Below header
Browsing Tag

road block

କେନ୍ଦୁଝର: ରାସ୍ତା ନିର୍ମାଣ ପାଇଁ ଶତାଧିକ ଗ୍ରାମବାସୀଙ୍କ ରାସ୍ତା ଅବରୋଧ

କେନ୍ଦୁଝର : ରାସ୍ତା ନିର୍ମାଣ ପାଇଁ ଶତାଧିକ ଗ୍ରାମବାସୀଙ୍କ ରାସ୍ତା ଅବରୋଧ । କେନ୍ଦୁଝର ଜିଲ୍ଲା କବିତ୍ରା ଗାଁ ନିକଟ ଏନ୍‌ଏଚ୍‌-୪୯ ଉପରେ ବାଇପାସ ରାସ୍ତା ନିର୍ମାଣ କାର୍ଯ୍ୟ ଦୀର୍ଘ ୩ ବର୍ଷ ଧରି ଚାଲୁଛି । ଏହି ନିର୍ମାଣ କାର୍ଯ୍ୟ ପାଇଁ ଏନ୍‌ଏଚ୍‌ଆଇ ପକ୍ଷରୁ ବାଇପାସ କଡ଼ରେ ଏକ ଆପ୍ରୋଚ…

ମାଆ ସମଲେଶ୍ୱରୀଙ୍କ ମନ୍ଦିର ନିକଟରେ ଥିବା ଦୋକାନ ଖୋଲିବାକୁ ଦାବି, ବ୍ୟାରିକେଡ ଲଗାଇ ରାଜରାସ୍ତା ଅବରୋଧ

ସମ୍ବଲପୁର: ଦୋକାନ ଖୋଲିବା ଦାବିରେ ରାଜରାସ୍ତା ବନ୍ଦ । କରୋନା ଯୋଗୁ ଦିର୍ଘ ଦିନ ହେବ ବନ୍ଦ ରହିଛି ମାଆ ସମଲେଶ୍ୱରୀଙ୍କ ମନ୍ଦିର ନିକଟରେ ଥିବା ଦୋକାନ ବଜାର । ବର୍ତ୍ତମାନ ମନ୍ଦିର ଖୋଲିଛି, ହେଲେ ଦୋକାନ ବଜାର ବନ୍ଦ ରହିଛି । ତେଣୁ ଏହି ଦୋକାନ ଗୁଡିକୁ ପୁଣି ଥରେ ଖୋଲିବା ପାଇଁ ଅନୁମତି…

ଓଏମ୍‌ପି ଠାରେ କଟକ-ପାରାଦୀପ ରାସ୍ତା ଅବରୋଧ କଲେ ପୋଲିସ୍ ପରିବାର, ଓଏପି ଷଷ୍ଠ ବାଟାଲିୟନ ସ୍ଥାନାନ୍ତର ନିଷ୍ପତ୍ତିକୁ…

କଟକ: ଉଚ୍ଛେଦ ପ୍ରତିବାଦରେ ରାସ୍ତାରେ ବସିଲେ ମହିଳା। ଓଏମ୍‌ପି ଠାରେ କଟକ-ପାରାଦୀପ ରାସ୍ତା ଅବରୋଧ କଲେ ପୋଲିସ୍ ପରିବାର। ଓଏପି ଷଷ୍ଠ ବାଟାଲିୟନ ସ୍ଥାନାନ୍ତର ନିଷ୍ପତ୍ତିକୁ ବିରୋଧ କରି ଧାରଣା ଦିଆଯାଇଛି । ସରକାରୀ କ୍ୱାଟର୍ସ ଭାଙ୍ଗିବା ନିଷ୍ପତିକୁ ବିରୋଧ କରି କଟକ ଓଏମପି ଛକରେ…

ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ: ଟଙ୍କା ନପାଇବାରୁ କଟକ-ନରସିଂହପୁର ମୁଖ୍ୟ ରାସ୍ତା ଅବରୋଧ, ଘଟଣାସ୍ଥଳରେ ୪ପ୍ଲାଟୁନ୍‌…

ନରସିଂହପୁର: ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗରେ ରାସ୍ତାରୋକ। ବହୁଦିନ ଧରି ଆବାସ ଯୋଜନାରେ ଘର କରିସାରିବା ପରେ ବି ଟଙ୍କା ନପାଇବାରୁ କଟକ-ନରସିଂହପୁର ମୁଖ୍ୟ ରାସ୍ତା ବାସେଳୀହତାଠାରେ ରାସ୍ତା ବନ୍ଦ କରିଛନ୍ତି ହିତାଧିକାରୀ। ଟଙ୍କା ପାଇବା ନେଇ ବାରମ୍ବାର BDOଙ୍କ ଦ୍ୱାରସ୍ଥ ପରେ ବି…

