Browsing Tag

rakhi sawant

ବିଗବସ୍ ୧୪: ଜସ୍ମିନ ଭାସିନଙ୍କ ସହିତ ହେଲା ରାକ୍ଷୀ ସାୱନ୍ତଙ୍କ ଝଗଡା, ଫାଟିଗଲା ରାକ୍ଷୀଙ୍କ ନାକ

ଡ୍ରାମା କୁଇନ ରାକ୍ଷୀ ସାୱନ୍ତ ସବୁବେଳେ ଚର୍ଚ୍ଚାରେ। ଏବେ ବିଗବସ୍ ହାଉସରେ ଧମାଲ କରୁଛନ୍ତି ରାକ୍ଷୀ। ଏଠାରେ ଥିବା ସମସ୍ତ ପ୍ରତିଯୋଗୀଙ୍କ ସାମ୍ନାରେ ଏକ ବଡ ଚ୍ଯାଲେଞ୍ଜ ହେଉଛି ରାକ୍ଷୀ। ବିଗବସ୍ ହାଉସରେ ଦର୍ଶକଙ୍କ ସହିତ ସମସ୍ତଙ୍କ ମନୋରଂଜନ ମଧ୍ୟ କରୁଛନ୍ତି। କିନ୍ତୁ ବିଗବସ୍ ହାଉସରେ…

ଆସନ୍ତା ବର୍ଷ ମା’ ହେବାର ପ୍ଲାନିଂ କରୁଛନ୍ତି ଆଇଟମ୍‌ କ୍ୱିନ୍‌ ରାକ୍ଷୀ ସାଓ୍ଵନ୍ତ! ଖୁଲାସା କଲେ ପତିଦେବ

ବିଗବସ୍‌ ସିଜିନ୍‌ ୧୪ ରେ ସମସ୍ତଙ୍କୁ ନିଜ ଗେମ୍‌ ଦ୍ୱାରା ମନୋରଞ୍ଜନ କରୁଥିବା ରାକ୍ଷୀ ସାଓ୍ଵନ୍ତ ବାରମ୍ବାର ଚର୍ଚ୍ଚାରେ ରହିଥାନ୍ତି। ରାକ୍ଷୀଙ୍କ ଖେଳିବା ଷ୍ଟାଇଲ୍‌ ଭିନ୍ନ ହେବା ସହ ତାଙ୍କର ବ୍ୟକ୍ତିଗତ ଜୀବନ ତାଙ୍କୁ ସର୍ବଦା ଚର୍ଚ୍ଚାରେ ରଖିଥାଏ। ଅନେକ ଦିନ ଧରି ରାକ୍ଷୀ ସାଓ୍ଵନ୍ତଙ୍କ…

ଆର୍ଥିକ ସଂକଟରେ ରାକ୍ଷୀ! ଟଙ୍କା ପାଇବା ଲକ୍ଷ୍ୟରେ ଯାଉଛନ୍ତି Bigg Boss 14, ଶୁଣନ୍ତୁ ରାକ୍ଷୀଙ୍କ ମୁହଁରୁ ସେ କେମିତି…

ଡ୍ରାମା କୁଇନ୍‌ ରାକ୍ଷୀ ସାଓ୍ଵନ୍ତଙ୍କ କଥା କିଏ ବା ନଜାଣେ । ତାଙ୍କର ସବୁ କଥାରେ ଥାଏ ଅଭିନୟ କଳା । ତାଙ୍କର ବିବାହ ସ୍ୱୟମ୍ବର ହେଉ ବା ବ୍ୟକ୍ତିଗତ ଜୀବନ ସବୁଠି ଥାଏ କିଛି ଡ୍ରାମାବାଜି । ନିକଟରେ ବିଗ୍‌ବସ୍‌ ହାଉସ୍‌କୁ ଚ୍ୟାଲେଞ୍ଜର ହୋଇ ଆସୁଛନ୍ତି ଡ୍ରାମା କ୍ୱିନ୍‌ ତଥା ବଲିଉଡ୍‌…

ଭାରତୀଙ୍କ ଘରେ କିଏ ଗଂଜେଇ ରଖି ତାଙ୍କୁ ଫସାଇବାକୁ ଚେଷ୍ଟା କରୁଛି, ରାକ୍ଷୀଙ୍କ ଭିଡିଓ ହେଉଛି ଭାଇରଲ

