Browsing Tag

salary hike

ବିଧାନସଭାରେ ଉଠିଲା ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ, ଶାସକ ଓ ବିରୋଧୀ ବିଧାୟକଙ୍କ ଦାବି

ଭୁବନେଶ୍ୱର : ବିଧାନସଭାରେ ଉଠିଲା ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ । ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ୍ ବୃଦ୍ଧି ଦାବି କଲେ ବିଧାୟକ । ଉଭୟ ଶାସକ ଓ ବିରୋଧୀ ବିଧାୟକ ଦରମା ବୃଦ୍ଧି ଦାବି କରିଛନ୍ତି । ବିଧାୟକଙ୍କ ଦରମା ବୃଦ୍ଧି ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ଦାବି…

କନିଷ୍ଠ ଶିକ୍ଷକଙ୍କ ପାଇଁ ଖୁସି ଖବର, ଦରମା ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର : କନିଷ୍ଠ ଶିକ୍ଷକଙ୍କ ପାଇଁ ଖୁସି ଖବର । ଦରମା ବୃଦ୍ଧି କଲେ ରାଜ୍ୟ ସରକାର । ୧୬ ହଜାର ଟଙ୍କାକୁ ବଢ଼ିଲା କନିଷ୍ଠ ଶିକ୍ଷକଙ୍କ ଦରମା ।  ପୂର୍ବରୁ ୧୧ହଜାର ୧୦୦ ଟଙ୍କା ମିଳୁଥିିଲା ମାାସିକ ପରିଶ୍ରମ ।  ଏହାସହିତ ଏହି ବର୍ଗର ଶିକ୍ଷକ ମାନଙ୍କ ଇପିଏଫ ପରିମାଣ ମଧ୍ୟ ୧୪୪୩ ଟଙ୍କାରୁ…

ଖୁସି ଖବର ! ଆଉ ଅତିରିକ୍ତ ଦରମା ଫେରାଇବେନି ସରକାରୀ କର୍ମଚାରୀ

ନୂଆ ସରକାର ଆସିବା ପରଠାରୁ ସରକାରଙ୍କ ଠାରୁ ବିଭିନ୍ନ ନୀତିରେ ପରିବର୍ତ୍ତନ ଆଶା କରାଯାଉଛି । ଏହାରି ଭିତରେ ପୁଣି ଏକ ବଡ ଖବର ଆସି ପହଁଚିଛି । ସରକାରୀ କର୍ମଚାରୀଙ୍କ ପାଇଁ ଆସି ପହଞ୍ଚିଛି ଏକ ଖୁସି ଖବର । ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ, ସରକାରୀ କର୍ମଚାରୀ ଆଉ ଫେରାଇବେନି ଅତିରିକ୍ତ…

ମନ୍ତ୍ରୀ, ବିଧାୟକଙ୍କ ଦରମା ବୃଦ୍ଧି ଘୋଷଣା କଲେ ମମତା ବାନାର୍ଜୀ, ଏଣିକି ମାସକୁ ୪୦,୦୦୦ ଟଙ୍କା ଅଧିକ ବେତନ ମିଳିବ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ମନ୍ତ୍ରୀ, ବିଧାୟକଙ୍କ ଦରମା ବୃଦ୍ଧି ଘୋଷଣା କରିଛନ୍ତି। ବିଧାୟକଙ୍କ ଦରମାରେ ମାସିକ ୪୦ ହଜାର ଟଙ୍କା ବୃଦ୍ଧି ଘୋଷଣା କରାଯାଇଛି। ମମତା ବାନାର୍ଜୀ ବିଧାନସଭାରେ କହିଛନ୍ତି ଯେ ମୋ ବେତନରେ କୌଣସି ସଂଶୋଧନ କରାଯାଇ ନାହିଁ, କାରଣ, ମୁଁ…

