Browsing Tag

road problem

ସମସ୍ୟା ଘେରରେ ଟାଙ୍ଗିଲିପଦର ଗ୍ରାମ, ସମାଧାନ ନହେଲେ ଭୋଟ ବର୍ଜନ କରିବାକୁ ଚେତାବନୀ

ମୋହନା(କେନ୍ଯୁଜ୍): ଗାଁ ଗାଁ କୁ ପକ୍କା ରାସ୍ତା ନିର୍ମାଣ ସହ କିଭଳି ଲୋକେ ସରକାରୀ ଯୋଜନାର ସୁଫଳ ହାତ ମୁଠାରେ ପାଇପାରିବେ ସେଥିନିମନ୍ତେ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି କିନ୍ତୁ ସ୍ଥାନୀୟ ଜନପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀଙ୍କ ବେପରୁଆ ମନୋବୃତି…

ପ୍ରଶାସନକୁ ଚେତାଇବା ପାଇଁ ପ୍ରତିବାଦ, ରାସ୍ତାରେ ଧାନ ତଳି ରୋଇଲେ ଲୋକେ

ମାହାଙ୍ଗା : ଯିବା ଆସିବା ପାଇଁ ଭଲ ରାସ୍ତା ଖଣ୍ଡେ ନାହିଁ । ବାରମ୍ବାର କହି କହି ଅଭିଯୋଗ କରି ଏଠାକାର ଲୋକେ ଥକି ଗଲେଣି । ଆଉ ଶେଷରେ ସେମାନେ ଏମିତି ପ୍ରତିବାଦ କରିଛନ୍ତି ଯେ ପ୍ରଶାସନ ଆଖିରେ ନିହାତି ପଡ଼ିବା ଦରକାର । କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଶ୍ରୀକୃଷ୍ଣପୁର ପଞ୍ଚାୟତ ଅଡମହେଶପୁର…

ଶୋଚନୀୟ ରାସ୍ତାକୁ ସଜାଡ଼ିବାକୁ ଅଣ୍ଟା ଭିଡିଲେ କୁନି କୁନି ପିଲା, ନିଜ ହାତରେ ଖାଲରେ ପକାଇଲେ ମେଣ୍ଟାଲ

ଭଦ୍ରକ(କେନ୍ଯୁଜ୍): ଶୋଚନୀୟ ରାସ୍ତାକୁ ସଜାଡ଼ିଲେ କୁନି କୁନି ପିଲା। ଖାଲରେ ମେଣ୍ଟାଲ ପକାଇବାକୁ କିଏ ଅଖାରେ ତ ଆଉ କିଏ ସାଇକେଲରେ ବୋହି ନେଇ ଖାଲରେ ଢାଳୁଛନ୍ତି। ଦୟନୀୟ ହୋଇ ପଡ଼ିଥିବା ରାସ୍ତାକୁ ସଜାଡ଼ିବାକୁ ଲାଗି ପଡ଼ିଛନ୍ତି ଭଦ୍ରକ ବ୍ଲକ ଗେଲଟୁଆ ପଞ୍ଚାୟତର କୁନି କୁନି ପିଲା। ଆଦିବାସୀ…

ଏ ନୂଆ ରାସ୍ତା ଏମିତି ଫାଟିଗଲା କାହିଁକି ? ଖୋର୍ଦ୍ଧା ସୁବୁଦ୍ଧିପାଟଣା ରାସ୍ତାକୁ ନେଇ ଅସନ୍ତୁଷ୍ଟ ଲୋକେ

ନୂଆ କରି ରାସ୍ତା ତିଆରି ହୋଇଛି । ଦେଖିଲେ ଲାଗିବ ଯେମିତି ଚକାଚକ୍‌ ରୋଡ୍‌ । ହେଲେ ଟିକେ ପାଖକୁ ଯାଇ ଦେଖିଲେ ଜଣାପଡ଼ିବ ମଝିରୁ ଫାଟି ଗଲାଣି ଆଉ ରାସ୍ତାଟି ଭାରି ଦୁର୍ବଳ । ଏମିତି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍‌ ଅନ୍ତର୍ଗତ ବଡ଼କୁଳ ପଞ୍ଚାୟତରେ । ଏଠାକାର…

