Browsing Tag

sumit and tapaswini

ଆଜି ପୁଣି ହାଇକୋର୍ଟ ଆସିବେ ସୁମିତ ଓ ତପସ୍ୱିନୀ; ପାରିବାରିକ ବିବାଦର ହେବ କି ଆପୋସ ସମାଧାନ ?

ବ୍ରହ୍ମପୁର (କେନ୍ୟୁଜ): ଆଜି ପୁଣି ହାଇକୋର୍ଟ ଆସିବେ ବ୍ରହ୍ମପୁରର ଡାକ୍ତର ସୁମିତ ସାହୁ ଓ ତାଙ୍କ ପତ୍ନୀ ତପସ୍ୱିନୀ । ଗତ ୯ ତାରିଖରେ ସୁମିତ-ତପସ୍ୱିନୀଙ୍କ ପ୍ରଥମ ପର୍ଯ୍ୟାୟ ମେଡିଏସନ ସରିଛି । କିନ୍ତୁ ଏହା ଅଧାରେ ଅଟକିଥିଲା। ଆଜି ଅପରାହ୍ନ ୪ଟାରେ ପୁଣି ବୁଝାସୁଝା କରାଯିବ। ମଧ୍ୟସ୍ଥତା…

ତପସ୍ୱିନୀ-ସୁମିତ ବିବାଦ ମାମଲାରେ ଆସିପାରେ ନୂଆ ମୋଡ: ଆଜି ବ୍ରହ୍ମପୁର SDJM କୋର୍ଟରେ ଶୁଣାଣି

ବ୍ରହ୍ମପୁର(କେନ୍ଯୁଜ୍): ତପସ୍ୱିନୀ-ସୁମିତ ବିବାଦ ମାମଲାରେ ଆସିପାରେ ନୂଆ ମୋଡ। ଆଜି ବ୍ରହ୍ମପୁର SDJM କୋର୍ଟରେ ଶୁଣାଣି ରହିଛି। ତପସ୍ୱିନୀଙ୍କ ପକ୍ଷରୁ ଦାୟର ହୋଇଥିବା ମୂଳ ମାମଲାର ଶୁଣାଣି ହେବ। ସେପଟେ ତପସ୍ୱିନୀଙ୍କୁ କେବେ ମିଳିବ ୧୭ ହଜାର। ଜିଲ୍ଲା ଦୌରାଜଜ୍‌ଙ୍କ ଆଦେଶ ଅନୁସାରେ ୧୦…

ଶ୍ୱଶୁର ଘର ଭିତରକୁ ଯିବେ ନା ବାରଣ୍ଡାରେ ରହିବେ ତପସ୍ୱିନୀ, ଆଜି ଜିଲ୍ଲା କୋର୍ଟରେ ଉଭୟଙ୍କ ଭିନ୍ନ ଭିନ୍ନ ପିଟିସନର…

ବ୍ରହ୍ମପୁର(କେନ୍ଯୁଜ୍): ଶ୍ୱଶୁର ଘର ଭିତରକୁ ପ୍ରବେଶ କରିବେ ନା ପୁଣି ଘର ବାରଣ୍ଡାରେ ରହିବେ ତପସ୍ୱିନୀ । ନା ଘଟଣାରେ ଆସିପାରେ କିଛି ନୂଆ ମୋଡ଼ । ତପସ୍ୱିନୀ କେଉଁଠି ରହିବେ, ସେନେଇ ଚର୍ଚ୍ଚା ଲାଗି ରହିଛି । ଆଜି ଜିଲ୍ଲା କୋର୍ଟରେ ଉଭୟଙ୍କ ଭିନ୍ନ ଭିନ୍ନ ପିଟିସନର ଶୁଣାଣି ରହିଛି । ଦିନକୁ…

ସୁମିତଙ୍କ ଘର ବାରଣ୍ଡାରେ ଧାରଣାରେ ତପସ୍ୱିନୀ: ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନଜରରେ ରଖି ବ୍ରହ୍ମାନଗର ୧୪୪ ଧାରା ଜାରି

ବ୍ରହ୍ମପୁର(କେନ୍ଯୁଜ୍): ବ୍ରହ୍ମପୁରର ଡାକ୍ତର ସୁମିତ ଓ ପତ୍ନୀ ତପସ୍ୱିନୀଙ୍କ ପାରିବାରିକ ବିବାଦ ନେଉଛି ଭିନ୍ନ ମୋଡ଼ । ଏବେ ସୁମିତଙ୍କ ଘର ବାରଣ୍ଡାରେ ଧାରଣାରେ ତପସ୍ୱିନୀ । ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନଜରରେ ରଖି ବ୍ରହ୍ମାନଗର ଅଞ୍ଚଳରେ ୧୪୪ ଧାରା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି ।…

