Browsing Tag

robbery

ପୁରୀ ମାଉସୀ ମା’ ମନ୍ଦିରରୁ ଚୋରି, ତାଲା ଭାଙ୍ଗି ଦାନବାକ୍ସ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ

ପୁରୀ: ପୁରୀରେ ଶ୍ରୀଜଗନ୍ନାଥଙ୍କ ମାଉସୀ ମା’ ମନ୍ଦିରରୁ ଚୋରି । ବଳଗଣ୍ଡି ଛକସ୍ଥିତ ମାଉସୀ ମା’ ମନ୍ଦିରରୁ ଚୋରି ହୋଇଛି । ମନ୍ଦିର ତାଲା ଭାଙ୍ଗି ଦାନବାକ୍ସ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ପ୍ରାୟ ୩୦ହଜାର ଟଙ୍କା ଲୁଟ ହୋଇଥିବା ଆଶଙ୍କା କରାଯାଉଛି। ମାଉସୀ ମା’ ମନ୍ଦିରରେ ଥିବା…

ଦିନ ଦ୍ୱିପ୍ରହରରେ ଲୁଟ୍‌: ଆଖି ପିଛୁଳାକେ ସୁନା ଅଳଙ୍କାର ଥିବା ବ୍ଯାଗ୍‌ ଧରି ଚମ୍ପଧ ମାରିଲେ ୨ ଲୁଟେରା

କଳାହାଣ୍ଡି: ଦିନ ଦ୍ୱିପ୍ରହରରେ ଲୁଟ୍‌ । ଆଖି ପିଛୁଳାକେ ସୁନା ଅଳଙ୍କାର ଥିବା ବ୍ଯାଗ୍‌ ଧରି ଚମ୍ପଧ ମାରିଲେ ୨ ଲୁଟେରା । ଏଭଳି ଏକ ଘଟଣା ଘଟିଛି କଳାହାଣ୍ଡି ଜୁନାଗଡ଼ କଲମପୁର ଛକ ନିକଟରେ ଥିବା ଏକ ସୁନା ଦୋକାନ ସମ୍ମୁଖରେ। ସୂଚନା ମୁତାବକ, ଜୁନାଗଡ଼ କଲମପୁର ଛକ ନିକଟରେ ଥିବା କାଞ୍ଚନ…

ନରସିଂହପୁରର କମଳାଦେଇପୁରରେ କଳା ପଲସରରେ ଆତଙ୍କ ଖେଳାଇଲେ ୩ଦୁର୍ବୃତ୍ତ: ଦିନ ଦ୍ୱିପହରରରେ ମୁଣ୍ଡରେ ବନ୍ଧୁକ ଲଗାଇ…

ନରସିଂହପୁର: କଟକ ଜିଲ୍ଲା ନରସିଂହପୁର ବ୍ଲକ ନରସିଂହପୁର ଥାନା କମଳାଦେଇପୁରରେ ସଶସ୍ତ୍ର ଡକାୟତି । ଦିନ ଦ୍ୱିପହରରରେ କଳା ପଲସରରେ ୩ଜଣ ଦୁର୍ବୃତ୍ତ ଆସି ଗ୍ରାହକ ସେବା କେନ୍ଦ୍ରର ଅପରେଟରର ମୁଣ୍ଡରେ ବନ୍ଧୁକ ଲଗାଇ ୮୦ ହଜାର ଟଙ୍କା ଓ ମୋବାଇଲ ଫୋନ ଲୁଟି ନେଇଛନ୍ତି । ଏନେଇ ଗ୍ରାହାକ ସେବା…

ସବ୍ ଇନସ୍ପେକ୍ଟରଙ୍କ ଘରୁ ଚୋରି କରିବା ପଡିଲା ମହଙ୍ଗା, ଚତୁରତାର ସହ ୨ ଚୋରଙ୍କୁ କାବୁ କଲେ ପଡୋଶୀ

