Browsing Tag

Shah Rukh Khan

ଫିଲ୍ମ ଇଣ୍ଡଷ୍ଟ୍ରୀରେ ୩୦ ବର୍ଷ ପୂରଣ କଲେ କିଙ୍ଗ୍‌ ଖାନ, ଫ୍ୟାନ୍‌ମାନଙ୍କ ସହ ସେୟାର କଲେ ‘ପଠାନ୍‌’ର ମୋଶନ ପୋଷ୍ଟର

ଶାହରୁଖ ଖାନ ଆଜି ଫିଲ୍ମ ଇଣ୍ଡଷ୍ଟ୍ରୀରେ ନିଜର ୩୦ ବର୍ଷ ପୂରଣ କରିଛନ୍ତି। ଏହି ଖାସ୍‌ ମଉକାରେ କିଙ୍ଗ୍‌ ଖାନ୍‌ ନିଜ ଫ୍ୟାନମାନଙ୍କ ସହ ନିଜର ଆଗାମୀ ଫିଲ୍ମ ‘ପଠାନ୍‌’ର ମୋଶନ ପୋଷ୍ଟର ସେୟାର କରିଛନ୍ତି। ପୋଷ୍ଟରରେ ଶାହରୁଖ ହାତରେ ବନ୍ଧୁକ ଧରି ଛିଡ଼ା ହୋଇଥିବାର ନଜର ଆସୁଛନ୍ତି।…

‘କିସ୍‌ କଲେ ଓଠ କାଟି ଦେବି’, ଝିଅ ସୁହାନାଙ୍କ ବୟ ଫ୍ରେଣ୍ଡକୁ ନେଇ ଏମିତି ଧମକ ଦେଲେ ଶାହାରୁଖ

ନୂଆଦିଲ୍ଲୀ : ଶାହାରୁଖ ଖାନ୍‌ଙ୍କ ଅଲିଅଳି ଝିଅ ସୁହାନା ଖାନ୍‌ଙ୍କୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି ଶାହାରୁଖ ଖାନ୍‌ । ସୁହାନାଙ୍କ ଆଜି ଜନ୍ମ ଦିନ । ୨୨ ବର୍ଷରେ ପଦାର୍ପଣ କଲେ ସୁହାନା । ସାଧାରଣତଃ ସବୁ ପିତା ମାତା ତାଙ୍କର ଝିଅକୁ ନେଇ ସିରିୟସ ଥାଆନ୍ତି । ଶାହାରୁଖ ବି ସେଥିରୁ ଭିନ୍ନ ହେବେ…

‘ଗୁଟ୍‌କା କିଙ୍ଗ୍‌’ ଟ୍ୟାଗ୍‌ କୁ ନେଇ ସୋସିଆଲ ମିଡିଆରେ ୟୁଜର୍ସଙ୍କୁ ଜବାବ ଦେଲେ ସୁନୀଲ ସେଟ୍ଟି, କହିଲେ : ‘ଭାଇ ତୁ…

'ପାନ ମସାଲା’ ବ୍ରାଣ୍ଡ୍‌କୁ ନେଇ ବିବାଦ ଶେଷ ହେବାର ନାଁ ନେଉନି। ଗତ କିଛି ମାସ ପୂର୍ବେ ଅଜୟ ଦେବଗନ, ଶାହାରୁଖ ଖାନ ଏବଂ ଅକ୍ଷୟ କୁମାରଙ୍କୁ ତମାଖୁ ବ୍ରାଣ୍ଡର ପ୍ରମୋସନ ହେତୁ ସୋସିଆଲ ମିଡିଆରେ ଅନେକ ଟ୍ରୋଲର ସାମ୍ନା କରିବାକୁ ପଡିଥିଲା, ଏହା ପରେ ଅକ୍ଷୟ କୁମାର ଫ୍ୟାନ୍ସଙ୍କ ନିକଟରେ କ୍ଷମା…

ପୂରା ହେଲା ଶାହାରୁଖଙ୍କ ସହ କାମ କରିବା ସ୍ୱପ୍ନ, ଟ୍ଵିଟ୍‌ କରି ମନ କଥା କହିଲେ ତାପ୍‌ସୀ ପନ୍ନୁ

ନିଜ ଅପ୍‌କମିଂ ଫିଲ୍ମ ‘ଡଙ୍କି’ର ଅଫିସିଆଲ ଘୋଷଣା କରିଛନ୍ତି ରାଜକୁମାର ହିରାନୀ। ଫିଲ୍ମରେ ଶାହାରୁଖ ଖାନ୍‌ ଓ ତାପସୀ ପନ୍ନୁ ଲିଡ୍‌ ରୋଲ୍‌ରେ ନଜର ଆସିବେ। ଶାହାରୁଖ ଖାନ୍‌ଙ୍କ ସହ ପ୍ରଥମ ଥର ପାଇଁ ଫିଲ୍ମରେ କାମ କରିବାକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି ତାପ୍‌ସୀ ପନ୍ନୁ। ସେ ଟ୍ଵିଟ୍‌ କରି…

