ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଆମେରିକାକୁ ସାହାଯ୍ୟ ମାଗିଲା ସିବିଆଇ, ଡିଲେଟ ଚାଟ୍ ଏବଂ ଇ-ମେଲ୍କୁ ଖୋଳତାଡ କରିବ…
ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ସିବିଆଇ ଆମେରିକାର ସାହାଯ୍ୟ ଲୋଡିଛି। ସୁଶାନ୍ତ ସିଂ ରାଜପୁତଙ୍କ ଇ-ମେଲ ଏବଂ ସୋସିଆଲ ମିଡିଆ ଆକାଉଣ୍ଟରୁ ଡିଲିଟ ହୋଇଥିବା ଡାଟାକୁ ପୁଣି ପାଇବା ପାଇଁ ସିବିଆଇ ଆମେରିକାର ସହାୟତା ମାଗିଛି। ସୁଶାନ୍ତଙ୍କ ମୃତ୍ୟୁଦିନ କ’ଣ ଘଟିଥିଲା,…