Browsing Tag

summer

ଖରା ଦିନରେ ଅତ୍ୟଧିକ ଗଳା ଯନ୍ତ୍ରଣା ହେଉଛି କି ? ଏସି ଓ ଥଣ୍ଡା ପାଣିରୁ ଦୂରେଇ ରୁହନ୍ତୁ

ପାଣିପାଗର ପରିବର୍ତ୍ତନ ସହିତ କାଶ, ଜ୍ୱର, ପେଟ ଯନ୍ତ୍ରଣା ଏବଂ ଗଳା ଯନ୍ତ୍ରଣା ଭଳି ସମସ୍ୟା ଦେଖାଦେଇଥାଏ । କିନ୍ତୁ ବଦଳୁଥିବା ପାଗରେ, ସବୁଠାରୁ ବଡ ସମସ୍ୟା ହେଉଛି ଗଳାରେ ଇନ୍‌ଫେକ୍ସନ୍‌ ହେବା । ତେବେ ପିଲାମାନଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକ ପର୍ଯ୍ୟନ୍ତ ସମସ୍ତେ ଏହି ସମସ୍ୟାର…

ଶୀତ ବ୍ୟତୀତ ଗ୍ରୀଷ୍ମ ଋତୁରେ ଗୋଇଠି ଫାଟୁଛି କି ? ଆପଣାନ୍ତୁ ଏହି ଘରୋଇ ଉପଚାର ଯନ୍ତ୍ରଣାରୁ ମିଳିବ ମୁକ୍ତି

ଆପଣମାନେ ତ ଜାଣିଥିବେ ଥଣ୍ଡା ପାଗରେ ଗୋଇଠି ଫାଟିବା ସମସ୍ୟା ଅଧିକ ଦେଖାଯାଏ । କିନ୍ତୁ ପ୍ରବଳ ଖରା ଯୋଗୁ ମଧ୍ୟ ଗ୍ରୀଷ୍ମ ଋତୁରେ କିଛି ଲୋକଙ୍କ ଗୋଇଠି ଫାଟିଥାଏ । ତେବେ ଗୋଇଠି ଫାଟିବା ଏକ ସାଧାରଣ ସମସ୍ୟା, ଯେଉଁ କାରଣରୁ ଅଧିକାଂଶ ଲୋକ ଅସୁବିଧାରେ ପଡ଼ନ୍ତି । ଏହା କେବଳ ଖରାପ ଦେଖାଯାଏ…

ଓଜନ ବଢିବାକୁ ନେଇ ଚିନ୍ତିତ ଅଛନ୍ତି କି ? ଡାଏଟ୍‌ରେ ସାମିଲ କରନ୍ତୁ ଏହି ୫ଟି ଫଳ, ମିଳିବ ଅନେକ ଫାଇଦା

ଆଜିକାଲି ପ୍ରାୟତଃ ଲୋକମାନେ ନିଜ ଓଜନ ବଢିବାକୁ ନେଇ ଚିନ୍ତିତ ରହୁଛନ୍ତି । ତେବେ ଗ୍ରୀଷ୍ମ ସମୟରେ ଆପଣ ସହଜରେ ଓଜନ କମ୍‌ କରିପାରିବେ । ଏହାର ମୁଖ୍ୟ କାରଣ ହେଉଛି କମ୍ ଭୋକ ଏବଂ ଅଧିକ ଶୋଶ ଲାଗିବା । ଏହି ସମୟରେ ଦିନସାରା ଲୋକଙ୍କୁ ଖାଇବାକୁ ମନ ହୋଇନଥାଏ ବରଂ କେବଳ କିଛି ତରଳ ଜିନିଷ…

ଆସ୍ଥମା ରୋଗୀ ଗ୍ରୀଷ୍ମ ଋତୁରେ ଏପରି ନିଅନ୍ତୁ ନିଜର ଯତ୍ନ, ନଚେତ ହୋଇପାରେ ବଡ଼ ସମସ୍ୟା

ପ୍ରତ୍ୟେକ ଋତୁରେ ସ୍ୱାସ୍ଥ୍ୟରେ ଭିନ୍ନ ଭିନ୍ନ ସମସ୍ୟା ଦେଖା ଦେଇଥାଏ । ବିଶେଷକରି ସେହି ଲୋକଙ୍କ ପାଇଁ ଯେଉଁମାନଙ୍କର ଶ୍ୱାସକ୍ରିୟା, ଆସ୍ଥମା ଏବଂ ଫୁସଫୁସ ସମ୍ବନ୍ଧୀୟ ରୋଗ ଥାଏ, ସେମାନେ ଶୀତ, ଗ୍ରୀଷ୍ମ କିମ୍ବା ପରିବର୍ତ୍ତନ ହେଉଥିବା ବିଭିନ୍ନ ଋତୁରେ ବିଶେଷ ଯତ୍ନ ନେବା ଆବଶ୍ୟକ କରନ୍ତି ।…

