Browsing Tag

school students

ସହପାଠୀଙ୍କ କମ୍ପାସ ଆକ୍ରମଣରେ ଛାତ୍ର ଗୁରୁତର, ୧୦୦ ଥର ଦେଇଥିଲେ ଆଘାତ

ବର୍ତ୍ତମାନ ସୋସିଆଲ ମିଡିଆର ପ୍ରଭାବ ପିଲାମାନଙ୍କ ଉପରେ ବହୁତ ଅଧିକ ପଡୁଛି । ଖେଳ କୁଦ ଅପେକ୍ଷା ପିଲାମାନେ ମୋବାଇଲ ଅଧିକ ବ୍ୟବହାର କରୁଛନ୍ତି । ମୋବାଇଲରେ ଅପରାଧିକ ଜିନିଷ ଦେଖିବା ଦ୍ୱାରା ତାଙ୍କ ଉପରେ ଏହାର କୁପ୍ରଭାବ ପଡୁଛି । ତେଣୁ ପିଲାମାନେ ବହୁତ ହିଂସ୍ର ସ୍ୱଭାବର ହୋଇଗଲେଣି ।…

ଅସୁରକ୍ଷିତ ଶ୍ରେଣୀଗୃହରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ

ଯାଜପୁର(କେନ୍ୟୁଜ୍): ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର । ଶ୍ରେଣୀଗୃହରୁ ଉଦ୍ଧାର ହେଲା ଛାତ୍ରୀଙ୍କ ମୃତଦେହ । ଯାଜପୁର ବାଲିଚନ୍ଦ୍ରପୁର ବାଞ୍ଛାନିଧି ସ୍କୁଲରେ ଏହି ଅଘଟଣ ଘଟିଛି । ଅସୁରକ୍ଷିତ ଶ୍ରେଣୀଗୃହରୁ ମୃତଦେହ ଉଦ୍ଧାର । ମୃତ ଛାତ୍ରୀ ହେଲେ ପଙ୍କଜ ରାଉତଙ୍କ ଝିଅ । ପରିବାର ଲୋକ…

ସ୍କୁଲରେ ପିଲାଙ୍କ ଉପରେ ପଡିଗଲା ଏକ ବିରାଟ ଗଛ, ଜଣେ ମୃତ

ଚଣ୍ଡୀଗଡ଼ରେ ଶୁକ୍ରବାର ସେକ୍ଟର ୯ ସ୍ଥିତ କାର୍ମେଲ କନଭେଣ୍ଟ ସ୍କୁଲରେ ପିଲାଙ୍କ ଉପରେ ଏକ ବିରାଟ ଆକାରର ଗଛ ପଡିଯାଇଛି । ଘଟଣାରେ ଏକ ଶିଶୁର ମୃତ୍ୟୁ ହୋଇଛି । ଯେବେକି କିଛି ପିଲା ଗୁରୁତର ଭାବେ ଆହତ ହୋଇଛନ୍ତି । ସମସ୍ତଙ୍କୁ ଆମ୍ବୁଲାନ୍ସ ଜରିଆରେ ହସ୍ପିଟାଲରେ ପହଞ୍ଚାଯାଇଛି । ସିଭିଲ…

ନୂଆ ଶିକ୍ଷା ବର୍ଷରୁ ଚତୁର୍ଥରୁ ଦ୍ୱାଦଶ ଛାତ୍ରଛାତ୍ରୀ ପଢିବେ ବିପର୍ଯ୍ୟୟ ପରିଚାଳନା ପାଠ: ବିଦ୍ୟାଳୟ ଗଣଶିକ୍ଷା…

ଭୁବନେଶ୍ୱର(କେନ୍ୟୁଜ୍‌): ଛାତ୍ରଛାତ୍ରୀ ଶିଖିବେ ଦୁର୍ବିପାକ ମୁକାବିଲା କୌଶଳ। ନୂଆ ଶିକ୍ଷାବର୍ଷରୁ ଚତୁର୍ଥରୁ ଦ୍ୱାଦଶ ଛାତ୍ରଛାତ୍ରୀ ବିପର୍ଯ୍ୟୟ ପରିଚାଳନାର ପାଠ ପଢିବେ। ସ୍କୁଲ ଓ ଗଣଶିକ୍ଷା ବିଭାଗ ପ୍ରାଥମିକରୁ ଉଚ୍ଚ ମାଧ୍ୟମିକ ସ୍ତରରେ ବିପର୍ଯ୍ୟୟ ପରିଚାଳନା ପାଠ୍ୟକ୍ରମକୁ ପ୍ରସ୍ତୁତ…

ସ୍କୁଲ ପିଲାଙ୍କୁ ନେବା ଆଣିବା କରୁଥିବା ବସ୍ ଓ ଛୋଟ ଗାଡିର କଡାକଡି ଯାଞ୍ଚ, ଆଜିଠୁ ୨୭ ଯାଏଁ ଚାଲିବ ଏହି ସ୍ୱତନ୍ତ୍ର…

