Browsing Tag

sambit patra

ଏକ ମାସ ପର୍ଯ୍ୟନ୍ତ କଣାସର ବନ୍ୟା ପ୍ରଭାବିତଙ୍କୁ ରିଲିଫି ସାମଗ୍ରୀ ଦିଆଯାଉ: SRCଙ୍କୁ ଭେଟି ଦାବି କଲେ ସମ୍ୱିତ ପାତ୍ର

ଭୁବନେଶ୍ବର(କେନ୍ୟୁଜ୍): ପୁରୀ ଜିଲ୍ଲା ବନ୍ୟା ପ୍ରଭାବିତ ଅଞ୍ଚଳ ଅନୁଧ୍ୟାନ କରି ସାରିବା ପରେ ଆଜି ଲୋକ ସେବା ଭବନରେ SRCଙ୍କୁ ଭେଟିଲା ବିଜେପି ଟିମ।ସ୍ଥାନୀୟ ନେତାଙ୍କ ସହ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ବିଭିନ୍ନ ଦାବି ନେଇ SRC ଙ୍କୁ ଜଣାଇଥିଲେ। ଦାବି ମାନକ ମଧ୍ୟରୁ ପ୍ରମୁଖ…

ଚିଲିକା ବିଧାୟକ ବିଜେଡିରେ ନାହାନ୍ତି, ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ: ସସ୍ମିତ…

ଭୁବନେଶ୍ୱର (କେନ୍ୟୁଜ): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେଡିରେ ନାହାନ୍ତି । ବାଣପୁରରେ ବିଜେପି ଶୋଭାଯାତ୍ରା ବେଳେ ଲୋକଙ୍କ ଉପରେ ଗାଡ଼ି ଚଢ଼ାଇ ଦେବା ଘଟଣାରେ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ । ଆଜି ପ୍ରେସମିଟରେ ଏକଥା ସ୍ପଷ୍ଟ କରିଛନ୍ତି ବିଜେଡି…

ପୁରୀ ଲୋକସଭା ପ୍ରାର୍ଥୀ ଡା.ସମ୍ବିତ୍ ପାତ୍ରଙ୍କ ମହାନତା, ନିଜେ ଆମ୍ବୁଲାନ୍ସରେ ବସି ରୋଗୀକୁ ନେଲେ ଚିକିତ୍ସା ପାଇଁ

ଟାଙ୍ଗୀ:  ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ଅଧିନସ୍ଥ ଆଙ୍କୁଲା ଗ୍ରାମର ସନ୍ତୋଷ ବାରିକ, ବୟସ ୩୨ ବର୍ଷ ହେବ । ପରିବାର କହିଲେ ୬୨ବର୍ଷର ବୃଦ୍ଧ ବାପା , ୫୮ ବର୍ଷର ମା। କୁଳ ବେଉସା କହିଲେ ଚୁଟି ଦାଢି କାଟି ଦିପଇସା ରୋଜଗାର କରିବା । ବହୁ ଦୁଖଃ କଷ୍ଟରେ ପରିବାର ଚଳାଇ ଆସୁଥିଲେ ବାପା ଅଇଠି…

ଅରୁଚିକର ଓ ଅଶାଳୀନ ମନ୍ତବ୍ୟ ଦେଇଥିବାରୁ ସମ୍ବିତ ପାତ୍ରଙ୍କ ବିରୋଧରେ ମାନହାନି ମକଦ୍ଦମା କଲେ ମହମ୍ମଦ ମୋକିମ

କେନ୍ୟୁଜ୍(ବ୍ୟୁରୋ):  ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ବିରୋଧରେ ମାନହାନି ମକଦ୍ଦମା । କଟକ ଏସଡିଜେଏମଙ୍କ କୋର୍ଚରେ ମାମଲା ରୁଜୁ କରିଛନ୍ତି ବାରବାଟୀ-କଟକର କଂଗ୍ରେସ ବିଧାୟକ ମହମ୍ମଦ ମୋକିମ । ପରୀ ହତ୍ୟା ଘଟଣାରେ ଗତବର୍ଷ ନଭେମ୍ବର ୩୦ ତାରିଖରେ କଂଗ୍ରେସର ୯ ଜଣ…

