ଖାଆନ୍ତୁ ନାହିଁ ଚିନି, ତ୍ୱଚା ଏବଂ ଶରୀର ଉପରେ ପଡ଼ିବ ଏପରି ପ୍ରଭାବ
(କେନ୍ୟୁଜ ବ୍ୟୁରୋ): ବର୍ତ୍ତମାନ ସମୟରେ ସମସ୍ତେ ନିଜ ଶରୀର ଓଜନ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛନ୍ତି । ଏଥି ପାଇଁ ଲୋକମାନେ ଜିମ, ଏକ୍ସରସାଇଜ ଏବଂ ଯୋଗ କରୁଛନ୍ତି । କିନ୍ତୁ ଆଜି ଆପଣମାନେ ଏପରି କିଛି ଟିପ୍ସ ବିଷୟରେ ଜାଣିବେ, ଯାହା ଦ୍ୱାରା ଆପଣ ଘରେ ରହି ଓଜନ ହ୍ରାସ କରି ପାରିବେ ।…