Browsing Tag

rubina dilaik

କୋଭିଡ ସୁସ୍ଥ ହେବା ପରେ ଏମିତି ହୋଇଯାଇଛି ରୁବିନାଙ୍କ ଅବସ୍ଥା, କହିଲେ ‘ଆଉଥରେ ଭଲ ପାଇବା ଶିଖୁଛି’

ବିଗବସ୍ ୧୪ ବିଜେତା ଏବଂ ଟିଭି ଇଣ୍ଡଷ୍ଟ୍ରୀର ଜଣାଶୁଣା ଅଭିନେତ୍ରୀ ରୁବିନା ଦିଲାଏକ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ ରୁହନ୍ତି। ପ୍ରତିଦିନ କିଛି ନା କିଛି ନୂଆ ପୋଷ୍ଟ ସେୟାର ମଧ୍ୟ କରନ୍ତି। ନିକଟରେ ରୁବିନା ନିଜର ଏକ ପୋଷ୍ଟକୁ ନେଇ ପୁଣି ଚର୍ଚ୍ଚାରେ ରହିଛନ୍ତି। ରୁବିନା ନିଜ ସୋସିଆଲ…

ରୁବିନା ଦିଲେକ୍‌ଙ୍କ ଡେବ୍ୟୁ ଫିଲ୍ମରେ ହିରୋ ହେବେ ରାଜପାଲ ଯାଦବ, ମାଗିଲେ ମାତ୍ର ୧.୨୫ ଟଙ୍କା ଫିସ୍‌

ଗାୟକ ଓ ମ୍ୟୁଜିକ କମ୍ପୋଜରରୁ ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ଦେଇଥିବା ପଲାଶ ମୁଚ୍ଛେଲ େଓ୍ଵବ୍‌ ସିରିଜ୍‌ ‘ରିକ୍ସା’ର ସଫଳତା ପରେ ଏବେ ଫିଲ୍ମ ‘ଅର୍ଧ’ର ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଏହି ଫିଲ୍ମରେ ଅଭିନେତା ତଥା କମେଡିଆନ୍‌ ରାଜପାଲ ଯାଦବ ଲିଡ୍‌ ରୋଲରେ ନଜର ଆସିବେ। ତାଙ୍କ ବ୍ୟତୀତ…

ବଡ଼ ପରଦାରେ ଡେବ୍ୟୁ କରିବାକୁ ଯାଉଛନ୍ତି ରୁବିନା ଦିଲେକ୍‌, ହିତେନ୍‌ଙ୍କ ସହ କରିବେ ସ୍କ୍ରିନ୍‌ ସେୟାର

ବଡ଼ ପରଦାରେ ଡେବ୍ୟୁ କରିବାକୁ ଯାଉଛନ୍ତି ବିଗ୍‌ବସ୍‌ ୧୪ର ବିଜେତା ରୁବିନା ଦିଲେକ୍‌। ପଲାଶ ମୁଚ୍ଛେଲଙ୍କ ସହ ସେ ନିଜ ପ୍ରଥମ ଫିଲ୍ମ ସାଇନ୍‌ କରିଛନ୍ତି। ଏହି ଫିଲ୍ମର ନାଁ ରହିଛି ‘ଅର୍ଧ’। ଏହି ଫିଲ୍ମରେ ପଲାଶ ନିର୍ଦ୍ଦେଶନା ଦେବେ। ସେହିପରି ଅଭିନେତା ହିତେନ୍‌ ତେଜବାନୀ ଫିଲ୍ମରେ ଲିଡ୍‌…

ବିଗବସ ସିଜିନ-୧୪ର ୱିନର ରୁବିନାଙ୍କ ବୋଲ୍ଡ ଅନ୍ଦାଜ ଭିଡିିଓ ହେଲା ଭାଇରାଲ, ଦେଖନ୍ତୁ

ବିଗବସ ସିଜିନ-୧୪ ୱିନର ରୁବିନା ଦିଲ୍ଲେକ ବୋଲ୍ଡ ଅନ୍ଦାଜରେ ପୁଣି ଥରେ ଦର୍ଶକଙ୍କ ସାମ୍ନାକୁ ଆସିଛନ୍ତି । ଫଟୋ ସୁଟ୍‌ରେ ବ୍ୟସ୍ତ ଥିବା ରୁବିନା ନିଜର ଏକ ଛୋଟ ଭିଡିିଓ କ୍ଲିପ ଇନଷ୍ଟାଗ୍ରାମରେ ଅପଲୋଡ କରିଛନ୍ତି । ଯାହାପରେ ଏହା ଖୁବ ଭାଇରାଲ ହୋଇଛି । ସୋସିଆଲ ମିଡିଆରେ ଆକ୍ଟିଭ ଥିବା ରୁବିନା…

ରିଲିଜ ହେଲା ନେହା କକ୍କରଙ୍କ ନୂଆ ଗୀତ ‘ମରଜାନେୟା’, ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଲେ ରୁବିନା ଓ ଅଭିନବ

