Swiggy ବଏଙ୍କ କାରନାମା ସିସିଟିଭିରେ କଏଦ, ଡେଲିଭରି ଦେବାକୁ ଯାଇ କରିଦେଲେ ଏମିତି କାଣ୍ଡ
ଏବେ ଅନଲାଇନ୍ କିଣାକିଣିର ଜମାନା । ଲୋକେ ଛୋଟମୋଟ ଜିନିଷ ବି ଅନଲାଇନ ଅର୍ଡର କରିବାରେ ଲାଗୁଛନ୍ତି । ଏମିତିରେ ଅନେକ ବାର ସୁରକ୍ଷା ବଡ଼ ପ୍ରସଙ୍ଗ ହୋଇଛି । କେତେବେଳେ ଅନଲାଇନ୍ ଠକେଇ ତ କେତେବେଳେ ଡେଲିଭରି ସମୟରେ ଗଡ଼ବଡ଼ି, ଆଉ କେତେବେଳେ ଡେଲିଭରି ବଏଙ୍କ ଖରାପ ବ୍ୟବହାର ଗ୍ରାହକଙ୍କୁ ଅତିଷ୍ଠ…