Browsing Tag

rajnagar

ରାଜନଗର :ଭଉଣୀକୁ ଉଠାଇ ନେଲେ, ଦାଦାଙ୍କୁ ମାରିଦେଲେ: ଯୁବକ; ଘଟଣାରେ ୪ ଗିରଫ

ରାଜନଗର (କେନ୍ୟୁଜ): ରାଜନଗର ଥାନା ଅଞ୍ଚଳରେ ଏକ ପ୍ରେମ ବ୍ୟାପାରକୁ ନେଇ ହତ୍ୟା କାଣ୍ଡ ଘଟିଛି। ଚନ୍ଦ୍ରଶିଖର ଗାଁର ଦେବେନ୍ଦ୍ର କୁମାର ବିଶ୍ବାଳଙ୍କ ଅଭିଯୋଗ ମୁତାବକ ଗତକାଲି ରାତି ପ୍ରାୟ ୯ ଟା ୩୦ ରେ ୪ ଟି ବାଇକ ଯୋଗେ କିଛି ଯୁବକ ଆସି ଆମ ଭଉଣୀ କୁ ଉଠେଇ ନେଇଥିଲେ । ଏହା ପରେ ମୋ ଦାଦା…

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଚଳଚଂଚଳ ହେଲାଣି ରାଜନୀତି, ରିଲିଫ ଚୁଡା ପୋତିବାକୁ ନେଇ ହାଇଡ୍ରାମା

ରାଜନଗର(କେନ୍ଯୁଜ୍): ପଞ୍ଚାୟତ ନିର୍ବାଚନ ପୂର୍ବରୁ ଚଳଚଂଚଳ ହେଲାଣି ରାଜନୀତି । ରାଜନଗର ବ୍ଲକ ବାଘମାରି ପଂଚାୟତରେ ହାଇଡ୍ରାମା ଦେଖିବାକୁ ମିଳିଛି । ଗତ ଏକ ସପ୍ତାହ ତଳେ ମଞ୍ଜୁଳାପଲି ଗାଁରେ କିଛି ରିଲିଫ ଚୁଡା ପୋତି ଦିଆଯାଇଥିବା ନେଇ ରାଜନଗର କଂଗ୍ରେସ ପକ୍ଷରୁ BDO ଙ୍କୁ ଦାବିପତ୍ର…

ବାହ୍ୟଜଗତରୁ ବିଛିନ୍ନ ହେଲା କେନ୍ଦ୍ରାପଡା ତାଳଚୁଆ, ନଦୀରେ ଉଚ୍ଚ ଜୁଆର ଆସି ଗାଁକୁ ପଶିଲା ପାଣି

ରାଜନଗର : ତାଳଚୁଆ ବାହ୍ୟଜଗତରୁ ବିଛିନ୍ନ । ବାତ୍ୟା ୟାସ୍ ପ୍ରଭାବରେ ନଦୀରେ ଉଚ୍ଚ ଜୁଆର ଆସି ରାସ୍ତା ଡେଇ ଗାଁକୁ ପଶିଲା ପାଣି । ଫଳରେ ଗାଁ ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ଖୋଳା ଠାରୁ ନଳିତାପାଟିଆ ଓ କୃଷ୍ଣ ନଗର ଠାରୁ କନକ ନଗର ପର୍ଯ୍ୟନ୍ତ ରାସ୍ତା ବୁଡି ଯାଇଥିବା ସୂଚନା ମିଳିଛି । ସାରା…

କେନ୍ଦ୍ରାପଡା: ରାଜନଗର ପେଣ୍ଠ ବେଳାଭୂମିର ଜଉଦିଆ ନିକଟରେ ପଡି ରହିଛି ୨ଟି ଅଚିହ୍ନା ମୃତ ଦେହ, ଉଭୟଙ୍କୁ ହତ୍ୟା ସନ୍ଦେହ

ରାଜନଗର(କେନ୍ୟୁଜ୍):  କେନ୍ଦ୍ରାପଡା ଜିଲ୍ଲା ରାଜନଗର ପେଣ୍ଠ ବେଳାଭୂମିର ଜଉଦିଆ ନିକଟରେ ପଡିଛି ୨ଟି ଅଚିହ୍ନା ମୃତ ଦେହ ।  ପୁଅ ଏବଂ ଝିଅ ଦୁଇଟି ମୃତ ଦେହ ପାଖା ପାଖି ପଡିଥିବା ଦେଖିବାକୁ ମିଳିଛି।   ଝିଅର ଡାହାଣ ହାତ ନଥିବା ବେଳେ ପୁଅର କାନରୁ ରକ୍ତଶ୍ରାବ ହୋଇଥିବାର ଚିହ୍ନ ରହିଛି। …

କେନ୍ଦ୍ରାପଡା: ରାଜନଗର ମାଣପଡା ଗାଁରେ ମାଆ ଝିଅ ମୃତ୍ୟୁ ଘଟଣା, ମାମୁଁ ପୁଅ ଭାଇକୁ ଗିରଫ କଲା ରାଜନଗର ପୋଲିସ

