Browsing Tag

Ramayana

Ramayana: ରାବଣ ଭୂମିକା ପାଇଁ ୟଶଙ୍କ ସଂଘର୍ଷ; ସେୟାର କଲେ ନିଜ ମନକଥା

ନିତେଶ ତିୱାରୀଙ୍କ ଫିଲ୍ମ 'ରାମାୟଣ' ର ଟ୍ରେଲର ରିଲିଜ ହେବା ପରେ ରଣବୀର କପୁର ଏବଂ ୟଶଙ୍କ ଚରିତ୍ରକୁ ନେଇ ଦର୍ଶକମାନଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ସାହ । ରାବଣ ଭୂମିକାରେ ଅଭିନୟ କରିବା ୟଶଙ୍କ ପାଇଁ କେତେ ଯେ ଚ୍ୟାଲେଞ୍ଜ ରହିଥିଲା, ତାଉପରେ ସେ ନିଜର ମନକଥା ସେୟାର କରିଛନ୍ତି ।…

ରିଲିଜ ହେଲା ରାମାୟଣ ଫିଲ୍ମ ଟ୍ରେଲର, ଇଭେଣ୍ଟରେ ସାମିଲ ହେଲେ ବଡ଼ ବଡ଼ ଷ୍ଟାର

ନିତେଶ ତିୱାରୀଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର "ରାମାୟଣ" ପାଇଁ ଦର୍ଶକମାନେ ବେଶ୍ ଉତ୍ସାହିତ ରହିଛନ୍ତି । ଆଗାମୀ ଚଳଚ୍ଚିତ୍ର ରାମାୟଣର ଟ୍ରେଲର ରିଲିଜ୍ ହୋଇଛି । ଗତକାଲି ରାତିରେ ଚଳଚ୍ଚିତ୍ରର ଟ୍ରେଲର ଲଞ୍ଚ ଇଭେଣ୍ଟରେ ଅନେକ ଷ୍ଟାର ସାମିଲ ହୋଇଥିଲେ । ଯାହାର ଫଟୋ ସୋସିଆଲ ମିଡିଆରେ ଏବେ…

ରାମାୟଣ ଫିଲ୍ମରେ ଏକାଠି ନଜର ଆସିବେନି ରାମ-ରାବଣ, ଏହା ପଛ ରହସ୍ୟର ଖୁଲାସା କଲେ ୟଶ୍

‘ରାମାୟଣ’ ଫିଲ୍ମ ସମ୍ପର୍କରେ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । ଏହି ଫିଲ୍ମରେ ରାବଣ ଭୂମିକାରେ ଅଭିନୟ କରୁଥିବା କନ୍ନଡ ସୁପରଷ୍ଟାର ୟଶଙ୍କର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ସେ ତାଙ୍କ ଅଭିନୀତ ଚରିତ୍ର ସମ୍ପର୍କର ଏକ ରହସ୍ୟର ଖୁଲାସା କରିଛନ୍ତି ।…

‘ରାମାୟଣ’ ଟିଜର ରିଲିଜ, ରାମ ଲୁକରେ ନଜର ଆସିଲେ ରଣବୀର

ଭାରତୀୟ ଫିଲ୍ମ ଇତିହାସରେ ଏବେ ଏହି ‘ରାମାୟଣ’ଫିଲ୍ମକୁ ସବୁଠାରୁ ଭବ୍ୟ ଫିଲ୍ମ ବୋଲି ମନାଯାଉଛି । ‘ରାମାୟଣ’ ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢିବାକୁ ଲାଗିଛି । ନିତେଶ ତିୱାରୀଙ୍କ ଦ୍ବାରା ନିର୍ଦ୍ଦେଶିତ ‘ରାମାୟଣ’ ଫିଲ୍ମ ‘ଲଡ୍ ଅଫ୍ ଦ ରିଙ୍ଗ୍ସ’ ଏବଂ ‘ଅବତାର’ ଭଳି ଦମଦାର…