କେନ୍ଦୁଝର: ମହଙ୍ଗା ପଡିଲା ପୋଲିସକୁ ଚ୍ୟାଲେଞ୍ଜ । ସବ ଇନସ୍ପେକ୍ଟରଙ୍କ ଘରେ ଚୋରି ସମୟରେ ୨ ଚୋର କାବୁ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ସବ ଇନସ୍ପେକ୍ଟର ଦୀନଦୟାଲ ମୋଦି ଛୁଟିରେ ଘରକୁ ଯାଇଛନ୍ତି । ଏହି ସମୟରେ ୨ ଚୋର ତାଙ୍କ ଭଡା ଘରେ ପଶି ଚୋରି ଉଦ୍ୟମ କରିଥିଲେ । ପଡୋଶୀଙ୍କ ୨…

ଡାବୁଗାଁ ବିଧାୟକଙ୍କ ସରକାରୀ ବାସଭବନରେ କଳାକନା ବୁଲାଇଲେ ଦୁର୍ବୃତ୍ତ, ସିସିଟିଭିରେ ସମସ୍ତ ଦୃଶ୍ୟ କଏଦ

ଭୁବନେଶ୍ୱର: ବିଧାୟକଙ୍କ ଘରୁ ଚୋରି। ଡାବୁଗାଁ ବିଧାୟକଙ୍କ ସରକାରୀ ବାସଭବନରୁ ଚୋରି ହୋଇଥିବା ନେଇ ଖବର ମିଳିଛି। ଭୁବନେଶ୍ୱର ୟୁନିଟ ୪ ଅଂଚଳରେ ଥିବା ତାଙ୍କ ସରକାରୀ ବାସଭବନରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ। ସିସିଟିଭିରେ ଚୋରିର ସମସ୍ତ ଦୃଶ୍ୟ କଏଦ ହୋଇଛି। ଏନେଇ ଖବର ପାଇବା ପରେ…

ଆନନ୍ଦପୁରରୁ ଗହଣା ଦୋକାନୀଙ୍କଠୁ ଲୁଟ୍‌ ଘଟଣା, ଲୁଟେରା ଇଞ୍ଜିନିୟରିଂ ଛାତ୍ର ସହ ୫ ଡକାୟତ ଗିରଫ

କେନ୍ୟୁଜ ବ୍ୟୁରୋ : କେନ୍ଦୁଝର ଜିଲ୍ଲା ଆନନ୍ଦପୁରରୁ ଗହଣା ଦୋକାନୀଙ୍କଠୁ ଲୁଟ୍‌ ଘଟଣା । ୫ ଡକାୟତ ସହ ୪୦୦ ଗ୍ରାମ ସୁନା ଏବଂ ଗୋଟିଏ କଟୁରୀ ଜବତ କରିଛି ପୋଲିସ୍‌ । ଏହା ସହ ୧୦ଟି ମୋବାଇଲ ଜଗତ ହୋଇଛି । ଗିରଫ ୫ ଜଣଙ୍କ ମଧ୍ୟରେ ଜଣେ ଇଞ୍ଜିନିୟରିଂ ଛାତ୍ର ଥିବା ଜଣାପଡିଛି । ଗତ ୫ ତାରିଖରେ…

ଆଇଆରବି ଯବାନଙ୍କ କଳା କାରନାମା: ମୁଖା ପିନ୍ଧି ଡକାୟତି ଉଦ୍ଯମ, ଛୁରା ମାଡରେ ୩ ଆହତ

ବାଲିଗୁଡ଼ା : ରକ୍ଷକ ସାଜିଲା ଭକ୍ଷକ। ଆଇଆରବି ଯବାନଙ୍କ କଳା କାରନାମା। ମୁଖା ପିନ୍ଧି ଡକାୟତି। ଯବାନଙ୍କ ଛୁରା ମାଡରେ ୩ ଆହତ। ୩ ଜଣଙ୍କ ମଧ୍ୟରୁ ଦୁଇ ଜଣ ବ୍ଲକ କର୍ମଚାରୀ ହୋଇଥିବାବେଳେ ଅନ୍ୟ ଜଣେ ସମ୍ପର୍କୀୟ ଅଟନ୍ତି। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ କଲୋନୀ ଅଞ୍ଚଳରେ ଏହି ଘଟଣା ଘଟିଛି।…

