Browsing Tag

section 144

ନାଲ୍‌କୋ ଅଁଳାବାଡ଼ିରେ ୧୪୪ ଧାରା, କମ୍ପାନୀରେ ନିଯୁକ୍ତି ଦାବିରେ ଗତ ୧୭ ତାରିଖରୁ ଚାଲିଛି ଅନ୍ଦୋଳନ ଓ ରାସ୍ତାରୋକ

ଅନୁଗୁଳ: ନାଲ୍‌କୋ ଅଁଳାବାଡ଼ିରେ ୧୪୪ ଧାରା। କମ୍ପାନୀରେ ନିଯୁକ୍ତି ଦାବିରେ ଗତ ୧୭ ତାରିଖରୁ ଚାଲିଛି ଅନ୍ଦୋଳନ ଓ ରାସ୍ତାରୋକ। ଥଇଥାନ ଉପରେ ପୁନଃ ଥଇଥାନ ଦାବିରେ LDP ସଂଘ ପକ୍ଷରୁ ରାସ୍ତାରୋକ କରାଯାଇଛି। ଆନ୍ଦୋଳନକାରୀମାନେ ଖଣି ରାସ୍ତାକୁ ଅବରୋଧ କରିଛନ୍ତି। ଫଳରେ ଦାମନଯୋଡି ନାଲ୍‌କୋରେ…

ମାଘ ସପ୍ତମୀ ବୁଡ଼ ବନ୍ଦ, ଆସନ୍ତା ୧୯ ତାରିଖରେ ଚନ୍ଦ୍ରଭାଗାରେ ୧୪୪ ଧାରା

ଭୁବନେଶ୍ୱର (କେନ୍ୟୁଜ) : ଆସନ୍ତା ୧୯ରେ ମାଘ ସପ୍ତମୀ ଥିବାରୁ ଚନ୍ଦ୍ରଭାଗାରେ ୧୪୪ ଧାରା ଜାରି କରାଯାଇଛି। ୧୮ ତାରିଖ ଦିନ ୧୧ ଟାରୁ ୧୯ ତାରିଖ ଦିନ ୧ଟା ଯାଏଁ ୧୪୪ ଧାରା ଜାରି କରାଯାଇଛି। ସାଧାରଣ ଲୋକଙ୍କୁ ଚନ୍ଦ୍ରଭାଗାରେ ବୁଡ ପକାଇବା ନେଇ ପ୍ରଶାସନ ବାରଣ କରିଛି। ତେବେ ୩ ଠାକୁରଙ୍କ…

ଧବଳେଶ୍ୱରଙ୍କ ପୀଠରେ ଜାରି ହେବ ୧୪୪ ଧାରା, ମକର ସଂକ୍ରାନ୍ତି ପାଇଁ କଡା କଟକଣା

ଆଠଗଡ (କେନ୍ୟୁଜ୍‌) : ଧବଳେଶ୍ବରଙ୍କ ପୀଠରେ ୧୪୪ ଧାରା। ଆସନ୍ତା ୧୪ ତାରିଖ ମକର ସଂକ୍ରାନ୍ତିରେ ଧବଳେଶ୍ବରଙ୍କ ପୀଠରେ ବନ୍ଦ ରିହବ ସାଧାରଣ ଦର୍ଶନ । ପ୍ରଶାସନ ପକ୍ଷରୁ ଧବଳେଶ୍ବରଙ୍କ ପୀଠରେ ଜାରି ହେଲା ୧୪୪ ଧାରା । ଭିଡ ଏବଂ କରୋନା ମହାମାରୀକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏଭଳି…

୭ଦିନ ପାଇଁ ଆଖଣ୍ଡଳମଣି ପୀଠରେ ୧୪୪ ଧାରା ଜାରି, ଶିବଗଙ୍ଗା ପୁଷ୍କରିଣୀରେ ଭକ୍ତ କରିପାରିବେନି ବୋଇତ ବନ୍ଦାଣ

