Browsing Tag

sonia gandhi

ଭାରତ ଯୋଡୋ ଯାତ୍ରା ସହ ମୋର ଇନିଂସ ଶେଷ ହୋଇପାରେ : ସୋନିଆ ଗାନ୍ଧି

ରାଜନୀତିରୁ ସନ୍ନ୍ୟାସ ନେଇପାରନ୍ତି ସୋନିଆ ଗାନ୍ଧି। ଭାରତ ଯୋଡ଼ୋ ଯାତ୍ରା ସହ ରାଜନୀତି ଛାଡ଼ି ପାରନ୍ତି। ରାୟପୁରରେ କଂଗ୍ରେସର ୮୫ତମ ମହାଧିବେଶନରେ ଏହି ଘୋଷଣା କରିଛନ୍ତି କଂଗ୍ରେସ ନେତା ସୋନିଆ ଗାନ୍ଧି। ଭାରତ ଯୋଡୋ ଯାତ୍ରା ଦଳ ପାଇଁ ଟର୍ଣ୍ଣିଂ ପଏଣ୍ଟ ହୋଇପାରେ ବୋଲି ସେ କହିଛନ୍ତି ।…

କଂଗ୍ରେସରୁ ଇସ୍ତଫା ଦେଲେ ବରିଷ୍ଠ କଂଗ୍ରେସ ନେତା ସିଆର କେଶବନ, ୨୦୦୧ରୁ ହୋଇଥିଲେ ସାମିଲ

କେନ୍ୟୁଜ୍‌(ବ୍ୟୁରୋ): କଂଗ୍ରେସରୁ ଇସ୍ତାଫା ଦେଲେ ବରିଷ୍ଠ କଂଗ୍ରେସ ନେତା ସିଆର କେଶବନ । ଗୁରୁବାର ତାଙ୍କର ଇସ୍ତଫା ପତ୍ରକୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ପଠାଇ ଦେଇଛନ୍ତି । କଂଗ୍ରେସ ପାର୍ଟି ଏବେ ଯେଉଁ ରାସ୍ତାରେ ଯାଉଛି ସେହି ରାସ୍ତାରେ ସେ ଚାଲିପାରୁ ନଥିବା କେଶବନ…

ସୋନିଆ ଗାନ୍ଧୀ ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି; ହସ୍ପିଟାଲ ପକ୍ଷରୁ ଜାରି ହେଲା ଏହି ବୟାନ

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗଣମାଧ୍ୟମରେ ଖବର ଆସିବା ପରେ କଂଗ୍ରେସର ସମସ୍ତ ନେତା ଏବଂ କର୍ମୀ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହୋଇପଡ଼ିଛନ୍ତି। ସୋନିଆ ଗାନ୍ଧୀଙ୍କୁ ଶ୍ୱସନ ସମ୍ବନ୍ଧୀୟ ଭାଇରାଲ ସଂକ୍ରମଣ…

‘ଯେଉଁ ପ୍ରେମ ୟାଙ୍କଠାରୁ ମିଳିଛି, ସେହି ପ୍ରେମ ସାରା ଦେଶରେ ବାଣ୍ଟୁଛି…’; ଟ୍ଵିଟରରେ ମା’ ସୋନିଆ ଗାନ୍ଧୀଙ୍କ ସହ ଫଟୋ…

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରା ଏବେ ଦେଶର ରାଜଧାନୀ ଦିଲ୍ଲୀରେ ପ୍ରବେଶ କରି ସାରିଛି। ରାହୁଲ ଗାନ୍ଧୀ ଦିଲ୍ଲୀରେ ପହଞ୍ଚିବା ପରେ ନିଜ ମା’ ସୋନିଆ ଗାନ୍ଧୀଙ୍କ ସହ ଫଟୋ ଟ୍ଵିଟ୍‌ କରି ଇମୋସନାଲ ପୋଷ୍ଟ ଲେଖିଛନ୍ତି। ରାହୁଲଙ୍କ ନେତୃତ୍ୱରେ ତାମିଲନାଡ଼ୁର…

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ମାତୃ ବିୟୋଗ

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ମା’ ପାଓଲା ମାଇନୋଙ୍କ ନିଧନ ହୋଇଯାଇଛି। ଗତ ଶନିବାର ଅଗଷ୍ଟ ୨୭ରେ ତାଙ୍କର ଇଟାଲୀରେ ପରଲୋକ ଘଟିଥିଲା ଏବଂ ମଙ୍ଗଳବାର ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ବର୍ତ୍ତମାନ ସୋନିଆ ଗାନ୍ଧୀ ବିଦେଶ ଗସ୍ତରେ ଅଛନ୍ତି। କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ…

କଂଗ୍ରେସର ସବୁ ପଦରୁ ଇସ୍ତଫା ଦେଲେ ଗୁଲାମନବୀ ଆଜାଦ୍‌, ସୋନିଆ ଗାନ୍ଧିଙ୍କୁ ପଠାଇଲେ ଇସ୍ତଫାପତ୍ର

ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଗୁଲାମନବୀ ଆଜାଦ ପାର୍ଟିର ପ୍ରାଥମିକତା ସଦସ୍ୟତା ଠାରୁ ଆରମ୍ଭ କରି ସମସ୍ତ ପଦବରୁ ଇସ୍ତଫା ଦେଇଛନ୍ତି। ଗୁଲାମନବୀ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ୫ ପୃଷ୍ଠାର ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ଗୁଲାମନବୀ…

