Below header
Browsing Tag

sonia gandhi

ଦିଲ୍ଲୀରେ ସୋନିଆ ଗାନ୍ଧୀଙ୍କୁ ଭେଟିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୋର ଧରିଲା ନେତୃତ୍ୱ ପରିବର୍ତ୍ତନ…

କେନ୍ୟୁଜ୍(ବ୍ୟୁରୋ):ଦିଲ୍ଲୀରେ ସୋନିଆ ଗାନ୍ଧୀଙ୍କୁ ଭେଟିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ରାଜ୍ୟର ସାଂଗଠନିକ ସ୍ଥିତି ବାବଦରେ ଆଲୋଚନା ହୋଇଛି । ଆସନ୍ତା ୨୬ ତାରିଖରେ ଦିଲ୍ଲୀ ସ୍ଥିତ ଏଆଇସିସି ମୁଖ୍ୟାଳୟରେ ବସିବ ସାଧାରଣ ସଂପାଦକ ଓ ରାଜ୍ୟ ସଭାପତିଙ୍କ ବୈଠକ । ଏଥିରେ ରାଜ୍ୟ…

ନୂଆବର୍ଷରେ ଓଡ଼ିଶା ଆସିବେ ସୋନିଆ ଗାନ୍ଧୀ, ଏକାଠୀ ହେବେ ୫୦ ହଜାର କର୍ମୀ

ଭୁବନେଶ୍ୱର (କେନ୍ୟୁଜଓଡିଶା) : ଓଡ଼ିଶା ଆସିବେ ସୋନିଆ ଗାନ୍ଧୀ। ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧି ଓଡ଼ିଶା ଆସିବେ। ଆସନ୍ତା ମାସ ତୃତୀୟ ସପ୍ତାହରେ ଓଡ଼ିଶା ଆସିବା ନେଇ ସୂଚନା ମିଳିଛି। କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଏହି ସୂଚନା ଦେଇଛନ୍ତି। ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଏକ ବିଶାଳ…

ସାତ ଘଣ୍ଟାର ମାନସ ମନ୍ଥନ ପରେ AICCର ନିଷ୍ପତ୍ତି, ସୋନିଆ ରହିବେ ଅଧ୍ୟକ୍ଷା

କେନ୍ୟୁଜ୍(ବ୍ୟୁରୋ):  ଚିଠି ବିସ୍ଫୋରଣ ପରେ,ବସିଥିଲା କଂଗ୍ରେସ ୱାର୍କିଂ କମିଟି। ପଦାକୁ ଆସିଥିଲା କଂଗ୍ରେସ ୱାର ରୁମ୍‌ର ୱାର ଅଫ୍‌ ୱାର୍ଡସ।  ଗୋଟିଏ ପରେ ଗୋଟିଏ ବିସ୍ଫୋରକ ବୟାନ ମିଡିଆକୁ ଆସିଲା। ବୈଠକରେ କିଏ କଣ କହିଲା, ତାର ସତ-ମିଛ ଜଣା ପଡିବା ଆଗରୁ ବରିଷ୍ଠ ନେତାଙ୍କ ମନ୍ତବ୍ୟ,…

AICCରେ ପରିବର୍ତ୍ତନ ପାଇଁ ସୋନିଆଙ୍କୁ ଚିଠି ଲେଖିଲେ ୨୩ ବରିଷ୍ଠ ନେତା

ନୂଆଦିଲ୍ଲୀ: କଂଗ୍ରେସରେ ଉଠିଲା ପରିବର୍ତ୍ତନର ସ୍ୱର। କଂଗ୍ରେସର ୨୩ ବରିଷ୍ଠ ନେତା ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଛନ୍ତି। ବରିଷ୍ଠ ନେତାଙ୍କ ମଧ୍ୟରେ ୫ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ,ବହୁ ସିଡବ୍ଲୁସି ସଦସ୍ୟ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ସାଂସଦ ଅଛନ୍ତି। କଂଗ୍ରେସରେ ଆମୂଳଚୂଳ…

ଟ୍ରେନ୍‌ରେ ଫେରୁଥିବା ଶ୍ରମିକଙ୍କ ଗସ୍ତ ଖର୍ଚ୍ଚ ବହନ କରିବ ପ୍ରଦେଶ କଂଗ୍ରେସ କମିଟି, ଘୋଷଣା କଲେ କଂଗ୍ରେସ ଅଧ୍ୟକ୍ଷା…

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ଯୋଗୁ ଫସି ରହିଥିବା ଶ୍ରମିକଙ୍କୁ ଘରକୁ ଫେରିବାକୁ ଅନୁମତି ମିଳିଛି । ସବୁ ରାଜ୍ୟରେ ଫସି ରହିଥିବା ଶ୍ରମିକଙ୍କ ସାହାଯ୍ୟ ପାଇଁ ଆଗକୁ ଆସିଛି କଂଗ୍ରେସ । ଟ୍ରେନ୍‌ରେ ଫେରୁଥିବା ଶ୍ରମିକଙ୍କ ସମସ୍ତ ଗସ୍ତ ଖର୍ଚ୍ଚ ବହନ କରିବ ପ୍ରଦେଶ କଂଗ୍ରେସ କମିଟି । ଏନେଇ ଘୋଷଣା…

ଦେଶବାସୀଙ୍କୁ ସମ୍ବୋଧିତ କଲେ ସୋନିଆ ଗାନ୍ଧୀ, ଭିଡିଓ ସେୟାର କରି କହିଲେ “କଂଗ୍ରେସ ଆପଣଙ୍କ ସହ ରହିଛି”