କରୋନା ଲକ୍ଷଣ ଯୋଗୁଁ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟିର ମୁଖପାତ୍ର ତଥା ଓଡ଼ିଆ ନେତା ସମ୍ବିତ ପାତ୍ର ଡାକ୍ତରଖାନାରେ ଭର୍ତ୍ତି । ତାଙ୍କ ଠାରେ କୋଭିଡ୍‌-୧୯ ଲକ୍ଷଣ ରହିଥିବା ଜଣାପଡ଼ିବା ପରେ ତାଙ୍କୁ ଗୁରଗାଓଁ ସ୍ଥିତ ମେଦାନ୍ତ ହସପିଟାଲରେ ଚିକିତ୍ସା କରାଯାଉଛି । ଏହି ଓଡ଼ିଆ ନେତା ନିଜର ଚମତ୍କାର କଥନ ଶୈଳୀ ପାଇଁ…

KBC ର ୨୦ ହଜାର ପ୍ରଶ୍ନର ଉତ୍ତର ଅପ୍ସନରେ ଆସିଲା ଭାରତୀୟ ଜନତା ପାର୍ଟିର ପ୍ରବକ୍ତା ସମ୍ବିତ୍‌ ପାତ୍ରଙ୍କ ନାଁ

ଭାରତୀୟ ଜନତା ଦଳର ପ୍ରବକ୍ତା ସମ୍ବିତ ପାତ୍ର ନିଜର ବୟାନ ଏବଂ ଖାସ୍‌ ଅନ୍ଦାଜ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। କିଛି ଦିନ ପୂର୍ବରୁ ଲୋକସଭା ନିର୍ବାଚନରେ ତାଙ୍କ ପ୍ରଚାର ମଧ୍ୟ ଖୁବ୍‌ ଚର୍ଚ୍ଚାରେ ରହିଥିଲା। ଏହି କାରଣରୁ ‘କନ ବନେଗା କରୋଡପତି’ ରେ ୨୦ ହଜାର ଟଙ୍କାର ପ୍ରଶ୍ନର ଉତ୍ତରରେ…

ଅଡୁଆରେ ସମ୍ବିତ ପାତ୍ର, ବିନା ଅନୁମତିରେ ରାଲି କରିଥିବାରୁ କାରଣ ଦର୍ଶାଇ ନୋଟିସ୍

ପୁରୀ : ବଢୁଛି ସମ୍ବିତ ପାତ୍ରଙ୍କ ଅଡୁଆ । ପୁରୀ ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କୁ ନୋଟିସ୍‌ । ପୁରୀ ଜିଲ୍ଲାପାଳ ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ କରିଛନ୍ତି। ନିର୍ବାଚନ ଆଚରଣବିଧି ଉଲଘଂନ ଅଭିଯୋଗରେ ଏହି ନୋଟିସ୍‌ ଜାରି ହୋଇଛି। ଶୋଭାଯାତ୍ରା ପାଇଁ ଅନୁମତି ନନେଇ…

ଜଗନ୍ନାଥଙ୍କୁ ଧରି ପ୍ରଚାର କରିବା ସମ୍ବିତଙ୍କ ପାଇଁ ହେଲା ଅଡୁଆ, ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ

ପୁରୀ : ପ୍ରଚାରରେ ଲାଗିଛନ୍ତି ସମ୍ବିତ ପାତ୍ର। ଜଗନ୍ନାଥଙ୍କୁ ଧରି ପ୍ରଚାର କରିବା ତାଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି। ଗତକାଲି ରୋଡ୍‌ ଶୋରେ ଜଗନ୍ନାଥଙ୍କୁ ଧରି ପ୍ରଚାର କରିଥିଲେ। ଯାହା ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ ବୋଲି ଅଭିଯୋଗ ହୋଇଛି। ଖୋଲା ଜିପ୍‌ରେ ଏପରି ମହାପ୍ରଭୁଙ୍କୁ ଧରି ପ୍ରଚାର…