Browsing Tag

road accident

ବିହାର: ବାଲାନ୍ସ ବିଗିଡ଼ିବାରୁ ରାସ୍ତାପାର୍ଶ୍ୱ ପାଣି ଗର୍ତ୍ତ ଭିତରକୁ ଖସିଲା ସ୍କର୍ପିଓ, ୯ ଯାତ୍ରୀଙ୍କ ମୃତ୍ୟୁ

ବିହାରର ପୂର୍ଣ୍ଣିଆ ଜିଲ୍ଲାରେ ଶନିବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୯ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ରାସ୍ତାରେ ଯାଉଥିବା ବେଳେ ଏକ ସ୍କର୍ପିଓ ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ୱରେ ଥିବା ଏକ ବିରାଟ ଗର୍ତ୍ତ ଭିତରକୁ ଖସି ପଡ଼ିଥିଲା, ଯାହାଫଳରେ…

ପାକିସ୍ତାନ: ଗଭୀର ଖାଇକୁ ଗଳି ପଡିଲା ଭ୍ୟାନ୍ , ୨୨ ଜଣ ମୃତ

ପାକିସ୍ତାନର ବଲୁଚୀସ୍ତାନରେ ବୁଧବାର ଏକ ବଡ ଧରଣର ଦୁର୍ଘଟଣା ଘଟିଯାଇଛି । ଏଠାରେ ଏକ ଯାତ୍ରୀ ପୂର୍ଣ୍ଣ ଭ୍ୟାନ୍ ଖାଇରେ ପଡିବାରୁ ୨୨  ଜଣଙ୍କ ମୃତ୍ୟୁ ହୋଇଛି । କହିରଖିବା ଉଚିତ ହେବକି ଏହି ଦୁର୍ଘଟଣା ଭୋର ସମୟରେ ଘଟିଛି । ଭ୍ୟାନ୍ ଟି ସ୍ୱେଫୁଲ୍ଲାହସ୍ଥିତ ଗହରିଆ ଖାଇ ଭିତରେ ଗଳି ପଡିଥିଲା ।…

ବେଗୁନିଆ ଟିକାତାଳ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ବାପା-ପୁଅ ମୃତ

ବେଗୁନିଆ(କେନ୍ୟୁଜ୍‌): ବେଗୁନିଆ ଟିକାତାଳ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ମୃତ। ଖୋର୍ଦ୍ଧା ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥରେ ବୋଲଗଡ ଅଞ୍ଚଳର ମଧୁସୂଦନ ଦାସ ଏବଂ ତାଙ୍କ ପୁଅ ଦାଶରଥି ଏକ ବୁଲେଟରେ ଖୋର୍ଦ୍ଧା ଆଡେ ଯାଉଥିବା ବେଳେ ଟିକାତାଳ ନିକଟରେ ସମ୍ମୁଖ ପଟୁ ଏକ କାର ଦ୍ରୁତ…

କୁଚିଣ୍ଡା: ଡବଲକଟା ଛକରେ ଟ୍ଯାଙ୍କର-ଟେମ୍ପୁ ମଧ୍ୟରେ ମୁହାଁମୁହିଁ ଧକ୍କା ୩ ମୃତ, ୪ଜଣ ଗୁରୁତର

କୁଚିଣ୍ଡା(କେ ନ୍ୟୁଜ): ସମ୍ବଲପୁର ଜିଲ୍ଲା ଅଧିନସ୍ଥ କୁଚିଣ୍ଡା ୪୯ ନମ୍ବର ଜାତୀୟ ରାଜପଥ ତବଲକଟା ଛକରେ କୁଚିଣ୍ଡା ଆଡୁ ଆସୁଥିବା ଏକ ତେଲ ଟ୍ଯାଙ୍କର ଏବଂ ଭୋଜପୁର ପଟରୁ ଆସୁଥିବା ଯାତ୍ରାବାହୀ ଟେମ୍ପୁ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ଜଣ…

ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା ଉଭୟ ଭାଇ ଭଉଣୀଙ୍କ ଜୀବନ

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ବାରବାଟୀ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ ଭାଇ ଓ ଭଉଣୀ ଦୁହିଁଙ୍କର ମୃତ୍ୟୁ ଘଟିଛି । ସୂଚନା ମୁତାବକ କୁଆଖିଆ ଥାନା ପ୍ରଥମାଖଣ୍ଡ ପଂଚାୟତ ଦମୋଦରପୁର ଗ୍ରାମର ପ୍ରତାପ ଲେଙ୍କାଙ୍କ ପୁଅ ରଂଜିତ (୨୩) ଓ ଆଶିଷ…

୧୩ ବର୍ଷୀୟା ନାବାଳିକା ଉପରେ ମାଡିଗଲା ହାଇୱା, ଗାଡ଼ିକୁ ଭଙ୍ଗାରୁଜା କରି ରାସ୍ତା ତଳକୁ ଫୋପାଡିଦେଲେ ଉତ୍ତ୍ୟକ୍ତ ଲୋକେ

କେନ୍ଦ୍ରାପଡ଼ା (କେନ୍ୟୁଜ): କେନ୍ଦ୍ରାପଡ଼ା-ଦାନପୁର ରାସ୍ତାର ଝିଙ୍କଡି ହାଟବାଣପୁର ଛକରେ ଆଜି ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ହାଇୱା ଧକ୍କାରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ନବମ ଶ୍ରେଣୀର ଛାତ୍ରୀ ଲକ୍ଷ୍ମୀପ୍ରିୟା ଲେଙ୍କା । ସୂଚନା ଅନୁସାରେ ଏହି ରାସ୍ତା ଦେଇ…

