Browsing Tag

stray dogs

ସାର୍ବଜନୀନ ସ୍ଥାନରୁ ବୁଲା କୁକୁରଙ୍କୁ ହଟାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ୨୦୨୫ର ରାୟକୁ ରଖିଲେ ବଳବତ୍ତର

ନୂଆଦିଲ୍ଲୀ : ବୁଲା କୁକୁରଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ସାର୍ବଜନୀନ ସ୍ଥାନରୁ ବୁଲା କୁକୁରଙ୍କୁ ହଟାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ଜନତାଙ୍କ ବୃହତର ସ୍ବାର୍ଥ ରକ୍ଷା ଦୃଷ୍ଟିରୁ ଜନଗହଳି ପୂର୍ଣ୍ଣ ରାସ୍ତାଗୁଡ଼ିକରୁ ବୁଲାକୁକୁରଙ୍କୁ ହଟାଇବାକୁ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ…

ହାଇଦ୍ରାବାଦରେ ପୁଣି ୧୦୦ ବୁଲା କୁକୁରଙ୍କୁ ହତ୍ୟା, ମାମଲା ରୁଜୁ

ହାଇଦ୍ରାବାଦ : ହାଇଦ୍ରାବାଦ ରଙ୍ଗାରେଡ୍ଡୀ ଜିଲ୍ଲାରେ ଚାଞ୍ଚଲ୍ୟ । ୟାଚାରାମ ଗାଁରେ ୧୦୦ ବୁଲା କୁକୁରଙ୍କୁ ବିଷ ଦେଇ ହତ୍ୟା ଅଭିଯୋଗ । ସ୍ଥାନୀୟ ସରପଞ୍ଚ, ୱାର୍ଡ ମେମ୍ବର ଓ ଗ୍ରାମ ସଚିବଙ୍କ ନିର୍ଦ୍ଦେଶରେ କୁକୁରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ବୁଲା କୁକୁରଙ୍କ ଦୌରାତ୍ମ୍ୟ…

ଅମାନବୀୟ ଘଟଣା: ନିର୍ବାଚନୀ ପ୍ରତିଶ୍ରୁତି ପାଇଁ ଭୁଲ ଇଞ୍ଜେକସନ ଦେଇ ୫୦୦ କୁକୁରଙ୍କ ହତ୍ୟା

ହାଇଦ୍ରାବାଦ : ଅମାନବୀୟ, ହୃଦୟବିଦାରକ, ଅବିଶ୍ବସନୀୟ । ବୁଲାକୁକୁରଙ୍କୁ ଭୁଲ ଇଞ୍ଜେକସନ ଦେଇ ମାରିଦେଲେ । ପ୍ରାଣଘାତୀ ଇଞ୍ଜେକସନରେ ୫ଶହ କୁକୁରଙ୍କ ମୃତ୍ୟୁ ହୋଇଛି । ବୁଲା କୁକୁରଙ୍କ ଠାରୁ ରକ୍ଷା ପାଇବା ପାଇଁ ଏଭଳି ନୃଶଂସ ପଦକ୍ଷେପକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି । କୁକୁରଙ୍କୁ ମାରିବାକୁ,…

ବୁଲା କୁକୁର ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଶୁଣାଣି, କୁକୁର କେତେବେଳେ କାମୁଡ଼ିପାରେ ତାହା ପୂର୍ବାନୁମାନ କରିବା…

ନୂଆଦିଲ୍ଲୀ : ଆଜି ସୁପ୍ରିମକୋର୍ଟରେ ବୁଲା କୁକୁର ପ୍ରସଙ୍ଗରେ ପୁଣିଥରେ ଶୁଣାଣି ହୋଇଛି । ଯେ କୁକୁର କେତେବେଳେ କାମୁଡ଼ିପାରେ ତାହା ପୂର୍ବାନୁମାନ କରିବା ଅସମ୍ଭବ। କେବଳ ବ୍ୟବହାର ଆଧାରରେ କାମୁଡ଼ା କୁକୁରକୁ ଚିହ୍ନିବା ସମ୍ଭବ ନୁହେଁ । ବୁଲା କୁକୁର ପ୍ରସଙ୍ଗରେ ଶୁଣାଣି ସମୟରେ…

