ରାମଦେବ ବାବାଙ୍କ ଏହି କାମକୁ ଦେଖି ହସିଲେ ହେମାମାଳିନୀ
ହେମାମାଳିନୀ ହେଉଛନ୍ତି ବଲିଉଡ ଜଗତରେ ବେଶ୍ ପରିଚିତ ଅଭିନେତ୍ରୀ । ତାଙ୍କୁ ଡ୍ରିମ ଗାର୍ଲ ଭାବରେ ସମସ୍ତେ ଜାଣନ୍ତି । ନିକଟରେ ସେ ମହାକୁମ୍ଭରେ ନଜର ଆସିଛନ୍ତି । ଏଠାରେ ଏକ ମଜାଦାର ଘଟଣା ମଧ୍ୟ ଘଟିଛି । ଯାହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ମୌନୀ ଅମାବାସ୍ୟାର ପବିତ୍ର…