Browsing Tag

road problem

ଚଣ୍ଡିପଡା ଗାଁରେ ମୌଳିକ ସୁବିଧା ଅପହଞ୍ଚ, ଚିନ୍ତାରେ ଲୋକେ

ବର୍ଷା ଦିନରେ ବାଟ ଚାଲିବା ଗ୍ରାମବାସୀଙ୍କ ପାଇଁ ହୋଇପଡ଼ୁଛି ମୁସ୍କିଲ । ଗାଁକୁ ଆମ୍ବୁଲାନ୍ସ ଆସିପାରୁ ନାହିଁ ଯାହା ଫଳରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗର୍ଭବତୀ ଓ ରୋଗୀ । ବର୍ଷା ଦିନ ହେଲେ କାଦୁଅ ପଚ୍ ପଚ୍ ରାସ୍ତାରେ ଗାଁରୁ କେହି ବାହାରକୁ ଯାଆନ୍ତିନି । କଣ୍ଟାବାଞ୍ଜି ନିର୍ବାଚନ…

ଅଧାପନ୍ତରିଆ ଭାବେ ପଡ଼ି ରହିଛି ରାସ୍ତା କାମ, ଦେଖାଦେଇଛି ଜନ ଅସନ୍ତୋଷ

ମାସମାସ ଧରି ଅଧାପନ୍ତରିଆ ଭାବେ ପଡ଼ି ରହିଛି ରାସ୍ତା କାମ । ଲୋକମାନେ ଭୋଗୁଛନ୍ତି ନାହିଁ ନଥିବା ଦୁର୍ଦଶା। ଭିତ୍ତିପ୍ରସ୍ତରକୁ ଛାଡିଦେଲେ ନାହିଁ କୌଣସି ସୂଚନା ଫଳକ। ସବୁ ନିୟମକୁ ଫୁ କରି ଉଡାଇ ଦେଇଛନ୍ତି ସମସ୍ତେ। ଯାହାକୁ ନେଇ ଦେଖାଦେଇଛି ଜନ ଅସନ୍ତୋଷ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ…

ଅଧାପନ୍ତରିଆ ପୋଲ କାମ ପାଇଁ ହୀନସ୍ତା ଏଠାକାର ଲୋକେ, ବାଟ ଚାଲିବା ମୁସ୍କିଲ

କଣ୍ଟାବାଞ୍ଜି: ରାସ୍ତା ପାଇଁ ଲୋକେ ହୀନସ୍ତା । କୋଟି କୋଟି ଟଙ୍କା ଖର୍ଚ୍ଚ ପରେ ବି ଅଧାପନ୍ତରିଆ ରାସ୍ତା ଯୋଗୁଁ ଲୋକେ ନାହିଁ ନ ଥିବା ହଇରାଣ ହେଉଛନ୍ତି । ସରକାର ଯୋଜନା ଏଠି ବ୍ୟତିକ୍ରମ ଦେଖିବାକୁ ମିଳିଛି । ଆମେ କହୁଛୁ ତୁରେକେଲା ବ୍ଲକର ଉପାନ୍ତରେ ଥିବା ବଡ଼ବାଙ୍କୀ ଗାଁ କଥା ।…

ସରକାରଙ୍କ ଯୋଜନାରୁ ବଞ୍ଚିତ ହୋଇଛି ଅର୍ଜନି ଗାଁ, ରହିଛି ଅନେକ ସମସ୍ୟା

ସରକାର ଗ୍ରାମାଞ୍ଚଳର ଉନ୍ନତି ପାଇଁ ସବୁ ପ୍ରକାର ପଦକ୍ଷେପ ନେଉଛନ୍ତି । ଗାଁ ମାନଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା ତିଆରି ହେଉଛି । ହେଲେ କିଛି ଅଧିକାରୀଙ୍କ ଅବହେଳା ଯୋଗୁ ସରକାରଙ୍କ ଯୋଜନାରୁ ବଞ୍ଚିତ ରହୁଛନ୍ତି ଗାଁ ଲୋକ । ତୁରେକେଲା ବ୍ଲକ ବଡବାଙ୍କି ପଞ୍ଚାୟତ ଅର୍ଜନି ଗାଁ । ଗାଁରେ ରହିଛି…

