Browsing Tag

road block

ପୁନଃ ଭୋଟ ଗଣତି ଦାବିରେ ଗ୍ରାମବାସୀଙ୍କ ରାସ୍ତା ରୋକ୍, ଉଭୟ ପାର୍ଶ୍ୱରେ ଅଟକି ରହିଛି ଶତାଧିକ ଗାଡି

କଣ୍ଟାବାଞ୍ଝି(କେନ୍ଯୁଜ୍): ପୁନଃ ଭୋଟ ଗଣତି ଦାବିରେ ଗ୍ରାମବାସୀଙ୍କ ରାସ୍ତା ରୋକ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଠେମରା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀଙ୍କ ଭୋଟ ଗଣତିରେ ଭୁଲ ତଥ୍ୟ ଦେଇଥିବା ଅଭିଯୋଗରେ ଗୋପାଳପୁର-ରାୟପୁର ଜାତୀୟ ରାଜପଥ ଅବରୋଧ…

ବାଲିଗୁଡା: ଭୁଲ ଇଞ୍ଜେକ୍ସନ ଦେବା ଅଭିଯୋଗରେ ଡାକ୍ତରଙ୍କୁ ଗିରଫ ଦାବି

ବାଲିଗୁଡା(କେନ୍ଯୁଜ୍): ଭୁଲ ଇଞ୍ଜେକ୍ସନ ଦେଇଥିବା ଅଭିଯୋଗରେ ଡାକ୍ତରଙ୍କୁ ଗିରଫ ଦାବିରେ ବାଲିଗୁଡା ମେଡିକାଲରେ ଆଜି ମଧ୍ୟ ଉତ୍ତେଜନା ଦେଖାଦେଇଛି। ସଂପୃକ୍ତ ଡାକ୍ତରଙ୍କୁ ଗିରଫ ସହ ମୃତ ରବି ଚନ୍ଦ୍ର ଦିଗାଲଙ୍କ ପରିବାରକୁ କ୍ଷତି ପୂରଣ ଦାବିରେ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ଉତ୍ତ୍ୟକ୍ତ…

ଶୁଙ୍କି ଜାତୀୟ ରାଜପଥରେ ବର୍ଷା ଜଳ ପ୍ରବାହିତ, ପାହାଡରୁ ମାଟି ଓ ପଥର ଖସି ରାସ୍ତା ଅବରୋଧ

କୋରାପୁଟ(କେନ୍ଯୁଜ୍): କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକରେ ବାତ୍ୟା ଗୁଲାବର ପ୍ରଭାବ । ଶୁଙ୍କି ଘାଟିରେ ବିଭିନ୍ନ ସ୍ଥାନରେ ପାହାଡରୁ ମାଟି ଓ ପଥର ଖସି ରାସ୍ତା ଅବରୋଧ ହୋଇଛି । ଶୁଙ୍କି ଜାତୀୟ ରାଜପଥରେ ବର୍ଷା ଜଳ ପ୍ରବାହିତ ହେଉଛି । ରାସ୍ତା ସଫା କାମରେ NDRF,ODRAF ଟିମ ନିୟୋଜିତ…

କୋରାପୁଟରେ ବାତ୍ୟାର ପ୍ରଭାବ: ୨୬ନଂ ଜାତୀୟ ରାଜପଥର କୁନ୍ଦୁଲି ଓ ମାଳିପୁଟ ନିକଟରେ ଗଛ ପଡି ରାସ୍ତା ଅବରୋଧ

କୋରାପୁଟ(କେନ୍ଯୁଜ୍): କୋରାପୁଟରେ ବାତ୍ୟା ଗୁଲାବର ବିଶେଷ ପ୍ରଭାବ ପଡିିଛି । ୨୬ ନମ୍ବର ଜାତୀୟ ରାଜପଥର କୁନ୍ଦୁଲି ଓ ମାଳିପୁଟ ନିକଟରେ ଗଛ ପଡି ରାସ୍ତା ଅବରୋଧ ହୋଇଛି । ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଛି ଗାଡି । ଘଟଣାସ୍ଥଳରେ ଏନଡିଆରଏଫ୍‌ ଓ ଦମକଳ ବାହିନୀ ପହଞ୍ଚି ରାସ୍ତା ସଫା…

