୪୬ ବର୍ଷରେ ପାଦ ଦେଲେ ‘ଶରାରା ଗାର୍ଲ’ ଶମିତା ଶେଟ୍ଟୀ, ସୋସିଆଲ ମିଡିଆରେ ବେଶ ଚର୍ଚ୍ଚିତ
ବଲିଉଡ ଏବଂ ଟିଭି ଇଣ୍ଡଷ୍ଟ୍ରିର ଏକ ପରିଚିତ ଚେହେରା ଶମିତା ଶେଟ୍ଟୀ । ଖାସ କରି ସେ ସୋସିଆଲ ମିଡିଆରେ ବେଶ ଲୋକପ୍ରିୟ । ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ଭଉଣୀ ଶମିତା । ଆଜି ତାଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ । ଅନେକ ଚଳଚ୍ଚିତ୍ର ବ୍ୟତୀତ ସେ ଅନେକ ରିୟଲିଟି ସୋ’ରେ…