ସୋନିଆ ଗାନ୍ଧୀଙ୍କୁ ପୁଣି କରୋନା; ସରକାରୀ ଗାଇଡ୍‌ଲାଇନ ହିସାବରେ ହେବେ କ୍ୱାରେଣ୍ଟିନ୍‌

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପୁଣିଥରେ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଛନ୍ତି। ତାଙ୍କୁ ସରକାରୀ ଗାଇଡ୍‌ଲାଇନ ହିସାବରେ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। କଂଗ୍ରେସ ନେତା ଜୟରାମ ରମେଶ ଏ ନେଇ ସୂଚନା ଦେଇଛନ୍ତି। ଜୟରାମ ରମେଶ ଟ୍ଵିଟ୍‌ରେ ଲେଖିଛନ୍ତି, ‘ଆଜି କଂଗ୍ରେସ ଅଧ୍ୟକ୍ଷା…

ଇଡିରେ ହାଜର ହେଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, ୩୦ ମିନିଟ୍‌ରୁ ଅଧିକ ସମୟ ଧରି ୫ ଜଣିଆ ଟିମ୍‌ କରୁଛି ପଚରାଉଚରା

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି । ନ୍ୟାସନାଲ ହେରାଲ୍ଡ ମାମଲାରେ ତାଙ୍କୁ ପଚରାଉଚରା କରାଯାଉଛି । ଇଡିର ଜଣେ ମହିଳା ଅଧିକାରୀଙ୍କ ନେତୃତ୍ୱରେ ୩୦ ମିନିଟ୍‌ରୁ ଅଧିକ ସମୟ ଧରି ୫ ଜଣିଆ ଟିମ୍‌ ପଚରାଉଚରା ଚଳାଇଛନ୍ତି । ପୂର୍ବରୁ…

ସୋନିଆ ଗାନ୍ଧୀଙ୍କ ଶ୍ୱାସନଳୀରେ ସଂକ୍ରମଣ, କରୋନା ପରେ ନାକରୁ ପଡ଼ିଥିଲା ରକ୍ତ! ଜୟରାମ ରମେଶ ଜାରି କଲେ ହେଲ୍‌ଥ ଅପଡେଟ୍‌

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଗତ କିଛିଦିନ ତଳେ କରୋନା ହୋଇଥିଲା। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା କିପରି ରହିଛି, ସେ ନେଇ ହେଲ୍‌ଥ ଅପ୍‌ଡେଟ ଦେଇଛି କଂଗ୍ରେସ। କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ଜୁନ୍‌ ୧୨ରେ ସୋନିଆ ଗାନ୍ଧୀଙ୍କ ନାକରୁ ରକ୍ତ ବାହାରିଥିଲା, ଏହାପରେ ସଙ୍ଗେ…

ବିଗିଡିଲା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସ୍ୱାସ୍ଥ୍ୟବସ୍ଥା, ହସପିଟାଲରେ ହେଲେ ଭର୍ତ୍ତି

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ଦିଲ୍ଲୀର ସର ଗଙ୍ଗା ରାମ ହସପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି। ନିକଟରେ ତାଙ୍କୁ କରୋନା ହୋଇଥିଲା। ଯାହା ପରେ ସେ ନିଜକୁ ହୋମ ଆଇସୋଲେସନ କରିଥିଲେ। କିନ୍ତୁ ଏବେ କୋଭିଡ ସଂକ୍ରମଣ ଦୃଷ୍ଟିରୁ ହସପିଟାଲରେ ଭର୍ତ୍ତି…

ସୋନିଆ ଗାନ୍ଧୀଙ୍କୁ କରୋନା, ଟେଷ୍ଟ୍‍ ରିପୋର୍ଟ ଆସିଲା ପଜିଟିଭ

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କରୋନାରେ ସଂକ୍ରମିତ ହୋଇଛନ୍ତି। କଂଗ୍ରେସ ପ୍ରବକ୍ତା ରଣଦୀପ ସୁରଜେଓ୍ଵାଲା ଏହି ସୂଚନା ଦେଇଛନ୍ତି। ସୁରଜେଓ୍ଵାଲା କହିଛନ୍ତି କି, ସୋନିଆ ଗାନ୍ଧୀ ଗତ କିଛି ଦିନ ଭିତରେ ଯେଉଁ ନେତା ଏବଂ କାର୍ଯ୍ୟକର୍ତ୍ତାଙ୍କ ସହିତ ମିଶିଥିଲେ, ସେମାନଙ୍କ ଭିତରୁ ଅନେକ ମଧ୍ୟ…

ପୁଣି ଫେରିଛି ନ୍ୟାସନାଲ୍‌ ହେରାଲ୍‌ଡ ଚର୍ଚ୍ଚା: କଂଗ୍ରେସ ଅଧ୍ୟକ୍ଷା ସାନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କୁ ଇଡିର ସମନ୍‌

କେନ୍ୟୁଜ୍(ବ୍ୟୁରୋ):  ସୋନିଆ, ରାହୁଲଙ୍କୁ ଜେରା କରିବ ଇଡି। ନେସନାଲ ହେରାଲ୍‌ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନୋଟିସ୍‌ । ମନି ଲଣ୍ଡରିଂ ମାମଲାରେ ପଚରାଉଚରା କରିବ ତଦନ୍ତକାରୀ ସଂସ୍ଥା । କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କୁ ଜୁନ୍‌ ୮ରେ ହାଜର ହେବାକୁ କୁହାଯାଇଛି। ଜୁନ୍‌…