୫୫ନମ୍ବର ଏନଏଚ୍‌ ଯୁଜୁମୁରା ନିକଟରେ ଚାଷୀଙ୍କ ରାସ୍ତା ଅବରୋଧ

ସମ୍ବଲପୁର:୫୫ନମ୍ବର ଏନଏଚ୍‌ ଯୁଜୁମୁରା ନିକଟରେ ଚାଷୀଙ୍କ ରାସ୍ତା ଅବରୋଧ। ସମ୍ବଲପୁର ଯୁଜୁମୁରା ବ୍ଲକ ଲିପିଣ୍ଡା, କେଶାପାଲି , କୟାକୁଦ ଓ ଗୋଡ଼ଲୋଇସିଂ ଗ୍ରାମ ପଞ୍ଚାୟତକୁ ଗତ ୨୦୨୦ରୁ ମରୁଡିର କ୍ଷତିପୂରଣ ମିଳିନାହିଁ। ଖରିଫ ଋତୁରେ ଏ ଅଞ୍ଚଳର ଚାଷ ସମ୍ପୂର୍ଣ୍ଣ ଉଜୁଡି ଯାଇଛି। ପ୍ରଶାସନିକ…

ହତ୍ୟାକାରୀଙ୍କୁ ଗିରଫ ଦାବିରେ ବ୍ରହ୍ମପୁର-ରାୟଗଡା ୩୨୬ ଜାତୀୟ ରାଜପଥ ଅବରୋଧ

ମୋହନା(କେନ୍ଯୁଜ୍): ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଲୁହାଗୁଡ଼ି ପଞ୍ଚାୟତ ଉସ୍ତପଦା ଗ୍ରାମର ଯୁବକ ସଞ୍ଜୟ ନାୟକଙ୍କ ଝୁଲନ୍ତା ଶରୀର ଗତ ଜୁଲାଇ ୫ ତାରିଖରେ ଲୁହାଗୁଡି ସ୍ଥିତ ଏକ ଗଛରେ ମିଳିଥିଲା । ଘଟଣା ପରେ ଭାବି ଶ୍ୱଶୁର ଘର ଲୋକେ ସଞ୍ଜୟଙ୍କୁ ମୋହନା ମେଡିକାଲକୁ ଆଣିଥିଲେ। କିନ୍ତୁ…

ଗାଁ ରାସ୍ତା ବିବାଦକୁ ନେଇ ପୁଣି ତେଜିଲା ଆନ୍ଦୋଳନ, ଜାତୀୟ ରାଜପଥ ଅବରୋଧ କଲେ ୧୭ଖଣ୍ଡ ମୌଜା ଅଧିବାସୀ

ନୟାଗଡ଼(କେନ୍ଯୁଜ୍): ରାସ୍ତା ପାଇଁ ରାସ୍ତାରୋକ। ଗାଁ ରାସ୍ତା ବିବାଦକୁ ନେଇ ପୁଣି ତେଜିଲା ଆନ୍ଦୋଳନ। ଜାତୀୟ ରାଜପଥ ଅବରୋଧ କଲେ ୧୭ଖଣ୍ଡ ମୌଜା ଅଧିବାସୀ । ନୟାଗଡ଼ ସଦର ଥାନା ଗୁଡୁ ପାଙ୍ଗି ଏବଂ ୧୭ଖଣ୍ଡ ମୌଜା ମଧ୍ୟରେ ଲାଗିଥିବା ଦୀର୍ଘ ଦିନର ବିବାଦ ଆଜି ପୁଣି ଉଗ୍ର ରୂପ ନେଇଛି। ପ୍ରଶାସନ ଏବଂ…

