Below header
Browsing Tag

t20 series

ଭାରତ-ଆଫଗାନିସ୍ତାନ ଟି୨୦: ଦୁଇ ସୁପର ଓଭର ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌, ସବୁଠାରୁ ଅଧିକ ରନ୍‌ କରିଥିବା ଦ୍ୱିତୀୟ…

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଟି୨୦ ମ୍ୟାଚ ସିରିଜର ଶେଷ ମ୍ୟାଚ ବହୁତ ରୋମାଞ୍ଚକପୂର୍ଣ୍ଣ ରହିଥିଲା । ବେଙ୍ଗାଲୁରୁରେ ଖେଳାଯାଇଥିବା ମ୍ୟାଚ ଟାଇ ରହିବା ପରେ ସୁପର ଓଭର ମଧ୍ୟ ଟାଇ ରହିଥିଲା । ଏଥିପାଇଁ ଆଉ ଥରେ ସୁପର ଓଭର ମ୍ୟାଚ ଖେଳାଯାଇଥିଲା । ତେବେ କୌଣସି ଅନ୍ତର୍ଜାତୀୟ ମ୍ୟାଚରେ ପ୍ରଥମ…

ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଟିମ୍ ଘୋଷଣା, ଟିମକୁ ଫେରିଲେ ରୋହିତ ଓ ବିରାଟ

ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଟିମ୍‌ ଘୋଷଣା ହୋଇଛି । ଭାରତୀୟ ଟିମ୍‌ ପାଇଁ ରୋହିତ ଶର୍ମା ଅଧିନାୟକ ହୋଇଛନ୍ତି ।  ଟି-୨୦କୁ ଫେରିଲେ ରୋହିତ ଶର୍ମା ଓ ବିରାଟ କୋହଲି । ଜାନୁଆରୀ ୧୧, ୧୪ ଓ ୧୭ ତାରିଖରେ ଟି-୨୦ ମ୍ୟାଚ୍ ଖେଳାଯିବ । ପ୍ରାୟ ବର୍ଷେ ପରେ ଟି-୨୦ ମ୍ୟାଚ୍…

ଭାରତ-ଆଫ୍‌ଗାନିସ୍ତାନ ମ୍ୟାଚ୍: ଟିମ୍‌ ଇଣ୍ଡିଆ ପାଇଁ ପୁଣି ଏକ ସମସ୍ୟା! ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପରେ ସୂର୍ଯ୍ୟକୁମାର…

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ୩ଟି ଟି-୨୦ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ ଖେଳାଯିବ । ଏହି ସିରିଜର ପ୍ରଥମ ମ୍ୟାଚ୍ ଜାନୁୟାରୀ ୧୧ରେ ଖେଳାଯିବ । ଏହାପୂର୍ବରୁ ଶନିବାର ଆଫଗାନିସ୍ତାନ ଭାରତ ବିପକ୍ଷ ଟି୨୦ ସିରିଜ ପାଇଁ ନିଜର ଦଳ ଘୋଷଣା କରିଥିଲା । କିନ୍ତୁ ଏବେ ଭାରତୀୟ ଟିମ୍‌କୁ ସିରିଜ ଆରମ୍ଭ…

ଭାରତୀୟ ଟିମକୁ ଝଟକା, ଆଫଗାନିସ୍ତାନ ବିପକ୍ଷ ଟି୨୦ ସିରିଜରୁ ବାଦ୍ ପଡ଼ିଲେ ସୂର୍ଯ୍ୟକୁମାର ଯାଦବ

ଭାରତୀୟ ଟିମ୍‌ ଏବେ ଦକ୍ଷିଣ ଆଫ୍ରିକା ଗସ୍ତରେ ରହିଛି । ଏଠାରେ ଟି-୨୦, ଦିନିକିଆ ସିରିଜ ପରେ ଟିମ୍‌ ଟେଷ୍ଟ ସିରିଜ ଖେଳିବ । ହେଲେ ଏହାପୂର୍ବରୁ ଟିମକୁ ଝଟକା ଲାଗିଛି । ଆଗାମୀ ଭାରତ ଆଫଗାନିସ୍ତାନ ବିପକ୍ଷରେ ଖେଳିବାକୁ ଥିବା ଟି-୨୦ ସିରିଜରୁ ସୂର୍ଯ୍ୟ କୁମାର ବାଦ୍ ପଡ଼ିଛନ୍ତି । ତେବେ ଏଭଳି…

