Browsing Tag

sports news

ଫିଫା ବିଶ୍ୱକପରେ ଦର୍ଶକଙ୍କୁ ଷ୍ଟାଡିୟମ ଭିତରକୁ ଛାଡ଼ିଲେନି କର୍ତ୍ତୃପକ୍ଷ, କ୍ରୁସେଡର ଡେସ୍‌ ପିନ୍ଧିଥିବାରୁ ହେଲା…

କେନ୍ୟୁଜ୍‌ ବ୍ୟୁରୋ: କତାରରେ ଚାଲିଛି ଫିଫା ବିଶ୍ୱକପ ୨୦୨୨, ସମସ୍ତଙ୍କ ନଜର ଖେଳ ଉପରେ ରହିଛି । ବିଶ୍ୱକପରେ ଧମାକାଦାର ମ୍ୟାଚ୍‌କୁ ସମସ୍ତେ ଉପଭୋଗ କରୁଛନ୍ତି । କିନ୍ତୁ ଦିନକୁ ଦିନ ବିଶ୍ୱକପରେ ଏମିତି ଚାଞ୍ଚଲ୍ୟକର ଖବର ଆସୁଛି ଯାହା ଫୁଟ୍‌ବଲ ପ୍ରେମୀଙ୍କୁ ଚକିତ କରିଛି । ଆୟୋଜକ କତାରର…

ଫିଫା ବିଶ୍ୱକପ ୨୦୨୨: ନେମାରଙ୍କ ଅନୁପସ୍ଥିତି ବ୍ରାଜିଲ ଉପରେ କିଛି ପ୍ରଭାବ ପକାଇବ ନାହିଁ; ୱେନ୍‌ ରୁନେ

କେନ୍ୟୁଜ୍‌: ବ୍ରାଜିଲର ପ୍ରମୁଖ ଖେଳାଳି ଷ୍ଟ୍ରାଇକର ନେମାର ଆହତ ହେବା ପରେ ଦଳ ଏବେ ଚିନ୍ତାରେ ପଡ଼ିଛି । ଏହି ସମୟରେ ଇଂଲଣ୍ଡର ପୂର୍ବତନ ଖେଳାଳି ଏବଂ ମଞ୍ଚେଷ୍ଟର ୟୁନାଇଟେଡ୍‌ର ଲିଜେଣ୍ଡ ୱେନ୍‌ ରୁନେ  କହିଛନ୍ତି, ‘ନେମାରଙ୍କ ଅନୁପସ୍ଥିତି ବ୍ରାଜିଲ ଟିମ ପାଇଁ କିଛି ପ୍ରଭାବ ପକାଇବ ନାହିଁ ।…

ଦମ୍‌ଦାର ବ୍ୟାଟିଂ ସତ୍ତ୍ୱେ ପ୍ରଥମ ଦିନିକିଆ ହାରିଗଲା ଟିମ୍‌ ଇଣ୍ଡିଆ, ୭ ଓ୍ଵିକେଟରେ ଜିତିଲା ନ୍ୟୁଜିଲାଣ୍ଡ

କେନ୍ୟୁଜ୍‌: ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଭାରତୀୟ ଦଳ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ପରାଜୟ ବରଣ କରିଛି । ଟି-୨୦ ସିରିଜରେ ଭଲ ପ୍ରଦର୍ଶନ କରି ସିରିଜକୁ ହାତେଇବା ପରେ ଆଜି ଅକଲାଣ୍ଡର ଇଡେନ ପାର୍କରେ ଖେଳାଯାଉଥିବା ମ୍ୟାଚ୍‌ରେ ଭାରତ ହାରିଯାଇଛି । ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୭ ଓ୍ଵିକେଟ…

ଫିଫା ବିଶ୍ୱକପରେ ମ୍ୟାଚ୍‌ ଜିତିବା ପରେ ନିଆରା ଢଙ୍ଗରେ ସେଲିବ୍ରେସନ୍‌ କଲେ ଖେଳାଳି, ନିଜ ସାର୍ଟ ଖୋଲି ଗର୍ଲଫ୍ରେଣ୍ଡକୁ…

କେନ୍ୟୁଜ୍‌ :  କାତାରରେ ଆରମ୍ଭ ହୋଇଯାଇଛି ଫିଫା ବିଶ୍ୱକପ ୨୦୨୨ । ସମସ୍ତେ ଜାଣନ୍ତି ଏହି ଫୁଟ୍‌ ବଲ ମ୍ୟାଚ୍‌କୁ ଦେଖିବା ଲୋକଙ୍କ ଭିତରେ ଯେତିକି ଉତ୍କଣ୍ଠା ଥାଏ, ଖେଳରେ ଘଟୁଥିବା ଅଜବ ଘଟଣାମାନ ଲୋକଙ୍କୁ ଆହୁରି ଆଚମ୍ବିତ କରିଥାଏ । ଗତକାଲି ଖଲିଫା ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ହୋଇଥିବା…