କରଞ୍ଜିଆ ଉପଖଣ୍ଡରେ ହାତୀ ଉପଦ୍ରବ: ୨୨୦ ନମ୍ବର ଜାତୀୟ ରାଜପଥକୁ ଅବରୋଧ କଲେ ଅସନ୍ତୋଷ ଗ୍ରାମବାସୀ

କରଞ୍ଜିଆ : କରଞ୍ଜିଆ ଉପଖଣ୍ଡରେ ଚିନ୍ତା ବଢ଼େଇ ଦେଇଛି ହାତୀ ଉପଦ୍ରବ। କେତେ ବେଳେ ଧାନ ଫସଲ ନଷ୍ଟ କରୁଛନ୍ତି ଆଉ କେତେ ବେଳେ ଘର ଭାଙ୍ଗୁଛନ୍ତି ୨୪ଟିକିଆ ହାତୀପଲ । ଏବେ କରଞ୍ଜିଆ ଉପଖଣ୍ଡରେ ମୁଖ୍ୟ ସମସ୍ୟା ଭାବରେ ଦେଖା ଦେଇଛି ହାତୀ ଉପଦ୍ରବ। ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡକୁ ବର୍ଷରେ…

ମୋହନା: ସରକାରୀ ଜମି ବିବାଦକୁ କେନ୍ଦ୍ର କରି ଗ୍ରାମବାସୀଙ୍କ ମୁଖ୍ୟ ରାସ୍ତା ଅବରୋଧ

ମୋହନା : ସରକାରୀ ଜମି ବିବାଦକୁ କେନ୍ଦ୍ର କରି ଗ୍ରାମବାସୀଙ୍କ ମୁଖ୍ୟ ରାସ୍ତା ଅବରୋଧ । ଗଜପତି ଜିଲ୍ଲା ମୋହନା ବ୍ଲକ ଲବାରସିଂ ପଞ୍ଚାୟତ ଝୁଲାସାହି ଗ୍ରାମବାସୀ ରାସ୍ତା ପାର୍ଶ୍ୱରେ ଥିବା କିଛି ସରକାରୀ ଜମି ଅଧିଗ୍ରହଣ କରି ଉକ୍ତ ଜମିରେ ଘର ନିର୍ମାଣ କରିବା ସମୟରେ ସ୍ଥାନୀୟ ସରପଞ୍ଚଙ୍କ ସହ…

ରୋଜଗାର ଦିଅ, ଲୁହାପଥର ନିଅ : ଏହି ଦାବି ନେଇ ଭଞ୍ଜସେନା ପକ୍ଷରୁ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ

କରଞ୍ଜିଆ : ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା ଜାତୀୟ ରାଜପଥ ୪୯କୁ ଆଜି ଭଞ୍ଜ ସେନା ତରଫରୁ ରୋଜଗାର ଦିଅ, ଲୁହାପଥର ନିଅ ଦାବିରେ ଅର୍ଥନୈତିକ ଅବରୋଧ କରାଯାଇଛି। କରଞ୍ଜିଆ ଉପଖଣ୍ଡର ଜଶିପୁର ଥାନା କୁଇତା ନିକଟରେ ଆଇରନ ଗାଡ଼ି ଗୁଡିକ ଦିର୍ଘ ସମୟ ଧରି ଅଟକା ଯାଇଛି । କେବଳ ଆଇରନ ଗାଡି ଗୁଡିକୁ…

ଓଡ଼ିଶା ଫେରିବା ପାଇଁ ବେଙ୍ଗାଲୁରୁ କାମାକ୍ଷୀପାଲି ମଗାଡୀ ରୋଡ୍‌ରେ ୨୫ ଶହରୁ ଅଧିକ ପ୍ରବାସୀ ଓଡ଼ିଆଙ୍କ ରାସ୍ତାରୋକ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ପ୍ରବାସୀ ଓଡ଼ିଆଙ୍କ ରାସ୍ତାରୋକ । ଓଡ଼ିଶା ଫେରିବା ପାଇଁ ରାଜରାସ୍ତାରେ ପ୍ରବାସୀ ଓଡ଼ିଆ । ବେଙ୍ଗାଲୁରୁ କାମାକ୍ଷୀପାଲି ମଗାଡୀ ରୋଡ୍‌ରେ ୨୫ ଶହରୁ ଅଧିକ ପ୍ରବାସୀ ଓଡ଼ିଆ ରାସ୍ତାରୋକ କରିଛନ୍ତି । ବେଙ୍ଗାଲୁରୁ ପୋଲିସ କମିଶନର ପ୍ରବାସୀଙ୍କୁ ଓଡ଼ିଶା ନଯିବା ପାଇଁ…

