Browsing Tag

ratha yatra

ରଥ ଉପରୁ ଗୀତଗୋବିନ୍ଦ ଶୁଣିଲେ କାଳିଆ ଠାକୁର, ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ଓ ସେବାୟତ ମିଶିଗାଇଲେ ଭକ୍ତି ସଙ୍ଗୀତ

ପୁରୀ(କେନ୍ୟୁଜ୍):  ରଥଯାତ୍ରା ଇତିହାସରେ ଏକ ନୂଆ ଫର୍ଦ୍ଧ ଯୋଡ଼ି ହୋଇଛି। ଆଜି ବାହୁଡ଼ା ଯାତ୍ରାରେ ଶୀଘ୍ର ପହଣ୍ଡି ସହ ତିନି ରଥ ସନ୍ଧ୍ୟା ସୁଦ୍ଧା ତିନି ରଥ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ପହଞ୍ଚିଥିଲେ।ତିନି ରଥ ପହଞ୍ଚିବା ପରେ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶ୍ରୀଜଗନ୍ନାଥ…

ଡାହୁକ ଡାକରେ ଫାଟିଲା ବଡ଼ଦାଣ୍ଡ, ସିଂହଦ୍ୱାର ନିକଟରେ ଲାଗିଲା ତିନି ରଥ

ପୁରୀ(କେନ୍ୟୁଜ୍): ନୀତି ନିର୍ଘଣ୍ଟର ଯଥେଷ୍ଟ ପୂର୍ବରୁ ପହଣ୍ଡି ଓ ରଥଟଣା ହୋଇଥିଲା । ୫ ଲକ୍ଷରୁ ଅଧିକ ଭକ୍ତ ବାହୁଡା଼ ଯାତ୍ରା ରୁଣ୍ଢ ହୋଇଥିଲେ । ସୁରକ୍ଷା ଦୃଷ୍ଟିରୁ ୧୭୦ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ ହୋଇଥିଲେ। ହଜାରେରୁ ଅଧିକ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଥିଲା ।…

ଅହମ୍ମଦାବାଦରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ବେଳେ ଦୁର୍ଘଟଣା; କୋଠାର ବାଲ୍‌କୋନୀ ଭୁଶୁଡ଼ି ଜଣେ ମୃତ, ୨୫ ଆହତ

ଅହମ୍ମଦାବାଦରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ସମୟରେ ଏକ ଦୁର୍ଘଟଣା ଘଟିଛି। ଦରିଆପୁରର କରିୟାନାକା ରାସ୍ତାରେ ରଥ ଯାଉଥିବା ବେଳେ ଏକ ତିନି ମହଲା କୋଠାର ବାଲକୋନୀ ହଠାତ୍‌ ଭୁଶୁଡ଼ି ପଡ଼ିଥିଲା। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି। ଦୁର୍ଘଟଣା ସମୟରେ…

ପୁରୀ ରଥଯାତ୍ରାକୁ ଯଦି ଯାଉଛନ୍ତି କେଉଁଠି ରଖିବେ ଗାଡ଼ି ? ଜାଣନ୍ତୁ ସବିଶେଷ

ପୁରୀ (କେନ୍ୟୁଜ୍): ପୁରୀ ରଥଯାତ୍ରାକୁ ଯଦି ଯାଉଛନ୍ତି କେମିତି ଯିବେ । କେଉଁଠି ଗାଡ଼ି ପାର୍କିଂ କରିବେ । ଏଥିପାଇଁ ସ୍ୱତନ୍ତ୍ର ମୋବିଲିଟି ପ୍ଲାନ୍‌ କରାଯାଇଛି। ଆଜି ମଧ୍ୟରାତ୍ରରୁ ୨୧ ତାରିଖ ଯାଏଁ ଲାଗୁ ହେବ। ଭୁବନେଶ୍ୱର ଓ କୋଣାର୍କ ପଟୁ ଆସୁଥିବା ୪ ଚକିଆ ଗାଡ଼ି ତାଳବଣିଆ ଓ ଗ୍ରୀଡ୍‌…

ରଥଯାତ୍ରା ପାଇଁମୁତୟନ ରହିବେ ୧୭୦ ପ୍ଲାଟୁନ୍‌ ଫୋର୍ସ, ହେବ ସ୍ୱତନ୍ତ୍ର ଟ୍ରାଫିକ ମୋବିଲିଟି ପ୍ଲାନ୍‌

ପୁରୀ(କେନ୍ୟୁଜ୍): ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା । ମୁତୟନ ରହିବେ ୧୭୦ ପ୍ଲାଟୁନ୍‌ ଫୋର୍ସ । ଜନଗହଳି ନିୟନ୍ତ୍ରଣ, ରଥଟଣା, ଟ୍ରାଫିକ ସୁପରିଚାଳନା ଓ ଭିଭିଆଇପିଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଜି ପୁରୀ ଯାଇ ରଥଯାତ୍ରାରେ…

ରଥଯାତ୍ରା ପାଇଁ ମୁତୟନ ରହିବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ, ପୋଲିସ ପକ୍ଷରୁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ବ୍ଲୁପ୍ରିଣ୍ଟ

ପୁରୀ(କେନ୍ୟୁଜ୍):  ଆସନ୍ତା ୨୦ ତାରିଖରେ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ସହରକୁ ମୁତୟନ ରହିବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ । ବରିଷ୍ଠ ଅଧିକାରୀ ଶୃଙ୍ଖଳିତ ଦର୍ଶନ, ଜନଗହଳି ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା ଦାୟିତ୍ୱରେ ରହିବେ । ଏଥିପାଇଁ ପୁରୀ ପୋଲିସ ପକ୍ଷରୁ ପ୍ରସ୍ତୁତ ହୋଇଛି…

ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମୟରେ ରୁପାରେ ଛାଉଣୀ ହେବ ଶ୍ରୀମନ୍ଦିର ସିଂହଦ୍ୱାର, ASIକୁ ମଗାଯାଇଛି ଅନୁମତି

ପୁରୀ(କେନ୍ୟୁଜ୍): ମହାପ୍ରଭୁଙ୍କ ରତ୍ନ ପଲଙ୍କର ଆବଶ୍ୟକ ମରାମତି କରାଯିବ । ରତ୍ନ ପଲଙ୍କର ଆଉ ଏକ ନୂତନ ସେଟ୍‌ ନିର୍ମାଣ ହେବ । ପୁରୁଣା ରତ୍ନ ପଲଙ୍କ ପରି ନୂତନ ରତ୍ନ ପଲଙ୍କର ଓଜନ ସମାନ ରହିବ । ରତ୍ନ ପଲଙ୍କରେ ହାତୀ ଦାନ୍ତ ସଂଯୋଗ ହୋଇଥିବାରୁ ନୂଆ ହାତୀ ଦାନ୍ତ ପାଇଁ ରାଜ୍ୟ ସରକାରଙ୍କୁ…

ରାଜାନ୍ଦ୍ରିଭିଷେକରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ, ଶୃଙ୍ଖଳିତ ପରିଚାଳନା ପାଇଁ…

ପୁରୀ(କେନ୍ୟୁଜ୍): ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ। ଆସନ୍ତା ୩୦ ତାରିଖରୁ ମହାପ୍ରଭୁଙ୍କ ରାଜାନ୍ଦ୍ରିଭିଷେକ ପଡୁଥିବା ବେଳେ ସେହି ଦିନଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟକୁ ଚୂଡାନ୍ତ କରିଛି ଛତିଶା ନିଯୋଗ। ଶୃଙ୍ଖଳିତ ନୀତିକାନ୍ତି ସହ…

ପୁରୀ ରଥଯାତ୍ରାରେ ଶୃଙ୍ଖଳିତ ଟ୍ରାଫିକ ପରିଚାଳନା ପାଇଁ ନୂଆ ପ୍ରୟାସ, ପୋଲିସ ଭଲେଣ୍ଟିୟର ଭାବେ କାମ କରିବେ ବିଭିନ୍ନ…

ପୁରୀ(କେନ୍ୟୁଜ୍): ପୁରୀରେ ସ୍ନାନ ଯାତ୍ରା ଓ ରଥଯାତ୍ରାରେ ଶୃଙ୍ଖଳିତ ଟ୍ରାଫିକ ପରିଚାଳନା ଏବଂ ଭକ୍ତଙ୍କ ଦର୍ଶନ ପାଇଁ ପୁରୀ ପୋଲିସର ନୂଆ ପ୍ରୟାସ । ବିଭିନ୍ନ ସାହିର ଯୁବକଙ୍କୁ ନେଇ ଆମ ସାହି, ଆମ ଯାତ୍ରା, ଆମ ସେବା ନାଁରେ 'ଯୁବ ଶକ୍ତି' ଗଠନ କରାଯାଇଛି । ପୁରୀ ଟାଉନ ଥାନା ଠାରେ ଏକ ବୈଠକକୁ…

ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ, ରଥଖଳାରେ ହେବ ଗୁଜ ଅନୁକୂଳ ନୀତି ସମ୍ପାଦନ

ପୁରୀ(କେନ୍ୟୁଜ୍‌) : ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ। ପୁରୀ ରଥଖଳାରେ ହେବ ଗୁଜ ଅନୁକୂଳ ନୀତି ସମ୍ପାଦନ। ରୂପକାର ସେବାୟତମାନେ ପାରମ୍ପରିକ ରୀତିନୀତି ଅନୁଯାୟୀ ଗୁଜ ଅନୁକୂଳ କରିବାର କାର୍ଯ୍ୟକ୍ରମ ରହିଛି। ରଥ ସଂହିତା ମୁତାବକ ଭୋଇସେବକ ମାନେ ତିନିରଥର ୪ଟି ଲେଖାଏଁ ୧୨ଟି ଧଉରାକାଠ ଦେବା…

ରାଜ୍ୟ ପାଇଁ ଖୁସି ଖବର ! ରଥଯାତ୍ରା ପୂର୍ବରୁ ଓଡ଼ିଶାରେ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ

ଭୁବନେଶ୍ବର(କେନ୍ୟୁଜ୍):   ରଥଯାତ୍ରା ପୂର୍ବରୁ ଓଡ଼ିଶାରେ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ । ଜଗନ୍ନାଥ ସଂସ୍କୃତି, ଐତିହ୍ୟ ସହ ଓଡ଼ିଶାର ଐତିହ୍ୟ ଓ ପରମ୍ପରାକୁ ନେଇ ଜଗନ୍ନାଥ ଏକ୍ସପ୍ରେସ ଦେଶବ୍ୟାପୀ ଭ୍ରମଣ କରିବ । ମହାପ୍ରଭୁ ଜଗନ୍ନାଥଙ୍କ ଗୌରବମୟ ସଂସ୍କୃତିକୁ ପ୍ରଦର୍ଶନ କରିବ ଜଗନ୍ନାଥ…