ପଠାନ୍‌ ପରେ ପୁଣି ଏକ ନୂଆ ଲୁକ୍‌ରେ ନଜର ଆସିବେ କିଙ୍ଗଖାନ୍‌, ଫଟୋ ହେଲା ଲିକ୍‌

ଦୀର୍ଘଦିନର ବ୍ୟବଧାନ ପରେ ପୁଣି ପରଦାକୁ ଫେରୁଛନ୍ତି କିଙ୍ଗ ଖାନ୍‌। ବଡ ପରଦାରେ ଧମାଲ୍‌ କରିବାକୁ ପ୍ରସ୍ତୁତ ରହିଛନ୍ତି ଶାହରୁଖ ଖାନ। ଫିଲ୍ମ ଜିରୋ ପରେ ପରଦାରୁ ଗାଏବ ହୋଇଯାଇଥିଲେ। ଏବେ ପଠାନ ଜରିଆରେ କମ୍‌ବ୍ୟାକ୍‌ କରୁଥିବା ଶାହରୁଖ ଏବେ ଆଉ ଏକ ବଡ ବଜେଟ ଫିଲ୍ମରେ ନଜର ଆସିବେ। ପଠାନର…

ଏହି ଦିନ ହଲ୍‌ରେ ରିଲିଜ୍‌ ହେବ ଶାହାରୁଖଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପଠାନ୍‌’, ନିଜେ କିଙ୍ଗ୍‌ ଖାନ୍‌ ଘୋଷଣା କଲେ…

ଶାହାରୁଖ ଖାନ୍‌ଙ୍କ ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର। ଘୋଷଣା ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ‘ପଠାନ୍‌’ର ରିଲିଜ୍‌ ତାରିଖ। ଶାହାରୁଖ ଖାନ୍‌ଙ୍କ ଫିଲ୍ମ ପଠାନ୍‌ ଆସନ୍ତା ବର୍ଷ ଜାନୁଆରୀ ୨୫ ତାରିଖରେ ପରଦାକୁ ଆସିବ। ଏ ନେଇ ନିଜେ ଶାହାରୁଖ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି। ଶାହାରୁଖ ନିଜ…

ଖୁବ୍‌ଶୀଘ୍ର ଡେବ୍ୟୁ କରିବାକୁ ଯାଉଛନ୍ତି ଶାହାରୁଖ୍‌ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌, ଆକ୍ଟିଂ ନୁହେଁ କରିବେ ଏହି କାମ

ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌। ଏଥରକ ଚର୍ଚ୍ଚାରେ ଆସିବାର କାରଣ ହେଉଛି ତାଙ୍କ ଡେବ୍ୟୁ। ତେବେ ଶାହାରୁଖ ପୂର୍ବରୁ ହିଁ କହିସାରିଛନ୍ତି ଯେ ଆର୍ଯ୍ୟନ୍‌ଙ୍କୁ ଆକ୍ଟିଂରେ ଆଦୌ ଆଗ୍ରହ ନାହିଁ। ସେ ଫିଲ୍ମରେ ଅଭିନୟ କରିବା ଅପେକ୍ଷା ଫିଲ୍ମ ତିଆରି କରିବାକୁ…

ଓଟିଟିରେ ରିଲିଜ୍‌ ହେବ ଶାହାରୁଖ ଖାନ୍‌ ଓ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ଡାର୍ଲିଂସ୍‌’, ମୋଟା ଅଙ୍କ ଦେଇ କିଣିଲା…

ଏବେ ଓଟିଟି ପ୍ଲାଟଫର୍ମରେ ବଡ଼ ବଡ଼ ଫିଲ୍ମକୁ କିଣିବାକୁ ପ୍ରତିଯୋଗିତା ଆରମ୍ଭ ହୋଇଛି। ଖାସ୍‌ କରି ବଡ଼ ବଡ଼ ଷ୍ଟାରଙ୍କ ଫିଲ୍ମ ତଥା ସେମାନଙ୍କ ନାଁ ଯୋଡ଼ି ହୋଇଥିବା ଫିଲ୍ମକୁ କିଣିବାକୁ ଓଟିଟି ପ୍ଳାଟଫର୍ମ ଆଗ୍ରହ ପ୍ରକାଶ କରୁଛି। ଏମିତି କିଛି ଶାହାରୁଖ ଖାନ୍‌ ଓ ଆଲିଆ ଭଟ୍ଟଙ୍କ ଫିଲ୍ମ ଡାର୍ଲିଂସ…

