Browsing Tag

ram navami

ଶ୍ରୀରାମ ନବମୀ ପୂର୍ବରୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଭଦ୍ରକରେ ଫ୍ଲାଗମାର୍ଚ୍ଚ, କାଲି ହେବ ବିଶାଳ କଳସ ଶୋଭାଯାତ୍ରା

ଭଦ୍ରକ(କେନ୍ୟୁଜ୍): ପବିତ୍ର ଶ୍ରୀରାମ ନବମୀ ପାଇଁ ଭଦ୍ରକରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଐତିହାସିକ ଗାନ୍ଧୀ ପଡିଆ ଠାରେ ତ୍ରିଦିବସୀୟ ଶ୍ରୀ ରାମ ମହାଯଜ୍ଞ ଅନୁଷ୍ଠିତ ହେବ। ଆସନ୍ତାକାଲି ଏକ ବିଶାଳ କଳସ ଶୋଭାଯାତ୍ରା ଅନୁଷ୍ଠିତ ହେବ। ଏହା ପୂର୍ବରୁ ଆଜି ଅପରାହ୍ନରେ ଭଦ୍ରକ ଜିଲ୍ଲା ପୋଲିସ…

ବାଲେଶ୍ୱରରେ ପୋଲିସର ଫ୍ଲାଗ୍‌ମାର୍ଚ୍ଚ, ଶାନ୍ତିଶୃଙ୍ଖଳାର ସହ ରାମନବମୀ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି

ବାଲେଶ୍ୱର (କେନ୍ୟୁଜ): ୩୦ ତାରିଖରେ ରାମନବମୀ । ବାଲେଶ୍ୱରରେ ରାମ ନବମୀ ପାଇଁ ପୋଲିସର ବ୍ୟାପକ ପ୍ରସ୍ତୁତି । ବାଲେଶ୍ୱର ପୋଲିସ ଏବଂ ରାପିଡ୍‌ ଆକ୍ସନ ଫୋର୍ସ ସହରରେ ଫ୍ଲାଗ ମାର୍ଚ୍ଚ । ଶାନ୍ତିଶୃଙ୍ଖଳାର ସହ ରାମନବମୀ ପାଳନ କରାଯିବା ନେଇ ପୋଲିସର ବ୍ୟାପକ ପ୍ରସ୍ତୁତି ହୋଇଛି । ରାମନବମୀ ପାଇଁ…

ବାଲେଶ୍ବର: ଆଗକୁ ଶ୍ରୀରାମ ନବମୀ, ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ କଲା ଫ୍ଲାଗ ମାର୍ଚ୍ଚ

ବାଲେଶ୍ବର(କେନ୍ୟୁଜ୍):  ଆଗକୁ ବାଲେଶ୍ବରର ସହରରେ ଶ୍ରୀରାମ ଚେତନା ଜାଗରଣ ମଞ୍ଚ ପକ୍ଷରୁ ଆଗକୁ ଶ୍ରୀରାମ ନବମୀ ଅନୁଷ୍ଠିତ ହେବ। ଏଥିପାଇଁ ପୋଲିସ ତରଫରୁ କରାଯାଇଛି ଫ୍ଲାଗ ମାର୍ଚ୍ଚ। ବାଲେଶ୍ବର ପୋଲିସ ସମେତ ରାପିଡ୍‌ ଆକ୍ସନ ଫୋର୍ସ ବାଲେଶ୍ବର ସହରରେ କରୁଛି ଫ୍ଲାଗ ମାର୍ଚ୍ଚରେ ଶ୍ରୀରାମ ଚେତନା…

ଶ୍ରୀମନ୍ଦିରର ଦ୍ୱିତୀୟ ଭୋଗ ମଣ୍ତପରେ ଅନୁଷ୍ଠିତ ହେଉଛି ରାମଜନ୍ମ ନୀତି, ପରମ୍ପରା ଅନୁସାରେ ପାଳନ ହେବ ସବୁ ନୀତି