ରାମାୟଣ ସହ ଜଡିତ କିଛି ଅଜଣା କଥା ଯାହା ପ୍ରତ୍ୟେକ ହିନ୍ଦୁ ଜାଣିବା ଜରୁରୀ

ଆଜି ଆମେ ଆପଣଙ୍କୁ ରାମାୟଣର ଏପରି କିଛି ତଥ୍ୟ ଦେବୁ ଯାହା ହୁଏତ ଆପଣ ଆଗରୁ କେବେବି ଶୁଣି ନଥିବେ କି ଜାଣି ନଥିବେ । ରାମାୟଣର ଏ ସବୁ ତଥ୍ୟ ଅତ୍ୟନ୍ତ ରୋଚକପୁର୍ଣ ଏବଂ ଅଦ୍ଭୁତ । ଯଦିଓ ଭାରତୀୟ ଟେଲିଭିଜନ ଦୁନିଆରେ ରାମାୟଣ ଏକ ଅତ୍ୟନ୍ତ ଆଦୃତ ଟିଭି ସିରିୟଲ, ତଥାପି ଏ ସବୁ ଘଟଣା ଆପଣଙ୍କୁ…

ଗଙ୍ଗାରେ ଭାସୁଛି ପଥର, ରାମାୟଣ ସହ ଯୋଡ଼ି ହୋଇଛି ଏହାର ରହସ୍ୟ

ଗାଜିପୁର: ଉତ୍ତର ପ୍ରଦେଶର ଗାଜିପୁର ଜିଲ୍ଲାର ହନୁମାନଗଡ଼ ଅଞ୍ଚଳର ଦାଦ୍ରି ଘାଟରେ ଏକ ରହସ୍ୟମୟ ଘଟଣା ନଜର ଆସିଛି । ଏଠାରେ ଗଙ୍ଗା ନଦୀରେ ଏକ ବିରାଟ ପଥର ଭାସୁଥିବା ର ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକମାନେ ବିଶ୍ୱାସ ଏବଂ ଚମତ୍କାର ସହିତ ଏହାକୁ ଯୋଡୁଛନ୍ତି । ଏହି ପଥରର ଓଜନ ଅଢ଼େଇ ରୁ…

‘ରାମାୟଣ’ ଫିଲ୍ମ ପାଇଁ ରଣବୀରଙ୍କୁ ଭରସା କଲେ ନିତେଶ ତିୱାରୀ

ରଣବୀର କପୁରଙ୍କୁ ନେଇ 'ରାମାୟଣ' ତିଆରି କରିବାକୁ ନିଷ୍ପତ୍ତି ନେଇ ନିତେଶ ତିୱାରୀ ପୁଣି ଥରେ ଲୋକଙ୍କ ମନରେ ଏକ ପ୍ରଶ୍ନ ଉଠାଇଛନ୍ତି ଏଥର ଲୋକେ କଣ ନୁଆଁ ଦେଖିବାକୁ ପାଇବେ ?  ସମସ୍ତେ ଜାଣନ୍ତି ଯେ 'ରାମାୟଣ' ହେଉଛି ବାଲ୍ମୀକିଙ୍କ ଦ୍ୱାରା ରଚିତ ଏକ ସଂସ୍କୃତ ମହାକାବ୍ୟ ।  ଯେଉଁଥିରେ…

ମାଙ୍କଡ ହାତରେ ମୋବାଇଲ୍: ଶୁଣୁଛି ରାମାୟଣ, ଦେଖୁଛି ରିଲ୍ସ

ହରଭଙ୍ଗା: ଟିକଟକ ଭିଡିଓ ତାପରେ ପରେ ରିଲ୍ସରେ ଭିଡିଓ । ଆଜିକାଲି ସବୁଠି ଲୋକପ୍ରିୟ । ତେବେ ଅଧିକାଂଶ ସମୟରେ ରିଲ୍ସରେ ଅନେକ ମଜାଳିଆ ଏବଂ ଅଜବଗଜବ ଭିଡିଓ ଭାଇରାଲ ହୋଇଥାଏ । କିନ୍ତୁ ଏବେ ସୋସିଆଲ ମିଡିଆରେ ଏକ ଏମିତି  ଭିଡିଓ ଭାଇରାଲ ହେଉଛି ଯାହା ଆମକୁ ଖୁସି ଦେବାସହିତ ଶିକ୍ଷଣୀୟ…