ବରଗଡ଼ ଲାଖମରା କଲେଜ ଛକ ନିକଟରେ ଧାନ ବସ୍ତା ରଖି ଚାଷୀଙ୍କ ରାସ୍ତାରୋକ, ଶୀଘ୍ର ଦାବି ପୂରଣ କରିବାକୁ ଦେଲେ ଚେତାବନୀ

ବରଗଡ଼(କେନ୍ୟୁଜ୍): ଧାନ ବସ୍ତା ରଖି ରାସ୍ତାରୋକ । ବରଗଡ଼ ପଦ୍ମପୁର ବାଏସନା ରୋଡ ଲାଖମରା କଲେଜ ଛକ ନିକଟରେ ଚାଷୀ ଧାନବସ୍ତା ପକାଇ ରାସ୍ତାରୋକ କରିଛନ୍ତି । ଲାଖମରା ସୋସାଇଟିର ପାଖାପାଖି ୩୦୮ ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ କାର୍ଡ ପାଇବାରୁ ବଞ୍ଚିତ ହୋଇଛନ୍ତି । ଫଳରେ ଚାଷୀ ଧାନ ବିକ୍ରି…

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ ପରେ ରାସ୍ତାରୋକ, ନିର୍ଗୁଣ୍ଡି ଟୋଲ ଗେଟ୍ ନିକଟରେ ବ୍ୟାପକ ଭଙ୍ଗାରୁଜା

ଟାଙ୍ଗୀ : ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ ପରେ ଉତ୍ତ୍ୟକ୍ତଙ୍କ ରାସ୍ତାରୋକ। ନିର୍ଗୁଣ୍ଡି ଟୋଲ ଗେଟରେ ବ୍ୟାପକ ଭଙ୍ଗାରୁଜା। କଟକ ଜିଲ୍ଲା ଟାଙ୍ଗୀ ଥାନା ୧୬ନଂ ଜାତୀୟ ରାଜପଥର ହରିପୁରଗଡ଼ା ନିକଟରେ ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ ପରେ ରାସ୍ତାକୁ ଓହ୍ଲାଇଥିଲେ ଶହଶହ ସ୍ଥାନୀୟ…

ଶ୍ମଶାନ ଦାବିରେ କଟକ-ନରସିଂହପୁର ମୁଖ୍ୟ ରାସ୍ତା ଅବରୋଧ, ଗାଡିମୋଟର ଚଳାଚଳ ଠପ୍‌

କଟକ : ଶ୍ମଶାନ ଦାବିରେ ରାସ୍ତାରୋକ। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଶ୍ମଶାନ ପାଇଁ ଜମି ନମିଳିବାରୁ ବାଧ୍ୟ ହୋଇ ରାସ୍ତାକୁ ଓହ୍ଲାଇଛନ୍ତି କଟକ ଜିଲ୍ଲା ନରସିଂହପୁର ବ୍ଲକ ଚମ୍ପେଶ୍ୱର ଗ୍ରାମବାସୀ। କଟକ-ନରସିଂହପୁର ମୁଖ୍ୟ ରାସ୍ତା ଅବରୋଧ କରି ବସିରହିଛନ୍ତି ଉତ୍ୟକ୍ତ ଲୋକ। ଫଳରେ ଗାଡିମୋଟର…

ପୁଣି ତାତିଲେ ମାଓବାଦୀ, ତୁମୁଡିବନ୍ଧ ଥାନା ବନିମିଲା ନିକଟରେ ଗଛ ପକାଇ ରାସ୍ତା ଅବରୋଧ ସହ ଲଗାଇଲେ ପୋଷ୍ଟର

ତୁମୁଡିବନ୍ଧ(କେନ୍ୟୁଜ୍): ପୁଣି ତାତିଲେ ମାଓବାଦୀ। ତୁମୁଡିବନ୍ଧ ଥାନା ବନିମିଲା ନିକଟରେ ଗଛ ପକାଇ ରାସ୍ତା ଅବରୋଧ। ଏହାସହ ସିପିଆଇ ମାଓବାଦୀ ପକ୍ଷରୁ ପୋଷ୍ଟର ମଧ୍ୟ ଲଗାଯାଇଛି। ସରକାର ଦଲାଲ ପାଙ୍ଗଲପୁଦର, ଗୁମୁଡୁମାହା ଗୁଳିକାଣ୍ଡ, ନିଶାନଗୁଡ଼ା ଓ କଳିଙ୍ଗନଗର ବଳି ଗଣହତ୍ୟାକୁ ବିରୋଧ କିର ଏହି…