Below header
Browsing Tag

src

ଦୀପାବଳିରେ ବାଣ ବିକ୍ରି ହେବ ନା ନାହିଁ? ଏନେଇ ସରକାରଙ୍କ ଉପରେ ନିଷ୍ପତ୍ତି ଛାଡ଼ିଲେ ହାଇକୋର୍ଟ

ଭୁବନେଶ୍ୱର (କେନ୍ୟୁଜ): ଦୀପାବଳିରେ ବାଣ ବିକ୍ରି ହେବ ନା ନାହିଁ? ବାଣ ଫୁଟାଇବାକୁ ଅନୁମତି ମିଳିବ କି ନାହିଁ ? ରାଜ୍ୟ ସରକାରଙ୍କ ଉପରେ ନିଷ୍ପତ୍ତି ଛାଡ଼ିଲେ ହାଇକୋର୍ଟ। ସ୍ୱତନ୍ତ୍ର ରିଲିଫ୍‌ କମିଶନର ଏନେଇ ନେବେ ନିଷ୍ପତ୍ତି । ଆଜି ପୂର୍ବାହ୍‌ଣରେ ଶୁଣାଣି କରିବେ ଏସ୍‌ଆରସି । ହାଇକୋର୍ଟରେ…

ଗୋପାଳପୁରଠାରୁ ୧୮୦ କିମି ଦୂରରେ ରହିଛି ବାତ୍ୟା ଗୁଲାବ, ଭୂସ୍ଖଳନ ଉପରେ ଦୃଷ୍ଟି ରଖିବାକୁ SRCଙ୍କ ନିର୍ଦ୍ଦେଶ

କେନ୍ୟୁଜ୍‌(ବ୍ୟୁରୋ): ଗୋପାଳପୁରଠାରୁ ୧୮୦ କିମି ଦୂରରେ ରହିଛି ବାତ୍ୟା ଗୁଲାବ। ଆଜି ମଧ୍ୟରାତ୍ରିରେ ଗୋପାଳପୁର ଉପକୂଳ ଅତିକ୍ରମ କରିବ। ମଧ୍ୟରାତ୍ରିରେ କଳିଙ୍ଗପଟ୍ଟନମ୍‌ ଗୋପାଳପୁର ମଧ୍ୟରେ ଉପକୂଳ ଛୁଇଁବ। ସବୁଠୁ ଅଧିକ ପ୍ରଭାବ ପଡିବ ଗଞ୍ଜାମ ଓ ଗଜପତିରେ। ୬୦ରୁ ୭୦ କିମି ବେଗରେ ପବନ ବହିବ।…

ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତି:ପ୍ରଭାବିତ ଜିଲ୍ଲାପାଳଙ୍କୁ ଆଲର୍ଟ କରିଛନ୍ତି ଏସଆରସି

କେନ୍ୟୁଜ୍(ବ୍ୟୁରୋ): ସମ୍ବାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ସରକାର । ପ୍ରଭାବିତ ଜିଲ୍ଲାପାଳଙ୍କୁ ଆଲର୍ଟ କରିଛନ୍ତି ଏସଆରସି । ବିଡିଓ, ତହସିଲଦାର ଓ ସ୍ଥାନୀୟ ଥାନାକୁ ମଧ୍ୟ ଆଲର୍ଟ କରାଯାଇଛି । ପ୍ରବଳ ବର୍ଷା ସହ ଫ୍ଲାସ୍‌ ଫ୍ଲଡ୍‌ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଋଷିକୂଲ୍ୟା ଓ…

ଶନିବାର ସଂଧ୍ୟାରେ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ହେଉଛି: SRC

କେନ୍ୟୁଜ୍(ବ୍ୟୁରୋ):  ମହାନଦୀ ଅବବାହିକାରେ ବନ୍ୟା ଆଶଙ୍କା । ଲଗାଣ ବର୍ଷା ପରେ ହୀରାକୁଦ ଡ୍ୟାମ୍‌ରେ ଜଳସ୍ତର ବୃଦ୍ଧି ପାଇଛି । ପର୍ଯ୍ୟାୟକ୍ରମେ ହୀରାକୁଦ ଗେଟ୍‌ ଖୋଲାଯାଇ ଜଳ ନିଷ୍କାସିତ ହେଉଛି । ଏହାଦ୍ୱାର ମହାନଦୀ ସଂଲଗ୍ନ ତଳିଆ ଅଞ୍ଚଳରେ ଛୋଟ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହେବା…

ମହାନଦୀରେ ଛୋଟ ବନ୍ୟା ଆସିବ କିନ୍ତୁ ବଡ଼ ଧରଣର କ୍ଷୟକ୍ଷତି ହେବନାହିଁ: SRC

କେନ୍ୟୁଜ୍(ବ୍ୟୁରୋ):ଉପରମୁଣ୍ଡରେ ବର୍ଷା । ମହାନଦୀରେ ଛୋଟ କିମ୍ବା ମଧ୍ୟମ ଧରଣର ବନ୍ୟା ଆଶଙ୍କା । ବନ୍ୟା ପ୍ରଭାବରେ ମହାନଦୀ ଅବବାହିକାରେ ବଡ଼ ଧରଣର କ୍ଷୟକ୍ଷତି ହେବନାହିଁ । ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି । ସମ୍ଭାବ୍ୟ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ…

