Below header
Browsing Tag

Shocking news

ଗୁଆରୁ ମିଳିଲା ହନୁମାନଙ୍କ ସ୍ୱରୂପ, ଦେଖିଲେ ନିଜ ଆଖିକୁ ବି ବିଶ୍ୱାସ କରିପାରିବେନି ଆପଣ

କାକଟପୁର (କେନ୍ୟୁଜ) : ଗୁଆରୁ ମିଳିଲା ହନୁମାନଙ୍କ ସ୍ୱରୂପ। ଦେଖିଲେ ନିଜ ଆଖିକୁ ବି ବିଶ୍ୱାସ କରିପାରିବେନି ଆପଣ। ଆମ ହିନ୍ଦୁ ପରମ୍ପରାରେ ବିଭିନ୍ନ ପର୍ବପର୍ବାଣିରେ ଭିନ୍ନ ଭିନ୍ନ ଦେବାଦେବୀଙ୍କୁ ଆରାଧନା କରିବାର ପ୍ରଥା ରହିଛି। ଭିନ୍ନ ଭିନ୍ନ ଦେବାଦେବୀଙ୍କୁ ନେଇ ଭିନ୍ନ ଭିନ୍ନ ମନ୍ଦିର ବି…

ଦିବ୍ୟାଙ୍ଗ ଏରମା ପାଇଁ ଭାଇ ଭାଉଜ ସାକ୍ଷାତ ଲକ୍ଷ୍ମୀ ଜଗନ୍ନାଥ, କାନ୍ଧରେ ବୁଲାଇ ଦେଉଛନ୍ତି ଜୀବନର ସବୁ ଖୁସି

ମହା ଶିବରାତ୍ରିରେ ଭକ୍ତଙ୍କ ଗହଳିରେ ବେଶ ଚଳଚଂଚଳ ରହିଥିଲା ଏକାମ୍ର କ୍ଷେତ୍ର। ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ବଡ଼ି ଭୋରୁ ଶ୍ରଦ୍ଧାଳୁଙ୍କ ଭିଡ଼ରେ ଉଛୁଳି ଉଠିଥିଲା। ଭକ୍ତ ହାତରେ ଧୂପ, ଦୀପ ନୈବିଦ୍ୟ ଧରି ନିଜର ଶ୍ରଦ୍ଧା ଓ ଭକ୍ତି ଅର୍ପଣ କଲେ ଭୋଳା ଶଙ୍କରଙ୍କୁ। ସମସ୍ତେ ଭକ୍ତିରେ ନିମଗ୍ନ…

ଏ ଖବର ଆପଣଙ୍କ ଚିନ୍ତାଧାରାକୁ ଏକଦମ୍‌ ବଦଳାଇଦେବ, ନିଶ୍ଚୟ ଥରେ ଦେଖନ୍ତୁ ଭିଡିଓ

ସାମାନ୍ୟ ଦେଖା ଯାଉଥିବା ଏହି ବାହାଘର ସତରେ କେତେ ସ୍ଵତନ୍ତ୍ର ଆପଣ ଜାଣି ପାରିବେ। କିଛି ବଡ କାମ କରିବା ପାଇଁ ପଇସା ବାଲା ହେବା ଆବଶ୍ୟକ ନାହିଁ । ବଡ ମନ ଟିଏ ଦରକାର୍ । ସ୍ୱଚ୍ଛ ଆତ୍ମା ଟିଏ ଦରକାର୍ ଆଉ ନିର୍ମଳ ଚିନ୍ତାଧାରା ଦରକାର୍। ଯାହା ଆପଣଙ୍କୁ ଏଇଠି ସ୍ପଷ୍ଟ ଦେଖାଯିବ। ବର ବେସରେ…

ନକଲି ଡାକ୍ତରଙ୍କ କାରନାମା, ଉପାଡୁ ଉପାଡୁ ଅଧା ରହିଗଲା ଦାନ୍ତ

ଭଞ୍ଜନଗର (କେନ୍ୟୁଜ) : କାନ୍ଧରେ ଷ୍ଟେଥୋସ୍କୋପ୍ । ବୟସ ପାଖାପାଖି ୨୦ ରୁ ୨୨ ବର୍ଷ । ଚେହେରା ଜଣେ ସମ୍ଭ୍ରାନ୍ତ ଘରର ପୁଅ ଭଳି । ଟେବୁଲ୍ ଉପରେ ଔଷଧ ଓ ରୋଗୀଙ୍କ ଚିକିତ୍ସା ସମ୍ବନ୍ଧୀୟ ଯନ୍ତ୍ରପାତି । ଭିତର ରୁମରେ ରୋଗୀଙ୍କ ଚିକିତ୍ସା ପାଇଁ ଖଟିଆ ବି ପଡିଛି । ଏସବୁ ଦେଖିଲେ ଯେକେହି କହିବେ…