ଲତା ମଙ୍ଗେସକରଙ୍କ ଅନ୍ତିମ ସଂସ୍କାର ସ୍ଥଳରେ ପହଞ୍ଚି ପ୍ରାର୍ଥନା କଲେ ଶାହାରୁଖ, ଭାଇରାଲ ହେଉଛି ଫଟୋ

ରବିବାର ଦିନ ନୀରବି ଯାଇଛନ୍ତି ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର। ଏହି ଖବର ପ୍ରଚାରିତ ହେବା ପରେ ପୂରା ଦେଶରେ ଶୋକର ଛାୟା ଖେଳିଯାଇଛି। ଭାରତ ରତ୍ନ ଲତାଙ୍କର ମୁମ୍ବାଇରେ ସମ୍ପୂର୍ଣ୍ଣ ରାଜକୀୟ ସମ୍ମାନ ସହ ଅନ୍ତିମ ସଂସ୍କାର କରାଯାଇଛି। ଏହି କାର୍ଯ୍ୟକ୍ରମରେ ବଡ଼ ବଡ଼ ରାଜନେତାଙ୍କ ଠାରୁ ଆରମ୍ଭ…

ଦୀର୍ଘ ଚାରି ମାସ ପରେ ସୋସିଆଲ ମିଡ଼ିଆକୁ ଫେରିଲେ ‘କିଙ୍ଗ ଖାନ’, ଫ୍ୟାନ୍ସ ହେଲେ ଖୁସି

ସୁପରଷ୍ଟାର ଶାହାରୁଖ ଖାନଙ୍କ ବ୍ୟକ୍ତିଗତ ଜୀବନ କିଛି ସମୟ ପାଇଁ ଚ୍ୟାଲେଞ୍ଜିଗ ଥିଲା ।ପ୍ରତ୍ୟେକ ପରିସ୍ଥିତିର ସାମ୍ନା କରି କିଙ୍ଗ ଖାନ ପୁଣି ଥରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଏକ ବଡ଼ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଚାରି ମାସରୁ ଅଧିକ ସମୟ ପରେ ଶାହାରୁଖ ଖାନ ସୋସିଆଲ ମିଡିଆ ପ୍ଲାଟଫର୍ମ…

ଶାହରୁଖ ଖାନଙ୍କ ନାଁ କହିବାରୁ ଇଜିପ୍ଟରେ ଭାରତୀୟ ମହିଳାଙ୍କୁ ମିଳିଲା ବଡ ସହାୟତା, ଜାଣନ୍ତୁ ସମ୍ପୂର୍ଣ୍ଣ ବିଷୟ

ସୁପରଷ୍ଟାର ଶାହରୁଖ ଖାନ ସେହି ବଲିଉଡ ଅଭିନେତାମାନଙ୍କ ମଧ୍ୟରୁ ଜଣେ, ଯାହାଙ୍କର ଫ୍ୟାନ୍ସ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଅଛନ୍ତି। ଅନେକ ଦେଶରେ ଶାହରୁଖ ଖାନଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି । କେବଳ ଏତିକି ନୁହେଁ, ବର୍ତ୍ତମାନ ଭାରତୀୟମାନେ ତାଙ୍କ ନାମରେ ଅନ୍ୟ ଦେଶରେ ସାହାଯ୍ୟ…

ଶାହାରୁଖ ଖାନ୍‌ଙ୍କ ମ୍ୟାନେଜର ପୂଜା ଦଦଲାନୀଙ୍କୁ ମୁମ୍ବାଇ ପୋଲିସର ସମନ୍‌, ଦେହ ଖରାପ ଥିବା କହି ମାଗିଲେ ସମୟ

ବଲିଉଡ୍‌ର କିଙ୍ଗ୍‌ ଶାହାରୁଖ ଖାନ୍‌ଙ୍କ ମ୍ୟାନେଜର ପୂଜା ଦଦଲାଲୀଙ୍କୁ ସମନ। ମୁମ୍ବାଇ ପୋଲିସର ସ୍ପେଶାଲ ଇନ୍‌ଭେଷ୍ଟିଗେଟିଭ୍‌ ଟିମ୍‌ (ଏସ୍‌ଆଇଟି) ପକ୍ଷରୁ ପୂଜାଙ୍କୁ ଏହି ସମନ ପଠାଯାଇଛି। ମୁମ୍ବାଇ ପୋଲିସ ଏବେ କିରଣ ଗୋସାବୀ ଟଙ୍କା ଆଦାୟ ମାମଲାର ତଦନ୍ତ କରୁଛି। ଏହି ମାମଲାର କିଛି…