Browsing Tag

rajnath singh

ଯବାନଙ୍କ ସହ ଦଶହରା ମନାଇଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ହାତରେ ଧରିଲେ ଟାଭର୍ -୨୧ ବନ୍ଧୁକ

କେନ୍ୟୁଜ୍(ବ୍ୟୁରୋ): ଯବାନଙ୍କ ସହ ଦଶହରା ମନାଇଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ପଶ୍ଚିମବଙ୍ଗର ଦାର୍ଜିଲିଂରେ ଥିବା ସୁକନା ଓ୍ଵାର ମେମୋରିଆଲରେ ପ୍ରତିରକ୍ଷା ମନ୍ତ୍ରୀ ଶସ୍ତ୍ର ପୂଜା କରିଛନ୍ତି ।ଏହି ସମୟରେ ସେନା ମୁଖ୍ୟ ଏମଏମ ନରୱାନେ ମଧ୍ୟ ଉପସ୍ଥିତ ଥିଲେ। ତେବେ ଆଜି ରାଜନାଥ…

ଭାରତ-ଚୀନ୍‌ ସୀମା ବିବାଦ ନେଇ ଲୋକସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବିବୃତ୍ତି, ‘ସବୁ ପରିସ୍ଥିତିର ସାମ୍ନା…

ଭାରତ-ଚୀନ୍‌ ସୀମା ବିବାଦ ନେଇ ଲୋକସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବିବୃତ୍ତି । ରାଜନାଥ କହିଛନ୍ତି, ଏପର୍ଯ୍ୟନ୍ତ ସମାଧାନ ନେଇ ସହମତି ହୋଇ ପାରି ନାହିଁ । ଏଲଏସିରେ ଚୀନ ବହୁ ସଂଖ୍ୟାରେ ସୈନ୍ୟ ମୁତୟନ କରିବା ସହ ଅସ୍ତ୍ରଶସ୍ତ୍ର ଠୁଳ କରିଛି । ଭାରତ ମଧ୍ୟ ଅନୁରୂପ ଭାବେ…

ତିନି ସେନା ମୁଖ୍ୟଙ୍କ ସହ ରାଜନାଥ ସିଂହଙ୍କ ବୈଠକ, ସୈନ୍ୟ ଅପସାରଣ ନେଇ ଆଲୋଚନା ସଫଳ ହେବ ବୋଲି ମିଳିଲା ସୂଚନା

ନୂଆଦିଲ୍ଲୀ : ଭାରତ-ଚୀନ୍‌ ସୀମା ଏଲ୍‌ଏସିରେ ଉତ୍ତେଜନା ଦିନକୁ ଦିନ ବଢ଼ିବାରେ ଲାଗିଛି । ଉଭୟ ପକ୍ଷର ସେନା ଯୁଦ୍ଧ ସ୍ଥିତିରେ ଥିବା ବେଳେ ଦୁଇ ଦେଶ ମଧ୍ୟରେ ଚାଲିଥିବା ଘନ ଘନ ବୈଠକରେ କିଛି ଫଳ ମିଳୁନାହିଁ । ଫଳରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଶୁକ୍ରବାର ରାଷ୍ଟ୍ରୀୟ ସୁରକ୍ଷା…

ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବ ଭାରତ, ବିଦେଶୀ ଉପକରଣ ଆମଦାନୀ ଉପରେ ଲାଗିଲା ବ୍ୟାନ

ଆଜି ପୂର୍ବାହ୍ନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ ବଡ ଘୋଷଣା କରିଛନ୍ତି । ଆତ୍ମନିର୍ଭର ଭାରତକୁ ପ୍ରୋତ୍ସାହିତ କରିବାକୁ ଓ ଏହାକୁ ପ୍ରତିରକ୍ଷା କ୍ଷେତ୍ରରେ ଉପଯୋଗ କରିବାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆହ୍ବାନ ଦେଇଛନ୍ତି । ଏଣିକି ପ୍ରତିରକ୍ଷା କ୍ଷେତ୍ରରେ ଭାରତ…

ବାବା ଅମରନାଥଙ୍କ ଦର୍ଶନ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଯାଞ୍ଚ କଲେ ସୀମା ସ୍ଥିତି

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ବାବା ଅମରନାଥଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି। ଶ୍ରୀ ସିଂହ ମନ୍ଦିର ପରିସରରେ ପ୍ରାୟ ଏକ ଘଣ୍ଟା ସମୟ ବିତାଇଥିଲେ। ଅମରନାଥ ଗୁମ୍ଫାକୁ ହିନ୍ଦୁ ଧର୍ମର ପବିତ୍ର ଧର୍ମସ୍ଥଳ ବୋଲି ବିବେଚନା କରାଯାଏ। ଏଣୁ ପ୍ରତିବର୍ଷ ଲକ୍ଷାଧିକ…

ସୀମାରେ ଭାରତୀୟ ସେନା ପୁରା ସଜାଗ, ସବୁ ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ: ରାଜନାଥ ସିଂହ

କେନ୍ୟୂୁଜ୍(ବ୍ୟୁରୋ):  ଭାରତୀୟ ସେନା ସବୁ ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ପୁରା ପ୍ରସ୍ତୁତ। ସୀମାରେ ଭାରତୀୟ ସେନା ପୁରା ସଜାଗ ରହିଛି। ଯେକୌଣସି ପ୍ରକାରର ଅଘଟଣକୁ ଏଡେଇବା ଲାଗି ଭାରତୀୟ ସେନା ମଧ୍ୟ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ପାକିସ୍ତାନ…