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଙ୍ଗଳବାର ସକାଳେ କରୋନା ସଂକଟକୁ ନେଇ ଦେଶବାସୀଙ୍କ ପାଇଁ ଏକ ଭିଡିଓ ମେସେଜ ସେୟାର କରିଛନ୍ତି। ଏହି ଭିଡିଓରେ ସେ ଦେଶବାସୀଙ୍କୁ ଅଧିକରୁ ଅଧିକ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଏଥିସହ କରୋନା ସହ ଲଢ଼ୁଥିବା ସମସ୍ତ ଯୋଦ୍ଧାଙ୍କୁ ମଧ୍ୟ ସେ ପ୍ରଶଂସା…

କରୋନା ମୁକାବିଲା କରିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ପରାମର୍ଶ ଦେଲେ ସୋନିଆ ଗାନ୍ଧୀ, କହିଲେ ଏହି ୫ଟି କଥା

ବର୍ତ୍ତମାନର କରୋନା ସ୍ଥିତିର ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ଉଚ୍ଚ ପଦସ୍ଥ କର୍ମଚାରୀଙ୍କ ସମେତ ପୂର୍ବତନ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଓ ବିରୋଧୀ ଦଳର ନେତୃବୃନ୍ଦଙ୍କ ପରାମର୍ଶ ନେଉଛନ୍ତି। ଏନେଇ ସେ ଫୋନ ଯୋଗେ କଥାବାର୍ତ୍ତା କରିଛନ୍ତି। ବିରୋଧୀ ଦଳର ନେତା…

କରୋନା ଯୁଦ୍ଧରେ ସାମିଲ ହେଲେ ସୋନିଆ ଓ ରାହୁଲ ଗାନ୍ଧୀ, ଜାଣନ୍ତୁ କଲେ କେତେ ସାହାଯ୍ୟ

ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ମାରାତ୍ମକ ଭାଇରସ ସହ ଲଢ଼ିବା ପାଇଁ ଭାରତ ସରକାର ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ଏଣୁ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ଖେଳାଳି ତଥା ରାଜନେତା ମାନେ ମଧ୍ୟ ନିଜ ସାମର୍ଥ୍ୟ ଅନୁସାରେ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ଅର୍ଥ…

କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସେନିଆ ଗାନ୍ଧିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି

କେନ୍ଯୁଜ୍: କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସେନିଆ ଗାନ୍ଧିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଦିନକୁ ଦିନ ସେ ସୁସ୍ଥ ହେଉଛନ୍ତି । ସୋନିଆଙ୍କ ପାକସ୍ଥଳୀ ସଂକ୍ରମିତ ହୋଇଥିବା ଦିଲ୍ଲୀର ସାର୍‌ ଗଙ୍ଗାରାମ ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି । ରବିବାର ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ…

କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ଅସୁସ୍ଥ, ଦିଲ୍ଲୀର ସାର୍‌ ଗଙ୍ଗାରାମ ମେଡିକାଲରେ ଭର୍ତ୍ତି

ନୂଆଦିଲ୍ଲୀ: କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ଅସୁସ୍ଥ । ସେ ଅସୁସ୍ଥ ଅନୁଭବ କରିବାରୁ ଦିଲ୍ଲୀର ସାର୍‌ ଗଙ୍ଗାରାମ ମେଡିକାଲରେ ଭର୍ତ୍ତି କରାଯାଇଛି । ସୋନିଆଙ୍କୁ ଜ୍ୱର ଏବଂ ନିଶ୍ୱାସ ନେବାରେ କଷ୍ଟ ହେଉଥିବା ଜଣାପଡିଛି । ତେବେ ଏହା ରୁଟିନ ଚେକଅପ୍‌ ଥିବା ସୂଚନା ମିଳିଛି ।…

ରାଜ୍ୟ କଂଗ୍ରେସର ଗତି କୁଆଡେ, ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିଲେ ରାଜ୍ୟର କିଛି ଅସନ୍ତୁଷ୍ଠ…

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟ କଂଗ୍ରେସର ଗତି କୁଆଡେ । ଦିଲ୍ଲୀରେ ଆଜି କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିଛନ୍ତି ଦଳର କିଛି ଅସନ୍ତୁଷ୍ଠ ନେତ୍ରୀ । ସୋନିଆ ଗାନ୍ଧିଙ୍କୁ  ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ସେମାନେ ଦଳର ସ୍ଥିତି ସଂପର୍କରେ ଅବଗତ କରିବା…

ଜନ୍ମଦିନ ପାଳିଲେ ନାହିଁ ସୋନିଆ ଗାନ୍ଧି, କହିଲେ ମୁଁ ଖୁବ୍‌ ମର୍ମାହତ

ନୂଆଦିଲ୍ଲୀ : ଆଜି ୭୩ ବର୍ଷ ବୟସରେ ପଦାର୍ପଣ କଲେ କଂଗ୍ରେସ ତଥା ୟୁପିଏ ଅଧକ୍ଷ୍ୟା ସୋନିଆ ଗାନ୍ଧି । ଅବଶ୍ୟ ସେ ଆଜି ଜନ୍ମ ଦିନ ପାଳନ କରୁ ନାହାନ୍ତି । ଦେଶର ବର୍ତ୍ତମାନ ପରିସ୍ଥିତିକୁ ନେଇ ସେ ଖୁବ୍‌ ଦୁଃଖୀ ଅଛନ୍ତି ତେଣୁ ଜନ୍ମ ଦିନ ପାଳିବେ ନାହିଁ ବୋଲି ଜଣାଇ ଦେିଛନ୍ତି । ସେହିପରି ନିଜ…