ଫିଫା ବିଶ୍ୱକପ ଷ୍ଟାଡିୟମରେ ଗୁଞ୍ଜରିତ ହେଲା ପ୍ରତିଧ୍ୱନି ,‘ଆମକୁ ବିୟର ଦରକାର’, ଭାଇରାଲ ହେଉଛି ଭିଡିଓ

କେନ୍ୟୁଜ୍‌: ଆରମ୍ଭ ହୋଇଯାଇଛି ଫିଫା ଫୁଟ୍‌ ବଲ ମହାସମର । ନଭେମ୍ବର ୨୦ (ରବିବାର ) ଦିନ ଏହାର ଉଦ୍‌ଘାଟନୀ ମ୍ୟାଚ୍‌ ଆରମ୍ଭ ହୋଇ ଯାଇଛି । ପ୍ରଥମ ମ୍ୟାଚ୍‌ରେ ଇକ୍ୱାଡର ସହିତ କାତାରର ମ୍ୟାଚ୍‌ ହୋଇଥିଲା । ଏହି ମ୍ୟାଚ୍‌ରେ କାତାରର ପରାଜୟ ହୋଇଥିଲା । ଏହି ଫିଫା ବିଶ୍ୱକପ ଫୁଟ୍‌ବଲ୍‌…

ଫିଫା ବିଶ୍ୱକପ: ଦ୍ୱିତୀୟ ଦିନରେ ଇରାନକୁ ଭେଟିବ ଇଂଲଣ୍ଡ, ଟାଇଟଲ ଲକ୍ଷ୍ୟରେ ଇଂଲିଶ ଟିମ୍‌

କେନ୍ୟୁଜ୍‌: ଫିଫା ବିଶ୍ୱକପ ଉଦ୍‌ଘାଟିତ ହୋଇଯାଇଛି । କାତାରରେ ଅଲ୍‌ ବେୟତ ଷ୍ଟାଡିୟମରେ ଉଦ୍‌ଘାଟନୀ ମ୍ୟାଚରେ କାତାର ସହିତ ଇକ୍ୱାଡରର ମ୍ୟାଚ୍‌ ହୋଇଥିଲା, ଏହି ମ୍ୟାଚ୍‌ରେ କାତାର ଇକ୍ୱାଡରଠାରୁ ୦-୨ ଗୋଲ ବ୍ୟବଧାନରେ ମ୍ୟାଚ୍‌ ହାରିଥିଲା । ଫିଫା ବିଶ୍ୱକପରେ ଆଜି ହେଉଛି ଦ୍ୱିତୀୟ ଦିନ । ଆଜି…

ଫିଫା ବିଶ୍ୱକପ ୨୦୨୨: ଭାରତୀୟ କ୍ୟାଟରର୍ସଙ୍କ ସହିତ ଦୁର୍ବ୍ୟବହାର, ଭୋକ ଉପାସରେ ଘଣ୍ଟା ଘଣ୍ଟା ଧରି ଷ୍ଟାଡିୟମ ବାହାରେ…

କେନ୍ୟୁଜ୍‌ :  ଫିଫା ବିଶ୍ୱକପ ଉଦ୍‌ଘାଟିତ ହୋଇଯାଇଛି । କାତାରରେ ଅଲ୍‌ ବେୟତ ଷ୍ଟାଡିୟମରେ ଉଦ୍‌ଘାଟନୀ ମ୍ୟାଚ୍‌ ଏକ୍ୱାଡର ଏବଂ କତାର ସହିତ ହୋଇଥିଲା ଯେଉଁଥିରେ କତାର ପରାଜିତ ହୋଇଥିଲା । ଏବେ ଏହି ଫିଫା ବିଶ୍ୱକପ ଲୋକପ୍ରିୟତାର ଶୀର୍ଷରେ ଥିବା ବେଳେ ଏକ ଘଟଣା ଘଟିଛି ଯାହା ଖାସ୍‌ କରି…

ଫିଫା ବିଶ୍ୱକପ୍‌ : ଏଥର ଖେଳା ଯାଉଛି ସେନସର ଲାଗିଥିବା ବଲ୍‌ରେ, ନାଁ ହେଉଛି ‘ଅଲ ରିହଲା’

କେନ୍ୟୁଜ୍ ବ୍ୟୁରୋ: ଚଳିତ ଫିଫା ବିଶ୍ୱକପରେ କିଛି ନୂଆ ହେବାକୁ ଯାଉଛି । ଏଥର ପଡ଼ିଆରେ ଗଡ଼ିବ ନୂଆ ଟେକନୋଲୋଜିରେ ନିର୍ମିତ ବଲ, ଯାହାର ନାମ ରହିଛି ‘ଅଲ ରିହାଲ’ । ଆରବିକ୍ ଭାଷାରେ ଏହାର ଅର୍ଥ ହେଉଛି, ‘ ଦ ଜର୍ଣ୍ଣି’ । ଏହି ବଲ୍ରେ ଯେଉଁ ଜ୍ଞାନ କୌଶଳ ବ୍ୟବହାର କରାଯାଇଛି ତାହା ବିଶ୍ୱକପରେ…

