ସାମ୍ନାକୁ ଆସିଲା ରକୁଲ ଓ ଜ୍ୟାକିଙ୍କ ବିବାହ ଫଟୋ, କପଲ୍ଙ୍କୁ ଫ୍ୟାନ୍ସ ଜଣାଇଲେ ଅଭିନନ୍ଦନ
ଆଜିକାଲି ବଲିଉଡ ଇଣ୍ଡଷ୍ଟ୍ରୀରେ ମ୍ୟାରେଜ୍ର ସିଜିନ୍ ଚାଲିଛି । ତେବେ ବହୁ ପପୁଲାର କପଲ ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗନାନୀ କାଲି ଅର୍ଥତ୍ ଫେବୃଆରୀ ୨୧ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଲୋକମାନେ ଦିନସାରା ଏହି ହାଇ ପ୍ରୋଫାଇଲ୍ ବିବାହର ଫଟୋକୁ ଅପେକ୍ଷା କରିଥିଲେ ।…