ବର୍ଷା ଯୋଗୁଁ ବାତିଲ ହେଲା ପ୍ରଥମ ଟି୨୦ ମ୍ୟାଚ୍‌, ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡକୁ ସମାଲୋଚନା କଲେ ଗାଭାସ୍କର

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହୋଇଥିବା ଟି୨୦ ସିରିଜର ପ୍ରଥମ ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ହୋଇଯାଇଛି । ଏହି ମ୍ୟାଚ ଗତକାଲି ଡରବାନରେ ଖେଳାଯିବାକୁ ଥିଲା । କିନ୍ତୁ ବର୍ଷା କାରଣରୁ ମ୍ୟାଚ ବାତିଲ ହେବା ନେଇ ସୂଚନା ମିଳିଛି । ଦୀର୍ଘ ସମୟ ଧରି ବର୍ଷା ଲାଗି ରହିଥିବାରୁ ଟସ ପଡିବାରୁ…

ଅଷ୍ଟ୍ରେଲିଆକୁ ଧୂଳି ଚଟାଇଲା ଯୁବ ଭାରତୀୟ ଟିମ୍‌, ୨-୦ରେ ଆଗୁଆ ଭାରତ

ପୁଣି କମାଲ କଲା ଭାରତୀୟ କ୍ରିକେଟ ଟିମର ଯୁବ ବାହିନୀ । ଦ୍ୱିତୀୟ ଟି-୨୦ ମ୍ୟାଚରେ କଙ୍ଗାରୁ ଦଳକୁ ୪୪ ରନରେ ହରାଇଛି । ଲଗାତର କଙ୍ଗାରୁ ଦଳକୁ ହରାଇ ପ୍ରଥମ ଓ ଦ୍ୱିତୀୟ ମ୍ୟାଚ ହାତେଇ ନେଇଛି ଭାରତ। ଏହା ସହିତ ସିରିଜରେ ୨-୦ରେ ଆଗୁଆ ରହିଛି ଭାରତ । ଥିରୁଅନନ୍ତପୁରମରେ ହୋଇଥିବା ଦ୍ୱିତୀୟ…

ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟି୨୦ : ଦ୍ୱିତୀୟ ବିଜୟ ପାଇଁ ଭାରତୀୟ ଯୁବ ଟିମ୍‌ ପ୍ରସ୍ତୁତ, ବର୍ଷା ସାଜିପାରେ ବାଧକ

ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟି-୨୦ । ଥିରୁବନ୍ତପୁରମରେ ସନ୍ଧ୍ୟା ୭ଟାରେ ହେବ ଲଢେଇ । ଏହା ପୂର୍ବରୁ ଉଭୟ ଦଳ ଦମଦାର ଅଭ୍ୟାସ କରିଛନ୍ତି । ପ୍ରଥମ ଟି-୨୦ ଜିତି ୫ଟିକିଆ ସିରିଜରେ ୧-୦ରେ ଆଗୁଆ ରହିଛି ମେନ ଇନ ବ୍ଲୁ । ପ୍ରବଳ ବର୍ଷା ଯୋଗୁଁ ଅପରାହ୍ଣରେ ଅଭ୍ୟାସ କରିବା ସମ୍ଭବ ହୋଇନାହିଁ।…

ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଟିମ୍‌ ଘୋଷଣା, ସୂର୍ଯ୍ୟକୁମାର ଯାଦବ ଅଧିନାୟକ, ଋତୁରାଜ ଗାଏକ୍ୱାଡ…

ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଟିମ୍‌ ଘୋଷଣା ହୋଇଛି । ଏହି ସିରିଜ ପାଇଁ ସୂର୍ଯ୍ୟକୁମାର ଯାଦବଙ୍କୁ ଟିମର ଅଧିନାୟକ ଦାୟିତ୍ୱ ଦିଆଯାଇଛି । ଏହି ସିରିଜର ୫ଟି ଟି-୨୦ ମ୍ୟାଚ ଖେଳାଯିବ । ଭାରତର ନେତୃତ୍ୱ ନେଇଥିବା ଋତୁରାଜ ଗାଏକ୍ୱାଡ ଉପ ଅଧିନାୟକ ପଦରେ ରହିବେ । ଏହାପରେ ଶେଷ…