ପକ୍କା ରାସ୍ତା ଖଣ୍ଡେ ପାଇଁ ହନ୍ତସନ୍ତ ବେହେରେନସିଲେଟ ଗ୍ରାମବାସୀ: କାମ ଶୂନ, ଖାଲି ମିଳୁଛି ପ୍ରତିଶୃତି

କଂଟାବାଞ୍ଜି: ସରକାର ପ୍ରତ୍ୟକ ଗାଁକୁ ପକ୍କାରାସ୍ତା ନିର୍ମାଣ କରିବାକୁ କରୁଛନ୍ତି ଅନେକ ଯୋଜନା ହେଲେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଅନେକ ଗାଁକୁ ଏଯାଏଁ ନିର୍ମାଣ ହେଇପାରୁନାହିଁ ପକ୍କାରାସ୍ତା ଖଣ୍ଡେ । ରାସ୍ତା ନିର୍ମାଣ ପାଇଁ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ…

ଗାଟୁଗୁଡାକୁ ସାତ ସପନ ବିଜୁଳି ଓ ପକ୍କା ରାସ୍ତା: ଡିବିରୀ ଆଲୁଅରେ ନିଜ ଭବିଷ୍ୟତର ଅଙ୍କ କଷନ୍ତି ଏଠାକାର ଛାତ୍ରଛାତ୍ରୀ

ମୋହନା: ସରକାର ଡିଜିଟାଲ ଇଣ୍ଡିଆ ମାଧ୍ୟମରେ ଗ୍ରାମାଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ଏବେବି ଏମିତି କିଛି ଗାଁ ଅଛି ଯେଉଁଠାର ଲୋକେ ଆଜିଯାଏଁ ଦେଖିନାହାନ୍ତି ବିଜୁଳି ଆଲୁଅ । ଅନ୍ୟପଟେ ଜୀବନକୁ ବାଜ଼ୀ ଲଗାଇ ଖରସ୍ରୋତା ନାଳରେ କରୁଛନ୍ତି ଯାତାୟାତ। ଆସନ୍ତୁ…

ବାଲେଶ୍ୱର: ପୁଣି କାନ୍ଧରେ ବୁହା ହେଲେ ଗର୍ଭବତୀ ମହିଳା, ଭିଡିଓ ହେଉଛି ଭାଇରାଲ

ବାଲେଶ୍ୱର: ପୁଣି କାନ୍ଧରେ ବୁହା ହେଲେ ଗର୍ଭବତୀ ମହିଳା। ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ବାଲେଶ୍ୱର ଜିଲ୍ଲା ସାରକୋଣା ପଞ୍ଚାୟତ କଣ୍ଡିରାଗଡ଼ିଆ ଗାଁର ବିଦ୍ୟାପତି ଦାସଙ୍କର ସ୍ତ୍ରୀ ଭାରତୀ ଦାସଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ୧୦୨ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ।…

ଅଭିଶପ୍ତ ଗାଁ କାକଡାଘୁଟୁ, ସ୍ୱାଧୀନତାର ୭୩ ବର୍ଷ ପରେ ବି ଏଠାରେ ପଡିନି ବିକାଶର ପାଦଚିହ୍ନ

ରାଇରଙ୍ଗପୁର(କେନ୍ୟୁଜ୍) : ସ୍ୱାଧୀନତାର ୭୩ ବର୍ଷ ପରେ ମଧ୍ୟ ବଣପାହାଡ଼ ତଳେ ବିତୁଛି ଅଭିଶପ୍ତ ଜୀବନ। ମୌଳିକ ସୁବିଧା ପାଇଁ ଅନାଇ ବସିଛନ୍ତି ଏଠାକାର ଗ୍ରାମବାସୀ । ପିଇବା ପାଣି ,ବିଜୁଳି ଓ ରାସ୍ତା ପାଲଟିଛି ସାତସପନ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ…