ଯୋଗୀ ସରକାରଙ୍କ ନିର୍ଦ୍ଦେଶ, ଏମିତି କଲେ କୁକୁରକୁ ମିଳିବ ଆଜୀବନ କାରାଦଣ୍ଡ

ଉତ୍ତର ପ୍ରଦେଶର ମହୋବାରେ ଦିନକୁ ଦିନ ବୁଲା କୁକୁର କାମୁଡ଼ା ସଂଖ୍ୟା ବୃଦ୍ଧି ପାଉଛି । ଯାହାକୁ ବନ୍ଦ ପାଇଁ ପ୍ରୟାସ ଆରମ୍ଭ ହୋଇଛି । ପୌରପାଳିକା ଏକ ପ୍ରାଣୀ ଜନ୍ମ ନିୟନ୍ତ୍ରଣ କେନ୍ଦ୍ର ପ୍ରତିଷ୍ଠା କରିବ ଯେଉଁଠାରେ କୁକୁରମାନଙ୍କୁ ଜୀବନବ୍ୟାପୀ ବନ୍ଦୀ କରି ରଖାଯିବ । ଜିଲ୍ଲା ହସ୍ପିଟାଲର…

ଆଜିଠୁ ରାଜଧାନୀରେ ବୁଲା କୁକୁର ଗଣନା, BMC ପକ୍ଷରୁ ଭୋର ୫ଟାରୁ ଆରମ୍ଭ ହୋଇଛି ଗଣତି

ଭୁବନେଶ୍ୱର : ଆଜିଠୁ ରାଜଧାନୀରେ ବୁଲାକୁକୁର ଗଣତି । ରାଜ୍ୟରେ ପ୍ରଥମ ଥର ପାଇଁ ବିଏମସି ପକ୍ଷରୁ ବୁଲା କୁକୁର ଗଣନା ଆରମ୍ଭ ହୋଇଛି ।  BMC ପକ୍ଷରୁ ଭୋର ୫ଟାରୁ ଆରମ୍ଭ ହୋଇଛି ଗଣତି । ୨୫ ତାରିଖ ପର୍ଯ୍ୟନ୍ତ ବିଏମସିର ୬୭ଟି ୱାର୍ଡରେ ଏହି ଗଣନା ହେବ । ଏଥିପାଇଁ ଜୋନ୍ ଓ ୱାର୍ଡରେ ତିବା…

କର୍ଣ୍ଣାଟକରେ ବୁଲା କୁକୁରଙ୍କ ଆତଙ୍କ, କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଶାସନକୁ ନିବେଦନ କଲେ…

ତୁମକୁରୁ : କର୍ଣ୍ଣାଟକରେ ବୁଲା କୁକୁରଙ୍କ ଆତଙ୍କ । ତୁମକୁରୁ ଜିଲ୍ଲାର ଗୁବ୍ବି କୋର୍ଟ ପରିସରରେ ଏକ ବୁଲା କୁକୁର ଜଣେ ମହିଳାଙ୍କୁ ମରଣାନ୍ତକ ଭାବରେ କରିଥିଲା ଆକ୍ରମଣ । ହୋନାଲି ତାଲୁକରେ ବୁଲା କୁକୁରଙ୍କ ଆକ୍ରମଣରେ ଆହତ ହୋଇଛନ୍ତି ଚାରି ଜଣ ଶିଶୁ ଏବଂ ଜଣେ ବୃଦ୍ଧ । ଏହା ଲୋକଙ୍କ…

୧୫ ଦିନରେ ୧୮ ଜଣଙ୍କୁ କାମୁଡି ଆତଙ୍କ ସୃଷ୍ଟି କରିଛନ୍ତି ବୁଲା କୁକୁର, ଅତିଷ୍ଠ ହେଲେଣି ବାଲେଶ୍ବରବାସୀ

ବାଲେଶ୍ବର: ଡରାଉଛନ୍ତି ବୁଲା କୁକୁର । ଛକ ଛକରେ ବୁଲା କୁକୁରଙ୍କ ଆତଙ୍କରେ ଅତିଷ୍ଠ ହେଲେଣି ବାଲେଶ୍ବରବାସୀ । କେତେବେଳେ ଗାଡ଼ି ଆଗକୁ ମାଡି ଆସୁଛନ୍ତି ତ ଆଉ କେତେବେଳେ କାମୁଡି ଦେଉଛନ୍ତି । ସହରରେ ୧୫ ଦିନ ଭିତରେ ୧୮ ଜଣଙ୍କୁ କାମୁଡି ନିଜର ଆତଙ୍କ ସୃଷ୍ଟି କଲେଣି ବୁଲା କୁକୁର । ଅନ୍ୟପଟେ…