ବ୍ରହ୍ମପୁରର ମେମୋରୀ ଗାର୍ଲ, ଗୁଗଲ ଭଳି ଯାହା ପଚାରିଲେ ମୁହଁରେ ରହୁଛି ଉତ୍ତର

ବ୍ରହ୍ମପୁର (କେନ୍ୟୁଜ) : ଯାହା ପଚାରିଲେ ଫଟାଫଟ ଉତ୍ତର। ନାମ ତାହାର ଜିଜ୍ଞାସା, ନାମ ଯେମିତି ଜ୍ଞାନ ବି ସେମିତି। ବୟସ ମାତ୍ର ୪ ବର୍ଷ। ଏଯାଏଁ ସ୍କୁଲରେ ପାଦ ଥାପିନି ସେ, କିନ୍ତୁ ଅନର୍ଗଳ କହୁଛି ସାଧାରଣ ଜ୍ଞାନ। ଆଚ୍ଛା ଆଚ୍ଛା ଲୋକବି ହାର ମାନିବେ ଜିଜ୍ଞାସା  । ରାଜ୍ୟ ଦେଶ ପୌରାଣିକ…

ଏମିତି ବି ଆସେ ମୃତ୍ୟୁ, ବିରଜା ଦର୍ଶନ ସାରି ଫେରୁଥିବାବେଳେ ଗଛ ଡାଳ ପଡି ୩ ବର୍ଷର ଶିଶୁ ମୃତ

ଯାଜପୁର ଟାଉନ୍ (କେନ୍ୟୁଜ) : ମୃତ୍ୟୁ କେତେବେଳେ କେମିତି ଆସେ, ତାହା କେହି କହିପାରିବେନି। ଏଇ ଯେମିତି ଏ ଛୋଟିଆ ଶିଶୁ ସହିତ ଘଟିଛି। ବାଇକରେ ବାପା, ମାଆ ଓ ଭଉଣୀ ସହିତ କେତେ ଖୁସିରେ ବିରଜା ମାଙ୍କୁ ଦର୍ଶନ କରିବାକୁ ଯାଇଥିଲା କୁନି ପିଲାଟି, କିନ୍ତୁ ବାଟରେ ଜଗି ରହିଥିଲା ମରଣ। ବାପା, ମାଆ…

ଡିଜେ ସଙ୍ଗ୍‌ ସହ ତାଳ ଦେଇ ନାଚିଲେ ଏସପି ଏବଂ ଇନସ୍ପେକ୍ଟର, ଦେଖନ୍ତୁ ଧମାକେଦାର ଡ୍ୟାନ୍ସ ଭିଡିଓ

ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ କିଛି ନା କିଛିନ ମଜାଦାର ଏବଂ ଆଶ୍ଚର‌୍ୟ୍ୟ କଲା ଭଳି ଭିଡିଓ ଭାଇରାଲ ହୋଇଥାଏ। କିଛି ଭିଡିଓ ଲୋକଙ୍କୁ ବହୁତ ଏଣ୍ଟରଟେନ୍ କରିଥାଏ ତ କିଛି ଭିଡିଓ ଲୋକଙ୍କୁ ଇମୋସନାଲ କରିଥାଏ। ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଆପଣ…

ପଶୁ ପାଲଟିଲା ମଣିଷ, ଅମୃତଭଣ୍ଡା ଖାଇଦେବାରୁ ଗାଈର ପେଟ ଚିରି ବାହାର କଲା ଦୋକାନୀ

ନବୀ ମୁମ୍ବାଇ : ନିଷ୍ଠୁରତାର ସବୁ ସୀମା ପାର କଲା ମଣିଷ। ମଣିଷ ହୋଇକି ବି ପଶୁ ଭଳି କାମ କରିବାକୁ ପଛାଉନାହାଁନ୍ତି ଏମାନେ। ଆଜି ଆମେ ଯେଉଁ ଖବର ଆପଣଙ୍କୁ ଦେବାକୁ ଯାଉଛୁ ତାକୁ ଶୁଣିଲେ ବିଶ୍ୱାସ କରନ୍ତୁ ଆପଣଙ୍କ ରକ୍ତ ଗରମ ହୋଇଯିବ। ଆପଣ ଜାଣିଲା ପରେ ଆପଣଙ୍କ ପାଟିରୁ ବି ବାହାରିପଡିବ କେଡେ…

