Browsing Tag

ranu mondal new video

ପୁଣି ବାହାରିଲେ ରାନୁ ମଣ୍ଡଳ! ଏଥର ନିଜ ହାତରେ ମେକ୍‌ଅପ ନେଇ ଗାଇଲେ ସଲମାନ ଖାନଙ୍କ ଫିଲ୍ମର ଏହି ଲୋକପ୍ରିୟ ଗୀତ

କିଛି ଦିନର ନୀରବତା ପରେ ପୁଣି ବାହାରିଛନ୍ତି ରାନୁ ମଣ୍ଡଳ। ନିକଟରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓରେ ରାନୁ ମଣ୍ଡଳ ନିଜେ ନିଜର ମେକ୍‌ଅପ କରିଥିବା ଦେଖିବାକୁ ମିଳୁଛି। ଏଥି ସହିତ ସେ ସଲମାନ ଖାନଙ୍କ ଫିଲ୍ମ ‘ତେରେ ନାମ’ର ‘ଓଢଣୀ ଓଢ଼ କେ ନାଚୁ…’…

‘କଚା ବାଦାମ’ ଗୀତକୁ ଏମିତି ଗାଇଲେ ରାନୁ, ମୁଣ୍ଡ ପିଟିଲେ ଲୋକେ! କହିଲେ, ‘ବାସ୍‌, ସେତିକି ଥାଉ, ଆଉ ଗାଅ ନାହିଁ’;…

ଆଜିକାଲି ସୋସିଆଲ ମିଡିଆରେ ବଙ୍ଗାଳୀ ଗୀତ 'କଚା ବାଦାମ' ପୂରା ଛାଇ ଯାଇଛି। ଏହି ଗୀତ ଖୁବ୍‌ ଟ୍ରେଣ୍ଡରେ ଅଛି। ଅନେକ ସେଲିବ୍ରିଟି ଏବଂ ସାଧାରଣ ଲୋକ ଏହି ଗୀତରେ ଡ୍ୟାନ୍ସ କରି ଏହାର ଭିଡିଓ ସେୟାର କରିଛନ୍ତି। 'କଚା ବାଦାମ' ଗୀତକୁ ପଶ୍ଚିମବଙ୍ଗର ବାଦାମ ବିକ୍ରେତା ଭୁବନ ବଦ୍ୟାକର ଗାଇଛନ୍ତି,…

ଚିକେନ ତରକାରୀ ରାନ୍ଧି ରୋଷେଇର ଜଲଓ୍ଵା ଦେଖାଇଲେ ରାନୁ ମଣ୍ଡଳ, ଖାଇଲେ ଆଉ ଖୁଆଇଲେ

ଇଣ୍ଟରନେଟ ସେନ୍‌ସେଶନ ରାନୁ ମଣ୍ଡଳ ସବୁବେଳେ ନିଜ ଗୀତକୁ ନେଇ ଚର୍ଚ୍ଚାରେ ରୁହନ୍ତି। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ତାଙ୍କୁ ରୋଷେଇ ପ୍ରତି ମଧ୍ୟ ବହୁତ ସଉକ ଅଛି? ପଶ୍ଚିମବଙ୍ଗର ଜଣେ ୟୁଟ୍ୟୁବର ରାନୁ ମଣ୍ଡଳଙ୍କ ସହ ଏକ ଭିଡିଓ ଶୁଟ୍‌ କରିଛନ୍ତି, ଯେଉଁଥିରେ ରାନୁ, ୟୁଟ୍ୟୁବରଙ୍କ ସହ ମିଶି…

ସାମ୍ନାକୁ ଆସିଲା ରାନୁ ମଣ୍ଡଳଙ୍କ ନୂଆ ଭିଡିଓ, ‘ମନ କେ ମାଗେ ହିତେ’ ଗାଇ ଆସିଲେ ଚର୍ଚ୍ଚାକୁ; ଦେଖନ୍ତୁ ଭିଡିଓ

କିଛି ଦିନ ଧରି ସୋସିଆଲ ମିଡିଆରୁ ଦୂରେଇ ରହିବା ପରେ ଏବେ ପୁଣିଥରେ ସାମ୍ନାକୁ ଆସିଛନ୍ତି ରାନୁ ମଣ୍ଡଳ। ‘ଏକ ପ୍ୟାର କା ନଗମା ହୈ’ ଗୀତ ଗାଇ ରାତାରାତି ଷ୍ଟାର ପାଲଟିଥିବା ରାନୁ ଏବେ ପୁଣିଥରେ ଆଉ ଏକ ଦମ୍‌ଦାର ଗୀତ ଗାଇ ଚର୍ଚ୍ଚାକୁ ଆସିଛନ୍ତି। ଏଥରକ ଭାଇରାଲ ହେଉଥିବା ଭିଡିଓରେ ରାନୁ…

ସାମ୍ନାକୁ ଆସିଲା ଚର୍ଚ୍ଚାରେ ଥିବା ରାନୁ ମଣ୍ଡଳଙ୍କ ମେକଅପ୍‌ ପଛର ରାଜ୍‌, ଦେଖନ୍ତୁ କିଏ ଦେଇଥିଲେ ଏପରି ଲୁକ୍‌

ସୋସିଆଲ ମିଡିଆ ସେନସେସନ୍‌ ରାନୁ ମଣ୍ଡଳ କାନପୁରର ଏକ ଇଭେଣ୍ଟରେ ପହଁଚିଥିଲେ ଏବଂ ସେଠାରେ ସେ ରାମ୍ପ ଓ୍ଵାକ୍‌ ମଧ୍ୟ କରିଥିଲେ। ଏହି ଇଭେଣ୍ଟର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା। କେବଳ ଭାଇରାଲ ହୋଇନଥିଲା ଏହି ଫଟୋକୁ ନେଇ ଲୋକେ ଟ୍ରୋଲ ମଧ୍ୟ କରିଥିଲେ। ଏହି ଫଟୋରେ…

ମିଡ଼ିଆରେ ପ୍ରତିକ୍ରିୟା ପରେ ଭାଇରାଲ ହେଲା ରାନୁ ମଣ୍ଡଳଙ୍କର ଆଉ ଏକ ଭିଡିଓ, ଚର୍ଚ୍ଚାରେ ସୋସିଆଲ ମିଡ଼ିଆ ସେନ୍ସେସନ

ସୋସିଆଲ ମିଡ଼ିଆ ଦ୍ୱାରା ରାତାରାତି ସୁପରଷ୍ଟାର ବନିଥିବା ରାନୁ ମଣ୍ଡଳଙ୍କର ପୂର୍ବ ଭିଡିଓରେ ସେ ମିଡ଼ିଆ ଉପରେ ରାଗୁଥିବାର ଦୃଶ୍ୟ ନଜରକୁ ଆସିଥିଲା । ଯଦିଓ କିଛିଦିନ ତଳେ ରାନୁ ମଣ୍ଡଳଙ୍କର ଆଉ ଏକ ଭିଡିଓ ଭାଇରଲ ହୋଇଥିଲା ଯେଉଁଥିରେ ଜଣେ ଫ୍ୟାନ ରାନୁ ମଣ୍ଡଳଙ୍କୁ ଛୁଇଁ ଦେଇଥିବାରୁ ସେ ସେଠାରେ…