ଭୟଙ୍କର ସଡ଼କ ଦୁର୍ଘଟଣା: କଣ୍ଟେନର ପଛରେ ପସିଗଲା ଆମ୍ବୁଲାନ୍ସ, ୭ ମୃତ

ବରେଲୀରେ ମଙ୍ଗଳବାର ସକାଳୁ ସକାଳୁ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ବରେଲୀରେ ଏକ କେଣ୍ଟନର ଏବଂ ଆମ୍ବୁଲାନ୍ସ ମଧ୍ୟରେ ଧକ୍କା ହେବା ପରେ ୭ ଲୋକଙ୍କ ମୃତ୍ୟୁ ହୋଛି। ମୃତକଙ୍କ ମଧ୍ୟରେ ୩ ମହିଳା ଏବଂ ୪ ଜଣ ପୁରୁଷ ରହିଛନ୍ତି। ଏହି ଦୁର୍ଘଟଣାରେ ମୃତକଙ୍କ ପ୍ରତି ଶୋକବ୍ୟକ୍ତ କରିଛନ୍ତି…

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ ଓ ଲରୀ ମୁହାମୁହିଁ ଧକ୍କାରେ ୬ ମୃତ

ଆନ୍ଧ୍ରପ୍ରଦେଶରେ ଆଜି ସକାଳେ ଭୀଷଣ ସଡକ ଦୁର୍ଘଟଣା ହୋଇଛି। ଏହି ଦୁର୍ଘଟଣାରେ ଅତିକମରେ ୬ ଲୋକଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣା ଆନ୍ଧ୍ରପ୍ରଦେଶର ପଲନାଡୁ ଜିଲ୍ଲାରେ ହୋଇଛି। ଏଠାରେ ଥିବା ଏକ ଟ୍ରକ ରାସ୍ତାରେ ଛିଡା ହୋଇଥିବା ଲରି ସହିତ ଧକ୍କା ହୋଇଥିଲା। ତେଣୁ ଘଟଣାସ୍ଥଳରେ ୬ ଲୋକ…

ଠାକୁରଙ୍କୁ ଦର୍ଶନ ସାରି ଫେରୁଥିଲେ କିନ୍ତୁ ବାଟରେ ଛପି ରହିଥିଲା ଯମ: ୭ ଶ୍ରଦ୍ଧାଳୁ ମୃତ, ଅନେକ ଗୁରୁତର

ଉତ୍ତରପ୍ରଦେଶର ବହରାଇଚ ଜିଲ୍ଲାରେ ଆଜି ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୭ ଜଣ ଶ୍ରଦ୍ଧାଳୁ ମୃତ୍ୟୁବରଣ କରିଛନ୍ତି। ତା’ ଛଡା ୯ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ କିଛିଙ୍କର ଅବସ୍ଥା ଗୁରୁତର ବୋଲି କୁହାଯାଉଛି। ସେମାନଙ୍କୁ ଜିଲ୍ଲା ହସପିଟାଲରେ ଭର୍ତ୍ତି…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଭାରସାମ୍ୟ ହରାଇ ଗଛକୁ ପିଟିଲା ଅଟୋ; ଜଣେ ମୃତ ,୫ ଗୁରୁତର, ୪ ଆହତ

କରଞ୍ଜିଆ (କେନ୍ୟୁଜ): ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତାକଡ଼ ଗଛକୁ ପିଟିଲା ଅଟୋ ଜଣେ ମୃତ୍ୟୁ ୫ଗୁରୁତର ୪ ଆହାତ । ଏପରି ଦୁଃଖଦ ଘଟଣା ସାମ୍ନା କୁ ଆସିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଲକ୍ଷ୍ମୀପୋଷି ଗାଁ ନିକଟରୁ । ଉକ୍ତ ଗାଁ ଜଙ୍ଗଲ ନିକଟରେ ଦ୍ରୁତ…

ନିୟନ୍ତ୍ରଣ ହରାଇ ଓଲଟିଲା ଲୁହା ପାଇପ ବୋଝେଇ ଟ୍ରକ, ଚାଲିଗଲା ୮ ଶ୍ରମିକଙ୍କ ଜୀବନ

ବିହାରର ପୂର୍ଣ୍ଣିୟା ଜିଲ୍ଲାରେ ଏକ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ଅନେକ ଆହତ ମଧ୍ୟ ହୋଇଛନ୍ତି । ଲୁହା ପାଇପ ବୋଝେଇ ଟ୍ରକ ଓଲଟିବା କାରଣରୁ ଏହି ଦୁର୍ଘଟଣା ଘଟିଛି। ଏହି ଘଟଣାରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଈଶ୍ୱର ଲାଲ, ବସୁ…

ବରଯାତ୍ରୀ ଯାଇ ଫେରୁଥିବାବେଳେ କଲଭର୍ଟରେ ପିଟିହେଲା ଗାଡ଼ି, ଚାଲିଗଲା ୨ ଜୀବନ

କରଞ୍ଜିଆ(କେନ୍ୟୁଜ୍‌): ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ୨ ଜୀବନ। ବରଯାତ୍ରୀ ଯାଇ ଫେରୁଥିବାବେଳେ କଲଭର୍ଟରେ ପିଟିହେଲା ଗାଡ଼ି ଠାକୁରମୁଣ୍ଡା ଓ ଆନନ୍ଦପୁର ରାସ୍ତା ତରାମରା ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗତକାଲି ଗୁଡଭଙ୍ଗାରୁ ଶୁକୃଳି ବରଯାତ୍ରୀ ଯାଇ ଫେରୁଥିବାବେଳେ…