ଗ୍ରୀଷ୍ମ ଋତୁରେ ଖାଆନ୍ତୁ ଏହି ଜିନିଷ, ମିଳିବ ଅନେକ ଫାଇଦା

ଆପଣାମନେ ତ ଜାଣିଥିବେ ଯେ ମାର୍ଚ୍ଚ ମାସ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ କିନ୍ତୁ ଅନେକ ସ୍ଥାନରେ ପ୍ରବଳ ଗରମ ଆରମ୍ଭ ହୋଇଛି । ଏଭଳି ପରିସ୍ଥିତିରେ ଲୋକଙ୍କୁ ଏହି ଋତୁରେ ସେମାନଙ୍କର ଖାଦ୍ୟ ଏବଂ ପାନୀୟର ଯତ୍ନ ନେବା ଉଚିତ । ଏହି ଋତୁରେ ଗରମରୁ ବଞ୍ଚିବା ପାଇଁ, ଆପଣ ଏପରି ଫଳ ଏବଂ ପନିପରିବା…

ଶରତରେ ଗ୍ରୀଷ୍ମ ଭଳି ତାତି, ୩୫ ଡିଗ୍ରୀ ଉପରେ ୧୫ ସହରର ତାପମାତ୍ରା

ଭୁବନେଶ୍ୱର (କେନ୍ୟୁଜ): ଶରତରେ ଗ୍ରୀଷ୍ମ ତାଉ। ଅକ୍ଟୋବରରେ ଗ୍ରୀଷ୍ମ ଭଳି ତାତି ଅନୁଭୂତ ହେଉଛି। ମାସ ଅଧା ହେବାକୁ ବସିଲାଣି । ମୌସୁମୀ ବିଦାୟ ନେଉଛି, ହେଲେ ଶୀତର ଦେଖା ନାହିଁ। କିଛି କିଛି ସ୍ଥାନରେ ଆକାଶ ମେଘୁଆ ରହୁଥିଲେ ମଧ୍ୟ ବର୍ଷା ହେଉନି। ଓଲଟା ଖରା ଟାଣ ହେଉଛି। ଉପକୂଳରୁ ଉପାନ୍ତ…

ସାରା ରାଜ୍ୟରେ ନିଆଁ ବର୍ଷା: ଆଜି ୯ ଜିଲ୍ଲାରେ ଅନୁଭୂତ ହୋଇପାରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର (କେନ୍ୟୁଜ): ନାକେଦମ କରୁଛି ଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି । ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୯ ଜିଲ୍ଲାରେ ଅସହ୍ୟ ତାତି ଅନୁଭୂତ ହେବ । ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ସୁନ୍ଦରଗଡ଼, ବଲାଙ୍ଗୀର, ବୌଦ୍ଧ, ମୟୂରଭଞ୍ଜ ଓ କେନ୍ଦୁଝର…

ଗ୍ରୀଷ୍ମ ଋତୁରେ ପିଲାମାନଙ୍କର ଚର୍ମର ଦେଖା ଯାଉଛି କି ଆଲର୍ଜି, ତେବେ ନିଅନ୍ତୁ ଏପରି ଯତ୍ନ

ଗ୍ରୀଷ୍ମକାଳରେ ବଡ ଲୋକ ମାନେ ଯେ କୌଣସି ପ୍ରକାରେ ସେମାନଙ୍କର ଯତ୍ନ ନିଅନ୍ତି । କିନ୍ତୁ ପିଲାମାନଙ୍କ ପାଇଁ ଏହି ଦିନ ସବୁଠାରୁ କଷ୍ଟକର ହୋଇଥାଏ । ସେମାନେ ନିଜ ଚର୍ମର ଯତ୍ନ ନେଇ ପାରନ୍ତି ନାହିଁ । ତେଣୁ ଆପଣଙ୍କୁ ଏହି ଗ୍ରୀଷ୍ମ ସମୟରେ ସେମାନଙ୍କର ଯତ୍ନ ନେବାକୁ ପଡିବ । ବିଶେଷକରି ଯଦି ଆମେ…