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡରେ ଡ୍ରଗ୍ସ ଲିଙ୍କ୍ ସାମ୍ନାକୁ ଆସିଲା। ଏହି ଡ୍ରଗ୍ସ ଲିଙ୍କ୍ ସାମ୍ନାକୁ ଆସିବା ପରେ ଏନ୍ସିବି ଡ୍ରଗ୍ସ ସମ୍ପର୍କିତ ଏକ ଲମ୍ବା ତାଲିକାର ପର୍ଦ୍ଦାଫାସ କରିଛି। ଯେଉଁଥିରେ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଆରମ୍ଭ କରି ଟିଭି ଜଗତର ସେଲିବ୍ରିଟି…

ରାଖୀ ସାୱନ୍ତ ଖୋଲିଲେ ବଲିଉଡର କଳା ସତ, କହିଲେ ଏହି କାରଣରୁ ଅଭିନେତ୍ରୀମାନେ ନିଅନ୍ତି ଡ୍ରଗ୍ସ

ନିକଟରେ ଏନସିବି ବଲିଉଡ ଡ୍ରଗ୍ କନେକ୍ସନ୍ ବିଷୟରେ ଅନେକ ଖୁଲାସା କରିଛି । ଯେଉଁଥିରେ ଅନେକ ବଡ ବଡ଼ ସେଲିବ୍ରିଟିଙ୍କ ନାମ ସାମ୍ନାକୁ ଆସିଛି । ବଲିଉଡରେ ଡ୍ରଗ୍ସକୁ ନେଇ ଲଗାତାର ଭାବେ ଚର୍ଚ୍ଚା ଚାଲିଛି । ଇଣ୍ଡଷ୍ଟ୍ରିର ଅନେକ ତାରକା ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏଥି ସହିତ ରାଖୀ…

ମହେଶ ଭଟ୍ଟଙ୍କ ସହ କଙ୍ଗନାଙ୍କ ପୁରୁଣା ଫଟୋ ସେୟାର କଲେ ରାକ୍ଷୀ ସାଓ୍ଵନ୍ତ, କହିଲେ ‘ସୁଶାନ୍ତଙ୍କ କେସ୍‌ରେ ନୂଆ ମୋଡ଼’

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ୍‌ରେ ଚର୍ଚ୍ଚାକୁ ଆସିଛି ନେପୋଟିଜମ୍‌। ପରିବାରବାଦ ଯୋଗୁ ଚାପରେ ଆସି ସୁଶାନ୍ତ ଆତ୍ମହତ୍ୟା କରିଥିବା ନେଇ କଙ୍ଗନା ରାଣାଓ୍ଵତ୍‌ ଦାବି କରିଥିଲେ। ଏଥିସହ ସେ ମୁମ୍ବାଇକୁ ପିଓକେ ସହ ବି ତୁଳନା କରିଥିଲେ ଓ କେତେକ କଳାକାରଙ୍କୁ ଡ୍ରଗ୍‌…

ଲକଡାଉନରେ କାନ୍ଦି କାନ୍ଦି ବେହାଲ ହେଲେ ରାକ୍ଷୀ ସାଓ୍ଵନ୍ତ, ଜାଣନ୍ତୁ ହଠାତ୍‌ ଏମିତି କଣ ହେଲା

ଚର୍ଚ୍ଚିତ ଏବଂ ଲୋକପ୍ରିୟ କୋରିଓଗ୍ରାଫର ସରୋଜ ଖାନ ନିଜର ଫିଲ୍ମ କ୍ୟାରିୟରରେ ବହୁତ ବଡ ବଡ କଳାକାରଙ୍କ ସହିତ କାମ କରିଛନ୍ତି। ଏହି କାରଣରୁ ସମସ୍ତ ସେଲିବ୍ରିଟୀ ତାଙ୍କ ନିଧନରେ ବହୁତ ଦୁଃଖୀ ହୋଇଛନ୍ତି। କଳାକାର ତାଙ୍କ ସହିତ ପୁରୁଣା ଭିଡିଓ ସେୟାର କରି ତାଙ୍କୁ ମନେ ପକାଉଛନ୍ତି। ତେବେ…

ରାଖୀ ସାୱନ୍ତ ୮ ମାସ ପରେ ସେୟାର କଲେ ନିଜ ବିବାହର ଫଟୋ, ଲାଲ ଜୋଡାରେ ସ୍ୱାମୀଙ୍କ ହାତ ଧରିଥିବାର ଆସିଲେ ନଜର

ସବୁବେଳେ ନୂଆ ନୂଆ ଡ୍ରାମା କରି ଫ୍ୟାନମାନଙ୍କୁ ଚମକାଇ ଦେଉଥିବା ରାଖୀ ସାୱନ୍ତ ଶେଷରେ ନିଜ ବିବାହର ଫଟୋ ସେୟାର କରିଛନ୍ତି। ଏଥିରେ ସେ ଲାଲ ଜୋଡାରେ ନଜର ଆସୁଛନ୍ତି। ଫଟୋ ସେୟାର କରି ରାଖୀ କ୍ୟାପସନ ଲେଖିଛନ୍ତି, 'ମୋ ବିବାହର ଫଟୋ'। ତେବେ ଲଗାତାର 8 ମାସ ଧରି ସେ ଯାହା କରି ଆସୁଥିଲେ, ଏଥର…

ସମସ୍ତଙ୍କୁ ହୋଲି ଖେଳିବାକୁ ମନା କରିଲେ ରାକ୍ଷୀ ସାଓ୍ଵନ୍ତ, ହେଲେ କାହିଁକି ?