ବର୍ଷା ଯୋଗୁଁ ତୃତୀୟ ଟି୨୦ ମ୍ୟାଚ ଡ୍ର , ୨-୦ରେ ଆୟରଲାଣ୍ଡ ବିପକ୍ଷ ସିରିଜ ଜିତିଲା ଭାରତ

ଆୟରଲାଣ୍ଡ ବିପକ୍ଷ ଟି୨୦ ସିରିଜକୁ ୨-୦ରେ ଜିତିଛି ଭାରତ । ତୃତୀୟ ଟି୨୦ ମ୍ୟାଚରେ ବର୍ଷା ବାଧକ ସାଜିବାରୁ ମ୍ୟାଚ୍‌କୁ ଡ୍ର କରାଯାଇଥିଲା । ବର୍ଷା ଯୋଗୁଁ ଟସ୍‌ ମଧ୍ୟ ହୋଇପାରିଲା ନାହିଁ । ଶେଷରେ ମ୍ୟାଚକୁ ବାତିଲ କରି ଦିଆଯାଇଥିଲା । ଫଳରେ ଭାରତ ୨-୦ରେ ସିରିଜ ବିଜୟ ହାସଲ କରିଛି । ତୃତୀୟ…

ଦ୍ୱିତୀୟ ଟି-୨୦ରେ ଆୟରଲାଣ୍ଡକୁ ୩୩ ରନରେ ହରାଇଲା ବୁମରା ବାହିନୀ, ହିରୋ ସାଜିଲେ ରିଙ୍କୁ ସିଂ

ଡବଲିନରେ ଖେଳାଯାଇଥିବା ଆୟରଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ ଜିତି ସିରିଜ କବଜା କରିଛି ବୁମରା ବାହିନୀ । ଦ୍ୱିତୀୟ ଟି-୨୦ ମ୍ୟାଚରେ ଆୟରଲାଣ୍ଡକୁ ୩୩ ରନରେ ହରାଇଛି ଭାରତ । ଏହା ସହିତ ୨-୦ରେ ସିରିଜରେ ଆଗୁଆ ରହିଛି । ଟିମର ହିରୋ ସାଜିଛନ୍ତି ରିଙ୍କୁ ସିଂ । ଆୟରଲାଣ୍ଡ ବିପକ୍ଷରେ…

ଆୟରଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ବଦଳିପାରେ ଟିମ୍‌ ଇଣ୍ଡିଆ, ସିରିଜ କବଜା କରିବାକୁ ଓହ୍ଲାଇବ ବୁମରାଙ୍କ…

ଆଜି ଭାରତ-ଆୟରଲାଣ୍ଡ ମଧ୍ୟରେ ଆଜି ଖେଳାଯିବ ଦ୍ବିତୀୟ ଟି-୨୦ ମ୍ୟାଚ୍‌ । ଡବଲିନରେ ସନ୍ଧ୍ୟା ସାଢ଼େ ୭ଟାରେ ଏହି ମ୍ୟାଚ୍ ଖେଳାଯିବ । ମ୍ୟାଚ୍ ଜିତି ସିରିଜ ଆଗୁଆ କବଜା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ଶୁକ୍ରବାର ବର୍ଷା ବାଧାପ୍ରାପ୍ତ ପ୍ରଥମ ଟି-୨୦କୁ ଡର୍କ ୱର୍ଥ ଲୁଇସ୍ ନିମୟ ଅନୁସାରେ…

ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ ହାରିଲା ଭାରତ, ସିରିଜ ଜିତି ଖୁସି ହୋଇଯାଇଛନ୍ତି ଅଧିନାୟକ ପାୱେଲ

ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟି-୨୦ ସିରିଜ ହାରିଲା ଭାରତ । ୫ଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଘରୋଇ ୱେଷ୍ଟଇଣ୍ଡିଜ ଦଳ ୩-୨ ମ୍ୟାଚରେ ସିରିଜ ଜିତିଛି । ଆଉ ସିରିଜ ଜିତିବା ପରେ ବହୁତ ଖୁସି ହୋଇଯାଇଛନ୍ତି ଘରୋଇ ଦଳର ଅଧିନାୟକ ପାୱେଲ । ଆଉ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ୱେଷ୍ଟଇଣ୍ଡିଜ…