିଟ୍‌ ସମୟରେ ସଂଧ୍ୟାର ଭ୍ରମ ସୃଷ୍ଟି କରି ମାଡି ଆସିଥିଲା କଳା ବାଦଲ। ପବନର ଗତି ଏତେ ଭୟଙ୍କର ଥିଲା ଯେ, ଗଛ ଲତା ସବୁ ଦୋହଲି ପଡୁଥିଲା। ତୁହାକୁ ତୁହା ବର୍ଷାରେ ତତଲାଗଡର ମାଟି ବେଶ ଥଣ୍ଡା…

ବଦଳିଲା ପାଣିପାଗ ମିଜାଜ୍ : ଆଗାମୀ ୪୮ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ବର: ରାଜ୍ୟରେ ବଦଳିଲା ପାଣିପାଗ ମିଜାଜ। ସକାଳୁ ପାଗରେ ହଠାତ ପରିବର୍ତ୍ତନ ହୋଇଛି। ଆଗାମୀ ୪୮ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀର ଚେତାବନୀ ଦେଇଛି ପାଣିପାଗ ବିଭାଗ। ଟ୍ରଫ୍‌ଲାଇନ ପ୍ରଭାବରେ ଉତ୍ତର ଉପକୂଳ ଓଡିଶାରେ ବିଜୁଳି ଘଡଘଡ଼ି ସହ ବର୍ଷା ସମ୍ଭାବନା…