Browsing Tag

sand art

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପୁରୀ ବେଳାଭୂମିରେ ବାଲୁକାକଳା, ଆଜିଠୁ ଆରମ୍ଭ ରଥ ନିର୍ମାଣ

ପୁରୀ (କେନ୍ୟୁଜ୍) : ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପୁରୀ ବେଳାଭୂମିରେ ବାଲୁକାକଳା । ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏହି ସୁନ୍ଦର ବାଲୁକାକଳା ନିର୍ମାଣ କରି ଅକ୍ଷୟ ତୃତୀୟାର ଶୁଭେଚ୍ଛା ଜଣାଇଛନ୍ତି । ଆଜି ମଧ୍ୟ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ରଥ ନିର୍ମାଣର ଅନୁକୂଳ…

ଆଜି ପୃଥିବୀ ପାଇଁ ଦିନଟିଏ: ବାଲୁକାକଳାରେ ଶୁଭେଚ୍ଛା ଜଣାଇଛନ୍ତି ଆନ୍ତର୍ଜାତିକ ବାଲୁକାଶିଳ୍ପୀ ମାନସ ସାହୁ

ପୁରୀ(କେନ୍ୟୁଜ୍): ଆଜି ବିଶ୍ୱ ପୃଥିବୀ ଦିବସ । ବାଲୁକାକଳା କରି ଶୁଭେଚ୍ଛା ଜଣାଇଛନ୍ତି ଆନ୍ତର୍ଜାତିକ ବାଲୁକାଶିଳ୍ପୀ ମାନସ କୁମାର ସାହୁ । ପୁରୀ ଲାଇଟ୍‌ ହାଉସ୍‌ ବେଳାଭୂମିରେ ବାଲୁକାକଳା ନିର୍ମାଣ କରିଛନ୍ତି । ପୃଥିବୀକୁ ସରସ ସୁନ୍ଦର କରିବା ପାଇଁ ବାଲୁକାକଳା ମାଧ୍ୟମରେ ଆହ୍ଵାନ ଦେଇଛନ୍ତି…

ଆଜି ପବିତ୍ର ହନୁମାନ ଜୟନ୍ତ୍ରୀ ସହ ଓଡ଼ିଆ ନବବର୍ଷ, ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ମାନସ ସାହୁଙ୍କ ଦ୍ବାରା ବାଲୁକା…

ପୁରୀ(କେନ୍ୟୁଜ): ଆଜି ପବିତ୍ର ହନୁମାନ ଜୟନ୍ତ୍ରୀ ସହ ଓଡ଼ିଆ ନବବର୍ଷ। ଅନ୍ୟପଟ ଗଂଜାମ ଜିଲ୍ଲାରେ ଚାଲିଥିବା ଦଣ୍ଡ ଯାତ୍ରାର ଆଜି ହେଉଛି ଉଦ୍‌ଯାପନି ଦିବସ। ସେହିପରି ଆଜିର ଦିବସକୁ ବିଷୁବ ସଂକ୍ରାନ୍ତି ତଥା ପଣା ସଂକ୍ରାନ୍ତି ଭାବେ ପାଳନ କରାଯାଏ। ଏଥିପାଇଁ ହନୁମାନ ମନ୍ଦିର ଗୁଡ଼ିକରେ ସକାଳ…

“ୱାଲଡ଼ ହେଲଥ ଦିବସ” ଉପଲକ୍ଷେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁଙ୍କ ବାଲୁକା କଳା…

"ୱାଲଡ଼ ହେଲଥ ଦିବସ" ଉପଲକ୍ଷେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀର ଲାଇଟ ହାଉସ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି । ଏହି ବାଲୁକା କଳାରେ ସୁସ୍ଥ ରହିବାର ସଚେତନତାକୁ ନେଇ ବାର୍ତ୍ତା ଦେଇଛନ୍ତି । ଏଥିରେ ସେ ସମସ୍ତଙ୍କୁ ଯୋଗ, ବ୍ୟାୟମ କରିବା, ପୌଷ୍ଟିକ ଖାଦ୍ୟ…

ଉତ୍କଳ ଦିବସ ଉପଲକ୍ଷେ ଶିଳ୍ପୀ ମାନସ ସାହୁଙ୍କ ଦ୍ବାରା ପୁରୀ ବେଳାଭୂମିରେ ବାଲୁକା କଳା

ପୁରୀ(କେନ୍ୟୁଜ୍): ଉତ୍କଳ ଦିବସ ଉପଲକ୍ଷେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ ସାହୁ ପୁରୀ ଲାଇଟ୍‌ ହାଉସ ନିକଟସ୍ଥ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି । ବନ୍ଦେ ଉତ୍କଳ ଜନନୀ ଥିମ୍‌କୁ ଆଧାର କରି ଓଡିଶାର ପ୍ରତିଷ୍ଠା ଦିବସରେ ଓଡିଶାର କଳା, ସଂସ୍କୃତି ଓ ବୀରତ୍ୱର ଗାଥାକୁ ବାଲୁକା…

ଆଜି ଯକ୍ଷ୍ମା ଦିବସ: ପୁରୀ ବେଳାଭୂମିରେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ବାରା ବାଲୁକା କଳା

