Browsing Tag

RUSSIA- UKRAIN WAR

ବଞ୍ଚିବାକୁ ଚାହୁଁଛ ତ ୟୁକ୍ରେନ ଛାଡ଼, ରୁଷ୍‌ ସେନାକୁ ଜେଲେନସ୍କିଙ୍କ କଠୋର ଚେତାବନୀ

ନୂଆଦିଲ୍ଲୀ : ବଞ୍ଚିବାକୁ ଚାହୁଁଛ ତ ୟୁକ୍ରେନ ଛାଡ଼, ନହେଲେ ଆତ୍ମସମର୍ପଣ କର । ରୁଷ୍‌ ସେନାକୁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ଏଭଳି କଡ଼ା ଚେତାବନୀ । ଯୁଦ୍ଧ ନିଶ୍ଚିତ ଜିତିବେ ବୋଲି ପୁଣି ଥରେ ସେ ଦମ୍ଭୋକ୍ତି ଦେଖାଇଛନ୍ତି। ସେପଟେ ବିପଦରେ ୟୁକ୍ରେନର ଜାପୋରଝିଆ ଆଣବିକ କେନ୍ଦ୍ର ।…

ବ୍ଲାକ୍‌ ସି’ରେ ବୁଡ଼ିଗଲା ରୁଷର ଯୁଦ୍ଧ ଜାହାଜ ‘ମୋଷ୍କଭା’, ୫୦୦ କ୍ରିୟୁ ମେମ୍ବର ସୁରକ୍ଷିତ ଉଦ୍ଧାର

ସମୁଦ୍ରରେ ବୁଡ଼ିଗଲା ରୁଷ ଯୁଦ୍ଧ ଜାହାଜ । ବ୍ଲାକ୍‌ ସି’ରେ ବୁଡ଼ିଗଲା ମୋଷ୍କଭା ଯୁଦ୍ଧ ଜାହାଜ । ୟୁକ୍ରେନ ନେପଚ୍ୟୁନ୍‌ ମିସାଇଲରେ ହମଲା କରିଥିବା ଦାବି କରିଛି । ୟୁକ୍ରେନର ୨ ନେପଚ୍ୟୁନ୍‌ ମିସାଇଲ ମୋଷ୍କଭାକୁ ବୁଡ଼ାଇଲା । ରୁଷ ମିସାଇଲ ଆକ୍ରମଣ ଉପରେ କିଛି କହିନାହିଁ । କିନ୍ତୁ ମୋଷ୍କଭା ବୁଡ଼ି…

୧୩ ଦିନରେ ରୁଷ୍‌-ୟୁକ୍ରେନ୍‌ ଲଢ଼େଇ: ସୁମିରେ ୨ ଶିଶୁଙ୍କ ସମେତ ୨୧ ସାଧାରଣ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ୧୩ ଦିନରେ ରୁଷ-ୟୁକ୍ରେନ୍‌ ଲଢ଼େଇ । ବଢ଼ୁଛି ଯୁଦ୍ଧର ବିଭୀଷିକା । ମାଟିରେ ମିଶୁଛି ଗୋଟିଏ ପରେ ଗୋଟିଏ ସହର । ବଳିପଡୁଛନ୍ତି ସାଧାରଣ ଲୋକ । ଆଜି ପୂର୍ବ ଓ ମଧ୍ୟ ୟୁକ୍ରେନ୍‌ରେ ପ୍ରଚଣ୍ଡ ଆକ୍ରମଣ କରିଛି ରୁଷ୍‌ ସେନା । ସୁମିରେ ୨୧ ଜଣ ସାଧାରଣ ଲୋକଙ୍କ ଜୀବନ ଯାଇଛି । ତେବେ ୫ଟି…

ଋଷ ସାମ୍ନାରେ ମୁଣ୍ଡ ନୁଆଁଇବେନି ଜେଲେନସ୍କି, ଅଫିସ ମଧ୍ୟରୁ ଭିଡ଼ିଓ କଲେ ସେୟାର

ନୂଆଦିଲ୍ଲୀ : ମୁଣ୍ଡ ନୁଆଁଇବେନି ଜେଲେନସ୍କି । ଋଷ ସାମ୍ନାରେ ମୁଣ୍ଡ ନୁଆଁଇବେନି ବୋଲି କହିଲେ ଜେଲେନସ୍କି । ନିଜ ଅଫିସ ମଧ୍ୟରୁ ଏକ ଭିଡ଼ିଓ ସେୟାର କରିଛନ୍ତି। ଭିଡ଼ିଓ ସେୟାର କରି କହିଛନ୍ତି, ଆମ ପାଇଁ ସବୁଦିନ ସୋମବାର। ଦେଶରେ ଯୁଦ୍ଧ ପରିସ୍ଥିତି। ସମସ୍ତ ନାଗରିକ ଯୁଦ୍ଧ ମୈଦାନରେ। ସମସ୍ତ…

ଋଷ ଟାର୍ଗେଟରେ କାନିଭ ହାଇଡ୍ରୋ ଇଲେକ୍ଟ୍ରି ପାଓ୍ଵାର ପ୍ଲାଣ୍ଟ , ଦକ୍ଷିଣ କିଭ ଠାରୁ ୧୫୦ କିଲୋମିଟର ଦୂରରେ ରହିଛି