ଚାନ୍ଦବାଲି: ୭ଦିନ ପାଇଁ ଆଖଣ୍ଡଳମଣି ପୀଠରେ ୧୪୪ ଧାରା ଜାରି। ଶିବଗଙ୍ଗା ପୁଷ୍କରିଣୀରେ ଭକ୍ତ କରିପାରିବେନି ବୋଇତ ବନ୍ଦାଣ। ୨୪ତାରିଖଠାରୁ ଆରମ୍ଭ କରି ୩୦ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିବ। ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଦିନ ଭକ୍ତ ତଥା ସାଧାରଣ ଲୋକମାନେ ଶିବଗଙ୍ଗା…

ଜଗତସିଂହପୁର ଜିଲ୍ଲାର ଦୁଇଟି ଶକ୍ତିପୀଠରେ ୧୪୪ ଧାରା, ପଣା ସଂକ୍ରାନ୍ତି ଝାମୁ ଯାତ୍ରା ପାଇଁ କଟକଣା ଜାରି

ଜଗତସିଂହପୁର (କେନ୍ୟୁଜ) : ଶକ୍ତିପୀଠରେ ୧୪୪ ଧାରା, ଜଗତସିଂହପୁର ଜିଲ୍ଲାର ଦୁଇଟି ଶକ୍ତିପୀଠରେ ୧୪୪ ଧାରା ଜାରି କଲା ଜିଲ୍ଲା ପ୍ରଶାସନ। ସେହି ଶକ୍ତିପୀଠ ଦୁଇଟି ହେଉଛି ଝଙ୍କଡ଼ ମା’ ଶାରଳା ପୀଠ ଓ ବାଲିକୁଦା ଥାନା ପରାହାଟ ଭଗବତୀ ମନ୍ଦିର । ପଣା ସଂକ୍ରାନ୍ତି ଝାମୁ ଯାତ୍ରା ପାଇଁ ଲୋକେ…

ଢେଙ୍କାନାଳ: ପାଚେରୀ ଡେଇଁ କପି ଦେବା ଓ ପୋଲିସ ଦ୍ବାରା ମାଡ ଖାଇ ଜଣେ ବ୍ୟକ୍ତି ଲହୁଲୁହାଣ ହେବା ପରେ ପ୍ରଶାସନର ଚେତା…

ଢେଙ୍କାନାଳ(କେନ୍ୟୁଜ୍): ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ ବ୍ଲକ ବିରିବୋଇଲି ଜନତା ଉଚ୍ଚ ବିଦ୍ୟାଳୟରେ ପାଚେରୀ ଡେଇଁ କପି ଦେବା ଓ ଗଡପଳାଶୁଣି ବାପୁଜୀ ଉଚ୍ଚ ବିଦ୍ୟାଳୟରେ ପୋଲିସ ମାଡରେ ଜଣେ ଗୁରୁତର ହେବା ଘଟଣା ପରେ ଚେତିଲା ପ୍ରଶାସନ। ଆଜିଠାରୁ ଜିଲ୍ଲାର ୧୮ଟି ପରୀକ୍ଷା କେନ୍ଦ୍ରରେ ୧୪୪ ଧାରା…

ବହୁ ଚର୍ଚ୍ଚିତ ରାମ ଜନ୍ମଭୂମି ଓ ବାବ୍ରି ମସଜିଦ ମାମଲା, ସୁପ୍ରିମକୋର୍ଟ ରାୟ ଶୁଣାଇବା ପୂର୍ବରୁ ଅଯୋଧ୍ୟାରେ ଲାଗୁ ହେଲା…

ନୂଆଦିଲ୍ଲୀ: ଅଯୋଧ୍ୟାରେ ଲାଗୁ ହେଲା ୧୪୪ ଧାରା। ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ଏହି ନିର୍ଦ୍ଦେଶ ଦେଇଛନ୍ତି ଅଯୋଧ୍ୟା ଜିଲ୍ଲାପାଳ। ବହୁ ଚର୍ଚ୍ଚିତ ରାମ ଜନ୍ମଭୂମି ଓ ବାବ୍ରି ମସଜିଦ ମାମଲାରେ ସୁପ୍ରିମକୋର୍ଟ ରାୟ ଶୁଣାଇବା ପୂର୍ବରୁ ଅଯୋଧ୍ୟାରେ ୧୪୪ ଧାରା ଜାରି…