Browsing Tag

sri jaganath

ପ୍ରଥମ ଥର ପାଇଁ ଟମାଟୋରେ ଦୃଶ୍ୟମାନ ହେଲେ ଜଗତର ନାଥ ଶ୍ରୀଜଗନ୍ନାଥ, ଅଲୌକିକ ଦୃଶ୍ୟ ଦେଖିବା ପାଇଁ ଲାଗିଲା ପ୍ରବଳ ଭିଡ଼

ପାଟଣାଗଡ଼ (କେନ୍ୟୁଜ): ଟମାଟୋରେ ଦୃଶ୍ୟମାନ ହୋଇଛନ୍ତି ଜଗତର ନାଥ ଜଗନ୍ନାଥ । ସତରେ ଶ୍ରୀଜିଉ ନିଜ ଭକ୍ତଙ୍କ ପାଇଁ ଏ ଧରାଧାମକୁ ଓହ୍ଲାଇ ଆସିଛନ୍ତି । କେତେବେଳେ ପରଟାରେ ଜଗନ୍ନାଥ ଆବିର୍ଭାବ ହୁଅନ୍ତି ତ କେତେବେଳେ କାନ୍ଥରେ ଉଭା ହୋଇପଡ଼ନ୍ତି ଜଗନ୍ନାଥ। କିନ୍ତୁ ପ୍ରଥମ ଥର ପାଇଁ ଟମାଟୋରେ…

ମହାପ୍ରଭୁଙ୍କ ପ୍ରସିଦ୍ଧ ଚନ୍ଦନ ଯାତ୍ରା ଦର୍ଶନ ପାଇଁ ଆସିଛନ୍ତି ଅନେକ ଶ୍ରଦ୍ଧାଳୁ

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଚନ୍ଦନ ଯାତ୍ରା। ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହ ତାପରୁ ଉପଶମ ପାଇବା ପାଇଁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ନରେନ୍ଦ୍ର ପୁଷ୍କରିଣୀରେ ନୌକା ବିହାର କରିଛନ୍ତି। ଦୀର୍ଘ ୨୧ ଦିନ ଧରି ଚାଲିବାକୁ ଥିବା ଏହି ବାହାର ଚାପରେ…

ଆଜି ମହାପ୍ରଭୁଙ୍କ ପଇତା ଲାଗି ନୀତି, ଅପରାହ୍ନ ୪ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ (କେନ୍ଯୁଜ):  ଆଜି ମହାପ୍ରଭୁଙ୍କ ପଇତା ଲାଗି ନୀତି । ଶ୍ରୀମନ୍ଦିରରେ ରତ୍ନ ସିଂହାସନ ଉପରେ ଶ୍ରୀଜୀଉଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହେବ । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀମନ୍ଦିରର ଜୟବିଜୟ ଦ୍ୱାର ବନ୍ଦ ରହିବ । ଦ୍ୱିପହର ଧୂପ ପରେ ଦଇତାପତି ସେବକମାନେ ମହାପ୍ରଭୁଙ୍କୁ…

ଭକ୍ତଙ୍କ ପାଇଁ ଖୁବଶୀଘ୍ର ଖୋଲିବ ଶ୍ରୀମନ୍ଦିର, ଆସନ୍ତା ୪ତାରିଖରେ ବୈଠକ ପରେ ଘୋଷଣା କରିବ ମନ୍ଦିର ପ୍ରଶାସନ

ପୁରୀ (କେନ୍ଯୁଜ):  ଭକ୍ତଙ୍କ ପାଇଁ ଖୁବଶୀଘ୍ର ଖୋଲିବ ଶ୍ରୀମନ୍ଦିର । ଆସନ୍ତା ୪ତାରିଖରେ ବୈଠକ ପରେ ମନ୍ଦିର ଖୋଲିବା ନେଇ ଆନୁଷ୍ଠନିକ ଭାବେ ଘୋଷଣା କରିବ ମନ୍ଦିର ପ୍ରଶାସନ । ଜିଲ୍ଲା ପ୍ରଶାସନ, ପୋଲିସ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିକାରୀ ଓ ବରିଷ୍ଠ ସେବାୟତଙ୍କ ସହ ଆଲୋଚନା ପରେ…

ଆଜି ଶ୍ରୀଜିଉଙ୍କ ସୁନାବେଶ, ରାତି ୧୨ଟା ପର୍ଯ୍ୟନ୍ତ ମିଳିବ ସୁନାବେଶ ଦର୍ଶନ

ପୁରୀ (କେନ୍ଯୁଜ):  ଶାନ୍ତିଶୃଙ୍ଖଳାରେ ସରିଛି ଶ୍ରୀଜିଉଙ୍କ ନବଦିନାତ୍ମକ ଯାତ୍ରା । ଆଜି ରଥାରୁଢ଼ ଶ୍ରୀଜିଉଙ୍କର ହେବ ସୁନାବେଶ । ବଡତଢାଉ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ପରଂବ୍ରହ୍ମ । ଘରେ ବସି ମହାପ୍ରଭୁଙ୍କ ସୁନାବେଶ ଦେଖିବେ ଶ୍ରଦ୍ଧାଳୁ । ଅପରାହ୍ନ ୪ଟାରେ ଠାକୁରଙ୍କ ସୁନାବେଶ ଆରମ୍ଭ…

ଆସନ୍ତା ୨୧ ତାରିଖରୁ ବିନା ସାର୍ଟିଫିକେଟରେ କରିପାରିବେ ଜଗା ଦର୍ଶନ

ପୁରୀ(କେ ନ୍ୟୁଜ):  ଆସନ୍ତା ୨୧ ତାରିଖରୁ ବିନା କୋଭିଡ ନେଗେଟିଭ ସାର୍ଟିଫିକେଟରେ ଭକ୍ତ ମାନେ କରିପାରିବେ ମହାପ୍ରଭୁଙ୍କ ଦର୍ଶନ । ଦୈନିକ ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ୱ ଭକ୍ତ ଆସିବା ସମ୍ଭାବନା ଥିବାରୁ ଏନେଇ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଛି ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ । ଆଜି…