ପୁରୀ(କେନ୍ୟୁଜ୍): ଆଜି ଯକ୍ଷ୍ମା ଦିବସ । ଏହି ଯକ୍ଷ୍ମା ଦିବସ ଅବସରରେ ପୁରୀ ବେଳାଭୂମିରେ ବାଲୁକାକଳା । ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏହି ବାଲୁକାକଳା ନିର୍ମାଣ କରି ଯକ୍ଷ୍ମା ରୋଗ ସମ୍ପର୍କରେ ସଚେତନତାର ବାର୍ତ୍ତା ଦେଇଛନ୍ତି। ଦେଶ ବ୍ୟାପି ଯକ୍ଷ୍ମାରୋଗକୁ ସମ୍ପୂର୍ଣ ହଟାଇବା ପାଇଁ…

କଶ୍ମୀର ଫାଇଲ ଚଳଚ୍ଚିତ୍ରକୁ ନେଇ ପୁରୀ ବେଳାଭୂମିରେ ବାଲୁକା କଳା

ପୁରୀ(କେନ୍ଯୁଜ୍): କଶ୍ମୀର ଫାଇଲ ଚଳଚ୍ଚିତ୍ରକୁ ନେଇ ପୁରୀ ବେଳାଭୂମିରେ ବାଲୁକା କଳା । ବାଲୁକା କଳା ନିର୍ମାଣ କରିଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟାନୟକ । କଶ୍ମୀରରେ କିପରି କଶ୍ମୀର ପଣ୍ଡିତଙ୍କୁ ବିତାଡିତ କରାଯାଇଥିଲା, ତାର ଇତିହାସକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି । ସେମାନଙ୍କ…

ପୁରୀ ବେଳାଭୁମିରେ ବାଲୁକା କଳାରେ ମା ସରସ୍ୱତୀ

ପୁରୀ(କେନ୍ଯୁଜ୍): ବାଲୁକା କଳାରେ ମା ସରସ୍ୱତୀ । ପୁରୀ ବେଳାଭୁମିରେ ତିଆରି ହୋଇଛି ବାଲୁକା କଳା । ବାଲୁକା ଶିଳ୍ପୀ ସୁଦର୍ଶନ ପଟନାୟକ ବାଲୁକା କଳା ମାଧ୍ୟମରେ ସରସ୍ୱତୀ ପୂଜାର ଅଭିନନ୍ଦନ ଜଣାଇଛନ୍ତି । ଏହି ବାଲୁକା କଳା ପର୍ଯ୍ୟଟକ ଓ କଳାପ୍ରେମୀଙ୍କୁ ବେଶ ଆକର୍ଷିତ କରିଛି ।

ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ଯମରେ ଗଣତନ୍ତ୍ର ଦିବସର ଶୁଭେଚ୍ଛା

ପୁରୀ(କେନ୍ଯୁଜ୍): ବାଲୁକାରେ ଗଣତନ୍ତ୍ର ଦିବସର ଶୁଭେଚ୍ଛା । ଅନ୍ତର୍ଜାତୀୟ ବାଲୁକା କଳା ଶିଳ୍ପୀ ମାନସ ସାହୁ ପୁରୀ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି । ୭୩ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସେ ବାଲୁକା କଳାରେ ଇଣ୍ଡିଆ ଗେଟର ନିର୍ମାଣ କରିଛନ୍ତି । ଇଣ୍ଡିଆ ଗେଟରେ ତ୍ରିରଙ୍ଗା…

ବାଲୁକା କଳା ମାଧ୍ୟମରେ ଲତା ମଙ୍ଗେସକରଙ୍କ ଆଶୁ ଆରୋଗ୍ୟ କାମନା କଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ (କେନ୍ୟୁଜ): ଲତା ମଙ୍ଗେସକରଙ୍କ ଆଶୁ ଆରୋଗ୍ୟ କାମନା କରି ପୁରୀ ବେଳାଭୂମିରେ ବାଲୁକାକଳା। ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବାଲୁକା କଳା କରି ସ୍ୱର ସମ୍ରାଙ୍ଗିଙ୍କ ସୁସ୍ଥତା କାମନା କରିଛନ୍ତି। ସୁଦର୍ଶନଙ୍କ ରଙ୍ଗୀନ କଳାକୃତି ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼…

ବାଲୁକା ଚିତ୍ରକଳାରେ ନବବର୍ଷର ଶୁଭେଚ୍ଛା, ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ(କେନ୍ଯୁଜ୍):ବାଲୁକା ଚିତ୍ରକଳାରେ ନବବର୍ଷର ଶୁଭେଚ୍ଛା । ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବିଶାଳ ବାଲୁକା ଚିତ୍ରକଳା କରି ବିଶ୍ୱବାସୀଙ୍କୁ ନବ ବର୍ଷର ଅଭିନନ୍ଦନ ଦେଇଛନ୍ତି । ଚଳିତ ବର୍ଷ ବାଲୁକା ଚିତ୍ର କଳାରେ ବାର୍ତ୍ତା ରହିଛି ପରିବେଶ ସୁରକ୍ଷା ।…

ବାଲୁକା ଚିତ୍ରକଳାରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବିଶ୍ୱବାସୀଙ୍କୁ ନବ ବର୍ଷର ଅଭିନନ୍ଦନ

ପୁରୀ(କେନ୍ୟୁଜ୍): ବାଲୁକା ଚିତ୍ରକଳାରେ ନବବର୍ଷର ଶୁଭେଚ୍ଛା । ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବିଶାଳ ବାଲୁକା ଚିତ୍ରକଳା କରି ବିଶ୍ୱବାସୀଙ୍କୁ ନବ ବର୍ଷର ଅଭିନନ୍ଦନ ଦେଇଛନ୍ତି । ଚଳିତ ବର୍ଷ ବାଲୁକା ଚିତ୍ର କଳାରେ ବାର୍ତା ରହିଛି ପରିବେଶ ସୁରକ୍ଷା…