ଟ୍ଵିଟ୍ରେ ସୋନୁ ସୁଦ୍ଙ୍କୁ ବିୟର ଡିମାଣ୍ଡ କଲେ ବ୍ୟକ୍ତି, ଉତ୍ତରରେ ଏମିତି କହିଲେ ଅଭିନେତା
କରୋନା ପରଠାରୁ ବଲିଉଡ୍ ଜଗତର ଏକ ଚର୍ଚ୍ଚିତ ନାଁ ପାଲଟିଯାଇଛନ୍ତି ସୋନୁ ସୁଦ୍। ମହାମାରୀ ବେଳେ ସେ ଯେଭଳି ଭାବେ ଲୋକଙ୍କୁ ସାହାଯ୍ୟ କରିଛନ୍ତି, ଏବେ ସମସ୍ତେ ତାଙ୍କୁ ଭଗବାନ ଭଳି ପୂଜା କରିବା ଆରମ୍ଭ କରିଛନ୍ତି। ଏବେ ବି ସୋସିଆଲ ମିଡିଆରେ ଯେତେବେଳେ କେହି ସୋନୁଙ୍କୁ ସାହାଯ୍ୟ ମାଗୁଛନ୍ତି,…