କେନ୍ୟୁଜ୍: ରାଜ୍ୟ ସରକାରଙ୍କୁ ସ୍କୁଲ ପିଲାଙ୍କ ଚିନ୍ତା। ସ୍କୁଲ ପିଲାଙ୍କୁ ନେବା ଆଣିବା କରୁଥିବା ବସ କିମ୍ବା ଛୋଟ ଗାଡିର ;ଚାଲିଛି କଡାକଡି ଯାଞ୍ଚ। ଆଜିଠୁ ୨୭ ତାରିଖ ଯାଏଁ ଚାଲିବ ଏହି ସ୍ୱତନ୍ତ୍ର ଡ୍ରାଇଭ୍‌। ଏହି ସ୍ପେଶାଲ୍‌ ଡ୍ରାଇଭରେ ସ୍କୁଲ ପିଲାଙ୍କୁ ନେବା ଆଣିବା କରୁଥିବା ସବୁ…

ଦିଲ୍ଲୀରେ ହୁ ହୁ ହୋଇ ବଢ଼ୁଛି ସଂକ୍ରମଣ, ପୁଣି ୮ ଜଣ ପଜିଟିଭ୍‌ ଚିହ୍ନଟ ହେବା ପରେ ବନ୍ଦ ହେଲା ସ୍କୁଲ

ନୂଆଦିଲ୍ଲୀ: ଦେଶରେ ଗତ କିଛି ଦିନ ହେଲାଣି କରୋନା ସଂକ୍ରମଣ କମ୍‌ ଥିବା ବେଳେ ଏବେ ପୁଣି ସଂକ୍ରମିତଙ୍କ ସଂଖ୍ୟା ବଢ଼ିଛି। ଦିଲ୍ଲୀ-ଏନ୍‌ସିଆରର ସ୍କୁଲରେ ୮ ଛାତ୍ରଛାତ୍ରୀ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ପୁଣିଥରେ ଚିନ୍ତା ବଢ଼ିଛି। କିଛି ଦିନରେ ଦିଲ୍ଲୀ ସମେତ ନୋଏଡ଼ା-ଗାଜିଆବାଦ ରେ କରୋନା…

ପାଠପଢ଼ା ସମୟରେ ସ୍କୁଲ ଗେଟକୁ ରଙ୍ଗ କରୁଛନ୍ତି ଛାତ୍ର , ଅନୁଗୁଳ କୁଇଓ ହାଇସ୍କୁଲରେ ଦେଖିବାକୁ ମିଳିଛି ଏଭଳି ଚିତ୍ର 

ଅନୁଗୁଳ: ସଭିଏଁ ପଢ଼ିବେ, ସଭିଏଁ ବଢିବେ। ସମସ୍ତଙ୍କୁ ଶିକ୍ଷା ପାଇଁ ସରକାର କେତେ କଣ ଯୋଜନା କରୁଛନ୍ତି। କିନ୍ତୁ ବିଭିନ୍ନ ସମୟରେ ଏମିତି ବି ଅଭିଯୋଗ ଆସେ ଯେ, କୋମଳମତି ପିଲାଙ୍କୁ ସ୍କୁଲ କାମରେ ଲଗାଯାଉଛି। ପାଠପଢ଼ା ବଦଳରେ ସ୍କୁଲ ପରିସର ଓ କ୍ଲାସ ରୁମକୁ ସଫାସୁତୁରା କରିବା କାମରେ…

କଟକ: ସ୍କୁଲର ବିଭିନ୍ନ ସମସ୍ୟା ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଛାତ୍ରଛାତ୍ରୀ

କଟକ(କେନ୍ୟୁଜ୍): ଆନ୍ଦୋଳନରେ ବସିଲେ ଛାତ୍ରଛାତ୍ରୀ । ସ୍କୁଲ ସମସ୍ୟା ନେଇ ଶ୍ରେଣୀଗୃହ ବର୍ଜନ କରି ସେମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନନ୍ତେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟରେ । ସ୍କୁଲରେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ପିଲା ପାଠ ପଢନ୍ତି ।…

ପିଲାଙ୍କଠାରୁ ମୋବାଇଲ୍‌ ଛଡ଼ାଇବା ପାଇଁ ଏହି ଅଭିନବ ଉପାୟ ଅବଲମ୍ବନ କରିବେ ହିମାଚଳ ସରକାର

ହିମାଚଳ ପ୍ରଦେଶ: ପିଲାଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ହାତରେ ଏବେ ମୋବାଇଲ୍‌ ଦେଖିବାକୁ ମିଳୁଛି। ସ୍କୁଲ ପିଲାମାନେ ଏବେ ପାଠପଢ଼ା ଛାଡ଼ି ଘଣ୍ଟା ଘଣ୍ଟା ମୋବାଇଲ୍‌ରେ ଅତିବାହିତ କରୁଛନ୍ତି। ପିଲାଙ୍କର ଏହି ବଦଭ୍ୟାସ ଛଡ଼ାଇବା ପାଇଁ ଅଭିଭାବକ ଚିନ୍ତାରେ ପଡ଼ିଥିବା ବେଳେ ହିମାଚଳ ପ୍ରଦେଶ…

ଯାଜପୁର : ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ

ଯାଜପୁର : ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା ପକାଇଲେ ଅବିଭାବକ ଓ ଛାତ୍ରଛାତ୍ରୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବଡଚଣା ବ୍ଲକ କୁନ୍ଦଳ ପଞ୍ଚାୟତ ଗରଗାଲି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ସ୍କୁଲର ଆଠଟି ଶ୍ରେଣୀରେ ମାତ୍ର ୪ ଜଣ ଶିକ୍ଷକ ଅଛନ୍ତି । ଫଳରେ…