ଦେଶରେ ପ୍ରଥମ କରି ନିର୍ମାଣ ହେଉଛି ଜର୍ମାନ ଟେକନୋଲୋଜିର ସିନ୍ଥେଟିକ ରାସ୍ତା

କାମାକ୍ଷାନଗରରେ ନିର୍ମାଣ ହେଉଛି ଦେଶର ପ୍ରଥମ ସିନ୍ଥେଟିକ ରାସ୍ତା l ପ୍ରଥମ କରି ସିନ୍ଥେଟିକ ଉପରେ ପିଚୁ ପକାଇ ନିର୍ମାଣ ହେଉଛି ଏହି ରାସ୍ତା l କାମାକ୍ଷାନଗର ସହରର ଇଲେକ୍ଟ୍ରି ଅଫିସ ଛକ ଠାରୁ ଗୁଣ୍ଡିଚାନାଳୀ ରାସ୍ତାରେ ଏଭଳି ଦେଖିବାକୁ ମିଳିଛି । ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମାଣ…

ନିମ୍ନମାନର ନିର୍ମାଣ କରାଯାଉଛି ରାସ୍ତା, ସ୍ଥାୟୀତ୍ବକୁ ନେଇ ଉଠିଛି ପ୍ରଶ୍ନ 

ରାସ୍ତା କାମ ନ ସରୁଣୁ ରାସ୍ତା ଅବସ୍ଥା ଶୋଚନୀୟ ରାସ୍ତା ନିର୍ମାଣ ସମୟରେ ପଙ୍କ ମାଟିରେ ରାସ୍ତା ନିର୍ମାଣ କରାଯାଇଥିବାରୁ ବିଭିନ୍ନ ସ୍ଥାନରେ ରାସ୍ତା ଧସି ଯାଇଥିବା ଦେଖିବାକୁ ମିଳିଛି। କିନ୍ତୁ ଠିକା ସଂସ୍ଥା ପୁଣି ସେହି ପଙ୍କ ମାଟି ରାସ୍ତାରେ ପକାଉଛି ଫଳରେ କୋଟିକୋଟି ଟଙ୍କା ବ୍ୟୟରେ…

ଜରୁରୀକାଳୀନ ସମୟରେ ଆସି ପାରୁନାହିଁ ଆମ୍ବୁଲାନ୍ସ, ଗାଁ ଲୋକେ ମରାମତି କଲେ ରାସ୍ତା

ବହୁ ଦିନ କଷ୍ଟ ଭୋଗିଲେ । ଅନେକ ବଡ଼ ବଡ଼ ଅଧିକାରୀଙ୍କ ପାଖରେ ଅଭିଯୋଗ କଲେ । କିନ୍ତୁ କିଛି ବି ଫଳ ମିଳିଲାନି । ଆଉ ଶେଷରେ ବାଧ୍ୟ ହୋଇ ଗାଁ ଲୋକେ ମିଶି ରାସ୍ତାକୁ ମରାମତି କରିଛନ୍ତି । ରାସ୍ତା ଭଲ ନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗାଁ ଲୋକ । ଗାଁରେ ଜରୁରୀକାଳୀନ…

ରାସ୍ତା ମଝିରେ ପ୍ରସବ କଲେ ମହିଳା, ଗାଁକୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ

ଗାଁକୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ରାସ୍ତା ମଝିରେ ପ୍ରସବ କଲେ ମହିଳା । ଆଜି ବି ଏମିତି ଘଟଣା ଦେଖିବାକୁ ମିଳିଛି । ସହରଗୁଡ଼ିକୁ ସ୍ମାର୍ଟ ସିଟି କରିବା ପାଇଁ ନାନା ଯୋଜନା କରାଯାଉଛି । କିନ୍ତୁ ସୁଧୁରୁ ନାହିଁ ଗାଁର ପରିସ୍ଥିତି । ଗାଁ ଲୋକଙ୍କ ପାଇଁ ମୌଳିକ ସୁବିଧା ସାତ ସପନ ପାଲଟିଛି…