ବାତ୍ୟା ପ୍ରଭାବିତ ଅଞ୍ଚଳରେ ଜୋରସୋରରେ ଚାଲିଛି ପୁନରୁଦ୍ଧାର କାମ: SRC

କେନ୍ୟୁଜ୍(ବ୍ୟୁରୋ):  ବାତ୍ୟା ପ୍ରଭାବିତ ଅଞ୍ଚଳରେ ଜୋରସୋରରେ ଚାଲିଛି ପୁନରୁଦ୍ଧାର କାମ । ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ଯାଇଛି ଓ ଭାଙ୍ଗି ଯାଇଛି ବିଦ୍ୟୁତ ଖୁଣ୍ଟ । ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର କିଛି ଅଞ୍ଚଳରେ ସମୁଦ୍ର ପାଣି ପଶିଛି । ସେସବୁ ଅଞ୍ଚଳରେ ବାଧାପ୍ରାପ୍ତ ହୋଇଛି ବିଦ୍ୟୁତ…

ଭିତରକନିକା, ଚାନ୍ଦବାଲି, ଧାମରାରେ ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା ‘ୟସ୍‌’: SRC

ଭୁବନେଶ୍ୱର: ବାତ୍ୟା ସ୍ଥିତି ନେଇ SRCଙ୍କ ପ୍ରତିକ୍ରିୟା । ଭିତରକନିକା, ଚାନ୍ଦବାଲି, ଧାମରାରେ ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା ‘ୟସ୍‌’ । କାଲି ପୂର୍ବାହ୍ନରେ ଲ୍ୟାଣ୍ଡଫଲ୍‌ ନେଇ ପୂର୍ବାନୁମାନ ହୋଇଛି। ରାଜନଗର, ପାରାଦୀପରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି। ଆଜି ସନ୍ଧ୍ୟା ପରଠାରୁ ପବନର ବେଗ…

ଆସନ୍ତା କାଲି ସନ୍ଧ୍ୟା ସୁଦ୍ଧା ସବୁ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ କାର୍ଯ୍ୟ ଶେଷ ହେବ: SRC

କେନ୍ୟୁଜ୍(ବ୍ୟୁରୋ):  ବାତ୍ୟା ୟାସ୍ ମୁକାବିଲା ପ୍ରସ୍ତୁତି ନେଇ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନାଙ୍କ ପ୍ରେସ ମିଟ୍ । ଏସଆରସି କହିଛନ୍ତି  ବାତ୍ୟା ୟସ୍  ବାଲେଶ୍ବର ଚାନ୍ଦିପୁରରେ  ଲାଣ୍ଡଫଲ କରିପାରେ। ଆଗାମୀ ସମୟରେ ଭାରତୀୟ ପାଣିପାଗ ବିଭାଗ ଏ ନେଇ ସ୍ଥିତି ସ୍ପଷ୍ଟ କରିବ । ବାତ୍ୟା…

ବାତ୍ୟା ପାଇଁ ୧୦ ଜିଲ୍ଲାରେ ୨ ଘଣ୍ଟା ଲକଡାଉନ ନିୟମ କୋହଳ, ଏସଆରସି ଦେଲେ ସୂଚନା

କେନ୍ୟୁଜ୍(ବ୍ୟୁରୋ): ବାତ୍ୟା ୟସକୁ ଦୃଷ୍ଟିରେ ରଖି ୧୦ଟି ଜିଲ୍ଲାରେ ଲକଡାଉନ ସାମାନ୍ୟ କୋହଳ କରାଯାଇଛି। ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଲକଡାଉନକୁ କୋହଳ କରିବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି )ଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।…

ସମ୍ଭାବ୍ୟ ବାତ୍ୟା ନେଇ ପ୍ରସ୍ତୁତି ବୈଠକ, ମୁକାବିଲା ନେଇ ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କଲେ SRC ପ୍ରଦୀପ ଜେନା

କେନ୍ୟୁଜ୍(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପ୍ରସ୍ତୁତି ବୈଠକ । ଭିଡିଓ କନଫରେନ୍ସିଂରେ ୧୦ଟି ଜିଲ୍ଲାର ଜିଲ୍ଲାପାଳ, ଏସପି, ଅଗ୍ନିଶମ ବାହିନୀ ଅଧିକାରୀ, ଏଡିଏମ୍‌୍‌ ଓ ଜୁରରିକାଳୀନ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଏସଆରସି । ସମ୍ଭାବ୍ୟ ବାତ୍ୟା…

ଗ୍ରୀଷ୍ଣ ପ୍ରବାହକୁ ନେଇ SRCଙ୍କ ସତର୍କ ବାଣୀ, ସବୁ ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ

କେନ୍ୟୁଜ୍(ବ୍ୟୁରୋ): ଚଳିତ ବର୍ଷ ବଢିପାରେ ଗ୍ରୀଷ୍ଣ ପ୍ରବାହ। ଗ୍ରୀଷ୍ଣ ଆସିବା ପୂର୍ବରୁ ସତର୍କ ସୂଚନା ଜାରି କରିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର। ଗ୍ରଷ୍ଣ ପ୍ରବାହକୁ ଦୃଷ୍ଟିରେ ରଖି ସବୁ ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଚିଠି ମାଧ୍ୟମରେ…