ବୁଲା କୁକୁରଙ୍କୁ ନେଇ ସୁପ୍ରିମ ରାୟ, ବନ୍ଧ୍ୟାକରଣ କରି ଛାଡିଦିଆଯିବ, ସର୍ବସାଧାରଣ ସ୍ଥାନରେ କୁକୁରକୁ ଖାଦ୍ୟ ଦେବା…

କୁକୁର ପ୍ରେମୀଙ୍କ ପାଇଁ ଖୁସି ଖବର । ଶୁକ୍ରବାର ସୁପ୍ରିମକୋର୍ଟ ବୁଲା କୁକୁରମ‌ାନଙ୍କୁ ନେଇ ରାୟ ଶୁଣାଇଛନ୍ତି । ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ, ଆଶ୍ରୟ ଗୃହକୁ ପଠା ଯାଇଥିବା କୁକରମାନଙ୍କୁ ଛାଡ଼ି ଦିଆଯିବ । ବନ୍ଧ୍ୟାକରଣ ଓ ଟୀକାକରଣ ପରେ କୁକୁରମାନଙ୍କୁ ମୁକ୍ତ କରାଯିବ ।  ସର୍ବସାଧାରଣ…

କୁକୁରଙ୍କୁ ସ୍ଥାନାନ୍ତର ଓ ବନ୍ଧ୍ୟାକରଣ ପ୍ରସଙ୍ଗ, ଆଜି ଆସିବ ସୁପ୍ରିମ ରାୟ

ଦିଲ୍ଲୀ ଏନସିଆରରେ ବୁଲା କୁକୁରଙ୍କୁ ସ୍ଥାନାନ୍ତର ଉପରେ ଆଜି ଆସିବ ସୁପ୍ରିମ ରାୟ । ସୁପ୍ରିମକୋର୍ଟ ନିର୍ଦ୍ଦେଶ ଉପରେ ରୋକ ଲଗାଇବାକୁ ଆବେଦନ କରିଥିଲେ ପଶୁ ଅଧିକାର ସଙ୍ଗଠକ । ଆଜି ଜଷ୍ଟିସ୍ ବିକ୍ରମ ନାଥ, ସଞ୍ଜୀବ ମେହେଟା ଏବଂ ଏନଭି ଅଞ୍ଜାରିଆଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠ ରାୟ ଶୁଣାଇବେ…

ବୁଲା କୁକୁରଙ୍କୁ ହଟାଇବା ମାମଲା, ସୁପ୍ରିମକୋର୍ଟରେ ରାୟ ସଂରକ୍ଷିତ

ନୂଆଦିଲ୍ଲୀ: ଦିଲ୍ଲୀ ବୁଲା କୁକୁର ମାମଲାରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ। ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଲେ ୩ ଜଣିଆ ଖଣ୍ଡପୀଠ । ଜଷ୍ଟିସ ବିକ୍ରମ ନାଥ, ଜଷ୍ଟିସ ସନ୍ଦୀପ ମେହଟ୍ଟା ଓ ଜଷ୍ଟିସ ଏନଭି ଅଞ୍ଜାରିଆଙ୍କ ଖଣ୍ଡପୀଠରେ ମାମଲାର ଶୁଣାଣି କରିଛନ୍ତି ।…

ବୁଲା କୁକୁରଙ୍କୁ ଧରି ଆଶ୍ରୟସ୍ଥଳରେ ରଖ, କୁକୁର ଆତଙ୍କ ପରେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ

ଦିଲ୍ଲୀ-ଏନସିଆରରେ ବୁଲା କୁକୁରଙ୍କ ଆତଙ୍କକୁ ନେଇ ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି । ସୁପ୍ରିମକୋର୍ଟ ଦିଲ୍ଲୀ ଏବଂ ନୋଏଡା-ଗାଜିଆବାଦ ସମେତ ସମଗ୍ର ଏନସିଆରରେ କୁକୁରମାନଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀରେ, ଏମସିଡି ଏବଂ ଏନଡିଏମସିକୁ ତୁରନ୍ତ…