ଐତିହାସିକ ପୁରାଣ ପ୍ରସିଦ୍ଧ ଅଡମ୍ବୁରୁ ପୀଠର ଶନି ମେଳା, ଜମିଛି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼
ଚୌଦ୍ୱାର: କାହିଁ କେଉଁ ଆଦିମ କାଳରୁ କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଜଳୁକା ପାହାଡ଼ ପାଦଦେଶରେ ଅବସ୍ଥିତ ଅଡ଼ମ୍ବୁରୁ ଠାରେ ଶନି ଦେବଙ୍କ ପୂଜା ହୋଇଆସୁଛି । ଆଜି ଶନିବାର ଥିବାରୁ ଶନି ଦେବଙ୍କ ନିକଟରେ ଜଳାଭିଷେକ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଲାଗି ରହିଥିବାର ଦେଖିବାକୁ…