ସପନା ଚୌଧୁରୀଙ୍କ ନାଁରେ ଗିରଫ ଓ୍ଵାରେଣ୍ଟ ଜାରି, ପ୍ରୋଗ୍ରାମ୍ କ୍ୟାନ୍ସଲ କରି ଟଙ୍କା ହଜମ କରିଥିବା ଅଭିଯୋଗ
ଜଣାଶୁଣା ଡ୍ୟାନ୍ସର ସପନା ଚୌଧୁରୀଙ୍କ ବିରୋଧରେ ଲକ୍ଷ୍ନୌର ଏସ୍ସିଜେଏମ୍ କୋର୍ଟ ଗିରଫ ପରଓ୍ଵାନା ଜାରି କରିଛନ୍ତି। ଡ୍ୟାନ୍ସ କାର୍ଯ୍ୟକ୍ରମ ରଦ୍ଦ କରି ଟିକେଟ ପଇସା ନ ଫେରାଇବା ଯୋଗୁ ସପନାଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ଏହି ମାମଲା ୪ ବର୍ଷ ତଳର। ଏହି ମାମଲାର ଶୁଣାଣି ବେଳେ ସପନା…