ଫିଲ୍ମ ‘ରାମାୟଣ’ରେ ଶ୍ରୀରାମ ଭୂମିକା ପାଇଁ କାହିଁକି ମନୋନୀତ ହେଲେ ରଣବୀର କପୁର? ଖୁଲାସା କଲେ…

ଏବେ ରଣବୀର କପୁର ତାଙ୍କର ପରବର୍ତ୍ତୀ ଫିଲ୍ମ 'ରାମାୟଣ' ପାଇଁ ଖୁବ ଚର୍ଚ୍ଚାରେ ଅଛନ୍ତି । ଅଭିନେତା ନୀତୀଶ ତିୱାରୀଙ୍କ ନିର୍ଦ୍ଦେଶିତ 'ରାମାୟଣ'ରେ ଶ୍ରୀରାମ ଅବତାରରେ ରଣବୀରଙ୍କୁ ଦେଖିବାକୁ ମିଳିବ, ଯେଉଁଥିପାଇଁ ଅଭିନେତାଙ୍କ ଫ୍ୟାନ୍ସମାନେ ବହୁତ ଖୁସି ଅଛନ୍ତି । ଏହି ଫିଲ୍ମରେ ରଣବୀର…

ଫିଲ୍ମ ‘ରାମାୟଣ’ରେ ରାବଣ ଭୂମିକାରେ ନଜର ଆସିବେ ସୁପରଷ୍ଟାର ୟଶ, ବଢେଇବେ ୧୫ କିଲୋ ଓଜନ

ବଲିଉଡ ଇଣ୍ଡଷ୍ଟ୍ରୀରେ ଅନେକ ଦିନ ହେବ ଫିଲ୍ମ ରାମାୟଣକୁ ନେଇ ଚର୍ଚ୍ଚା ଚାଲିଛି । ତେବେ ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଫିଲ୍ମ 'ରାମାୟଣ'ରେ ରଣବୀର କପୁର ପ୍ରଭୁ ରାମଙ୍କ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । କିନ୍ତୁ ବର୍ତ୍ତମାନର ସୂଚନା ଅନୁସାରେ, ଏହି ଫିଲ୍ମରେ କନ୍ନଡ ସୁପରଷ୍ଟାର…

ମୁସଲମାନ ଛାତ୍ରଙ୍କ ମୁଁହରେ ରାମାୟଣ ମହାକାବ୍ୟ , ଅନଲାଇନରେ କୁଇଜ ଜିତିବା ପରେ ଏବେ ଛୁଟୁଛି ପ୍ରଶଂସାର ସୁଅ

ନୂଆଦିଲ୍ଲୀ : ଭଗବାନ କୁହନ୍ତୁ କି ଆଲ୍ଲା... ଏହାର ଅର୍ଥ ହେଉଛି ଗୋଟିଏ କିନ୍ତୁ କିଛି ଆମ ସମାଜର ଲୋକମାନେ ଭଗବାନ ଏବଂ ଆଲ୍ଲାଙ୍କୁ ଦୁଇଟି ବୋଲି କହିଥାନ୍ତି । ସେହିଭଳି, ମାନବ ଜାତି କେବଳ ଗୋଟିଏ, ଏହାକୁ ମଧ୍ୟ ଭାଗ କରିବା ପାଇଁ ପ୍ରୟାସ କରାଯାଉଛି, କିନ୍ତୁ ମାନବ ପ୍ରକୃତି ହିଁ ସେ ପ୍ରେମ…

ଭଗବାନ ରାମଙ୍କର ଏକ ଭଉଣୀ ଥିଲେ, କିନ୍ତୁ ରାମାୟଣରେ କାହିଁକି ଅଜ୍ଞାତ ରହିଲେ?

ରାମାୟଣର ସମସ୍ତ ଚରିତ୍ର ବିଷୟରେ ପ୍ରାୟ ସମସ୍ତେ ଜାଣନ୍ତି। ସମସ୍ତେ ଜାଣନ୍ତି ଯେ ଭଗବାନ ରାମଙ୍କର ୩ ଭାଇ, ଲକ୍ଷ୍ମଣ, ଭରତ ଏବଂ ଶତ୍ରୁଘ୍ନ ଥିଲେ କିନ୍ତୁ ବହୁତ କମ୍ ଲୋକ ଜାଣିଥିବେ ଯେ ପ୍ରଭୁ ରାମଙ୍କର ମଧ୍ୟ ଜଣେ ଭଉଣୀ ମଧ୍ୟ ଥିଲେ । ଯାହାଙ୍କ ନାମ ହେଉଛି ଶାନ୍ତା । ରାମାୟଣରେ ମଧ୍ୟ…