କଳାହାଣ୍ଡି ଢେପଗୁଡା ଜଙ୍ଗଲଠାରେ ଗାଡି ଡ୍ରାଇଭରଙ୍କଠାରୁ ଡକାୟତି ଘଟଣା, ୮ ଅଭିଯୁକ୍ତ ଗିରଫ୍

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଥାନା ଢେପଗୁଡା ଜଙ୍ଗଲଠାରେ ଏକ ଗାଡି ଡ୍ରାଇଭରଙ୍କଠାରୁ ଡକାୟତି ହୋଇଥିବା ଘଟଣାରେ ବିଶ୍ୱନାଥପୁର ଥାନା ପୋଲିସ ୮ ଅଭିଯୁକ୍ତଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରିଛି। ସେପ୍ଟେମ୍ବର ୨୩ ତାରିଖରେ ଗୋଟିଏ କୋଇଲା ବୋଝେଇ ଟ୍ରକ ଆନ୍ଧ୍ରପ୍ରଦେଶରୁ…

କଳାହାଣ୍ଡି: ଫାଇନାନ୍ସ ଏଜେଣ୍ଟଙ୍କ ଠାରୁ ଲୁଟ ମାମଲା, ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଜୁନାଗଡ଼…

କଳାହାଣ୍ଡି: କଳାହାଣ୍ଡି-ପାଣିଗାଁ ଜଙ୍ଗଲ ନିକଟ ରୁ ଫାଇନାନ୍ସ ଏଜେଣ୍ଟଙ୍କ ଠାରୁ ଲୁଟ ମାମଲାରେ ଜୁନାଗଡ଼ ପୋଲିସ ଦ୍ବାରା ୫ଜଣ ଗିରଫ ହୋଇଥିବା ବେଳେ ୨ ଅଭିଯୁକ୍ତ ଏବେ ବି ଫେରାର ଥିବା ପୋଲିସ ସୂତ୍ର ରୁ ଜଣାପଡିଛି । ଗିରଫ ୫ ଅଭିଯୁକ୍ତଙ୍କ ଠାରୁ ନଗଦ ୧୧ହଜାର ଟଙ୍କା,୬ଟି ମୋବାଇଲ, ୩ଟି ମୋଟର…

ବାଇକ୍ ଲୁଟେରା ଗ୍ୟାଙ୍ଗକୁ କାବୁ କଲା ଖୋର୍ଦ୍ଧା ପୋଲିସ୍, ୫ ଗିରଫ

ଖୋର୍ଦ୍ଧା: ବାଇକ୍ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଖୋର୍ଦ୍ଧା ପୋଲିସ୍। ଏହାସହ ୫ ଲୁଟେରାଙ୍କୁ ଗିରଫ କରିଛି । ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପୋଲିସର ଏକ ଟିମ୍ ଖୋର୍ଦ୍ଧା ଓ ନୟାଗଡ଼ ଅଞ୍ଚଳରେ ଚଢ଼ାଉ କରି ଲୁଟେରାଙ୍କୁ ଗିରଫ କରିଛନ୍ତି। ସେମାନଙ୍କଠାରୁ ୧୮ଗୋଟି…

ନିଜ ମୃତ ମାଲିକଙ୍କ ଆକାଉଣ୍ଟରୁ ୭୧ ଦିନରେ ଚାକରାଣୀ ଉଠାଇନେଲା ୩୫ ଲକ୍ଷ ଟଙ୍କା, ଜାଣନ୍ତୁ କିପରି

କୋଲକାତାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି ଯେଉଁଠାରେ ଜଣେ ଚାକରାଣୀ ୭୧ ଦିନ ମଧ୍ୟରେ ମୃତ ମାଲିକଙ୍କ ଏଟିଏମରୁ ୩୪ ଲକ୍ଷ ୯୦ ହଜାର ଟଙ୍କା ସଫା କରିଥିଲେ । ତେବେ ଏହାପରେ ସେ କୋଲକାତା ପୋଲିସର ଡିଟେକ୍ଟିଭ୍ ବିଭାଗର କବଳରୁ ରକ୍ଷା ପାଇପାରିନାହାନ୍ତି । କୋଲକାତା ପୋଲିସ ଅଧିକାରୀ ଏହାକୁ ଏକ…