କାମାକ୍ଷାନଗର ବଡସୁଆଁଳ ରଙ୍ଗମାଟିଆ ନିକଟରେ ପାଣି ପାଇଁ ରାସ୍ତାରୋକ

କାମାକ୍ଷାନଗର: ପାଣି ପାଇଁ ରାସ୍ତାରୋକ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବଡସୁଆଁଳ ରଙ୍ଗମାଟିଆ ନିକଟରେ ୫୩ନମ୍ବର ଜାତୀୟ ରାଜପଥ ଅବରୋଧ। ଦୀର୍ଘଦିନ ହେବ ବନ୍ୟାସାହି ଓ ରଙ୍ଗମାଟିଆ ସାହିରେ ପାନୀୟ ଜଳ ସମସ୍ୟା ଲାଗି ରହିଛି। ଗୋଟିଏ କୂଅ ଓ ନଳକୂପ ଉପର ସାହିର ପ୍ରାୟ ୧୫୦ଟି ପରିବାର…

ରାସ୍ତା ପାଇଁ ବାଲେଶ୍ୱର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରାସ୍ତା ଅବରୋଧ କଲେ ଶତାଧିକ ଲୋକେ

ବାଲେଶ୍ୱର: ରାସ୍ତା ପାଇଁ ରାସ୍ତାରୋକ୍‌ । ବାଲେଶ୍ୱର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଶତାଧିକ ଲୋକେ ରାସ୍ତା ଅବରୋଧ କରିଛନ୍ତି । ବାଲେଶ୍ୱର ବାଘାଯତିନ ସହିଦ ସ୍ମୃତି ପୀଠ ଚଷାଖଣ୍ଡ ରାସ୍ତା ନିର୍ମାଣ ପାଇଁ ଫୁଲାଡି ଠାରେ ରାସ୍ତା ଅବରୋଧ କରାଯାଇଛି । ଦୀର୍ଘ ଦିନ ହେବ ରାସ୍ତା କାମ ହୋଇ…

ବଡମ୍ବା କୁଅଁରପାଳ ପଞ୍ଚାୟତର ଦୁଇ ଗାଁରେ ଭିତରେ ବୋମା ସହ ଗୁଳି ମାଡ ଘଟଣା: ଦୀର୍ଘ ୧୨ ଘଣ୍ଟା ପରେ ହଟିଲା ରାସ୍ତାରୋକ

ନରସିଂହପୁର: ଦୀର୍ଘ ୧୨ ଘଣ୍ଟା ପରେ ହଟିଲା ରାସ୍ତାରୋକ। ଉପଜିଲ୍ଲାପାଳ, ତହସିଲଦାର ଓ ପୋଲିସ ପ୍ରଶାସନ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ମୃତକଙ୍କ ପରିବାରକୁ ସରକାରୀ ସାହାଯ୍ୟ ଦେବାକୁ ଲିଖିତ ପ୍ରତିଶୃତି ଦିଆଯାଇଥିଲା। ସେପଟେ ସ୍ଥାନୀୟ ବିଧାୟକ କଟକ ବଡ ଡାକ୍ତରଖାନାରେ ଆହତ…

ସଠିକ୍‌ ଚିକିତ୍ସା ନପାଇବା କାରଣରୁ ମଳକଣ୍ଟକ ଅପରେସନ୍‌ ପାଇଁ ଯାଇଥିବା ରୋଗୀଙ୍କ ମୃତ୍ୟୁ, ମୃତଦେହ ରଖି ରାସ୍ତା ଅବରୋଧ…

ନରସିଂହପୁର : ମୃତଦେହ ରଖି ରାସ୍ତାରୋକ। କଟକ ଜିଲ୍ଲା ନରସିଂହପୁର ବ୍ଳକ୍ ବାଗଧରିଆ ଛକରେ ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି ପରିବାର ଲୋକ। ମୃତକ ସୁବଳୟା ଗାଁର ନିରାକାର ରାଉତ। ଚିକିତ୍ସା ଅଭାବରୁ ସୁବଳୟାଙ୍କ ମୃତ୍ୟୁ ହୋଇଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି। ମଳକଣ୍ଟକ ଅପରେସନ୍‌…