8th Pay Commission କୁ ନେଇ ଆସିଲା ବଡ଼ ଅପଡେଟ୍, ୪୪% ବଢିବ ସରକାରୀ କର୍ମଚାରୀଙ୍କ ଦରମା

8th Pay Commission କୁ ନେଇ ଆସିଲା ସରକାରଙ୍କ ତରଫରୁ ବଡ ଅପଡେଟ । ନୂଆ ବେତନ କମିଶନ ଲାଗୁ ହେବା ପରେ କର୍ମଚାରୀଙ୍କ ଦରମା ପୁଣି ଥରେ ବଢିବ। ଏନେଇ କଣ ରହିଛି ପୁରା ଖବର ଜାଣି ନିଅନ୍ତୁ.. ଗତ ୨୪ ତାରିଖରେ କେନ୍ଦ୍ର ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବା ଡିଏ କୁ ୪% ବୃଦ୍ଧି…

ଜୋର ଧରିଲା ବିଧାୟକଙ୍କ ଦରମା ବୃଦ୍ଧି ଦାବି, ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କଲେ ବିଧାୟକଗଣ

କେନ୍ୟୁଜ୍(ବ୍ୟୁରୋ): ତେଲେଙ୍ଗାନାରେ ବିଧାୟକଙ୍କୁ ମାସିକ ଦରମା ଓ ଭତ୍ତା ବାବଦରେ ଅଢ଼େଇ ଲକ୍ଷ ଟଙ୍କା ମିଳୁଛି । ମହାରାଷ୍ଟ୍ରରେ ବିଧାୟକଙ୍କୁ ୨ ଲକ୍ଷ ୩୨ ହଜାର ଓ କର୍ଣ୍ଣାଟକରେ ମିଳୁଛି ୨ ଲକ୍ଷ ୫ ହଜାର । ସେହିପରି ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଆଦି ରାଜ୍ୟରେ ବିଧାୟକଙ୍କ ଦରମା ଓ ଭତ୍ତା…

କନିଷ୍ଠ ଶିକ୍ଷକଙ୍କୁ ରାଜ୍ୟ ସରକାରଙ୍କ ନୂଆବର୍ଷ ଭେଟି, ଦରମାରେ ୫୦ ପ୍ରତିଶତ କଲେ ବୃଦ୍ଧି

କେନ୍ୟୁଜ୍(ବ୍ୟୁରୋ): କନିଷ୍ଠ ଶିକ୍ଷକଙ୍କୁ ରାଜ୍ୟ ସରକାରଙ୍କ ନୂଆବର୍ଷ ଭେଟି। କନିଷ୍ଠ ଶିକ୍ଷକଙ୍କୁ ଦରମାରେ ୫୦ ପ୍ରତିଶତ ବୃଦ୍ଧି କଲେ ରାଜ୍ୟସରକାର। ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନରେ ନିୟୋଜିତ ଶିକ୍ଷକଙ୍କ ଦରମା ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଥି। ଏହା ଦ୍ୱାରା ୩୩ହଜାର ୩୮ଜଣ ଶିକ୍ଷକ…

ଦୀପାବଳି ବୋନସ୍‌ ଘୋଷଣା କରି ନିଜ କର୍ମଚାରୀଙ୍କୁ ଖୁସି କରି ଦେଲା ଏହି ସରକାରୀ କମ୍ପାନୀ, ୨୮,୦୦୦ ଟଙ୍କାର ବୋନସ୍‌…

ଦୀପାବଳି ପୂର୍ବରୁ ଏକ ସରକାରୀ କମ୍ପାନୀ ନିଜ କର୍ମଚାରୀଙ୍କ ପାଇଁ ଦିଓ୍ଵାଲି ବୋନସ୍ ଘୋଷଣା କରିଛି। ପବ୍ଲିକ ସେକ୍ଟର କମ୍ପାନୀ Manganese Ore India Limited (MOIL) ଦୀପାବଳିରେ ନିଜର ପ୍ରତ୍ୟେକ କର୍ମଚାରୀଙ୍କୁ ୨୮,୦୦୦ ଟଙ୍କାର ମୋଟା ବୋନସ୍ ଦେବାକୁ ଘୋଷଣା କରିଛି। ଏଥି ସହିତ କମ୍ପାନୀ…