କିଏ କହୁଛି ସତ: ସୁମିତଙ୍କୁ ତପସ୍ୱିନୀ ୮ ଲକ୍ଷ ଟଙ୍କା ମାଗୁଥିବାର ଭିଡିଓ ଭାଇରାଲ, ପ୍ରତିକ୍ରିୟା ରଖିଲେ ଉଭୟ

ବ୍ରହ୍ମପୁର(କେନ୍ଯୁଜ୍): ତପସ୍ୱିନୀ-ସୁମିତ ପାରିବାରିକ ବିବାଦରେ ନୂଆ ଟ୍ଵିଷ୍ଟ । ସୁମିତଙ୍କୁ ତପସ୍ୱିନୀ ୮ ଲକ୍ଷ ଟଙ୍କା ମାଗୁଥିବାର ଭିଡିଓ ଭାଇରାଲ ପରେ ପ୍ରତିକ୍ରିୟା ରଖିଛନ୍ତି ସୁମିତ। ସେ କହିଛନ୍ତି ମୋର ମାନସିକ ଅବସ୍ଥା ବହୁତ ଖରାପ ହେଲାଣି। ଭିଡିଓରେ ନିଜେ ତପସ୍ୱିନୀ ୮ଲକ୍ଷ ଟଙ୍କା…

କେବେ ହେବ ସମାଧାନ? ପୁଣି ବ୍ରହ୍ମପୁର ବ୍ରହ୍ମାନଗର ସ୍ଥିତ ଶାଶୁଘର ସମ୍ମୁଖରେ ଧାରଣାରେ ବସିଲେ ତପସ୍ୱିନୀ

ବ୍ରହ୍ମପୁର(କେନ୍ଯୁଜ୍): ସୁମିତ-ତପସ୍ୱିନୀ ପାରିବାରିକ ବିବାଦ ଘଟଣାରେ ନୂଆ ମୋଡ଼ । ପୁଣି ବ୍ରହ୍ମପୁର ସ୍ଥିତ ବ୍ରହ୍ମାନଗର ସ୍ଥିତ ଶାଶୁଘର ସମ୍ମୁଖରେ ଧାରଣାରେ ବସିଲେ ତପସ୍ୱିନୀ । ଗତକାଲି ସୁମିତଙ୍କ କୋର୍ଟ ଆଦେଶକୁ ଅବମାନନା ନେଇ ତପସ୍ୱିନୀ ଦାଖଲ କରିଥିବା ପିଟିସନର ଶୁଣାଣି ଏସଡିଜେଏମ୍‌…

ଆସିବ ନୂଆ ରାୟ: ସୁମିତ-ତପସ୍ୱିନୀ ପାରିବାରିକ ବିବାଦ ମାମଲାର ଆଜି ହେବ ଶୁଣାଣି

ବ୍ରହ୍ମପୁର(କେନ୍ଯୁଜ୍):ବ୍ରହ୍ମପୁର ଡାକ୍ତର ସୁମିତ ସାହୁ-ତପସ୍ୱିନୀ ଦାସଙ୍କ ପାରିବାରିକ ବିବାଦ ମାମଲାରେ ଆଉ ଏକ ନୂଆ ମୋଡ। ଆସିକା ଚିନିକଳ ଅତିଥି ଭବନ ଛାଡିବାକୁ ତପସ୍ୱିନୀଙ୍କୁ ଚିଠି। ଗତ ୨ ତାରିଖରୁ ଅତିଥି ଭବନରେ ଥିବା ତପସ୍ୱିନୀଙ୍କୁ ଘର ଛାଡିବାକୁ ଚିନିକଳ କର୍ତ୍ତୁପକ୍ଷ ଚିଠି ଦେଇଥିବା…

ଲୁଚକାଳି ଖେଳୁଛନ୍ତି ବ୍ରହ୍ମପୁରର ଡାକ୍ତର ସୁମିତ୍, ବିଳମ୍ବିତ ରାତିରେ ପୁଣି ୮ଦିନିଆ ଛୁଟି କଲେ ଆବେଦନ

ବ୍ରହ୍ମପୁର(କେନ୍ଯୁଜ୍): ଆଉ ୮ଦିନ ଛୁଟି ଆବେଦନ କଲେ ଡାକ୍ତର ସୁମିତ୍‌। ଏଥିପାଇଁ ଇ ମେଲ୍‌ ଯୋଗେ ଗତକାଲି ବିଳମ୍ବିତ ରାତିରେ ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଇନ୍‌ଚାର୍ଜଙ୍କୁ ଏ ବାବଦରେ ଅବଗତ କରାଇଛନ୍ତି। ଆଉ ତାହା ସେ CDMOଙ୍କୁ ପଠାଇଦେବାର କହିଛନ୍ତି। ସେପଟେ ସ୍ୱାମୀ ସୁମିତ୍‌ଙ୍କ…

