Browsing Tag

share market

ଟଙ୍କା ରୋଜଗାର କରିବାର ଟ୍ରେଣ୍ଡିଂ ଉପାୟ, ଜାଣନ୍ତୁ ଏହି ଟ୍ରିକ

ଟଙ୍କା ରୋଜଗାର କରିବାକୁ କିଏ ବା ନ ଚାହେଁ ।  ସମସ୍ତେ ରୋଜଗାର ପାଇଁ ପରିଶ୍ରମ କରନ୍ତି । ହେଲେ ଅଧିକାଂଶ ଲୋକଙ୍କ ଚିନ୍ତା ହେଉଛି କେମିତି ସହଜ ଉପାୟରେ ଟଙ୍କା ଇନକମ କରିବେ । ଅବଶ୍ୟ ଏହା ଏତେ ସହଜ ବି ନୁହେଁ । ବର୍ତ୍ତମାନ ଆପଣ ସୋସିଆଲ ମିଡିଆରେ ଅନେକ ଲୋକଙ୍କୁ ଦେଖୁଥିବେ ଯିଏ କି କିଛି…

ଜୋମାଟୋ ସେୟାରରେ ମିଳୁଛି ଭଲ ରିଟର୍ଣ୍ଣ! ବର୍ତ୍ତମାନ ଏହି କମ୍ପାନୀ ୧ ଲକ୍ଷ କୋଟି ଟଙ୍କା ବିଶିଷ୍ଟରେ ପରିଣତ ହୋଇଛି

ଜୋମାଟୋ ସହିତ ଆମେ ସମସ୍ତେ ନିଶ୍ଚୟ ପରିଚିତ । ଜୋମାଟୋ ଆପ୍ ଯେଉଁଠାରୁ ଘରେ ବସି ଖାଦ୍ୟ ଅର୍ଡର କରିଥାଉ | ଆଜି ଅଧିକାଂଶ ଲୋକ ଏହି ଖାଦ୍ୟ ବିତରଣ ଆପ ଉପରେ ନିର୍ଭର କରୁଛନ୍ତି। ଆଜି ଏହି ଛୋଟ କମ୍ପାନୀ ୧ ଲକ୍ଷ କୋଟି ଟଙ୍କା ବିଶିଷ୍ଟ ଏକ କମ୍ପାନୀରେ ପରିଣତ ହୋଇଛି | ଆପଣ ଜାଣନ୍ତି ଏହା ପଛରେ…

ରେପୋ ରେଟ୍‌ ଅପରିବର୍ତ୍ତିତ, ପ୍ରଥମଥର ପାଇଁ ୪୫ ହଜାର ପାର ହେଲା ସେନସେକ୍ସ

ଭାରତୀୟ ରିଜର୍ଭ ବ୍ଯାଙ୍କ ଆଜି ମନିଟାରୀ ପଲିସି ସମୀକ୍ଷା ବୈଠକର ନିଷ୍ପତ୍ତି ଜଣାଇଛନ୍ତି। ଅର୍ଥବ୍ଯବସ୍ଥାରେ ଦ୍ରୁତଗତିରେ ସୁଧାର ଆସୁଛି ବୋଲି ଆରବିଆଇ ସଂକେତ ଦେଇଛି। ରେପୋ ରେଟ୍‌ ଅପରିବର୍ତ୍ତିତ। ରିଭର୍ସ ରେପୋ ରେଟ୍‌ ବି ଅପରିବର୍ତ୍ତିତ ରହିଛି। ଆରବିଆଇ ମନିଟାରୀ ପଲିସି ବୈଠକରେ ଏହି…

ଆପଣ ବି ସେୟାର ବଜାର କିମ୍ବା ମ୍ୟୁଚୁଆଲ୍ ଫଣ୍ଡରେ କରିପାରିବେ ନିବେଶ, ଜାଣନ୍ତୁ କେତେ ଦେବାକୁ ପଡିବ ଟ୍ୟାକ୍ସ

ଟେକ୍ନୋଲୋଜି ଅପଗ୍ରେଡେସନ୍ ଏବଂ ଜିରୋ ବ୍ରୋକରେଜ୍ ପ୍ଲେଟଫର୍ମ ଯୋଗୁ ଏବେ ଯେକୌଣସି ବ୍ୟକ୍ତି ଷ୍ଟକ୍ ମାର୍କେଟରେ ସହଜରେ ନିବେଶ କରିପାରିବେ। କିନ୍ତୁ ଷ୍ଟକ୍ ମାକେର୍ଟରେ ନିବେଶ କରିବା ପୂର୍ବରୁ ଯେପରି ଅନ୍ୟ କଥା ଉପରେ ଧ୍ୟାନ ରଖିବା ବହୁତ ଜରୁରୀ ହୋଇଥାଏ । ସେହିପରି ଏହା ସହ ଜଡିତ ଟ୍ୟାକ୍ସ…

ସେୟାର ମାର୍କେଟରେ ସବୁଠୁ ବଡ଼ ହ୍ରାସ, ନିବେଶକଙ୍କ ୧୧ ଲକ୍ଷ କୋଟିରୁ ଅଧିକ କ୍ଷତି

ନୂଆଦିଲ୍ଲୀ: କରୋନା ଭାଇରସ୍‌ ପ୍ରଭାବରେ ଗୁରୁବାର ସେୟାର ମାର୍କେଟରେ ସବୁଠୁ ବଡ଼ ଏତିହାସିକ ହ୍ରାସ ଘଟିଛି । କେବଳ ଭାରତ ନୁହେଁ ଦୁନିଆର ସବୁ ବଜାରର ଅବସ୍ଥା ଖରାପ ସ୍ଥିତିରେ ପହଞ୍ଚି। ସାରା ଦିନର କାରବାର ପରେ ବମ୍ବେ ଷ୍ଟକ୍‌ ଏକ୍ସେଞ୍ଜର ମୁଖ୍ୟ ଇଣ୍ଡେକ୍ସ ସେନ୍ସେକ୍ସ ୨,୯୧୯.୨୬ ବା ୮.୧୮…

