Browsing Tag

russia-ukraine war

ଭୀଷଣ ହେଉଛି ଡୋନବାସ ଲଢ଼େଇ, ୩୦ ହଜାର ସୈନ୍ୟଙ୍କୁ ହରାଇ ସାରିଲାଣି ରୁଷ୍

ନୂଆଦିଲ୍ଲୀ : ଭୀଷଣ ହେଉଛି ଡୋନ୍ବାସ ଲଢ଼େଇ। ଅନେକ ସହରରେ ଚାଲିଛି ତୁମୁଳ ସଂଘର୍ଷ। ୨୪ ଘଣ୍ଟାରରେ ୫୯ ଆବାସିକ ବିଲ୍ଡିଂ ଉପରେ ରୁଷ୍ ସେନା କରିଛି ଅସ୍ତ୍ର ପ୍ରହାର । ରକେଟ୍ ମାଡ଼ରେ ଧ୍ୱଂସ ହୋଇ ଯାଇଛି ବିଲ୍ଡିଂ । ଅନେକ ଲୋକ ମୃତାହତ ହୋଇଛନ୍ତି । ସେଭେରୋଡୋନେସ୍କରେ ଆଗକୁ ବଢ଼ୁଛି ରୁଷ୍ ସେନା ।…

ପୂର୍ବ ୟୁକ୍ରେନ ଡୋନବାସ ଉପରେ ରୁଷସେନାର ସାଂଘାତିକ ଆକ୍ରମଣ, ୪୦ରୁ ଅଧିକ ସହରକୁ ଟାର୍ଗେଟ କରି ମିସାଇଲ ଓ ବୋମା ମାଡ଼

କେନ୍ୟୁଜ୍(ବ୍ୟୁରୋ): ୪୦ ସହରକୁ ରୁଷର ଟାର୍ଗେଟ । ପୂର୍ବ ୟୁକ୍ରେନ ଡୋନବାସ ଉପରେ ରୁଷସେନା ସାଂଘାତିକ ଆକ୍ରମଣ କରୁଛନ୍ତି । ୪୦ରୁ ଅଧିକ ସହରକୁ ଟାର୍ଗେଟ କରି ମିସାଇଲ ଓ ବୋମା ମାଡ଼ କରୁଛନ୍ତି । ଏଥିରେ ୬ ଜଣ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ରୁଷ ହମଲାରେ ୫୨ଟି ଆପାର୍ଟମେଣ୍ଟ…

ବ୍ରିଟିଶ୍‌ ମିଡିଆର ଆଶ୍ଚର୍ଯ୍ୟଜନକ ଦାବି: ନିଜର ଆହତ ସୈନିକଙ୍କୁ ଚିକିତ୍ସା ପରିବର୍ତ୍ତେ ଗୁଳି ମାରି ହତ୍ୟା କରୁଛନ୍ତି…

ଅନେକ ମାସ ହେବ ଜାରି ରହିଛି ରୁଷ୍‌-ୟୁକ୍ରେନ ଯୁଦ୍ଧ। ତଥାପି କେହି କାହାକୁ କମ୍‌ ପଡ଼ୁ ନାହାନ୍ତି। ରୁଷ୍‌ ଆକ୍ରମଣର ଲଗାତାର ଜବାବ ଦେଇ ଚାଲିଛି ୟୁକ୍ରେନ। ତେବେ ଏହି ଯୁଦ୍ଧ ଭିତରେ ଏକ ଆଶ୍ଚର୍ଯ୍ୟଜନକ ଖବର ହୁଏତ ସମସ୍ତଙ୍କୁ ସ୍ତବ୍ଧ କରିଦେବ। ଖବର ରହିଛି ଯେ ୟୁକ୍ରେନ ଯୁଦ୍ଧରେ ଆହତ ନିଜର…

ବଡ଼ ଭୁଲ୍‌ କରିଦେଲା ରୁଷ୍‌! ନିଜର ହିଁ ସୈନିକଙ୍କୁ ଆକ୍ରମଣ କରି ମାରିଦେଲା; ୟୁକ୍ରେନ ଅଧିକାରୀ କହିଲେ, ‘ଧନ୍ୟବାଦ’

ରୁଷ୍‌ ଓ ୟୁକ୍ରେନ ମଧ୍ୟରେ ଜାରି ଯୁଦ୍ଧକୁ ଅଢ଼େଇ ମାସରୁ ଅଧିକ ସମୟ ହୋଇ ଗଲାଣି। ରୁଷ୍‌ ଆକ୍ରମଣରେ ୟୁକ୍ରେନର ଅନେକ ସହର ବର୍ବାଦ ହୋଇ ସାରିଲାଣି। ତଥାପି କୌଣସି ପ୍ରକାରେ ଥମୁ ନାହିଁ ଲଢ଼େଇ। ଏହାରି ଭିତରେ ୟୁକ୍ରେନ ଦାବି କରିଛି ଯେ ରୁଷ୍‌ର ସେନା ଭୁଲ୍‌ରେ ନିଜର ହିଁ ସୈନିକଙ୍କ ଉପରେ ଆକ୍ରମଣ…