ନୂଆଦିଲ୍ଲୀ : ୧୧ ଦିନରେ ପହଞ୍ଚିଛି ଋଷିଆ-ୟୁକ୍ରେନ ଯୁଦ୍ଧ। ନ୍ୟୁକ୍ଲିୟର ପାଓ୍ଵାର ପ୍ଲାଣ୍ଟ କବ୍‌ଜା ପରେ ଋଷିଆର ଟାର୍ଗେଟ କାନିଭ ହାଇଡ୍ରୋ ଇଲେକ୍ଟ୍ରି ପାଓ୍ଵାର ପ୍ଲାଣ୍ଟ। ଦକ୍ଷିଣ କିଭର ଠାରୁ ୧୫୦ କିଲୋମିଟର ଦୂରରେ ରହିଛି ହାଇଡ୍ରୋ ଇଲେକ୍ଟ୍ରି ପାଓ୍ଵାର ପ୍ଲାଣ୍ଟ। ଏହାକୁ କବ୍‌ଜା କରିବାକୁ…

ୟୁକ୍ରେନି ପ୍ରେମିକାଙ୍କୁ ବିବାହ କରିଥିଲେ ବିହାରର ରାକେଶ ଶଙ୍କର, ଏବେ ବଙ୍କରରେ ବିତୁଛି ଜୀବନ

ୟୁକ୍ରେନରେ ରୁଷର ଆକ୍ରମଣ ହେତୁ ଚାରିଆଡେ ବିନାଶର ଦୃଶ୍ୟ ଦେଖିବାକୁ ମିଳୁଛି। ରୁଷର ସୈନ୍ୟମାନେ ୟୁକ୍ରେନର ବିଭିନ୍ନ ଅଞ୍ଚଳରେ ଆକ୍ରମଣ କରି ସାମରିକ ବେସକୁ ନଷ୍ଟ କରୁଛନ୍ତି। ଏହାରି ଭିତରେ ଯୁଦ୍ଧକୁ ନେଇ ଅନେକ ଲୋମଟାଙ୍କୁରା ଦୃଶ୍ୟ ପ୍ରତିଦିନ ପ୍ରସାରଣ ହେଉଛି । ଯାହାକୁ ଦେଖି ଦେହ ଶୀତେଇ…

ତିନି ତିନି ଥର ରୁଷ ଆକ୍ରମଣରୁ ବର୍ତ୍ତିଲେଣି ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସକି, ତଥାପି ଦେଶ ଛାଡ଼ିବାକୁ ରାଜି ନୁହନ୍ତି

ଗତ ସପ୍ତାହ ରୁଷ ସହ ଯୁଦ୍ଧସ୍ଥିତି ଆରମ୍ଭ ହେବା ପରଠାରୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦଇମାୟାର ଜେଲେନ୍ସକି ତିନି ତିନି ଥର ମୃତ୍ୟୁ ମୁଖରୁ ବର୍ତ୍ତୀଯାଇଛନ୍ତି । ୟୁକ୍ରେନ ଅଫିସର ମାନଙ୍କର ସମୟାନୁଯାୟୀ ଉଚିତ ପଦକ୍ଷେପ କାରଣରୁ ତାଙ୍କ ଜୀବନ ରକ୍ଷାପାଇଥିବା ନେଇ ସୂଚନା ମିଳିଛି । ମିଳିଥିବା…

ମହାଦେବଙ୍କୁ କୁହ ଦମନ ଲୀଳା ବନ୍ଦ କରିବେ, ଭାରତୀୟଙ୍କୁ ଏମିତି କିଛି ନିବେଦନ କଲେ ୟୁକ୍ରେନ ରାଷ୍ଟ୍ରଦୂତ

ଏଇ ନିକଟରେ ହିଁ ଭାରତୀୟ ମାନେ ମହାଦେବ ଭୋଳାନାଥଙ୍କ ସବୁଠୁ ବଡ ଉତ୍ସବ "ମହାଶିବରାତ୍ରି"କୁ ଖୁବ ଆଡମ୍ବର ସହକାରେ ପାଳନ କରିଛନ୍ତି ।  ପୁରା ଦେଶ ଶିବଭକ୍ତିରେ ମଗ୍ନ ରହିବା ସହିତ ଆନନ୍ଦିତ ଥିବା ଦେଖାଦେଇଛି ।  ଗୋଟେ ପଟରେ ସିନା ଭାରତୀୟ ମାନେ ଉତ୍ସବ ପାଳନରେ ବ୍ୟସ୍ତ ଅଛନ୍ତି ।  କିନ୍ତୁ…

ରୁଷ-ୟୁକ୍ରେନ ଯୁଦ୍ଧ: ଟ୍ରେନରେ ସିଟ ଟିଏ ପାଇଁ ଆଇପ୍ୟାଡ଼ ବିକୁଛନ୍ତି ଭାରତୀୟ ଛାତ୍ର

ରୁଷର ଆକ୍ରମଣ ପରେ ୟୁକ୍ରେନରେ ଫସି ରହିଥିବା ଭାରତୀୟ ନାଗରିକ ଓ ବିଶେଷ ଭାବରେ ଛାତ୍ରଛାତ୍ରୀ ମାନଙ୍କୁ କମରୁ କମ ସମୟ ମଧ୍ୟରେ ଉଦ୍ଧାର କରାଯିବା ନେଇ ଚେଷ୍ଟା ଜାରି ରହିଛି । ସେଠାରେ ବର୍ତ୍ତମାନ ଏମିତି ପରିସ୍ଥିତି ଦେଖାଦେଇଛିକି ଛାତ୍ରମାନଙ୍କୁ ଜୀବିତ ରହିବା ନେଇ ସେଠାରେ ସେମାନଙ୍କୁ…