କେନ୍ଦ୍ରାପଡା(କେନ୍ୟୁଜ୍): ରାଜନଗର ମାଣପଡା ଗାଁରେ ମାଆ ଝିଅ ମୃତ୍ୟୁ ଘଟଣା । ମାମୁଁ ପୁଅ ଭାଇକୁ ଗିରଫ କଲା ରାଜନଗର ପୋଲିସ । ଅଭିଯୁକ୍ତର ଗିରଫ ଦାବିରେ ୩ଦିନ ଧରି ଗାଁ ଦାଣ୍ଡରେ ପଡିରହିଥିଲା ମାଆ ଝିଅଙ୍କ ମୃତଦେହ । ବିଡିଓ, ତହସିଲଦାର ଓ ରାଜନଗର ଆଇଆଇସି ପହଞ୍ଚି ପ୍ରତିଶ୍ରୁତି ଦେବା ପରେ…

କେନ୍ଦ୍ରାପଡା: ୩ ଦିନ ହେଲା ଗାଁ ଦାଣ୍ଡରେ ସଢୁଛି ମୃତଦେହ,ହତ୍ୟାକାରୀକୁ ଗିରଫ ନକରିବା ପର୍ଯ୍ୟନ୍ତ ଅନ୍ତିମ ସତ୍କାର…

ରାଜନଗର(କେନ୍ୟୁଜ୍):  ୩ ଦିନ ହେଲା ଗାଁ ଦାଣ୍ଡରେ ସଢୁଛି ମୃତଦେହ । ଦୁର୍ଗନ୍ଧରେ ଫାଟି ପଡୁଛି ଗାଁ । ରାଜନଗର ଥାନା ମାଣପଡା ଗାଁରେ ମାଆ ଝିଅଙ୍କ ମୃତ୍ୟୁ ପରେ ଅଭାବନୀୟ ସ୍ଥିତି । ଗାଁର ପ୍ରମିଳା ନାଥ ଓ ତାଙ୍କ ଝିଅ ସତ୍ୟପ୍ରିୟାଙ୍କର ମୃତଦେହ ଭିନ୍ନ ଭିନ୍ନ ସ୍ଥାନରୁ ମିଳିଥିଲା ।…

ରାଜନଗରରେ ଘୂର୍ଣ୍ଣିଝଡ଼ର ତାଣ୍ଡବ, ୪ ମିନିଟ୍ ଭିତରେ ଉଜୁଡ଼ିଗଲା ଘର ଓ ଉପୁଡ଼ି ଗଲା ଗଛ, ଦେଖନ୍ତୁ ଭିଡିଓ

ରାଜନଗର (କେ ନ୍ୟୁଜ୍‌) : ଅଚାନକ ଆସିଲା ଘୂର୍ଣ୍ଣିଝଡ଼ ଆଉ କେଇ ମିନିଟ୍ ଭିତରେ ଉଜାଡ଼ି ଦେଲା ଦୁଇଟି ଗାଁର ଅନେକ ପରିବାରକୁ । ଛପର ଘର ଉଡ଼ାଇ ନେଲା ଏବଂ ବଡ଼ ବଡ଼ ଗଛ ସବୁ ଉପୁଡ଼ି ଗଲା । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ରଙ୍ଗଣି ପଞ୍ଚାୟତର ଦୁଇଟି ଗାଁ ଏହି ଘୂର୍ଣ୍ଣିଝଡ଼ରେ ପ୍ରଭାବିତ ହୋଇଛି ।…

କେନ୍ଦ୍ରାପଡ଼ା: ବାରମ୍ବାର ଫସଲ ନଷ୍ଟର ଅଭିଯୋଗକୁ ଶୁଣୁନଥିଲା ପ୍ରଶାସନ, ଜିଲ୍ଲାପାଳଙ୍କ ଜନଶୁଣାଣି ବେଳେ ଶତାଧିକ ଷଣ୍ଢ…

କେନ୍ଦ୍ରାପଡ଼ା(କେନ୍ୟୁଜ୍): ଷଣ୍ଢଙ୍କ ପାଦୁର୍ଭାବରୁ ଫସଲ ନଷ୍ଟ ହେଉଥିବାରୁ ତାତିଲେ ଚାଷୀ । ତହସିଲ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଜନଶୁଣାଣି ଚାଲିଥିବା ବେଳେ ଶତାଧିକ ଷଣ୍ଢ ଧରି ପଶିଲେ । ଚାଷୀଙ୍କ ଏଭଳି ଅଭିନବ ପ୍ରତିବାଦ ପୁରା କେନ୍ଦ୍ରାପଡ଼ା ଅଞ୍ଚଳରେ ଚାର୍ଚ୍ଚାର ବିଷୟ ପାଲଟିଛିି ।…