ସରିଲା ଛୁଟି, ଫେରିବେ କି ବ୍ରହ୍ମପୁରର ଡାକ୍ତର ସୁମିତ? ଏସ୍‌ଡିଜେଏମ୍‌ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ତପସ୍ୱିନୀ

ବ୍ରହ୍ମପୁର(କେନ୍ଯୁଜ୍): ସରିଲା ଛୁଟି, ଫେରିବେ କି ସୁମିତ? କୁଆଡ଼େ ଗଲେ ବ୍ରହ୍ମପୁରର ଡାକ୍ତର ସୁମିତ ସାହୁ ? ୫ ଦିନ ହେଲା ତାଙ୍କର ଖୋଜଖବର ନାହିଁ ? କେଉଁଠି ଅଛନ୍ତି କାହାକୁ ଜଣା ନାହିଁ । ଖୋଜୁଛନ୍ତି ପତ୍ନୀ ତପସ୍ୱିନୀ । ଥାନାରେ ଏତଲା ଦେବା ପରେ ଗତକାଲି ବ୍ରହ୍ମପୁର ଏସ୍‌ଡିଜେଏମ୍‌…

ତପସ୍ୱିନୀ-ସୁମିତଙ୍କ ପାରିବାରିକ ବିବାଦ ମାମଲାରେ ନୂଆ ମୋଡ଼: ସ୍ୱାମୀ ଫେରାର ନେଇ ଅଭିଯୋଗ ଆଣିଲେ ତପସ୍ୱିନୀ

କେନ୍ୟୁଜ୍(ବ୍ୟୁରୋ): ବ୍ରହ୍ମପୁରର ତପସ୍ୱିନୀ ଦାସ ଓ ତାଙ୍କ ସ୍ୱାମୀ ସୁମିତଙ୍କ ପାରିବାରିକ ବିବାଦ ମାମଲାରେ ନୂଆ ମୋଡ଼ । ସ୍ୱାମୀ ଫେରାର ହୋଇଯାଇଥିବା ସାଂଘାତିକ ଅଭିଯୋଗ ଆଣିଛନ୍ତି ପତ୍ନୀ ତପସ୍ୱିନୀ ।  ସକାଳୁ ଫେରର ଥିବା କହିଛନ୍ତି ତପସ୍ୱିନୀ  । ପ୍ରଥମେ ସାତ ଦିନ ପାଇଁ ସୁମିତ ଓ…

ବ୍ରହ୍ମପୁର: ଆଜି ହେଲାନି ତପସ୍ୱିନୀଙ୍କ ମାମଲାର ଶୁଣାଣି, ଆଉ ୭ ଦିନ ସମୟ ମାଗିଲେ ପ୍ରତିପକ୍ଷ ଓକିଲ

ବ୍ରହ୍ମପୁର(କେନ୍ୟୁଜ୍):  ଆଜି ହେଲାନି ତପସ୍ୱିନୀଙ୍କ ମାମଲାର ଶୁଣାଣି । ଶୁଣାଣି ହେବାକୁ ଥିବା ପିଟିସନର କାଉଣ୍ଟର ପାଇଁ ସାତ ଦିନ ସମୟ ମାଗିଛନ୍ତି ପ୍ରତିପକ୍ଷ ଓକିଲ । ଏନେଇ ସୂଚନା ଦେଇଛନ୍ତି ତପସ୍ୱିନୀଙ୍କ ଓକିଲ । ଗତ ୩ ତାରିଖରେ ବ୍ରହ୍ମପୁର ଏସଡିଜେଏମ୍‌ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ…

କଡା ସୁରକ୍ଷା ବଳୟ ଭିତରେ ଏକାଠି ଅଛନ୍ତି ସୁମିତ୍ ଓ ତପସ୍ବିନୀ, ସଂପର୍କ ଯୋଡ଼ିବାକୁ SDJM କୋର୍ଟଙ୍କ ଉଦ୍ୟମ

ବ୍ରହ୍ମପୁର(କେନ୍ଯୁଜ୍): ଶ୍ୱଶୁର ଘର ସମ୍ମୁଖରେ ନବବଧୂ ତପସ୍ୱିନୀ ଧାରଣା ଦେବା ମାମଲାରେ ଏସ୍‌ଡିଜେଏମ୍‌ କୋର୍ଟ  ଗୁରୁତ୍ୱପୂର୍ଣ୍ଣ ରାୟ ଦେବା ପରେ ଏବେ ଉଭୟ ସୁମିତ୍ ଓ ତପସ୍ବିନୀ ଏକାଠି ଅଛନ୍ତି। ଉଭୟଙ୍କ ମଧ୍ୟରେ ସଂପର୍କ ଯୋଡ଼ିବାକୁ SDJM ଏପରି ଉଦ୍ୟମ କରିଛନ୍ତି। ଉଭୟଙ୍କୁ ୭ ଦିନ…