ପ୍ରଥମ ପ୍ରତିରକ୍ଷା ମନ୍ତ୍ରୀ ଭାବେ ସ୍ୱଦେଶୀ ଲଢୁଆ ବିମାନ ‘ତେଜସ୍‌’ରେ ଉଡିଲେ ରାଜନାଥ ସିଂହ

‘ତେଜସ୍‌’ରେ ଉଡିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ପ୍ରଥମ ପ୍ରତିରକ୍ଷା ମନ୍ତ୍ରୀ ଭାବେ ସ୍ୱଦେଶୀ ଲଢୁଆ ବିମାନ ତେଜସ୍‌ରେ ଉଡିଲେ ରାଜନାଥ ସିଂହ । ବେଙ୍ଗାଳୁରୁର ସୁଲୁର ଏୟାର ଫୋର୍ସ ଷ୍ଟେସନ୍‌ରେ ପ୍ରତିରକ୍ଷା ମନ୍ତ୍ରୀ ତେଜସ୍‌ରେ ବସି ଉଡାଣ ଭରିଥିଲେ । ୩ ବର୍ଷ ପୂର୍ବେ ଲଢୁଆ ବିମାନ…

ଅକ୍ଟୋବର ୮ରେ ଫ୍ରାନ୍ସ ଯାଇ ରାଫେଲ ଆଣିବେ ପ୍ରତିରକ୍ଷା ମନ୍ତ୍ରୀ, ଜାଣନ୍ତୁ ଏହି ଦିନର ସ୍ୱତନ୍ତ୍ରତା

ନୂଆଦିଲ୍ଲୀ: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଚଳିତ ଅକ୍ଟୋବର ୮ ତାରିଖରେ ଫ୍ରାନ୍ସ ଗସ୍ତ କରିବେ। ସେ ସେଠାକୁ ଯାଇ ଭାରତର ପ୍ରଥମ ରାଫେଲ୍‌ ଜେଟ୍‌ ରିସିଭ୍‌ କରିବେ ବୋଲି ଜଣାଯାଇଛି। ରିପୋର୍ଟ ଅନୁସାରେ, ରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରକ୍ଷା ସଚିବ ଅଜୟ କୁମାର ଏବଂ…

ଲକ୍ଷ୍ନୌ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସହିଦ ଯବାନଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଲକ୍ଷ୍ନୌ ଗସ୍ତରେ ଯାଇ ସହିଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି । ସ୍ୱାଧୀନତା ସଂଗ୍ରାମ ଚାଲିଥିବା ବେଳେ ସଦିହ ହୋଇଥିବା ଭାରତୀୟ ଯବନାଙ୍କ ସ୍ମୃତିରେ ନିର୍ମିତ ୱାର ମେମୋରିଆଲରେ ରାଜନାଥ ସିଂହ ପହଂଚି ଶ୍ରଦ୍ଧା ସୁମନ ଦେଇଛନ୍ତି। ଏହି…

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ନିକଟକୁ ଚିଠି ଲେଖିଲେ ପ୍ରମିଳା ବିଷୋୟୀ, ଜାଣନ୍ତୁ କଣ କହିଲେ ଆସିକା ସାଂସଦ

ଭାରତୀୟ ବାୟୁସେନାର ବିମାନ ଏଏନ-୩୨ର ନିଖୋଜ ଓଡ଼ିଆ ପାଇଲଟ୍‌ ସୁନୀତ ମହାନ୍ତିଙ୍କ ଉଦ୍ଧାର ପାଇଁ ଆସିକା ସାଂସଦ ପ୍ରମିଳା ବିଷୋୟୀଙ୍କ ଅନୁରୋଧ । ଏନେଇ ସେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ନିକଟକୁ ଚିଠି ଲେଖିଛନ୍ତି । ସୁନୀତଙ୍କ ସହ ବିମାନରେ ଥିବା ଅନ୍ୟ ୧୩ ଜଣଙ୍କୁ ଠାବ ପାଇଁ ଅନୁରୋଧ…

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟନ ପରେ ଆଜି ଗୃହମନ୍ତ୍ରୀ ଭାବେ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ଭାବେ ରାଜନାଥ…

ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟନ ପରେ ଆଜି ଗୃହମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି ଅମିତ ଶାହ । ମୋଦି ମନ୍ତ୍ରିମଣ୍ଡଳରେ ନମ୍ବର ୨ ମନ୍ତ୍ରୀ ହୋଇଛନ୍ତି ଶାହ । ପ୍ରଥମ ଥର ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟର ଦାୟିତ୍ୱ ସମ୍ଭାଳିଛନ୍ତି । ମାଓବାଦ ଓ ଆଇନ ଶୃଙ୍ଖଳା ଭଳି ଦେଶର…

NDRF ନିୟମାବଳି କୋହଳ କରାଯାଉ, ରାଜନାଥ ସିଂଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

NDRF ନିୟମାବଳି କୋହଳ କରାଯାଉ । ଏ ନେଇ କେନ୍ଦ୍ର ଗହମନ୍ତ୍ରୀ ରାଜନାଥ ସିଂଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚିଠିରେ ଉଲ୍ଲେଖ କରିଛନ୍ତି ଯେ ବାତ୍ୟାରେ ବିଦ୍ୟୁତ ଭିତ୍ତିଭୂମିର ବ୍ୟାପକ କ୍ଷତି ହୋଇଛି । ୨୨୦ ଓ ୧୩୨ କେଭି ଟାଓ୍ଵାର କ୍ଷତିଗ୍ରସ୍ତ ହୋଇଛି । ଗ୍ରୀଡ…