ପାହାଡ଼ ଉପରେ ଲୋକଙ୍କୁ ଚକିତ କରୁଛି ଫୁଲବାଣୀର ରାଜା କୂଅ

ଫୁଲବାଣୀ (କେନ୍ୟୁଜ୍) : ଘାଟି ରାସ୍ତା, ସମୁଦ୍ର ପତନ ଠାରୁ ୨୩ ଶହ ଫୁଟ୍ ଉପରେ ରହିଛି ଏକ ବିସ୍ମୟ କୂଅ । ଯିଏ ଯାଏ କିଛି ସମୟ ଅଟକି ଯାଏ ଏଠାରେ। କନ୍ଧମାଳ ଜିଲ୍ଲା ଖଜୁରୀ ପଡ଼ା ବ୍ଲକ ରାଣୀ ପଦର ଘାଟିର ଏହି କୂଅ କାହିଁ କେଉଁ ଆବହମାନ କାଳରୁ ଜଙ୍ଗଲ ପାହାଡ ମଧ୍ୟରେ ରହିଛି। ଏକ ତ ପାହାଡ଼…

କାର ଦାମରେ ବିକ୍ରି ହେଲା ବୁଲା କୁକୁର ଭଳି ଦେଖାଯାଉଥିବା ଏହି କୁକୁର, ଜାଣନ୍ତୁ କଣ ଏମିତି ଅଛି ଖାସ୍‌

ଏକ କୁକୁର କରିଛି ରେକର୍ଡ। ଏତେ ଟଙ୍କାରେ ବିକ୍ରି ହୋଇଛି ଯେ ଆପଣ ସେହି ଟଙ୍କାରେ ଏକ ବଢ଼ିଆ ଫିଚରର କାର କିଣିପାରିବେ। ଆପଣ ଜାଣି ବିଶ୍ୱାସ କରିପାରିବେନି ଯେ ଗୋଟେ କୁକୁର ୨୩ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି। କିମ୍‌ ନାମକ ଏହି ଡଗିର ବୟସ ମାତ୍ର ଏକ ବର୍ଷ। ଜଣେ ଚାଷୀ କିମକୁ ପାଳିଥିଲେ। ଏହି…

ବାପରେ କି ରାଗ, ଟ୍ରକ ସଜାଡିବା ବିଳମ୍ବ ହେବାରୁ ସମ୍ପୂର୍ଣ୍ଣ କ୍ୟାବିନ୍‌ ନେଇ ପଳାଇଲେ ଡ୍ରାଇଭର

ଆନନ୍ଦପୁର (କେନ୍ୟୁଜ) : ବାଃ ବାଃରେ ଆଇଡିଆ। ଟ୍ରକ୍‌ ସଜାଡିବାରେ ବିଳମ୍ବ ହେବାରୁ ପୂରା କ୍ୟାବିନ୍‌ ଉଠାଇନେଲେ ଟ୍ରକ ଡ୍ରାଇଭର। ଏମିତି ଅଜବ ଦୃଶ୍ୟ ଦେଖିବାକୁ ମିଳିଛି ୨୦ ନଂ ଜାତିୟ ରାଜପଥରେ। ଖଲଣା ପେଟ୍ରୋଲ ପମ୍ପ ନିକଟରେ ଥିବା ଏକ ଡାଇନାମା ମେକାନିକର କ୍ୟାବିନକୁ ଟ୍ରକ୍ ଲଗାଇ ଘୋସାଡି…

ଭଗବାନଙ୍କର ବିଚିତ୍ର ସୃଷ୍ଟି, ପାଟି ଅଛି କିନ୍ତୁ ମାଆ ପାଖରୁ କ୍ଷୀର ପିଇପାରୁନି ଏହି କୁନି ବାଛୁରୀ ଛୁଆ

ମାଆର ମମତା ସମସ୍ତଙ୍କ ପାଇଁ ସମାନ । ମାଆର ଆଖି ଦେଖେନା କିଏ ଭଲ ଆଉ କିଏ ଖରାପ, କିଏ ସୁନ୍ଦର ଆଉ କିଏ ଅସୁନ୍ଦର। ମଣିଷ ହେଉ ଅବା ପଶୁ ସମସ୍ତେ ନିଜ ନିଜ ପିଲାଙ୍କ ପାଇଁ ଉଜାଡି ଦିଅନ୍ତି ମମତା । ଆମେ ଆଜି ଯେଉଁ ଦୃଶ୍ୟ ଦେଖାଇବୁ ତାକୁ ଦେଖି ଆପଣ ବୁଝିଯିବେ ଯେ ମାଆର ପ୍ରକୃତ ଅର୍ଥ କଣ। ଆଉ…