ରାସ୍ତା ଖରାପ ଥିବାରୁ ଖଟିଆରେ ବୁହାହେଲେ ଗର୍ଭବତୀ, ଅଧା ବାଟରେ ଜନ୍ମ ଦେଲେ ପୁତ୍ର ସନ୍ତାନ

ନବରଙ୍ଗପୁର: ଅବ୍ଯବସ୍ଥା ଭିତରେ ଜୀବନ। ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ ମହିଳା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଝରିଗାଁ ବ୍ଲକ ମାଣ୍ଡାଡଙ୍ଗରି ଗାଁରେ । ଗାଁକୁ ଯିବା ପାଇଁ ଭଲ ରାସ୍ତା ନଥିବାରୁ ଠିକଣା ସ୍ଥଳରେ ପହଞ୍ଚି ପାରିଲାନାହିଁ ଆମ୍ବୁଲାନ୍ସ । ଯାହାଫଳରେ ଗର୍ଭବତୀଙ୍କୁ…

ପୁଣି ଜନନୀ ଯନ୍ତ୍ରଣା, ରାସ୍ତା ଭଲ ନଥିବାରୁ ଗର୍ଭବତୀଙ୍କୁ କାନ୍ଧେଇ କାନ୍ଧେଇ ନେଲେ ପରିବାର ଲୋକେ

ଉମରକୋଟ: ବର୍ଷା ଋତୁ ଆସିବା ମାତ୍ରେ ଆଜି ମଧ୍ୟ ଏମିତି କିଛି ଗାଁ ଅଛି ଯେଉଁଠି ନୀତି ଦିନିଆ ରାସ୍ତାର ଅବସ୍ଥା ନ କହିବା ଭଲ । କେଉଁଠି ରାସ୍ତା ଭଲ ନଥିବାରୁ ଲୋକେ ଦୀର୍ଘ କିଲୋମିଟର ବାଟ ଚାଲି ଚାଲି ଯାଇଥାନ୍ତି ତ କେଉଁଠି ଡଙ୍ଗାରେ ପାରି ହୋଇ ଏ ଗାଁରୁ ସେ ଗାଁ ଯାଇଥାନ୍ତି । ଏହାସହ …

କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ବେଲବାହାଳିରେ ରାସ୍ତା ଜାମ୍, ପରୀକ୍ଷା କେନ୍ଦ୍ରରେ ପହଁଞ୍ଚିବାକୁ ହଇରାଣ ହେଉଛନ୍ତି…

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ବେଲବାହାଳିରେ ରାସ୍ତା ଜାମ । ସାଧାରଣ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମାଟ୍ରିକ ପରୀକ୍ଷା ପାଇଁ ଜିଲ୍ଲାପାଳ ଖଣିଜ ପଦାର୍ଥ ପରିବହନ ବନ୍ଦ କରିବାରୁ ଅଭିଭାବକମାନେ ଆଶ୍ୱସ୍ତି ଲାଭ କରିଥିଲେ। ହେଲେ ଏବେ ପ୍ରକୃତ ଚିତ୍ର ସଂପୂର୍ଣ୍ଣ ଭିନ୍ନ।…

ପୁଣି ଦବିଲା କଟକ ଜିଲ୍ଲା ମାହାଙ୍ଗା ପୂର୍ତ୍ତ ବିଭାଗ ରାସ୍ତା

କଟକ(କେନ୍ୟୁଜ୍): ପୁଣି ଦବିଲା କଟକ ଜିଲ୍ଲା ମାହାଙ୍ଗା ପୂର୍ତ୍ତ ବିଭାଗ ରାସ୍ତା । ଗୋପୀନାଥପୁରରୁ କୁଆଁପାଳ ପର୍ଯ୍ୟନ୍ତ ୧୮ କିମି ରାସ୍ତାର ଭେଡ଼ା ଠାରେ ରାସ୍ତାର ଏକ ପାର୍ଶ୍ୱ ଦବିଛି । କିଛିଦିନ ତଳେ ରାସ୍ତାର ଗୋଟିଏ ପାର୍ଶ୍ୱ ହଠାତ୍‌ ୩୦ ଫୁଟ୍‌ ଦବିଯିବାରୁ ସମସ୍ୟା ଉପୁଜିଥିଲା । ଏନେଇ…