ରାସ୍ତା ଖରାପ ଲାଗି ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ରୋଗୀ

କେନ୍ଦୁଝର : ପୁଣି ଖଟିଆ ଭରସା । ରାସ୍ତା ନଥିବାରୁ ଖଟିଆରେ ବୁହାହେଲେ ରୋଗୀ । ଏ କେଉଁ ଉପାନ୍ତ ଅଞ୍ଚଳ ନୁହେଁ। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଶାଳବେଡା ଜିଆଣୀ ସାହିର ଘଟଣା । ସୂଚନା ଅନୁଯାୟୀ ସାହିକୁ ଯାଇଥିବା ରାସ୍ତା ଏବେ ଅତ୍ୟନ୍ତ ଶୋଚନୀୟ ହୋଇପଡିଛି ।  ରାସ୍ତାର ଅବସ୍ଥା…

ଦୟନୀୟ ଭାବେ ଜଙ୍ଗଲ ରାସ୍ତା ପାର ହେଲେ ଲୋକେ, ଖଟିଆରେ ବୋହି ଗର୍ଭବତୀ ମହିଳାଙ୍କୁ ଆଣିଲେ ହସ୍ପିଟାଲ

ରାସ୍ତା କି ଆଲୋକର ବ୍ୟବସ୍ଥା ନାହିଁ । ଜଙ୍ଗଲୀ ଜନ୍ତୁଙ୍କ ଭୟରେ ଜଙ୍ଗଲ ଭିତରେ ଗଲେ । ଅନ୍ଧାର ହୋଇଥିବାରୁ ମୋବାଇଲ ଫୋନ ଓ ବାଇକ ଲାଇଟର ସାହାଯ୍ୟ ନେଇ ଜଙ୍ଗଲ ରାସ୍ତାରେ ଖଟିଆରେ ବୋହି ବୋହି ଜଣେ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଆଣିଲେ ସମ୍ପର୍କୀୟ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ…

ଗାଁ ଲୋକଙ୍କ ଭରସା ପାଲଟିଛି ମାଟି ରାସ୍ତା, ହଇରାଣ ହେଉଛନ୍ତି ୮ ଖଣ୍ଡ ଗାଁର ବାସିନ୍ଦା

ଉମରକୋଟ : ଉମରକୋଟ ବ୍ଲକ ସାନଭରଣ୍ଡୀ ପଞ୍ଚାୟତର ଇନ୍ଦିରା କଲୋନୀ ଗାଁ ଲୋକଙ୍କ ଭାଗ୍ୟରେ ନାହିଁ ପକା ସଡ଼କ ।  ଆଜି ପର୍ଯ୍ୟନ୍ତ ମାଟି ରାସ୍ତା ଉପରେ ଏହି ଗାଁ ଲୋକଙ୍କୁ ଭରସା କରିବାକୁ ପଡୁଛି ।  ବର୍ଷା ହେଲେ କଥା ସରିଲା ।  ଆଣ୍ଠୁଏ କାଦୁଅରେ ଏହି ରାସ୍ତା ଉପରେ ନର୍ଭର କରୁଥିବା ୮ ଖଣ୍ଡ…

ଲଗାଣ ବର୍ଷାରେ ଭାଙ୍ଗିଯାଇଛି ଅସ୍ଥାୟୀ ରାସ୍ତା, କେମିତି ଯିବେ ଚିନ୍ତାରେ ଗ୍ରାମବାସୀ

ଗଞ୍ଜାମ: ଲଗାଣ ବର୍ଷା ରେ ଭାଙ୍ଗିଯାଇଛି ଅସ୍ଥାୟୀ ରାସ୍ତା, ଆଉ ବିପଦ ଜନକ ଅବସ୍ଥାରେ ଯାତାୟାତ କରୁଛନ୍ତି ଲୋକ ମାନେ । ଏହି ଦୃଶ୍ୟ କୌଣସି ଉପାନ୍ତ ଅଞ୍ଚଳର ନୁହେଁ ଆଜ୍ଞା ଏ ଖୋଦ ଗଞ୍ଜାମ ଜିଲ୍ଲା ସାନ ଖେମୁଣ୍ଡି ବ୍ଲକ ମୌଳାଭଂଣଜାର ଯିବା ରାସ୍ତାର ଦୃଶ୍ୟ । କିଏ ହାତକୁ ହାତ ଛନ୍ଦି ଯାଉଛି, ଆଉ…