ପୁଣି ଫେରିଲେ କ୍ୟାପ୍‌ଟେନ କୁଲ, ୨୦୨୩ ସିଜନରେ ଚେନ୍ନାଇ ସୁପର କିଙ୍ଗ୍‌ସର ନେତୃତ୍ୱ ନେବେ ଧୋନି

କେନ୍ୟୁଜ୍‌:  ଆସନ୍ତା ବର୍ଷ ଆଇପିଏଲର ୧୬ତମ ସଂସ୍କରଣ ଆୟୋଜିତ ହେବାକୁ ଯାଉଛି। ଏଥିପାଇଁ ଚେନ୍ନାଇ ସୁପର କିଙ୍ଗ୍‌ସ ତାର ଦଳ ଘୋଷଣା କରିଛି । ୨୦୨୩ ସିଜିନ ପାଇଁ ସିଏସକେ କିଛି ଖେଳାଳିଙ୍କୁ ବାଦ ଦେଇଥିବା ବେଳେ କିଛି ଖେଳାଳିଙ୍କୁ ଦଳରେ ରଖିଛି । ସବୁଠାରୁ ବଡ଼ କଥା ହେଉଛି ଚେନ୍ନାଇର ପୂର୍ବତନ…

ଘୋଷଣା ହେଲା ରାଷ୍ଟ୍ରୀୟ କ୍ରୀଡ଼ା ପୁରସ୍କାର, ଅଚନ୍ତ ଶରତ କମଲଙ୍କୁ ମିଳିବ ଖେଳ ରତ୍ନ ଏବଂ ରୋହିତ ଶର୍ମାଙ୍କ କୋଚ୍‌ଙ୍କୁ…

କେନ୍ୟୁଜ୍‌ ବ୍ୟୁରୋ:  ୨୦୨୨ ବର୍ଷ ପାଇଁ ରାଷ୍ଟ୍ରୀୟ କ୍ରୀଡ଼ା ପୁରସ୍କାର ଘୋଷଣା ହୋଇଯାଇଛି । ଭାରତୀୟ କ୍ରୀଡ଼ା ଜଗତର ସର୍ବୋଚ କ୍ରୀଡ଼ା ସମ୍ମାନ ଟେବୁଲ ଟେନିସ ଖେଳାଳି ଅଚନ୍ତ ଶରତ କମଲଙ୍କୁ ମିଳିବ ଖେଳ ରତ୍ନ ପୁରସ୍କାର । ୨୫ ଜଣଙ୍କୁ ମିଳିବ ଅର୍ଜୁନ ପୁରସ୍କାର । ୩୦ ନଭେମ୍ବରରେ ରାଷ୍ଟ୍ରପତି…

ଗୁଜବ ଏବେ ସତ ହୋଇଗଲା,ସାନିଆ ମିର୍ଜା-ସୋଏବ ମଲିକଙ୍କ ସମ୍ପର୍କ ନେଉଛି ଶେଷ ନିଶ୍ୱାସ,ଛାଡ଼ପତ୍ର ହେବା ଥୟ

କେନ୍ୟୁଜ୍‌ ବ୍ୟୁରୋ: ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ଏବଂ ପାକିସ୍ତାନୀ କ୍ରିକେଟର ସୋଏବ ମଲିକଙ୍କ ତଲାକ ବିବାଦ ଏବେ ଚରମ ସୀମାରେ । ବହୁତ ଦିନ ହେଲାଣି ଏହି ଦୁହିଁଙ୍କ ଦାମ୍ପତ୍ୟ ଜୀବନକୁ ନେଇ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ହେଉଥିଲା । ମିଡିଆ ରିପୋର୍ଟ ଅନୁସାରେ ସେମାନଙ୍କର ବନ୍ଧୁ…

ନେପାଳ କ୍ରିକେଟ୍ ଟିମ୍‌ର ପୂର୍ବତନ ଅଧିନାୟକ କାଠମାଣ୍ଠୁ ବିମାନ ବନ୍ଦରରୁ ଗିରଫ; ନାବାଳିକା ଦୁଷ୍କର୍ମ ନେଇ ରହିଛି…

ନେପାଳ କ୍ରିକେଟ୍ ଟିମ୍‌ର ପୂର୍ବତନ ଅଧିନାୟକ ସନ୍ଦୀପ ଲାମିଛାନେଙ୍କୁ କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗିରଫ କରାଯାଇଛି। ତାଙ୍କ ଉପରେ ୧୭ ବର୍ଷୀୟା ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ନେଇ ଅଭିଯୋଗ ରହିଥିଲା। ଲାମିଛାନେ ପ୍ରଥମେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ସମସ୍ତ…