ଖରାଦିନେ ବିଷ ଏହି ୫ଟି ଖାଦ୍ୟ! ଯଥାସମ୍ଭବ ରୁହନ୍ତୁ ଦୂରେଇ…ନଚେତ୍‌ ଅସୁସ୍ଥ ହେବାକୁ ବେଶି ଦିନ ଲାଗିବ ନାହିଁ

ଖରାଦିନେ ଯେତେ ସମ୍ଭବ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଉଚିତ। ଖାଦ୍ୟପେୟକୁ ନେଇ ଅସାବଧାନତା ଆପଣଙ୍କ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇପାରେ। ନଷ୍ଟ ହୋଇ ଯାଇଥିବା କିମ୍ବା ବାସି ଖାଦ୍ୟ ଖାଇବା ଦ୍ୱାରା ପେଟରେ ସମସ୍ୟା ସୃଷ୍ଟି ହୋଇପାରେ। ଅତ୍ୟଧିକ ଗରମରେ ଥଣ୍ଡା ଜିନିଷ ଖାଇବା ଦ୍ୱାରା…

ଖରାଦିନେ ପାଓ୍ଵାର କଟ୍‌ରେ ଏମିତି ହନ୍ତସନ୍ତ ହେଉଛନ୍ତି ଲୋକ, ଭାଇରାଲ ହେଉଛି ମଜାଦାର ମିମ୍ସ; ନଜର ପକାନ୍ତୁ

ଖରାଦିନ ଆସିଲେ ସବୁଠୁ ବଡ଼ ମୁଣ୍ଡ ବିନ୍ଧା ସାଜିଥାଏ ଇଲେକ୍ଟ୍ରି ପାଓ୍ଵାର କଟ୍‌। ଗ୍ରୀଷ୍ମ ଋତୁରେ ଲାଇନ୍‌ କଟିବା ଏକ ବଡ଼ ସମସ୍ୟା। ଛୋଟ ହେଉ କି ବଡ଼ ସହର ସବୁଠାରେ ଏହି ଋତୁରେ ଲାଇନ୍‌ କଟିଥାଏ, ଯାହା ଗରମର ଟେନ୍‌ସନ୍‌କୁ ଦ୍ୱିଗୁଣିତ କରିଦିଏ। ଏବେ ଖରାଦିନ ଆରମ୍ଭ ହେଉ ହେଉ ଓଡ଼ିଶାରେ ବି…

ଗ୍ରୀଷ୍ମ ଋତୁରେ ବି ପାର୍କରେ ଲାଗୁଛି ଥଣ୍ଡା, ମିଳୁଛି କୁହୁଡିର ମଜା

ଗଜପତି(କେନ୍ୟୁଜ):  ଅସମ୍ଭାଳ ତାତି । ନା ଘରେ ରହି ହେଉଛି ନା ବାହାରେ । ପାରା ପାର କଲାଣି ୪୦ ଡୀଗ୍ରି । ସକାଳ ୬ରୁ ସୂର୍ଯ୍ଯଙ୍କ ପ୍ରକୋପ ସନ୍ଧ୍ଯାରେ ଘରର କଂକ୍ରୀଟର ପ୍ରକୋପ ଜୀବନ ଏକ ପ୍ରକାର ଅସ୍ତବ୍ଯସ୍ତ କରିଲାଣି । ଟିକେ ଥଣ୍ଡା ଅନୁଭବ କରିବାକୁ ଲୋକେ ଢହଳବିକଳ ହେଲେଣି । ତାତିରି…

ଖରାଦିନେ ବେଳେବେଳେ ପାଣିରେ ବରଫ ମିଶାଇ ଗାଧାନ୍ତୁ, ମିଳିବ ଏସବୁ ଫାଇଦା

ଆରମ୍ଭ ହୋଇଛି ଖରାଦିନ। ଏବେଠୁ ହିଁ ଦିନର ତାପମାତ୍ରା ୪୦ ଉପରେ ରହୁଛି। ଫଳରେ ଘରୁ ବାହାରିବା ଏକ ପ୍ରକାରର ଅସମ୍ଭବ ହୋଇପଡ଼ିଛି। ଏଭଳି ସ୍ଥିତିରେ ବାହାରୁ ଆସି ତୁରନ୍ତ ଏସିରେ ବସିଲେ ମୁଣ୍ଡ ବିନ୍ଧା ହେବା ଭଳି ସମସ୍ୟା ଦେଖାଦେବା ସମ୍ଭାବନା ରହିଛି। ଗରମରୁ ମୁକ୍ତି ପାଇଁ ଖରାଦିନେ ଆପଣ ସାଧାରଣ…