ଯୁଦ୍ଧ ଭିତରେ ‘ସୁପରହିରୋ’ ସାଜିଲା ଏହି ୟୁକ୍ରେନୀ କୁକୁର! ୨୦୦ରୁ ଅଧିକ ଲ୍ୟାଣ୍ଡମାଇନ ସନ୍ଧାନ କରି ବଞ୍ଚାଇଲା ଶହ ଶହ…

ବାସ୍ତବରେ, କୁକୁର ମଣିଷର ସବୁଠାରୁ ଭଲ ସାଙ୍ଗ ହୋଇଥାଏ ଏବଂ ଏହା ବାରମ୍ବାର ପ୍ରମାଣିତ ମଧ୍ୟ ହୋଇସାରିଛି। ରୁଷ୍‌-ୟୁକ୍ରେନ ଯୁଦ୍ଧ ଭିତରେ ବି ଏକ କୁକୁର ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି। କିଭ୍‌ର ଏହି କୁକୁର ନିଜ ଦେଶ ପାଇଁ ସାହସ ଏବଂ ବୀରତାର ପରିଚୟ ଦେଇ ଏକ ବିରାଟ ଉଦାହରଣ ସୃଷ୍ଟି କରିଛି।…

୮୪ ଲକ୍ଷରେ ବିକ୍ରି ହେଲା ଜେଲେନ୍‌ସ୍କିଙ୍କ ଜ୍ୟାକେଟ୍‌! ସଂଗୃହୀତ ଫଣ୍ଡ୍‌ରୁ ଲୋକଙ୍କୁ କରାଯିବ ସାହାଯ୍ୟ…

ଗତ ଦୁଇ ମାସରୁ ଅଧିକ ଦିନ ହେବ ଜାରି ରହିଛି ରୁଷ୍‌ ଓ ୟୁକ୍ରେନ ଯୁଦ୍ଧ। ଲଗାତାର ବୋମା ଓ ମିସାଇଲ୍‌ ମାଡ଼ରେ ୟୁକ୍ରେନ ସହରଗୁଡ଼ିକ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ସାରା ଦୁନିଆ ସହିତ ୟୁକ୍ରେନର ଯୋଗାଯୋଗ ଏକପ୍ରକାର ବିଚ୍ଛିନ୍ନ ହୋଇପଡ଼ିଛି। ଇନ୍‌ଫ୍ରାଷ୍ଟ୍ରକ୍ଚରକୁ ବି ବହୁତ କ୍ଷତି ପହଞ୍ଚିଛି।…

ଆସନ୍ତାକାଲି ରୁଷର ବିଜୟ ଦିବସ, ୟୁକ୍ରେନ୍‌ ସମେତ ପାଶ୍ଚାତ୍ୟ ଦେଶ ଗୁଡିକ ଥରିଲେଣି ଭୟରେ

ନୂଆଦିଲ୍ଲୀ : ୯ ତାରିଖକୁ ନେଇ ଭୟ। ଆସନ୍ତାକାଲି ବିଜୟ ଦିବସ ପାଳିବ ରୁଷ୍‌। ନାଜି ଜର୍ମାନୀ ଉପରେ ମସ୍କୋର ବିଜୟ ପରିପ୍ରେକ୍ଷୀରେ ଏହା ପାଳନ କରାଯିବ। ଏହି ଦିନ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ବଡ଼ ଯୁଦ୍ଧ ଘୋଷଣା କରିପାରନ୍ତି ବୋଲି ଆଶଙ୍କା କରାଯାଉଛି। ଏହାକୁ ନେଇ ୟୁକ୍ରେନ୍‌ ଓ…

ୟୁକ୍ରେନରେ ରୁଷ୍‌ ସୈନ୍ୟ ଲୁଟୁଛନ୍ତି ମହିଳାଙ୍କ ଇଜ୍ଜତ୍‌! ଗର୍ଭବତୀ ନ ହେବା ପାଇଁ ବଣ୍ଟାଯାଉଛି ଗର୍ଭନିରୋଧକ ବଟିକା…

ରୁଷ୍-ୟୁକ୍ରେନ ଯୁଦ୍ଧ ଭିତରେ ୟୁକ୍ରେନରୁ ଆସିଛି ଅତି ସମ୍ବେଦନଶୀଳ ମାମଲା। ଏଠାରେ ହସ୍ପିଟାଲଗୁଡ଼ିକରେ ଦୁଷ୍କର୍ମ ପୀଡ଼ିତାଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ମାମଲାଗୁଡ଼ିକ ପଞ୍ଜିକୃତ ହେବା କ୍ଷଣି ବିଭିନ୍ନ ଚ୍ୟାରିଟି ସଂସ୍ଥା ଜରୁରୀକାଳୀନ ଗର୍ଭନିରୋଧକ ଔଷଧ ପଠାଇବା କାର୍ଯ୍ୟ…