ପୁରୀ(କେନ୍ୟୁଜ୍): ପବିତ୍ର ରାମ ନବମୀ ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ରାମଜନ୍ମ ନୀତି। ଶ୍ରୀମନ୍ଦିରରେ ଦ୍ୱିତୀୟ ଭୋଗ ମଣ୍ତପ ପରେ ଏହି ଜନ୍ମନୀତି ପାଳନ ହେବ। ରାମ ଜନ୍ମ ଠାରୁ ଆରମ୍ଭ କରି ଯଜ୍ଞ ରକ୍ଷା, ସୀତାବିବାହ ସହ ରାବଣ ବଦ୍ଧ ପର୍ଯ୍ୟନ୍ତ ସମସ୍ତ ରାମଲୀଳା ନୀତି ଶ୍ରୀମନ୍ଦିରରେ…

ପବିତ୍ର ରାମନବମୀ ଅବସରରେ ପୁରୀ ବେଳାଭୂମିରେ ବାଲୁକାକଳା, ସମସ୍ତଙ୍କୁ ମାସ୍କ ପିନ୍ଧିବା ପାଇଁ କରାଯାଇଛି ଅନୁରୋଧ

ପୁରୀ: ଆଜି ପବିତ୍ର ରାମନବମୀ । ଏହି ଅବସରରେ ପୁରୀ ବେଳାଭୂମିରେ ନିର୍ମାଣ ହୋଇଛି ବାଲୁକାକଳା। ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକାକଳାରେ ପ୍ରଭୁ ରାମଙ୍କର ଏକ ସୁନ୍ଦର ପ୍ରତ୍ତିମୂର୍ତ୍ତି ନିର୍ମାଣ କରିଛନ୍ତି। ବର୍ତ୍ତମାନ ମହାମାରୀ କରୋନାର ଭୟାବହତାକୁ ନଜରରେ ରହି ଏହି…

ଆଜି ପବିତ୍ର ରାମ ନବମୀ, ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ରଙ୍କ ଜନ୍ମ ଉତ୍ସବ

ଭୁବନେଶ୍ବର: ଆଜି ପବିତ୍ର ରାମ ନବମୀ । ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ରଙ୍କ ଜନ୍ମ ଉତ୍ସବ। ଏଥର ବିନା ଭକ୍ତରେ ପାଳନ ହେବ ରାମନବମୀ। ମନ୍ଦିରରେ କେବଳ ନୀତିକାନ୍ତି କରାଯିବ । ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାଚେରୀ ହୋଇଛି କରୋନା । ବିଭିନ୍ନ ମନ୍ଦିରରେ ବ୍ୟାରିକେଡ କରାଯିବା ସହ ଲାଗିଛି କଟକଣା…

ନଅ ବର୍ଷ ପରେ ଏଥର ରାମନବମୀରେ ପୁଣି ପଡୁଛି ଶୁମ ସଂଯୋଗ, ସବୁ ଇଚ୍ଛା ହେବ ପୂରଣ

ଭଗବାନ ଶ୍ରୀରାମଙ୍କ ଜନ୍ମଉତ୍ସବ ୨୧ ଏପ୍ରିଲବୁଧବାର ଦିନ ଶ୍ରଦ୍ଧା ଏବଂ ଭକ୍ତ ମନରେ ଆନନ୍ଦ ଉଲ୍ଲାସରେ ପାଳନ କରାଯିବ। ନଅ ବର୍ଷ ପରେ ଏଥର ରାମନବମୀରେ ପାଞ୍ଚ ଗ୍ରହଙ୍କର ଶୁଭ ସଂଯୋଗ ହେଉଛି। ତେଣୁ ଏହି ସଂଯୋଗ ଏହି ପର୍ବର ଶୁଭତାକୁ ଅନେକ ଗୁଣା ବଢ଼ାଇ ଦେଉଛି। ଏହାପୂର୍ବରୁ ଏମିତି ଗ୍ରହ ମାନଙ୍କର…

ଆଜି ରାମନବମୀ, ଜାଣନ୍ତୁ ରାଶି ଅନୁସାରେ ଭଗବାନଙ୍କ ନିକଟରେ କେଉଁ ଫଳ ଭୋଗ କରିବେ

ଚୈତ୍ରମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ମହାରାଣୀ କୌଶଲ୍ୟାଙ୍କ କୋଳରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଜନ୍ମ ଗ୍ରହଣ କରିଥିଲେ। ସତ୍ୟ ଯୁଗରେ ରାଜା ଦଶରଥଙ୍କ ପୁତ୍ରେଷ୍ଟି ଯଜ୍ଞ ପରେ ଏହି ପର୍ବ ପାଳନ କରାଯାଉଛି। ଏହି କାରଣରୁ ରାମନବମୀ ଦିନ ଭଗବାନ ଶ୍ରୀରାମ ଏବଂ ରାମାୟଣ ପୂଜା କରିବା ସହ ଭୋଗ…

