ସୋନୁ ସୁଦ ମଲ୍ ଭିତରେ ଦେଖାଇଲେ ଏମିତି ଷ୍ଟଣ୍ଟ୍, କିନ୍ତୁ ଫ୍ୟାନ୍ଙ୍କୁ ଘରେ ନ କରିବାକୁ କଲେ ଅପିଲ
ବଲିଉଡ୍ ଆକ୍ଟର ସୋନୁ ସୁଦ ନା କେବଳ ପରଦାରେ ଜବରଦସ୍ତ ଆକ୍ସନ କରୁଥିବାର ନଜର ଆସି ଥାଆନ୍ତି ତା’ ନୁହେଁ, ବରଂ ରିୟଲ ଲାଇଫ୍ରେ ମଧ୍ୟ ସେ ବହୁତ ଫିଟ୍ ଏବଂ ଆକ୍ଟିଭ ଥାଆନ୍ତି। ନିକଟରେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଏକ ମଲ୍ ଭିତରେ ବିପଦପୂର୍ଣ୍ଣ ଷ୍ଟଣ୍ଟ କରୁଥିବାର…