ନେହା କକ୍କରଙ୍କ ନୂଆ ଗୀତ ‘ମରଜାନେୟା’ ୟୁଟ୍ଯୁବରେ ରିଲିଜ ହୋଇଛି। ଏହି ଗୀତରେ ବିଗବସ୍-୧୪ ବିଜେତା ରୁବିନା ଦିଲୈକ ଏବଂ ଅଭିନବ ଶୁକ୍ଲା ନଜର ଆସିଛନ୍ତି। ଏହା ପୂର୍ବରୁ ବିଗବସ୍-୧୪ର ପ୍ରତିଯୋଗୀ ଅଲୀ ଗୋନୀ ଏବଂ ଜସ୍ମିନ ଭାସିନଙ୍କ ନୂଆ ଗୀତ ରିଲିଜ ହୋଇଥିଲା। ଯେଉଁଥିରେ ଟୋନି କକ୍କର ନଜର…

ଟ୍ରଫି ନେଇ ଘରେ ପହଞ୍ଚିବା ପରେ ଦେଖନ୍ତୁ ରୁବିନା ଦିଲେକ୍‌ଙ୍କୁ କେମିତି କରାଗଲା ୱେଲକମ୍‌‌, ସ୍ୱାମୀ କହିଲେ ‘ବସ୍‌…

ଟେଲିଭିଜନ୍‌ର ସବୁଠୁ ବିବାଦୀୟ ଶୋ’ ବିଗ୍‌ବସ୍‌ ୧୪ ଜିତି ରୁବିନା ଦିଲେକ୍‌ ଏବେ ଦୀର୍ଘଦିନ ପରେ ଘରକୁ ଫେରିଛନ୍ତି। ଏହି ବଡ଼ ବିଜୟ ପରେ ରୁବିନାଙ୍କୁ ଘରେ ଗ୍ରାଣ୍ଡ ୱେଲକମ୍‌‌ କରାଯାଇଛି। ଏ ଅବସରରେ ଘରକୁ ଦୀପାବଳି ଭଳି ସଜାଯାଇଛି। କେବଳ ପରିବାର ଲୋକେ ନୁହେଁ ସ୍ୱାମୀ ଅଭିନବ ଶୁକ୍ଳା ମଧ୍ୟ ଏ…

ସମସ୍ତଙ୍କୁ ପଛରେ ପକାଇ ରୁବିନା ବାଜି ମାରିନେଲେ ବିଗବସ୍ ୧୪ର ଟ୍ରଫି, ରାହୁଲ ବୈଦ ପ୍ରଥମ ରନର ଅପ୍

ବିଗବସ୍ ୧୪ର ବିଜେତା ହୋଇଛନ୍ତି ଟିଭି ଇଣ୍ଡଷ୍ଟ୍ରୀର ଜଣାଶୁଣା ବୋହୂ ରୁବିନା ଦିଲେକ। ଶୋ’ରେ ସମସ୍ତ ପ୍ରତିଯୋଗୀଙ୍କ ପଛରେ ପକାଇ ବିଗବସ୍ ୧୪ ଟ୍ରଫିକୁ ନିଜ ନାମରେ କରିଛନ୍ତି। ଟ୍ରଫି ସହିତ ରୁବିନାଙ୍କୁ ୩୬ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିଛି। ରୁବିନା ବିଜେତା ହେବା ପରେ ଫ୍ଯାନଙ୍କ ଖୁସି…

ଝଗଡା କୁଇନ ରୁବିନା, ଏହିସବୁ କଥାକୁ ନେଇ ‘ବିଗ୍ ବସ୍ ୧୪’ ଘରେ କରନ୍ତି ଧମାଲ

ବିଗବସ୍ ସିଜିନ ୧୪ ଆରମ୍ଭ ହେବା ଦିନରୁ ବହୁତ ଚର୍ଚ୍ଚାରେ ରହିଛି । ଶୋ’ର ସମସ୍ତ ପ୍ରତିଯୋଗୀ ଜନତାଙ୍କ ମନୋରଂଜନ କରିବାର ସୁଯୋଗ ହାତଛଡା କରୁନାହାନ୍ତି । ସବୁଠାରୁ ବେଶି ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ରୁବିନା ଦିଲାୟକ । ସେ ନିଜର କଥା ରଖିବା ପାଇଁ କାହାକୁ ମଧ୍ୟ ଡରନ୍ତି ନାହିଁ ।…

‘ବିଗ୍‌ ବସ୍‌ ୧୪’ ସେଟ୍‌ର ଫଟୋ ହେଲା ଲିକ୍‌, ସଲମାନଙ୍କ ସହିତ ନଜର ଆସିଲେ ଏହି ଦୁଇ ନୂଆ ପ୍ରତିଯୋଗୀ

‘ବିଗବସ୍‌ ୧୪’ର ଗ୍ରାଣ୍ଡ ପ୍ରିମିଅରର ପ୍ରାସରଣ ଶନିବାର ରାତି ୯ଟାରୁ ଆରମ୍ଭ ହେବାକୁ ଯାଉଛି। ଗତକାଲିରୁ ସଲମାନ ଏହାର ସୁଟିଂ ମଧ୍ୟ କରୁଛନ୍ତି। ବିଗ୍‌ବସ ସେଟର ଏକ ଫଟୋ ସଲମାନ ଅପଲୋଡ କରିଛନ୍ତି, ଯେଉଁଥିରେ ସେ ମାସ୍କ ପିନ୍ଧିଥିବା ନଜର ଆସିଛନ୍ତି। ଏହି ସମୟରେ ସଲମାନ ବ୍ଲାକ୍‌ ଲୁକ୍‌ରେ ନଜର…