Black Seaରେ ତାଲିମପ୍ରାପ୍ତ ଡଲ୍‌ଫିନ! ସୈନ୍ୟ ଠିକଣାକୁ ସୁରକ୍ଷିତ ରଖିବା ପାଇଁ ରୁଷ୍‌ କରୁଛି ବ୍ୟବହାର…ସାଟେଲାଇଟ୍‌…

ଏବେ ସୁଦ୍ଧା ଜାରି ରହିଛି ରୁଷ୍‌-ୟୁକ୍ରେନ ଯୁଦ୍ଧ। ଯୁଦ୍ଧକୁ ଆଜି ୬୮ ଦିନ। ତଥାପି ଦୁଇ ଦେଶ ହାର୍‌ ମାନିବାକୁ ପ୍ରସ୍ତୁତ ନାହାନ୍ତି। ଏହାରି ଭିତରେ ସାଟେଲାଇଟ୍‌ରୁ ଯେଉଁ ଫଟୋ ସାମ୍ନାକୁ ଆସିଛି, ସେଥିରୁ ରୁଷ୍‌ ବିଷୟରେ ଏକ ଭୟଙ୍କର ଖୁଲାସା ହୋଇଛି। ଏହା ମାଧ୍ୟମରେ ରୁଷ୍‌ର ଶକ୍ତିଶାଳୀ…

ମେ’ ୯ ପରେ ପୁଟିନଙ୍କର ହେବ କ୍ୟାନ୍‌ସର ଅପରେସନ; ଏହି ଭୟଙ୍କର କମାଣ୍ଡର ସମ୍ଭାଳିବେ ରୁଷ୍‌ର ଶାସନ ଭାର!

ରୁଷ୍‌-ୟୁକ୍ରେନ ଯୁଦ୍ଧ ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ କ୍ୟାନସର ରୋଗରେ ଜୁଝି ହେଉଛନ୍ତି। ଦୀର୍ଘ ଦିନରୁ ତାଙ୍କର ଅସୁସ୍ଥତା ଲାଗି ରହିଛି, ଯେଉଁ କାରଣରୁ ସେ କ୍ଷମତାରୁ ଓହରି ଯିବାକୁ ନିଷ୍ପତ୍ତି ନେଇପାରନ୍ତି। ରୁଷ୍‌ ରାଷ୍ଟ୍ରପତିଙ୍କ…

ପୁଣି ୬୦୦୦ କୋଟିର ସହାୟତା ଦେବ ଆମେରିକା ! ଖୁବଶୀଘ୍ର କରିବ ଘୋଷଣା

ଅତିରିକ୍ତ ୬ ହଜାର କୋଟିର ସାମରିକ ସହାୟତା ଦେବ ଆମେରିକା । ୟୁକ୍ରେନକୁ ମିଳିବ ଅଧିକ ଆମେରିକା ସାମରିକ ସହାୟତା । ପୁଣି ୬୦୦୦ କୋଟିର ସହାୟତା ଦେବ ଆମେରିକା । ଖୁବଶୀଘ୍ର ଆମେରିକା କରିବ ଘୋଷଣା । ବାଇଡେନ ଅତିରିକ୍ତ ସହାୟତା ପାଇଁ ଗତକାଲି କହିଛନ୍ତି । ପୂର୍ବରୁ ୨୨ ହଜାର ୫୦୦ କୋଟିର ସହାୟତା…

ୟୁକ୍ରେନ ସୈନିକଙ୍କୁ ଛୁଇଁ ଚାଲିଗଲା ମୃତ୍ୟୁ…! ସ୍ମାର୍ଟଫୋନ ବଞ୍ଚାଇ ଦେଲା ଜୀବନ; ଦେଖନ୍ତୁ ଛାତିଥରା ଭିଡିଓ

ସୋସିଆଲ ମିଡିଆରେ ପ୍ରତିଦିନ ହଜାର ହଜାର ଭିଡିଓ ଭାଇରାଲ ହୋଇଥାଏ। ସେଥିରୁ କିଛି ଭିଡିଓ ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଉଥିବା ବେଳେ ଆଉ କିଛି ଭିଡିଓ ଇମୋସନାଲ୍‌ କରିଦିଏ। କିନ୍ତୁ ଏବେ ୟୁକ୍ରେନରୁ ଯେଉଁ ଭିଡିଓ ସାମ୍ନାକୁ ଆସିଛି, ତାହାକୁ ଦେଖିଲେ ଆପଣ ବି ଥରି ଉଠିବେ। ଇଣ୍ଟରନେଟ୍‌ରେ…