କରୋନା ଭାଇରସ୍‌ ଯୋଗୁ ଭାରତ ସମେତ ସାରା ବିଶ୍ୱରେ ସେୟାର ମାର୍କେଟ୍‌ରେ ହାହାକାର, ଖସିଲା ସେନସେକ୍ସ

ସେୟାର ବଜାରରେ ହଲଚଲ । ଖସିଲା ସେନସେକ୍ସ । କରୋନା ଭାଇରସ୍‌ ଯୋଗୁ ଭାରତ ସମେତ ସାରା ବିଶ୍ୱରେ ସେୟାର ମାର୍କେଟ୍‌ରେ ହାହାକାର । କରୋନାକୁ WHO ମହାମାରୀ ଘୋଷଣା କରିବା ପରେ ପୂରା ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜରେ ବଡ଼ ଧରଣର ହ୍ରାସ…

କରୋନା ଓ ୟେସ୍‌ ବ୍ୟାଙ୍କ ସଂକଟ ଯୋଗୁ ଖସିଲା ସେନସେକ୍ସ, ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ସୂଚକାଙ୍କ ପାଖାପାଖି ୨ ହଜାର…

କେନ୍ୟୁଜ୍(ବ୍ୟୁରୋ): ସେୟାର ବଜାରରେ ହଲଚଲ । କରୋନା ଓ ୟେସ୍‌ ବ୍ୟାଙ୍କ ସଂକଟ ଯୋଗୁ ଖସିଲା ସେନସେକ୍ସ । ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ସୂଚକାଙ୍କ ପାଖାପାଖି ୨ ହଜାର ପଏଣ୍ଟ ହ୍ରାସ ପାଇଛି । ସେହିପରି ନିଫଟି ଖସିିଛି ୫୫୦ ପଏଣ୍ଟରୁ ଅଧିକ । କରୋନା ଭାଇରସ୍‌ ଭୟ ଓ ୟେସ ବ୍ୟାଙ୍କର ପ୍ରଭାବ…

ବିଶ୍ୱ ବଜାରରେ କରୋନା ଆଟାକ୍‌, ଏକ ହଜାରରୁ ଅଧିକ ଖସିଲା ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସେନ୍‌ସେକ୍ସ

କରୋନା ପ୍ରଭାବରେ ପୁରା ବିଶ୍ୱ ବଜାର ପ୍ରଭାବିତ । ଆଜି ଚୀନ୍‌, ଜାପାନ, ଦକ୍ଷିଣ କୋରିୟା ସମେତ ଅନେକ ଏସିଆ ଦେଶ ଗୁଡ଼ିକର ସେୟାର ମାର୍କେଟ୍‌ରେ ସଙ୍କଟ ସୃଷ୍ଟି ହୋଇଛି । ଭାରତୀୟ ସେୟାର ବଜାର ମଧ୍ୟ ପ୍ରବଳ କ୍ଷତି ସହିଛି । ଗୋଟିଏ ଦିନରେ ସେନ୍‌ସେକ୍ସ ୧୪ ଶହ ପଏଣ୍ଟରୁ ଅଧିକ ହ୍ରାସ ଘଟିଛି ।…

ସେୟାର ବଜାର ଉପରେ ପଡିଲା କରୋନା ଭାଇରସର ପ୍ରଭାବ, ଗୋଟିଏ ଦିନରେ ୪୨୦ ଅଙ୍କ ଖସିଲା ସେନସେକ୍ସ

ବିଶ୍ୱ ବଜାରରେ ଲାଗି ରହିଥିବା ଗଭୀର ମାନ୍ଦାବସ୍ଥା କାରଣରୁ ଭାରତୀୟ ସେୟାର ବଜାରରେ ବି ଲଗାତାର ଖରାପ ଅବସ୍ଥା ଲାଗି ରହିଛି । ମଙ୍ଗଳବାର ବମ୍ବେ ସ୍ଟକ ଏକ୍ସଚେଂଜ ବା ବିଏସ୍ସିର ସେନ୍ସେକ୍ସ ୧୩ ଅଙ୍କ ଖସି ୪୧,୦୪୨.୪୬ରେ ପହଁଚିଥିବା ବେଳେ ଦ୍ବିପହରେ ୪୨୦ ଅଙ୍କ ଖସି ୪୦,୬୩୬.୬୧ ରେ ପହଞ୍ଚିଛି ।…

ଚଳିତ ସପ୍ତାହର ପ୍ରଥମ ଦିନରେ ସେୟାର ମାର୍କେଟ୍‌ରେ ଜବରଦସ୍ତ ବୃଦ୍ଧି

କେନ୍ୟୁଜ୍(ବ୍ୟୁରୋ): ସପ୍ତାହର ପ୍ରଥମ ଦିନରେ ସେୟାର ମାର୍କେଟ୍‌ରେ ଜବରଦସ୍ତ ବୃଦ୍ଧି । ସେନ୍‌ସେକ୍ସ ପୁଣି ଥରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । କାର୍ଯ୍ୟକାଳ ଦିନ ମଧ୍ୟରେ ସେନ୍‌ସେକ୍ସ ୫୦୯ ପଏଣ୍ଟ ବୃଦ୍ଧି ପାଇ ୪୦ ହଜାର ୮୬୭ ଅଙ୍କରେ ପହଞ୍ଚିଥିଲା । ସେହିଭଳି ନିଫ୍ଟି ୧୨ ହଜାର ସ୍ତର ପାର…