ଜିରୋଧାର ପ୍ରତିଷ୍ଠାତାଙ୍କୁ ପ୍ରତିବର୍ଷ ମିଳିବ ୧୦୦ କୋଟି ଟଙ୍କା ଦରମା, କମ୍ପାନୀ ପାସ୍ କଲା ପ୍ରସ୍ତାବ

ଜିରୋଧାର ମାଲିକଙ୍କୁ ବର୍ଷକୁ ମିଳିବ ୧୦୦ କୋଟି ଟଙ୍କା ଦରମା। ଫିନଟେକ କମ୍ପାନୀ ଜିରୋଧାର ସହ ପ୍ରତିଷ୍ଠାତା ନୀତିନ କାମତ ଓ ନିଖିଲ କାମତଙ୍କୁ ମିଳିବ ଏହି ଅର୍ଥ। ଜିରୋଧା ମୁଖ୍ୟତଃ ସେୟାର ବ୍ରୋକିଂ କ୍ଷେତ୍ରରେ କାମ କରୁଥିବା ଏକ କମ୍ପାନୀ। ଏହା ଲୋକଙ୍କୁ ଟେକ୍ନୋଲୋଜି ମାଧ୍ୟମରେ ଆପ୍…

କରୋନା କାଳରେ ଏହି ରାଜ୍ୟ ବଢ଼ାଇଲା ସ୍ୱାସ୍ଥ୍ୟ କର୍ମୀଙ୍କ ଦରମା, ଏବେ ସମସ୍ତଙ୍କୁ ମିଳିବ ଅଧିକ ୩୦ ହଜାର

କରୋନା ସଙ୍କଟ ମଧ୍ୟରେ ବିହାର ସରକାର ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀଙ୍କ ଦରମା ମୋଟା ଅଙ୍କର ବଢ଼ାଇଛନ୍ତି। ଏହି ସବୁ କର୍ମଚାରୀଙ୍କ ମଧ୍ୟରେ ଡାକ୍ତରଙ୍କ ଠାରୁ ଆରମ୍ଭ କରି ଚପରାସୀ ପର୍ଯ୍ୟନ୍ତ ସବୁ ସ୍ୱାସ୍ଥ୍ୟ କର୍ମୀ ରହିଛନ୍ତି। ରାଜ୍ୟ ସରକାରଙ୍କ ତରଫରୁ ଜାରି ନିର୍ଦ୍ଦେଶ ମୁତାବକ ଡାକ୍ତରଙ୍କ…

LIC କର୍ମଚାରୀଙ୍କ ପାଇଁ ଖୁସି ଖବର! ୧୬ ପ୍ରତିଶତ ବେତନ ବୃଦ୍ଧି ସାଙ୍ଗକୁ ୫ ଦିବସୀୟ କାର୍ଯ୍ୟ ସପ୍ତାହକୁ ମଞ୍ଜୁରୀ

ଏଲ୍‌ଆଇସି କର୍ମଚାରୀଙ୍କ ପାଇଁ ଖୁସି ଖବର। ବିତ୍ତୀୟ ସେବା ବିଭାଗ(DFS) କର୍ମଚାରୀମାନଙ୍କ ବେତନ ୧୬ ପ୍ରତିଶତ ବୃଦ୍ଧି କରିଛି। ଏଲ୍‌ଆଇସିର ୧ ଲକ୍ଷରୁ ଅଧିକ କର୍ମଚାରୀଙ୍କୁ ଅନ୍ୟ କେତେକ ଭତ୍ତା ସହିତ ଆସିଥିବା ବେତନ ସଂଶୋଧନରୁ ଲାଭ ମିଳିବ। ବେତନ ବୃଦ୍ଧି ବାସ୍ତବରେ ଲମ୍ବା ସମୟ ପରେ ଆସିଛି।…