ଜାଣନ୍ତୁ ରାମନବମୀର ମହତ୍ୱ ଏବଂ ପୂଜା-ବିଧି ସମ୍ପର୍କରେ

ରାମନବମୀ ହିନ୍ଦୁ ଧର୍ମର ଏକ ପବିତ୍ର ପର୍ବ। ଏହି ପର୍ବ ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ଉଦେଶ୍ୟରେ ସମର୍ପିତ କରାଯାଇଥାଏ। ଏହି ଦିନ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଜନ୍ମ ଗ୍ରହଣ କରିଥିଲେ। ଏହିକାରଣରୁ ରାମନବମୀ ଦିନ ଭଗବାନ ରାମଙ୍କର ବିଶେଷ ପୂଜାଅର୍ଚ୍ଚନା ହୋଇଥାଏ କିନ୍ତୁ ଚଳିତ ବର୍ଷ…

ଜାଣନ୍ତୁ ଚଳିତ ବର୍ଷ କେବେ ପାଳନ କରାଯିବ ରାମନବମୀ

ପ୍ରତ୍ୟେକ ବର୍ଷ ଚୈତ୍ର ମାସ ଶୁକ୍ଳପକ୍ଷ ନବମୀ ତିଥିରେ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଙ୍କ ଜନ୍ମତ୍ସୋବ ‘‘ରାମନବମୀ ମହାପର୍ବ’’ ରୂପେ ପାଳନ କରାଯାଇଥାଏ। ରାମ ଜନ୍ମ ଉତ୍ସବ ପ୍ରତିବର୍ଷ କେବଳ ଭାରତ ନୁହେଁ ବିଶ୍ୱର ଅନେକ ଦେଶରେ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ଏହି ପର୍ବ ପାଳନ…

କାହିଁକି ପାଳନ କରାଯାଏ ରାମ ନବମୀ, ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ

ଆଜି ପାଳନ ହେଉଛି ରାମ ନବମୀ। ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଏହି ଦିନ ନବମୀ ତିଥିର ଆଗମନ ପୁଷ୍ପ ନକ୍ଷତ୍ରରେ ହୋଇଥାଏ। ଏହି କାରଣରୁ ଚଳିତ ବର୍ଷ ରାମ ନବମୀରେ ଶୁଭ ଯୋଗ ରହିଛି। ଶାସ୍ତ୍ର ଅନୁଯାୟୀ ଯଦି ଚୈତ୍ୟ ଶୁକ୍ଳ ନବମୀ ପୁଷ୍ପ ନକ୍ଷତ୍ର ସହ ସଂଯୋଗ ଥାଏ ତେବେ ଏହା ସମସ୍ତ ଅର୍ଥରେ…

ରାମ ନବମୀ : କେଉଁ ତିଥିରେ ପାଳନ କରାଯିବ ଜାଣନ୍ତୁ

ନବରାତ୍ରୀର ସମାପ୍ତି ପୂର୍ବରୁ ରାମ ନବମୀ ବ୍ରତ ଏବଂ ନବମୀ ପୂଜା ଏପ୍ରିଲ ୧୩ରେ କରାଯିବ। ଏହି ଦିନରେ କନ୍ୟାମାନଙ୍କୁ ଖାଇବାକୁ ଦେଇ ଭକ୍ତମାନେ ବ୍ରତ ଭାଙ୍ଗିଥାନ୍ତି। ଏପ୍ରିଲ ୧୩ ଶନିବାରରେ ହିଁ ମହାଷ୍ଟମୀ ଏବଂ ମହାନବମୀ ପଡୁଛି। ଏପ୍ରିଲ ୧୩ ତାରିଖ ସକାଳ ୦୮: ୧୬ ପରେ ନବମୀ ଆରମ୍ଭ ହୋଇଯିବ…