ଡ୍ରାମା କୁଇନ ରାକ୍ଷୀ ସାଓ୍ଵନ୍ତ କିଛି ନା କିଛି ଘଟଣାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏବେ ରାକ୍ଷୀ କରୋନା ଭାଇରସ କୁ ନେଇ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓ ଜରିଆରେ କିପରି କରୋନାରୁ ବର୍ତ୍ତି ପାରିବେ ରାକ୍ଷୀ ଉପାୟ ବତାଇଛନ୍ତି। ଏହି ଭିଡିଓରେ ରାକ୍ଷୀ କହିଛନ୍ତି, ଚଳିତବର୍ଷ…

କୋରୋନା ଭାଇରସ ଦୂର କରିବା ପାଇଁ ଚୀନରେ ପହଞ୍ଚିଲେ ରାକ୍ଷୀ ସାଓ୍ଵନ୍ତ, ସେୟାର କଲେ ଏହି ଭିଡିଓ

ଫିଲ୍ମ ଇଣ୍ଡଷ୍ଟ୍ରିର କଣ୍ଟ୍ରୋଭର୍ସି କ୍ୱିନ ନାଁ ରେ ଲେଶକପ୍ରିୟ ରାକ୍ଷୀ ସାଓ୍ଵନ୍ତ ନିଜର ଆକ୍ଟିଭିଟିଜ୍‌ କାରଣରୁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ରାକ୍ଷୀ ସର୍ବଦା ସୋସିଆଲ ମିଡିଆରେ ଆକ୍ଟିଭ ରହିବା ସହ ଇନଷ୍ଟାଗ୍ରାମରେ ମଧ୍ୟ ଫଟୋ ଏବଂ ଭିଡିଓ ଜରିଆରେ ପ୍ରଶଂସକଙ୍କୁ ନିଜ ମନର କଥା…

ଶୁଟିଂ ସମୟରେ ରାଖୀ ସାୱନ୍ତଙ୍କର ହେଲା ଏପରି ଅବସ୍ଥା, ଭିଡିଓ ସେୟାର କରି ଲେଖିଲେ ‘ବ୍ୟାଣ୍ଡ ବଜାଦି…

ବଲିଉଡର ଡ୍ରାମା କୁଇନ ରାଖି ସାୱନ୍ତ ଅଧିକାଂଶ ଚର୍ଚ୍ଚାରେ ରହିଥାନ୍ତି । ସେ ସବୁବେଳେ ନିଜର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥାନ୍ତି ଯେଉଁଥିରୁ ଅଧିକାଂଶ ଭିଡିଓ ଭାଇରଲ ହୋଇଥାଏ । ତେବେ ନିକଟରେ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି ଯାହାକି ଖୁବ…

ଆଜି ଡ୍ରାମା କୁଇନ୍‌ ରାକ୍ଷୀ ସାଓ୍ଵନ୍ତଙ୍କ ବାର୍ଥ ଡେ, ଜାଣନ୍ତୁ ତାଙ୍କ ଷ୍ଟ୍ରଗଲ୍‌ ଲାଇଫ୍‌ ବିଷୟରେ କିଛି ଅଜଣା କଥା

ରାକ୍ଷୀ ସାଓ୍ଵନ୍ତ କୌଣସି ନା କୌଣସସି କେଣ୍ଟ୍ରୋଭର୍ସିକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ଏହି କାରଣରୁ ତାଙ୍କୁ କଣ୍ଟ୍ରୋଭର୍ସି କୁଇନ୍‌ କୁହାଯାଇଥାଏ। ରାକ୍ଷୀ ସାଓ୍ଵନ୍ତ ନିଜ ଦମ୍‌ରେ ହିଁ ବଲିଉଡ୍‌ ରେ ଭିନ୍ନ ସ୍ଥାନ ହାସଲ କରିପାରିଛନ୍ତି। ରାକ୍ଷୀ ଜଣେ ଭଲ ଡ୍ୟାନ୍ସର ସହ କ୍ୟାମେରାକୁ…